Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗାୟକଙ୍କ ଉପରେ ଟଙ୍କା ବର୍ଷା କଲେ ଦର୍ଶକ

ଗାୟକଙ୍କ ଉପରେ ଟଙ୍କା ବର୍ଷା । ଏହା ଶୁଣିଲେ ଟିକେ ଖଟକା ଲାଗିପାରେ । ଏବେ ଏପରି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଗୁଜରାଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ଗୁଜରାଟର ଭାଲସାଡ଼ ଅଞ୍ଚଳରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ଜଣାଶୁଣା…

ଭାରତର ଗଣତନ୍ତ୍ରକୁ ନେଇ ବ୍ରିଟେନ୍‌ରେ ରାହୁଲଙ୍କ ବୟାନକୁ ନିନ୍ଦା କଲେ ମୋଦୀ

ନୂଆଦିଲ୍ଲୀ: ବ୍ରିଟେନ୍ର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଓ ବ୍ରିଟେନ୍ ପାର୍ଲାମେଣ୍ଟରେ ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାକୁ ନେଇ ଦେଇଥିବା ବୟାନକୁ ନେଇ ନିନ୍ଦା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭାରତୀୟ ଗଣତନ୍ତ୍ରକୁ ନେଇ ଲଣ୍ଡନରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ବୋଲି…

ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ

ଅବିଶ୍ୱାସନୀୟ ହେଲେ ବି ସତ । ଚୀନର ସାଂଘାଇ ସହରରେ ଜଣେ ବର୍ଷକର ଶିଶୁ ମସ୍ତିଷ୍କରେ ଜୀବନ୍ତ ଯମଜ ସନ୍ତାନ ଥିବା ସ୍ପଷ୍ଟ ହୋଇଛି । ଡ଼ାକ୍ତରୀ ଭାଷାରେ ଏହା ଏକ ବିରଳତମ ଘଟଣା । ସାଧାରଣତଃ ମାତୃଗର୍ଭରେ ଯମଜ ସନ୍ତାନ ଥାନ୍ତି । କିନ୍ତୁ ଏଠି ସ୍ଥିତି ଭିନ୍ନ ଥିଲା । ମା ପେଟରେ ସନ୍ତାନ ଥିବା ବେଳେ…

ସାପକୁ ନେଇ ଚେତାବନୀ ଦେଲେ ମହିଳା ବୈଜ୍ଞାନିକ

ଜଙ୍ଗଲ ଛାଡ଼ି ବିଷଧର ସାପମାନେ ଏବେ ଜନବସତି ମୁହାଁ । ଯଦି ଠିକ୍ ସମୟରେ ଏହାକୁ ନିୟନ୍ତ୍ରଣ କରା ନ ଯାଏ ତେବେ ଭବିଷ୍ୟତରେ ମାରାତ୍ମକ ସ୍ଥିତି ଉପୁଜିପାରେ । ଏଭଳି ଚେତାବନୀ ଦେଇଛନ୍ତି ଫ୍ଲୋରିଡାସ୍ଥିତ ଭୂବିଜ୍ଞାନୀ ରୋଜି ମୋର୍ । ରୋଜି କହିଛନ୍ତି, ବହୁ ବର୍ଷ ଧରି ଏଭରଗ୍ଲାଡ୍ସ ଜଙ୍ଗଲରେ…

ସୁପ୍ରିମକୋର୍ଟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ରର ବିରୋଧ

ନୂଆଦିଲ୍ଲୀ: ଝିଅ-ଝିଅ ଓ ପୁଅ-ପୁଅ ମଧ୍ୟରେ ସମଲିଙ୍ଗୀ ବିବାହକୁ କେନ୍ଦ୍ର ସରକାରଙ୍କ ବିରୋଧ । ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ନେଇ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ବିରୋଧ କରିଛନ୍ତି କେନ୍ଦ୍ର ସରକାର । ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ସତ୍ୟପାଠ ଦାଖଲ କରି ସମଲିଙ୍ଗୀ ବିବାହ ନେଇ…

ରିଲିଜ ପୂର୍ବରୁ ଲିକ୍‌ ହେଲା ଟାଇଗର-୩ର ସୁଟିଂ ସିନ୍‌…

ମୁମ୍ବାଇ : ରିଲିଜ ପୂର୍ବରୁ ଲିକ୍‌ ହେଲା ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ଟାଇଗର -୩ ସୁଟିଂ ସମୟର ଫଟୋ, ଭିଡିଓ । ସୋସିଆଲ୍‌ ମିଡିଆରେ ଭାଇରାଲ ଫଟୋ ଦେଖି ପ୍ରଶଂସକ ବେଶ୍‌ ଖୁସି ହୋଇଯାଇଛନ୍ତି । ନିକଟରେ ଇମ୍ରାନ ହାସମିଙ୍କ ଫିଲ୍ମର ମଧ୍ୟ କିଛି ଫୋଟୋ ଭାଇରାଲ୍‌ ହୋଇଥିଲା  । ପରେ…

ସହକାରୀ ପ୍ରାଧ୍ୟାପକ ହେବାକୁ PhD ବାଧ୍ୟତାମୂଳକ ନୁହେଁ – UGC

ନୂଆଦିଲ୍ଲୀ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ- UGC ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ଘୋଷଣା ଅନୁସାରେ ଏଣିକି ଆସିଷ୍ଟାଣ୍ଟ ପ୍ରଫେସର ପଦ ପାଇଁ PhD ବାଧ୍ୟତାମୂଳକ ନୁହଁ। ସ୍ନାତକୋତ୍ତର ପରେ ଜାତୀୟ ଯୋଗ୍ୟତା ପରୀକ୍ଷା(NEET)ରେ ଉତ୍ତୀର୍ଣ୍ଣ ଆଶାୟୀ ଆସିଷ୍ଟାଣ୍ଟ ପ୍ରଫେସର ବା…

ପ୍ରଧାନମନ୍ତ୍ରୀଙ୍କ ଚିଠିକୁ ନେଇ ସାନିଆ ମିର୍ଜାଙ୍କ ଜବାବ୍‌; କହିଲେ ମୁଁ ମୋ ଦେଶ ପାଇଁ ୧୦୦% ଦେଇ ଆସିଛି  

ନୂଆଦିଲ୍ଲୀ : ଟେନିସ୍‌ ଷ୍ଟାର୍‌ ସାନିଆ ମିର୍ଜାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚିଠି ଲେଖି ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବର୍ତ୍ତମାନ ସାନିଆ ମିର୍ଜା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଚିଠିର ଉତ୍ତର ଦେଇଛନ୍ତି । ବାସ୍ତବରେ ସେ ଚିଠି ଲେଖି ପ୍ରଧାନମନ୍ତ୍ରୀ…

କପିଲ ଶର୍ମା ଶୋରେ ନଜର ଆସିବେ ପ୍ରଧାନମନ୍ତ୍ରୀ, ଶୋ’କୁ ଯିବା ପୂର୍ବରୁ ଜାଣନ୍ତୁ କ’ଣ କହିଲେ ?

ନୂଆଦିଲ୍ଲୀ : ଅଭିନେତା ତଥା ହାସ୍ୟ ଅଭିନେତା କପିଲ ଶର୍ମା ଘରେ ଘରେ ପରିଚିତ । ସେ ନିଜର ପରିଶ୍ରମ ଦ୍ୱାରା ଏହି ପରିଚୟ ସୃଷ୍ଟି କରିଛନ୍ତି । ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ରାମ ଚରଣ ଏବଂ ଜୁନିଅର ଏନଟିଆର ଭଳି ତାରକାମାନେ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋ’ରେ ଅଭିନୟ…

ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ନୂଆଦିଲ୍ଲୀ : ବୀମା କମ୍ପାନିର ଗୁରୁ ଦାୟିତ୍ୱ ବହନ କଲେ ସିଦ୍ଧାର୍ଥ ମହାନ୍ତି । ଓଡିଆ ପୁଅ ସିଦ୍ଧାର୍ଥ ମହାନ୍ତିଙ୍କୁ ଏଲଆଇସିର ଅନ୍ତରୀଣ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି । ମାର୍ଚ୍ଚ ୧୪ରୁ ତିନି ମାସ ପାଇଁ ସିଦ୍ଧାର୍ଥ ମହାନ୍ତି ଏହି ଦାୟିତ୍ୱ ଗ୍ରହଣ କରିବେ  । ବର୍ତ୍ତମାନର ଏଲଆଇସି…