Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅମିତ ଶାହଙ୍କୁ ଅମ୍ରିତପାଲଙ୍କ ହତ୍ୟା ଧମକ

ନୂଆଦିଲ୍ଲୀ: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଆଜି ୱାରିସ ପଞ୍ଜାବ ଦେ ସଂଗଠନର ମୂଖ୍ୟ ଅମ୍ରିତପାଲ ସିଂ ଖୋଲାଖୋଲି ଭାବେ ହତ୍ୟା ଧମକ ଦେଇଛନ୍ତି । ଅମିତ ଶାହଙ୍କ ପରିସ୍ଥିତି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରି ହେବ ବୋଲି ସେ କହିଛନ୍ତି । ଖଲିସ୍ତାନ ସମର୍ଥକ ଅମ୍ରିତଙ୍କ…

୨୦ ମାସର ଶିଶୁକୁ ଡାକ୍ତର ଦେଲେ ୩ ଘଂଟା ସିପିଆର, ଆଉ ତା ପରେ…

ନୂଆଦିଲ୍ଲୀ: ଲଣ୍ଡନର ପେଟ୍ରୋଲିଆ ଡାକ୍ତରଖାନାକୁ ଏକ ୨୦ ମାସର ଶିଶୁକୁ ଗୁରୁତର ଅବସ୍ଥାରେ ଅଣା ଯାଇଥିଲା । ତା ଦେହରେ ଜୀବନ ନ ଥିଲା କହିଲେ ଭୁଲ ହେବନି । ଭଗବାନଙ୍କ ବ୍ୟତୀତ ସମସ୍ତ ପରୀକ୍ଷଣରେ ସେ ଥିଲା ମୃତ । ତେବେ ଚିକିତ୍ସା କରୁଥିବା ଡାକ୍ତର ଓ ସହଯୋଗୀମାନେ ଶେଷ ଉଦ୍ୟମ କରିଥିଲେ । ୩…

୫୬ ବର୍ଷ ତଳର ଘଟଣା: ୧୦ ପରମାଣୁ ଅସ୍ତ୍ର ଅଚଳ କରିଥିଲେ କି ପରଗ୍ରହୀ

ୱାଶିଂଟନ: ୫୬ ବର୍ଷ ତଳେ ଆମେରିକାର ଏକ ମିଲିଟ୍ରି ବେସ ଉପରେ ୟୁଏଫଓ ଉଡିଥିବା ଦାବୀ କରାଯାଇଥିଲା । ଏପରିକି ଏଥିରେ ଥିବା ପରଗ୍ରହୀ ୧୦ଟି ପରମାଣୁ ଅସ୍ତ୍ରକୁ ଅଚଳ କରି ଦେଇଥିଲେ ବୋଲି ବାୟୁ ସେନାର ଜଣେ ପୂର୍ବତନ ଅଧିକାରୀ ଦାବୀ କରିଥିଲେ । ଦୀର୍ଘ ଦିନ ପରେ ଏବେ ଏହି ଘଟଣାର ତଦନ୍ତ ଆରମ୍ଭ…

କଣ ପାଇଁ କେତେକ ଲୋକ ଚକ, ମାଟି, କାଗଜ ଓ ରବର ଖାଇଥାନ୍ତି ?

ଭୁବନେଶ୍ୱର: ଆମ ଅନେକ ଲୋକଙ୍କୁ ଦେଖିଛେ, ଯେଉଁମାନେ ଚକ ଖଡି, ରବର, କାଗଜ ଓ ମାଟି ପରି ଅଖାଦ୍ୟ ଖାଇଥାନ୍ତି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ କ୍ଷେତ୍ରରେ ଏହି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ତେବେ ସେମାନେ କାହିଁକି ଏହାକୁ ଖାଆନ୍ତି ? ଏହି କ୍ଷେତ୍ରରେ ଜିଭର ଲାଳସାର ପ୍ରଶ୍ନ…

ଚଢ଼ାଉରେ ଦେଢ଼ ଲକ୍ଷର ଚପଲ ଓ ୮୦ ହଜାର ଟଙ୍କାର ଜିନ୍ସ ନେଇଯିବାରୁ କାନ୍ଦିଲେ ସୁକେଶ

ନୂଆଦିଲ୍ଲୀ : ଜେଲ ଭିତରେ ଭୋ ଭୋ ହୋଇ କାନ୍ଦିଲେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର । ଚଢ଼ାଉ ବେଳେ ନେଇଗଲେ ସୁକେଶଙ୍କ ସୌଖୀନ ସାମଗ୍ରୀ। ଜେଲ୍ ଭିତରେ ସୁକେଶ ପିନ୍ଧୁଥିଲା ଦେଢ଼ ଲକ୍ଷର ଚପଲ ସାଙ୍ଗକୁ ୮୦ ହଜାର ଟଙ୍କାର ଜିନ୍ସ । ଯାହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।…

୫ମ ଶ୍ରେଣୀ ଛାତ୍ରଙ୍କ ପାଇଁ ଅଙ୍କ ପ୍ରଶ୍ନ..ପଢିଲେ ମଥା ଘୂରିଯିବ

ନୂଆଦିଲ୍ଲୀ:ଆଜିକାଲି ପିଲାମାନେ ଖୁବ ଚାଲାକ ଏବଂ ସ୍ମାର୍ଟ ବି । କିଛି କିଛି ପିଲା ଏତେ ବୁଦ୍ଧିଆ ଯେ ସେମାନଙ୍କ ବୁଦ୍ଧି ପାଖରେ  ବଡ ବଡ ଲୋକମାନେ  ବି ଫେଲ ମାରିଯିବେ । ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ୫ମ ଶ୍ରେଣୀ ପିଲାଙ୍କର ଏକ ପ୍ରଶ୍ନପତ୍ର ଦେଖିବାକୁ ମିଳିଛି ।…

ବିମାନ ଅଟକାଇ ବରିଷ୍ଠ କଂଗ୍ରେସ ନେତା ପବନ ଖେଡାଙ୍କୁ ଗିରଫ କଲା ଆସାମ ପୁଲିସ୍

ଦିଶପୁର: ବରିଷ୍ଠ କଂଗ୍ରେସ ନେତା ପବନ ଖେଡ଼ା ଗିରଫ। ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ବେଳେ ବିମାନ ଉଡ଼ାଣକୁ ରଦ୍ଦ ଖେଡ଼ାଙ୍କୁ ଗିରଫ କଲା ଆସାମ ପୁଲିସ। ଗୁରୁବାର କଂଗ୍ରେସ ଦଳ ଏଭଳି ଅଭିଯୋଗ ଆଣିଛି। ଖେଡା ରାୟପୁର ଅଭିମୁଖେ ଉଡ଼ାଣ ଭରୁଥିବା ବେଳେ ଆସାମ ପୁଲିସ ନିର୍ଦ୍ଦେଶରେ…

ବିଚ୍‌ ରାସ୍ତାରେ ସ୍କୁଟି ଉପରେ ପ୍ରେମୀଯୁଗଳଙ୍କ ରୋମାନ୍ସ, ଭିଡିଓ ହେଉଛି ଭାଇରାଲ

ଲକ୍ଷ୍ନୌ : ସବୁ ସୀମା ପାର୍‌ କଲେ ପ୍ରେମୀ ଯୁଗଳ । ନାଁ ମୁହଁରେ ଲଜ୍ଜା ଅଛି ନାଁ ରହିଛି ଟ୍ରାଫିକ୍‌ ନିୟମର ଭୟ । ବିଚ୍‌ ରାସ୍ତାରେ, ସେ ପୁଣି ସ୍କୁଟି ଉପରେ ପ୍ରେମିକ କୋଳରେ ବସିଛି ପ୍ରେମିକା । ଦ୍ରୁତ ଗତିରେ ଚାଲିଛି ବାଇକ୍‌  । ଏଭଳି ରୋମାନ୍ସ କରୁଥିବା ଏହି ପ୍ରେମୀ ଯୁଗଳଙ୍କ ଭିଡିଓ…

ଝାରସୁଗୁଡା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ନାମରେ ନାମିତ କରିବା ପାଇଁ ଚିଠି ଲେଖିଲେ…

ନୂଆଦିଲ୍ଲୀ: ଝାରସୁଗୁଡା ଜିଲ୍ଲା ଗୋଁଣ୍ଡୱାନା ଛକକୁ ‘ବୀର କରୁଣାକର ସିଂହ ନାଏକ ଛକ’ ଭାବେ ନାମିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେଥିରେ ଉଲ୍ଲେଖ ରହିଛି ଯେ ଓଡ଼ିଶାର ଐତିହାସିକ, ସାମାଜିକ ଓ ସାଂସ୍କୃତିକ…

ଭାରତ ବଡ଼ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରି ମୋତେ ଭବିଷ୍ୟତର ଏକ ନୂଆ ଆଶା ଦେଇଛି: ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଦିନେ ବିଶ୍ୱର ନମ୍ବର ୱାନ ଧନି ଥିବା ଆମେରିକା ବ୍ୟବସାୟୀ ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ୍‌ଗେଟ୍ସଙ୍କ ମୁଁହରେ ଭାରତର ପ୍ରଶଂସା। ଭବିଷ୍ୟତ ପାଇଁ ଭାରତ ତାଙ୍କୁ ଏକ ନୂଆ ଆଶା ଦେଉଛି ବୋଲି ବିଲ୍ ଗେଟ୍ସ କହିଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି।…