Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶୂନ ତାପମାତ୍ରାରେ ସାଧନା: କେଦାରନାଥରେ ବରଫ ଉପରେ ଧ୍ୟାନରେ ବସିଛନ୍ତି ଦୁଇ ସାଧୁ

ଡେରାଡୁନ:ଭଗବତ ପ୍ରେମୀ ଏମାନଙ୍କୁ ଭକ୍ତ କହିବେ ଆଉ ନାସ୍ତିକ କହିବେ ଲୋକ ଦେଖାଣିଆ । ଯିଏ ଯାହା କହୁ ପଛେ, ସାଧୁ ବାବା ଦୁହିଁଙ୍କ କାମ ସମସ୍ତଙ୍କୁ ବିସ୍ମିତ କରିଦେବ । କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ୍ ହେଉଛି । ଏହି ଭିଡିଓରେ କେଦାରନାଥ ଧାମ ଦେଖିବାକୁ…

‘ଶେହଜାଦା’ଫିଲ୍ମର ଶୁଟିଂ ସମୟରେ ଆହତ ହେଲେ କାର୍ତ୍ତିକ ଆର୍ଯ୍ୟନ

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି  ।  ଫିଲ୍ମ ‘ଶେହଜାଦା’ର ଶୁଟିଂ ସମୟରେ କାର୍ତ୍ତିକ ଏକ ଛୋଟ ଦୁର୍ଘଟଣାର ଶିକାର ହୋଇଛନ୍ତି । ଫଳରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଛି। କାର୍ତ୍ତିକ ଆର୍ଯ୍ୟନ ନିଜେ ସୋସିଆଲ ମିଡିଆରେ ଏକ ଫଟୋ…

ଏମିତି ଷ୍ଟେସନ ଯେଉଁଠାରେ ସବୁକାମ କେବଳ ମହିଳା ହିଁ କରନ୍ତି

ଜୟପୁର: ମହିଳା ସଶକ୍ତୀକରଣ କ୍ଷେତ୍ରରେ  ଭାରତୀୟ ରେଳବାଇ ଏକ ମାଇଲଷ୍ଟୋନ ତିଆାରି କରିଛି । ରେଳବାଇ ଅଧୀନରେ ଏମିତି ଏକ ଷ୍ଟେଶନ ଅଛି ଯେଉଁଠି ଖାଲି ମହିଳା  କର୍ମଚାରୀମାନେ ହିଁ କାମ କରିଥାନ୍ତି । ସଂଯୁକ୍ତ ରାଷ୍ଟ୍ର ମଧ୍ୟ ମହିଳା ସଶକ୍ତୀରକରଣ ପାଇଁ ଭାରତୀୟ ରେଳବାଇର ଏହି ଉଦ୍ୟମକୁ ପ୍ରଶଂସା…

ଜେଲରୁ ବାହାରିଲେ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ

ନୂଆଦିଲ୍ଲୀ:  ଜେଲରୁ ବାହାରିଲେ ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚ୍ଚର ଓ ତାଙ୍କ ସ୍ୱାମୀ ଦୀପକ କୋଚ୍ଚର ।  ଗତକାଲି ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିବା ପରେ  ଗତକାଲି ଉଭୟଙ୍କୁ ଜାମିନ ମିଳିଥିଲା…

ଟେଲିଭିଜନ ଚ୍ୟାନେଲକୁ ଗାଇଡଲାଇନ ଜାରି

ନୂଆଦିଲ୍ଲୀ : ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋମବାର ସମସ୍ତ ଟେଲିଭିଜନ ଚ୍ୟାନେଲକୁ ଏକ ଗାଇଡଲାଇନ ଜାରି କରିଛନ୍ତି। ବ୍ୟତିବ୍ୟସ୍ତ କରୁଥିବା ଭିଡିଏ ଓ ଫଟୋଗ୍ରାଫିର ପ୍ରସାରଣକୁ ବନ୍ଦ କରିବାକୁ ସରକାର ଟିଭି ଚ୍ୟାନେଲଗୁଡ଼ିକୁ କହିଛନ୍ତି। ଏବଂ ଟିଭି ଚ୍ୟାନେଲଗୁଡ଼ିକୁ ସରକାର ଚେତାବନୀ ଦେଇ…

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ୧୪ ଦିନିଆ ନ୍ୟାୟିକ ହେପାଜତ୍‌ରେ ଅଫତାବ୍‌

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲା । ଶ୍ରଦ୍ଧା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଅଫତାବଙ୍କ ନ୍ୟାୟିକ ହେପାଜତକୁ ପୁଣି ବଢାଇ ଦିଆଯାଇଛି। ଦିଲ୍ଲୀର ସାକେତ କୋର୍ଟ ଅଫତାବଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ୧୪ଦିନ ପାଇଁ ବୃଦ୍ଧି କରିଛନ୍ତି । ପ୍ରେମିକ ଅଫତାବ ପ୍ରେମିକା…

ଭୂକମ୍ପରେ ଥରିଲା ଇଣ୍ଡୋନେସିଆ

ଜାକର୍ତ୍ତା: ଇଣ୍ଡୋନେସିଆରେ ବଡ଼ଧରଣର ଭୂକମ୍ପ ଝଟକା। ଭୂମିକମ୍ପ ପରେ ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମୀ ଚେତାବନୀ ଦିଆଯାଇଛି । ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୭.୭ ରେକର୍ଡ କରାଯାଇଛି । ସୋମବାର ବିଳମ୍ବିତ ରାତି ପ୍ରାୟ ୨.୪୭ମିନିଟରେ ଥରି ଉଠିଲା ଇଣ୍ଡୋନେସିଆର ତୁଆଲ କ୍ଷେତ୍ର ।…

୨୮ ଲକ୍ଷଟଙ୍କାର ଖାଦ୍ୟ ଅର୍ଡର୍‌ କରି ଚର୍ଚ୍ଚାରେ ଅଙ୍କୁର

ନୂଆଦିଲ୍ଲୀ : ସ୍ବାଦିଷ୍ଟ ଖାଦ୍ୟ ଖାଇବା ପାଇଁ  ସମସ୍ତଙ୍କୁ ପସନ୍ଦ । ଆଉ ସେଥିପାଇଁ ବହୁଲୋକ ମଝିରେ ମଝିରେ ଅନ୍‌ଲାଇନ୍‌ ଅର୍ଡର୍‌ କରିଥାନ୍ତି। ସେଥିମଧ୍ୟରୁ କେତେଜଣ ପ୍ରାୟ ସବୁବେଳେ ଅନ୍‌ଲାଇନ୍‌ରେ ଖାଦ୍ୟ ଅର୍ଡର୍‌ କରନ୍ତି। ହେଲେ ଏବେ ଜଣେ ବ୍ୟକ୍ତି ଅନଲାଇନ ଅର୍ଡର କରି ରେକର୍ଡ କରିଛନ୍ତି…

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା; ଦୋଷ ମାନିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ ଆଣ୍ଡ ରନର ଛାତିଥରା କାହାଣୀ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ଘଟଣାରେ ଦୋଷ ସ୍ୱୀକାର କରିଛି ନୃଶଂସ ଅଭିଯୁକ୍ତ । ନିଜ ଦୋଷକୁ ଲୁଚାଇବାକୁ ଯାଇ କିପରି ଜଣଙ୍କ ଜୀବନ ନେଇଛି ଅଭିଯୁକ୍ତ ତାହାକୁ ସ୍ୱୀକାର କରିଛି । ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତ୍ୟେକ…

ଆମେରିକାରେ ଶପଥ ନେଲେ ପ୍ରଥମ ଭାରତୀୟ ମୂଳ ମହିଳା ଶିଖ ଜଜ

ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ…