Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ବଡ଼ ଚ୍ୟାଲେଞ୍ଜଗୁଡ଼ିକୁ ସାମ୍ନା କରି ମୋତେ ଭବିଷ୍ୟତର ଏକ ନୂଆ ଆଶା ଦେଇଛି: ବିଲ୍‌ ଗେଟ୍ସ

ନୂଆଦିଲ୍ଲୀ: ଦିନେ ବିଶ୍ୱର ନମ୍ବର ୱାନ ଧନି ଥିବା ଆମେରିକା ବ୍ୟବସାୟୀ ମାଇକ୍ରୋସଫ୍ଟ ସହସଂସ୍ଥାପକ ବିଲ୍‌ଗେଟ୍ସଙ୍କ ମୁଁହରେ ଭାରତର ପ୍ରଶଂସା। ଭବିଷ୍ୟତ ପାଇଁ ଭାରତ ତାଙ୍କୁ ଏକ ନୂଆ ଆଶା ଦେଉଛି ବୋଲି ବିଲ୍ ଗେଟ୍ସ କହିଛନ୍ତି। ଆସନ୍ତା ସପ୍ତାହରେ ସେ ଭାରତ ଆସିବେ ବୋଲି ଘୋଷଣା କରିଛନ୍ତି।…

କୋଭିଡ ଭୟରେ ପୁଅକୁ ଧରି ତିନି ବର୍ଷ ଘରେ ବନ୍ଦୀ ଥିଲେ ମହିଳା; ସ୍ୱାମୀଙ୍କୁ ବି ଆସିବାକୁ ଦେଇ ନ ଥିଲେ

ନୂଆଦିଲ୍ଲୀ:  ହରିଆଣା ଗୁରୁଗ୍ରାମର ଚକରପୁରରେ ୩୩ ବର୍ଷୀୟ ଜଣେ ମହିଳା ନିଜ ନାବାଳକ ପୁଅ ସହ ନିଜକୁ ତିନି ବର୍ଷ ଧରି ଏକ ଭଡାଘରେ   ବନ୍ଦୀ କରି ରଖିଛନ୍ତି । କରୋନା ମହାମାରୀରୁ ବଞ୍ଚିବା ପାଇଁ ସେ ଏପରି କରିଛନ୍ତି ।  ପୋଲିସର କହିବା ଅନୁଯାୟୀ, ଏହି ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଥିଲା…

ଭୋଜିରେ ଖାଦ୍ୟ ଅପଚୟକୁ ରୋକିବାକୁ ନିଆରା ପ୍ରୟାସ

ନୂଆଦିଲ୍ଲୀ:  ବିବାହରେ ଆସିଥିବା ଅଧିକାଂଶ ଅତିଥି ପେଟ ଭରିବା ଖାଇବା ପରେ ଖାଦ୍ୟ ନଷ୍ଟ କରୁଥିବା ଦେଖିବାକୁ ମିଳିଥାଏ । ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା କିଛି କମ୍ କଥା ନୁହେଁ । ଏଭଳି ପରିସ୍ଥିତିରେ ଖାଦ୍ୟର ଅପଚୟକୁ ରୋକିବା ପାଇଁ ବିଭିନ୍ନ ଅଭିଯାନ ଚାଲିଛି। ବିଭିନ୍ନ ସାମାଜିକ…

ସଞ୍ଜୟ ରାଉତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ; ଲାଗିଛି ଏକାଧିକ ଦଫା

ମୁମ୍ବାଇ: ଶିବସେନା ୟୁବିଟି(ଉଦ୍ଧବ ବାଲାସାହେବ ଠାକରେ) ନେତା ସଞ୍ଜୟ ରାଉତଙ୍କ ନାଁରେ ଥାନାରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ତଥା ସାଂସଦ ଶ୍ରୀକାନ୍ତ ସିନ୍ଦେ ତାଙ୍କୁ ମାରିବାକୁ ସୁପାରୀ କିଲର ଠିକ୍ କରିଥିବା ମିଛ ଅଭିଯୋଗ ଆଣିଥିବାରୁ ତାଙ୍କ…

ପାକ୍ ବିଶ୍ୱବିଦ୍ୟାଳୟ ପରୀକ୍ଷାରେ ଭାଇ-ଭଉଣୀ ସମ୍ପର୍କକୁ ନେଇ କୁତ୍ସିତ ପ୍ରଶ୍ନ; ସୋସିଆଲ ମିଡିଆରେ ଝଡ

ଇସଲାମବାଦ: ପାକିସ୍ତାନର ଏକ ୟୁନିଭର୍ସିଟି ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରୁକୁ ନେଇ ଖୁବ ଚର୍ଚ୍ଚା । ଏହି ପ୍ରଶ୍ନ ଭାଇ ଭଉଣୀର ସମ୍ପର୍କକୁ ନେଇ କରାଯାଇଛି । ଅର୍ଥାତ ଭାଇଭଉଣୀ ସେକ୍ସକୁ ନେଇ ପଚରାଯାଇଛି ପ୍ରଶ୍ନ । ଏପରି ପ୍ରଶ୍ନପତ୍ରକୁ ନେଇ ସୋସିଆଲ ମିଡିଆରେ ଝଡ ବହୁଛି । ଅନେକ…

ପୁଣି ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ ଫେସ୍‌ବୁକ୍‌ର ମୂଳ କମ୍ପାନୀ ମେଟା !

ନୂଆଦିଲ୍ଲୀ: ପୁଣି ୧୧ ହଜାର କର୍ମଚାରୀ ଛଟେଇ କରିବ ଫେସ୍‌ବୁକ୍, ଇନଷ୍ଟାଗ୍ରାମ ଓ ହ୍ୱାଟ୍ସଆପ୍‌ର ମୂଳ କମ୍ପାନୀ ମେଟା। ଏନେଇ ଆମେରିକା ଖବରକାଗଜ ୱାଶିଂଟନ ପୋଷ୍ଟରେ ଖବର ପ୍ରକାଶ ପାଇଛି। କମ୍ପାନୀରେ ଥିବା ନିଯୁକ୍ତି ସମ୍ପର୍କିତ ଅସମାନତା ନିୟନ୍ତ୍ରଣ କରିବା ପାଇଁ ମେଟା ୧୧ ହଜାର କର୍ମଚାରୀ…

ତାଜିକିସ୍ତାନରେ ୬.୮ ତୀବ୍ରତାର ଭୂମିକମ୍ପ; ଥରିଲା ଚୀନ

ବେଜିଂ: ତୁର୍କୀ-ସିରିଆରେ ଭୟଙ୍କର ଭୂମିକମ୍ପ ତାଣ୍ଡବ ରଚିବା ପରେ ଏସିଆ ମହାଦେଶରେ ବିଭିନ୍ନ ଦେଶରେ ଭୂମିକମ୍ପ ଧାରା ଜାରି ରହିଛି। ଗୁରୁବରା ତାଜିକିସ୍ତାନ ୬.୮ ତୀବ୍ରତାର ଭୂମିକମ୍ପ ହୋଇଛି। ଯାହାର ପ୍ରଭାବରେ ଚୀନରେ ଭୂମିକମ୍ପ ଅନୁଭୁତ ହୋଇଛି। ଆମେରିକୀୟ ଭୂବିଜ୍ଞାନ ସର୍ଭେକ୍ଷଣ…

ପୁଟିନ ଆଣବିକ ଚୁକ୍ତି ପ୍ରତ୍ୟାହାର କରିବା ବଡ଼ ଭୁଲ୍ ନିଷ୍ପତ୍ତି: ବାଇଡେନ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁଟିନ ଆମେରିକା ସହିତ ଆଣବିକ ଅସ୍ତ୍ର ନିୟନ୍ତ୍ରଣ ଚୁକ୍ତିନାମାକୁ ସ୍ଥଗିତ ରଖିଛନ୍ତି। କହିବାକୁ ଗଲେ ଏକରକମ ବାତିଲ କରିଛନ୍ତି। ଏପରି କରି ପୁଟିନ ସାରା ବିଶ୍ୱକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ବର୍ତ୍ତମାନ ସେ ୟୁକ୍ରେନ ଯୁଦ୍ଧରେ ଜିତିବା ପାଇଁ ପରମାଣୁ…

ଭାରତ-ଚୀନ ବିବାଦ ଭିତରେ ତିନି ବର୍ଷ ପରେ ବେଜିଂରେ ବସିଲା WMCCର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଚୀନ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବୁଧବାର ବେଜିଂରେ ଭାରତ ଏବଂ ଚୀନ୍ ଏକ ବୈଠକ କରିଛନ୍ତି। ଦୁଇ ଦେଶର ସୀମା ପ୍ରସଙ୍ଗରେ ବିଚାର ବିମର୍ଶ ଏବଂ ସମନ୍ବୟର କାର୍ଯ୍ୟକାରୀ ତନ୍ତ୍ର (WMCC)ର ୨୬ ତମ ବୈଠକ ଅନୁଷ୍ଠିତ ହୋଇଛି। ଖୁବ ଶୀଘ୍ର ୧୮ ତମ ସିନିୟର କମାଣ୍ଡରଙ୍କ ଏକ…