Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାମ ଜନ୍ମଭୂମିରୁ ଶ୍ରୀ ଜଗ୍ନନାଥ ଧାମ, ତାହା ପୁଣି ଶୂନ ଗାଡିରେ

ସୁବର୍ଣ୍ଣପୁର(ପ୍ରକାଶ ଚନ୍ଦ୍ର ବେବର୍ତ୍ତା): କୁହାଯାଏ ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ କାର୍ଯ୍ୟ ସମ୍ଭବ । ବ୍ୟକ୍ତି ଯଦି କିଛି କରିବା ପାଇଁ ଭାବେ ତାହା ନିଶ୍ଚିନ୍ତ ସଫଳ ହୁଏ । ଏମିତି ମନୋବଳ ନେଇ ଅଯୋଧ୍ୟାରୁ ପୁରୀ ଆସିଛନ୍ତି ଶ୍ରୀ ଜଗଦୀଶ ମହାରାଜ ।  ବୟସ ୮୦ ଟପିଲାଣି । ହାତ ଗୋଡ ଥରୁଛି ।…

ଗାଁରେ ରୁହନ୍ତି କେବଳ ବଳାତ୍କାରୀ

ଶୀର୍ଷକ ପଢିଲା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱଭାବିକ । ଆପଣମାନେ ଭାବୁଥିବେ ଏମିତି ଏକ ଗାଁ ଅଛି ଯେଉଁଠି କେବଳ ହୁଏତ ବଳାତ୍କାରୀ ହିଁ ବସବାସ କରନ୍ତି । କଥାଟି ସତ , କିନ୍ତୁ ସତ ପଛର କାହାଣୀ କିଛି ଅଲଗା । ଆମେରିକାର ଫ୍ଲୋରିଡ଼ା ସହରଠାରୁ ପ୍ରାୟ ଦୁଇ ମାଇଲ ଦୂରରେ ରହିଛି ଏମିତି ଏକ…

ଚୀନ୍‌ ପାଇଁ ୧୩୫ କିଲୋମିଟର ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ପ୍ରତି ଚୀନ୍‌ର ମନୋଭାବ କେବେ ବିଶ୍ୱାସଯୋଗ୍ୟ ନୁହେଁ। ସମୟ ସମୟରେ ଚୀନ୍ ଏପରି କାର୍ଯ୍ୟ କରିଥାଏ, ଯାହା ନିଜକୁ ଭୁଲ ବୋଲି ପ୍ରମାଣ କରିଥାଏ  । ହେଲେ ଗତ କିଛି ବର୍ଷ ମଧ୍ୟରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଚୀନ୍‌କୁ ଅନେକ ଥର ପଛକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ…

ମା’ଙ୍କ ଭିଡିଓ ଶେୟାର କରି ଭାବବିହ୍ୱଳ ହେଲେ ରାକ୍ଷୀ, କହିଲେ ମୁଣ୍ଡ ଉପରୁ ମା’ର ହାତ ଉଠିଗଲା

ନୂଆଦିଲ୍ଲୀ : ମା’ ଚାଲିଯିବା ପରେ ରାକ୍ଷୀ ସାଓ୍ବନ୍ତ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି । ରାଖୀଙ୍କ ଆଖିରୁ ଶୁଖୁନି ଲୁହ । ସମସ୍ତଙ୍କୁ ହସାଉଥିବା ରାଖୀ ଆଜି ନିଜେ ହସିବା ଭୁଲି ଯାଇଛନ୍ତି । ରାଖୀ ସାଓ୍ବନ୍ତଙ୍କ ମା ଜୟା ଭେଡ଼ା  । ମା ଜୟା ବ୍ରେନ ଟ୍ୟୁମର ଏବଂ କ୍ୟାନସର ରୋଗରେ ପୀଡ଼ିତ ଥିଲେ…

ଭାଇରାଲ ଭିଡିଓ ଦେଖି ଗାଁ ମହିଳାଙ୍କୁ ସୋନୁ ସୂଦ ଦେଲେ ଚମତ୍କାର ଅଫର

ଅନେକ ସମୟରେ ସୋସିଆଲ ମିଡିଆରେ  ଭିଡିଓ ଭାଇରାଲ ହେଉଛି ।  ସେଥିରୁ କିଛି ଭିଡିଓ ସମସ୍ତଙ୍କୁ ବେଶ ପସନ୍ଦ ଆସିଥାଏ । ହେଲେ ଏମିତି କିଛି ଭିଡ଼ିଓ ମଣିଷର ଭାଗ୍ୟ ବଦଳାଇ ଦେଇଥାଏ, ଯେମିତି ରାନୁ ମଣ୍ଡଳଙ୍କର ବଦଳାଇ ଦେଇଥିଲା। ଏମିତି ଏକ ଭିଡ଼ିଓ ରାନୁ ମଣ୍ଡଳଙ୍କ ପରି ୟାଙ୍କର ମଧ୍ୟ ଭାଗ୍ୟ…

ମେଘାଳୟ ନିର୍ବାଚନ ୨୦୨୩: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା କଂଗ୍ରେସ

ଶିଲଂ: ମେଘାଳୟ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ। ରବିବାର ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ତଥା ସାଂସଦ ଭିନସେଣ୍ଟ ଏଚ୍‌ ପାଲା ଏହି ସୂଚନା ଦେଇଛନ୍ତି। ଚୂଡ଼ାନ୍ତ ତାଲିକାରେ ପ୍ରକାଶ ପାଇଥିବା ୫ ପ୍ରାର୍ଥୀଙ୍କ ନାଁକୁ କେନ୍ଦ୍ର ନିର୍ବାଚନ କମିଟି ଅନୁମୋଦନ ଦେଇଛି ବୋଲି…

ପ୍ରେମ ପାଇଁ ସ୍ବିଡେନରୁ ଭାରତ ଆସିଲେ ପ୍ରେମିକା

ନୂଆଦିଲ୍ଲୀ : ପ୍ରେମ , ଅଢେଇ ଅକ୍ଷରର ଏହି ଶବ୍ଦରେ ଭରି ରହିଛି ଅନେକ ଗୁଡ଼ିଏ ମହତ୍ତ୍ବ । ପ୍ରେମ କେତେବେଳେ ଆଉ କାହା ସାଥିରେ ହୋଇଥାଏ ଜାଣା ପଡିନଥାଏ  । ସେଥିପାଇଁ ତ ପ୍ରେମକୁ ଅନ୍ଧବୋଲି କୁହାଯାଏ । ପ୍ରେମ ଦେଖେ ନାହିଁ ଜାତି କି ନୀତି  । ଆଉ ପ୍ରେମ ମାନେ ନାହିଁ ବୟସର ତାରତମ୍ୟ ।…

ଦିଲ୍ଲୀରେ ସକ୍ରିୟ ଖଲିସ୍ତାନ ସଂଗଠନ; ଆତଙ୍କବାଦୀ ଆକ୍ରମଣ ନେଇ ଚେତାଇଲା ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସକ୍ରିୟ ଖଲିସ୍ତାନ ଆତଙ୍କବାଦୀ ସଂଗଠନ। କେତେବେଳେ ବି ହୋଇପାରେ ବଡ଼ ଧରଣର ଆକ୍ରମଣ। ଏନେଇ ଆଗୁଆ ଚେତାଇଲା ଗୁଇନ୍ଦା ସଂସ୍ଥା। ନିକଟରେ ଦିଲ୍ଲୀର ପୂର୍ବାଞ୍ଚଳର ଅନେକ ସ୍ଥାନରେ ଖଲିସ୍ତାନ ସମର୍ଥନରେ ଅନେକ ପୋଷ୍ଟର ଓ ବ୍ୟାନର ଲଗାଯାଇଥିଲା। ଏହାର କିଛିଦିନ ପରେ…

ଖାଲକୁ ଖସିପଡ଼ିଲା  ୪୮ ଯାତ୍ରୀଙ୍କୁ ନେଇ ଦ୍ରୁତ ଗତିରେ ଯାଉଥିବା ବସ୍‌, ୩୯ ମୃତ

ଇସ୍‌ଲାମାବାଦ: ଦ୍ରୁତ ଗତିରେ ଯାଉଥିବା ବସ୍‌ ଖାଲ ଭିତରକୁ ଖସିପଡିବାରୁ ୩୯ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ରବିବାର ସକାଳେ ପାକିସ୍ତାନ ବଲୋଚିସ୍ତାନର ଲାସ୍‌ବେଲା ଠାରେ ଏହି ଦୁର୍ଘଟଣା ଘଟିଛି। ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ର ରିପୋର୍ଟ ଅନୁସାରେ, ୪୮ ଯାତ୍ରୀଙ୍କୁ ଧରି ବସ୍‌ଟି କ୍ୱେଟ୍ଟାରୁ…

୨୦୨୪ରେ ତାମିଲନାଡୁରୁୁ ନିର୍ବାଚନ ଲଢିବେ ପ୍ରଧାନମନ୍ତ୍ରୀ ମୋଦି !

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ପାଇଁ କରମ କସିଲେଣି ସବୁ ରାଜନୈତିକ ଦଳ । ନିଜ ନିଜ ଆକାଂକ୍ଷୀ ଆସନରେ ପତିଆରା ଦେଖାଇଲେଣି ନେତା । କିଏ କେଉଁ ଆସନରୁ ଲଢିବେ ସେଥିନେଇ ଏବେଠୁ ଆରମ୍ଭ ହୋଇଗଲାଣି ଅଙ୍କକଷା । ଯଦି ବିଜେପି ଆସନ୍ତା ନିର୍ବାଚନରେ ବହୁମତ ପାଏ ତେବେ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି…