Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକା ଗୁଇନ୍ଦା ସଂସ୍ଥାର ରିପୋର୍ଟ: ଚୀନ-ପାକିସ୍ତାନ ସହ ବିଗୁଡୁଛି ଭାରତର ସମ୍ପର୍କ: ଉସକାଇଲେ ଛାଡିବେନି ମୋଦି…

ୱାଶିଂଟନ:ଭାରତ-ପାକିସ୍ତାନ ଏବଂ ଭାରତ-ଚୀନ ସୀମାରେ ଦିନକୁ ଦିନ ଉତ୍ତେଜନା ବଢିବା ଆଶଙ୍କା କରାଯାଉଛି । ଯଦି ଉତ୍ତେଜନା ଉଗ୍ର ରୂପ ନିଏ ତେବେ ଯୁଦ୍ଧ ଅବଶ୍ୟମ୍ଭାବୀ । ଏମିତି ଆଶଙ୍କା ପ୍ରକାଶ କରିଛି ଆମେରିକା ଗୁଇନ୍ଦା ଏଜେନ୍ସି । ବୁଧବାର ଉକ୍ତ ଏଜେନ୍ସି ସାଂସଦମାନଙ୍କୁ ଏ ନେଇ ସୂଚନା…

ଟିକେଟ କରିବେନି ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି

ଜେରୁଜେଲମ: ଟିକେଟ କରିବାକୁ ପଡିବ ବୋଲି ନବଜାତ ସନ୍ତାନକୁ ବିମାନ ବନ୍ଦରରେ ଛାଡିଦେଲେ ଦମ୍ପତି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଇଜରାଏଲର ଏକ ବିମାନ ବନ୍ଦରରେ । ବିମାନ ବନ୍ଦରର ଚେକ-ଇନ-ଡିଭାଇସରେ ନବଜାତ ସନ୍ତାନର ଟିକେଟକୁ ନେଇ ଯୁକ୍ତିତର୍କ ହୋଇଥିଲା । ଶେଷରେ ଦମ୍ପତି ନିଜ…

ମାର୍ଚ୍ଚ ୩୧ ସୁଦ୍ଧା ଯୋଡି ନିଅନ୍ତୁ ଆଧାର-ପାନ ଲିଙ୍କ; ନ କଲେ ଅକାମୀ ହୋଇଯିବ ପାନ ନମ୍ବର

ନୂଆଦିଲ୍ଲୀ: ପାନ-ଆଧାର ଲିଙ୍କକୁ ନେଇ ବଡ ଖବର । ପାନ କାର୍ଡକୁ ଆଧାର କାର୍ଡ ସହ ଯଦି ନ ଯୋଡି ଥାନ୍ତି ତେବେ ସାବଧାନ । ତୁରନ୍ତ ଏ କାମ ସାରି ଦିଅନ୍ତୁ । ମାର୍ଚ୍ଚ ୩୧ ରହିଛି ଡେଡ ଲାଇନ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ପାନ-ଆଧାର ଲିଙ୍କ ନ କଲେ  ଅକାମୀ ହୋଇ ଯାଇପାରେ ପାନକାର୍ଡ ।…

ହୋଲିରେ ୭ ବର୍ଷର ନାବାଳିକାକୁ ସ୍କୁଲ ବାଥରୁମରେ ବଳାତ୍କାର; ଅଭିଯୁକ୍ତ ଗିରଫ

ପାଟଣା: ଗୋଟିଏ ପଟେ ସାରା ଦେଶ ହୋଲି ରଙ୍ଗରେ ଭିଜୁଥିଲା, ଏପଟେ ୭ ବର୍ଷର ଛୋଟ ଝିଅଟି ବଳାତ୍କାରର ଶିକାର ହୋଇଥିଲା । ଘଟଣା ଘଟିଛି ବିହାରର ବେଗୁସରାୟ ଅଞ୍ଚଳରେ । ସେତିକି ନୁହେଁ ଏହି ସୈତାନ ଯୁବକ ଜଣକ ଅନ୍ୟ ଜଣେ ନାବାଳିକାଙ୍କ ଗାଲକୁ ଏପରି କାମୁଡି ଦେଇଛି ଯେ ତାକୁ ଗୁରୁତର ଅବସ୍ଥାରେ…

ଯାସୁସୀ କରୁଛି ଚୀନ: ଜବାନ ଓ ତାଙ୍କ ପରିବାରକୁ ଚାଇନା ମୋବାଇଲ୍ ମନା

ନୂଆଦିଲ୍ଲୀ: ଚାଇନା ମୋବାଇଲ୍ ଫୋନ୍ ବ୍ୟବହାରକୁ ନେଇ ଜବାନଙ୍କୁ ଚେତାଇଲା ସେନାର ଗୁଇନ୍ଦା ବିଭାଗ। ସେନା ଯବାନ କିମ୍ବା ତାଙ୍କ ପରିବାର ଚୀନରେ ନିର୍ମିତ ଫୋନ୍ ବ୍ୟବହାନ ନ କରିବାକୁ ଗୁଇନ୍ଦା ବିଭାଗ ପକ୍ଷରୁ ଆଡ୍‌ଭାଇଜରୀ ଜାରି କରାଯାଇଛି। ଚୀନ୍‌ରେ ନିର୍ମିତ ସ୍ମାର୍ଟ ଫୋନ୍‌ରେ ଯାସୁଶୀ…

ଏଡିନୋ ଭାଇରସ ଆତଙ୍କ; ୨୪ ଘଣ୍ଟାରେ ୩ ଶିଶୁଙ୍କ ମୃତ୍ୟୁ, ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଛୁଟି ବାତିଲ କଲେ ସରକାର

କୋଲକାତା: ପଶ୍ଚିମବଙ୍ଗରେ ଗତ ୨୪ ଘଣ୍ଟାରେ ୩ ଶିଶୁଙ୍କର ମୃତ୍ୟୁ ହେବା ପରେ ରାଜ୍ୟରେ ଏଡିନୋ ଭାଇରସକୁ ନେଇ ଭୟ ବଡ଼ିଯାଇଛି। ଲକ୍ଷଣ ଦେଖା ଦେବା ପରେ ୩ ଶିଶୁଙ୍କୁ କୋଲ୍‌କାତାର ବିଭିନ୍ନ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ୩ ଜଣଙ୍କର ମୃତ୍ୟୁ ହୋଇଛି।…

ଗାଡ଼ିରେ ଇନ୍ଧନ ଭରୁଛି ରୋବଟ୍‌

ସମୟ ବଦଳିବା ସହିତ କାରିଗରୀ ଜ୍ଞାନକୌଶଳରେ ମଣିଷ ବେଶ୍ ଆଗକୁ ଯାଇଛି । ନୂଆ ନୂଆ ପଦ୍ଧତି ଆଧାରରେ ବିଜ୍ଞାନ ଆଗକୁ ଆଗଉଛି । ମୋଟ ଉପରେ ମଣିଷର ବିକଳ୍ପ ସାଜୁଛି ମେସିନ । କାମ ଯେତେ କଷ୍ଟକର ହେଉ ନା କାହିଁକି ମଣିଷ ତିଆରି ମେସିନ ଏବେ ତାକୁ ଖୁବ୍ ସହଜରେ ସମ୍ପାଦନା କରି ପାରୁଛି । ମଣିଷ ତିଆରି…

କୁକୁରଙ୍କ ଶବରେ ବସିଯାଇଛି ପରସ୍ତେ ଚଟାଣ; ଖାଇବାକୁ ନ ଦେଇ ଭୋକରେ ମାରିଛି ୧୦୦୦ କୁକୁର, ଅଭିଯୁକ୍ତକୁ ବାନ୍ଦିଲା…

ସିଓଲ: ପଶୁ ପାଲଟିଗଲା ମଣିଷ। ଭୋକ ଓପାସରେ ରଖି ମାରିଦେଲା ନେଇଗଲା ହାଜାରେ କୁକୁରଙ୍କ ଜୀବନ। ଏଭଳି ଅଶ୍ଚର୍ଯ୍ୟକର ଘଟଣା ଘଟିଛି ଦକ୍ଷିଣ କୋରିଆର ଗ୍ୟୋଙ୍ଗୀ ରାଜ୍ୟର ୟାଙ୍ଗପ୍ୟୋଙ୍ଗ ଠାରେ। ଜଣେ ୬୦ ବର୍ଷ ବୟସ୍କ ବ୍ୟକ୍ତି ଏଭଳି ଅମାନୁଷିକ କାଣ୍ଡ ଘଟାଇଛନ୍ତି। ଦକ୍ଷିଣ କୋରିଆରେ ବିଭିନ୍ନ…

ସଫଳ ହେଲା ବୁମରାହଙ୍କ ପିଠି ସର୍ଜରୀ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହଙ୍କ ପିଠିର ସର୍ଜରୀ ସଫଳ ହୋଇଛି । ନ୍ୟୁଜିଲାଣ୍ଡରେ ଏହି ଷ୍ଟାର କ୍ରିକେଟରଙ୍କ ଅପରେଶନ କରାଯାଇଥିଲା । ସେ ଏବେ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ସେଠାରେ ରହିବେ । ୬ ମାସ ମଧ୍ୟରେ ସେ ସୁସ୍ଥ ହୋଇଯିବେ ବୋଲି ଡାକ୍ତରଙ୍କ ପକ୍ଷରୁ କୁହାଯାଇଥିବା…

ସ୍ପାଇଡ଼ର ଘଉଡ଼ାନ୍ତୁ, ଟଙ୍କା କମାନ୍ତୁ : ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଆଶ୍ଚର୍ଯ୍ୟଜନକ ଅଫର

ଅଧିକାଂଶ ଲୋକ ସ୍ପାଇଡରକୁ ଦେଖିଲେ ଭୟ କରନ୍ତି । ଏହାକୁ ଘରୁ ଘଉଡ଼ାଇବା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିନ୍ତୁ ଜଣେ ମହିଳା ତାଙ୍କ ଘରୁ ସ୍ପାଇଡ଼ରକୁ ଘଉଡ଼ାଇବା ପାଇଁ ସୋସିଆଲ ମିଡ଼ିଆର ସହାୟତା ନେଇଛନ୍ତି । ଏଥିଲାଗି ସେ ସୋସିଆଲ ମିଡ଼ିଆରେ ଏକ ବିଜ୍ଞାପନ ଦେଇଛନ୍ତି । ତାହା ହେଲା…