Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୋଦିଙ୍କୁ ଖଡଗେଙ୍କ ଟାର୍ଗେଟ ! କହିଲେ, ତାନାଶାହ ପରି ଦେଶ ଚଳାଉଛନ୍ତି ପିଏମ୍

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ସଂସଦ ପରିସରରେ ପରୋକ୍ଷରେ ତାନାଶାହ ବୋଲି କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ. ଗଣମାଧ୍ୟମରେ ଖଡଗେ କହିଛନ୍ତି, ମୋଦି ନିଜେ ଗଣତନ୍ତ୍ରର ହତ୍ୟା କରୁଛନ୍ତି ଓ କେନ୍ଦ୍ରୀୟ ଏଜେନସିର ଅପବ୍ୟବହାର କରୁଛନ୍ତି, ଯେଉଁଠି…

କରଜରେ ଡୁବି ଗଲାଣି ପାକିସ୍ତାନ, ଶ୍ରୀଲଙ୍କା ଭ‌ଳି ହେବା ପରିସ୍ଥିତି !

ପଡୋଶୀ ପାକିସ୍ତାନର ହାଲ୍ ଏବେ ଆହୁରି ବେହାଲ ! 20 ଲକ୍ଷ କୋଟିର ବୈଦେଶିକ ଋଣ, ଖରାପ ଅର୍ଥ ବ୍ୟବସ୍ଥା ଓ ରାଜନୈତିକ ଅସ୍ଥିରତା ଭିତରେ ପେଶି ହେଉଛନ୍ତି ପାକିସ୍ତାନର ବାସିନ୍ଦା. ଏସବୁ ଭିତରେ ଦେଶର ସ୍ଥିତି ସୁଧାରିବାକୁ ସାଧାରଣ ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏହା ସମ୍ଭବ ହେବ…

ଦିଲ୍ଲୀରେ ବଢିଲା ବିଧାୟକ ଓ ମନ୍ତ୍ରୀଙ୍କ ବେତନ: ଜାଣନ୍ତୁ, ମାସିକ କିଏ ପାଇବେ କେତେ ଦରମା

ନୂଆଦିଲ୍ଲୀ: ବଢିଲା ଦିଲ୍ଲୀ ବିଧାୟକ ଏବଂ ମନ୍ତ୍ରୀଙ୍କ ଦରମା । ଦିଲ୍ଲୀ ବିଧାନସଭାର ବିଧାୟକଙ୍କ ଦରମାରେ ପ୍ରାୟ ୬୭ ପ୍ରତିଶତ ବୃଦ୍ଧି ଘଟିଛି । ସଂଶୋଧିତ  ବେତନ ହାର ଅନୁଯାୟୀ ବିଧାୟକମାନେ ମାସିକ ୯୦ ହଜାର ଟଙ୍କା ବେତନ ପାଇବେ । ବର୍ତ୍ତମାନ ବିଧାୟକଙ୍କ ମାସିକ ଦରମା  ୫୪  ହଜାର ଟଙ୍କା…

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଜି ଭାରତ ପାଇଁ ଏକ ଐତିହାସିକ ଦିନ । ଏସଏସ ରାଜେମୌଲିଙ୍କର ଫିଲ୍ମ RRRର ନାଟୁ ନାଟୁ ଗୀତକୁ ମିଳିଛି ଓସ୍କାର ସମ୍ମାନ । ବେଷ୍ଟ ଅରିଜିନାଲ ସଙ୍ଗ ପାଇଁ ନୋମିନେଟେ ହୋଇଥିଲା ନାଟୁ-ନାଟୁ ଗୀତ । ଶେଷରେ ସବୁ ଗୀତକୁ ପଛରେ ପକାଇ ଓସ୍କାର ପୁରସ୍କାର ହାତେଇଛି  ‘ନାଟୁ ନାଟୁ’ ଗୀତ…

ଯାତ୍ରୀଙ୍କ ମୃ୍ତ୍ୟୁ ଘଟିବାରୁ କରାଚିରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ନୂଆଦିଲ୍ଲୀ: ପାକିସ୍ତାନ କରାଚି ସ୍ଥିତ ଜିନ୍ନା ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ  କଲା ଇଣ୍ଡିଗୋ ବିମାନ । ବିମାନଟି ଦୁବାଇ ଅଭିମୁଖେ ଯାଉଥିବାବେଳେ ଏହାକୁ କରାଚିରେ ଅବତରଣ  କରାଯାଇଥିଲା । ବିମାନରେ ଯାଉଥିବା ଜଣେ ନାଇଜେରିଆନ ନାଗରିକଙ୍କର ହଠାତ ମୃତ୍ୟୁ ଘଟିବାରୁ ଏହାକୁ ଜରୁରୀ…

ଏଥର ପୂର୍ବତନ ପତି ନବୀନ କହିଲେ, ସ୍ୱାତୀ ମିଛ କହୁଛନ୍ତି

ନୂଆଦିଲ୍ଲୀ: ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ୱାତୀ ମାଲିୱାଲଙ୍କ ବୟାନ ସାରା ଦେଶରେ ଝଡ ସୃଷ୍ଟି କରିଥିଲା । ଏହାର ମୂଖ୍ୟ କାରଣ ଥିଲା ସେ ତାଙ୍କ ବାପାଙ୍କ ବିରୋଧରେ ଯୌନ ଶୋଷଣ ପରି ମାରାତ୍ମକ ଅଭିଯୋଗ ଆଣିଥିଲେ । ରବିବାର ବିଜେପି ପକ୍ଷରୁ ସ୍ୱାତୀଙ୍କ ବୟାନ ନେଇ ଟାର୍ଗେଡ କରାଯାଇଥିଲା ।…

ନିବେଶକଙ୍କ ଭରସା ଜିତୁଛି ଅଦାନି ଗ୍ରୁପ; ଧାର୍ଯ୍ୟ ସମୟ ପୂର୍ବରୁ ସୁଝିଲା  ୨.୬୫ ଅରବ ଡଲାର ଋଣ

ନୂ୍ଆଦିଲ୍ଲୀ: ଅଦାନି ଗ୍ରୁପ ତା’ ନିବେଶକଙ୍କ ଭରସା ଜିତିବା ପାଇଁ ନେଇଛି ବଡ ପଦକ୍ଷେପ । ନିର୍ଦ୍ଧାରିତ ସମୟ ପୂର୍ବରୁ ଅଦାନି ଗ୍ରୁପ  ୨.୬୫ ଅରବ ଡଲାର ଋଣ ଶୁଝିବାରେ ସଫଳ ହୋଇଛି  । ଏଥିପାଇଁ  ଗ୍ରୁପ ଅମ୍ବୁଜା ସିମେଣ୍ଟ ଲିମେଟେଡ ନିଜର ୪ରୁ ୫ ପ୍ରତିଶତ ଅଂଶଧନ ବିକ୍ରି କରିପାରେ ।…

ପାହାଡ଼ କହୁଛି ପୁଅ ହେବ ନା ଝିଅ

ପାହାଡ଼ର ଚମତ୍କାରିତା । ଝାଡ଼ଖଣ୍ଡର ଲୋହରଦାଗା ଅଂଚଳର ଖୁଖ୍ରା ଗ୍ରାମରେ ରହିଛି ଏମିତି ଏକ ପାହାଡ଼, ଯାହାକି ଗର୍ଭସ୍ଥ ଶିଶୁର ଲିଙ୍ଗ କ’ଣ ତାହା ଆଗୁଆ କହିପାରୁଛି ବୋଲି ଲୋକଙ୍କ ବିଶ୍ୱାସ । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପାହାଡ଼ ଉପରେ ଏକ ଚନ୍ଦ୍ର ଆକୃତିର ଚିହ୍ନ ରହିଛି, ଯାହା ନବଜାତକର…

ବିମାନ ଯାତ୍ରାରେ ଭାଙ୍ଗିଲା ଲଗେଜ୍‌, କ୍ଷତିପୂରଣ ବାବଦକୁ ଯାତ୍ରୀଙ୍କୁ ମିଳିଲା ୧୩ ଲଗେଜ୍

ବିମାନ ଯାତ୍ରା ସମୟରେ ଜଣେ ମହିଳା ଯାତ୍ରୀଙ୍କ ଲଗେଜ୍ ନଷ୍ଟ ହୋଇଯିବା କାରଣରୁ ପ୍ରତିବଦଳରେ ତାଙ୍କୁ ମିଳିଛି ଏକାଥରେ ୧୩ଟି ଲଗେଜ୍‌, ଯାହା ଏବେ ଖୁବ୍ ଚର୍ଚ୍ଚାକୁ ଆସିଛି । ଏଭଳି ଘଟଣା ଘଟିଛି ଫ୍ଲୋରିଡ଼ାରେ । ଫ୍ଲୋରିଡାର ବାସିନ୍ଦା ୨୯ ବର୍ଷୀୟା ମହିଳା ପେଟନ୍ ଥମସନ୍ ନିକଟରେ ଏହି ପ୍ରସଙ୍ଗ…

ନଦୀରେ ସେତୁ ବଦଳରେ ରାଜପଥ: ପରିବେଶ ସନ୍ତୁଳନ ପାଇଁ ଏଭଳି ଉଦ୍ୟମ

ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଥାଏ । ଏଥିପାଇଁ ନୂଆ ନୂଆ କାରିଗରୀ ଜ୍ଞାନ କୌଶଳର ପ୍ରୟୋଗ କରାଯାଇଥାଏ । କିନ୍ତୁ ବେଳେବେଳେ ସେହି ପ୍ରୟୋଗ ଧାରା ଓ ଭିତ୍ତିଭୂମି ଏତେ ଭିନ୍ନ ହୋଇଥାଏ ଯେ, ଏହା କେବଳ ସେହି ଦେଶ ଭିତରେ ନୁହେଁ…