Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଓସ୍କାର ମଞ୍ଚରେ ଲାଇଭ ପରଫମାନ୍ସ ହେବ ‘ନାଟୁ ନାଟୁ’ ଗୀତ; ପଫରମାନ୍ସ ପାଇଁ ଚାଲିଛି ପ୍ରସ୍ତୁତି

ନୂଆଦିଲ୍ଲୀ : ଚର୍ଚ୍ଚାରେ ‘RRR’  ଫିଲ୍ମ । ଓସ୍କାର ୨୦୨୩  ଚଳଚ୍ଚିତ୍ରର ଗୀତ ‘ନାଟୁ ନାଟୁ’ ସର୍ବଶ୍ରେଷ୍ଠ ଗୀତ ଭାବେ ଓସ୍କାର ୨୦୨୩ରେ ନାମାଙ୍କିତ ହୋଇ ଭାରତକୁ ଗୌରବାନ୍ଵିତ କରିଛି।‘RRR’ ପୂର୍ବରୁ ହିଁ ସିଲଭର ସ୍କ୍ରିନ ଏବଂ ଗୋଲଡେନ୍ ଗ୍ଲୋବରେ ଭାରତର ଗୌରବ ଆଣିଥିବା ବେଳେ ଏବେ ଫିଲ୍ମକୁ…

ଏହି ଷ୍ଟେସନରେ ଆଉ ଶୁଣିବାକୁ ମିଳିବନି ‘ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ….

ନୂଆାଦିଲ୍ଲୀ : କୌଣସି ଦୂରଯାତ୍ରା ଯିବାର ଥିଲେ ଆମେ ଟ୍ରେନ ଏବଂ ବିମାନର ସାହାଯ୍ୟ ନେଇଥାଉ । ତେବେ ଟ୍ରେନରେ ଯିବା ସମୟରେ ଆପଣ ଷ୍ଟେସନରେ ନିଶ୍ଚୟ ଏହି ଶବ୍ଦଟିକୁ ପ୍ରଥମେ ଶୁଣିଥିବେ.., 'ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ, ଗାଡ଼ି ସଂଖ୍ୟା..'ଇତ୍ୟାଦି । ଟ୍ରେନର ଗତିବିଧି ବିଷୟରେ ଅବଗତ…

ବିରୋଧୀ ଦଳର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କିଏ ହେବେ… ଖଡଗେ ଦେଲେ ବଡ଼ ଇସାରା

ଚେନ୍ନାଇ: କଂଗ୍ରେସ ଦୁର୍ବଳ ହୋଇଯାଇଛି...। ଅନ୍ୟପଟେ ଅଣ ବିଜେପି-ଅଣ କଂଗ୍ରେସ ଦଳ ଏକାଠି ହୋଇ ତୃତୀୟ ସାମ୍ମୁଖ୍ୟ ପାଇଁ ଅଣ୍ଟା ଭିଡିଲେଣି। ହେଲେ ବିନା କଂଗ୍ରେସରେ ବିଜେପି ଭଳି ଦଳକୁ ତୃତୀୟ ସାମ୍ମୁଖ୍ୟ ଟକ୍କର ଦେବା ବି ମୁସକିଲ। ସେପଟେ କଂଗ୍ରେସ ବିରୋଧୀ ଦଳର ନେୃତ୍ବ ନେଲେ ଟିଏମସି…

ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହେଲେ ଯୁବକ

ହାଇଦ୍ରାବାଦ: ଜଣେ ଯୁବକ ବିବାହରେ ନାଚିବା ବେଳେ ହୃଦଘାତ ଯୋଗୁଁ ପ୍ରାଣ ହରାଇଥିବା ଖବରକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଏବେ ଆଉ ଜଣେ ଯୁବକ ବ୍ୟାଡମିଣ୍ଟନ ଖେଳୁଥିବା ବେଳେ ହୃଦଘାତର ଶିକାର ହୋଇ ପ୍ରାଣ ହରାଇଥିବା ଖବର ସାମ୍ନାକୁ ଆସିଛି। ଉଭୟ ଘଟଣା ତେଲେଙ୍ଗାନାର। ଗତ ଦୁଇ ସପ୍ତାହ…

ଆଜି ଆସିବ ତିନି ରାଜ୍ୟର ନିର୍ବାଚନ ଫଳାଫଳ: ତ୍ରିପୁରା ଉପରେ ମୋଦୀ-ମମତାଙ୍କ ନଜର

ନୂଆଦିଲ୍ଲୀ: ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଆଜି ଫଳାଫଳ ଘୋଷଣା ହେବ। ୨୦୧୮ରେ ବାମପନ୍ଥୀଙ୍କ ହାତରୁ ତ୍ରିପୁରାକୁ ଛଡ଼ାଇ ନେଇଥିଲା ବିଜେପି। ତେଣୁ ଆଜି ପୁଣିଥରେ ବାମପନ୍ଥୀ ତଳ କଂଗ୍ରେସ ସହ ମିଶି ଶାସନ ଗାଦିକୁ ଫେରିବ ନା ବିରୋଧୀ ଆସନରେ ବସିବ ତାହା…

କ୍ରିକେଟ ତାରକା ଗିଲଖ୍ରୀଷ୍ଚ ଦେଖିଲେ ସମ୍ବଲପୁରୀ ନୃତ୍ୟ, ସ୍ୱାଗତକଲେ କେନ୍ଦ୍ରଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଶିକ୍ଷା ମନ୍ତ୍ରଣାଳୟର ବରିଷ୍ଠ ଅଧିକାରଙ୍କ ସହ ଭାରତ ଗସ୍ତରେ ଆସିଥିବା ଅଷ୍ଟ୍ରେଲିଆର ଶିକ୍ଷା ମନ୍ତ୍ରୀ ଜେସନ କ୍ଲେର, ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ତଥା ଏବେର ଭାଷ୍ୟକାର ଆଦାମ ଗିଲଖ୍ରୀଷ୍ଟଙ୍କୁ…

ଜିନ୍ଦଲ ଷ୍ଟେନଲେସ୍ ଓ ସିଆଇଆଇ କ୍ରମକ୍ଷୟ ପରିଚାଳନା ଉପରେ ବୁଝାମଣାପତ୍ର ସ୍ୱାକ୍ଷର

ନୂଆଦିଲ୍ଲୀ: କ୍ରମକ୍ଷୟକୁ ଦୂର କରିବା ଏବଂ କ୍ଷୟକ୍ଷତିର ପ୍ରଭାବ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିନ୍ଦଲ ଷ୍ଟେନଲେସ୍ ଆଜି କନଫେଡ଼େରେସନ୍ ଅଫ୍ ଇଣ୍ଡିଆ (ସିଆଇଆଇ) ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ନୀତି ଆୟୋଗ ଓ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ, କୁଳପତି ଡ଼ା.…

ଆମାଜନ ଜଙ୍ଗଲରେ ହଜି ଯାଇଥିଲେ ଆକୋଷ୍ଟା, ୩୧ ଦିନ ପରେ ହେଲେ ଉଦ୍ଧାର

ନୂଆଦିଲ୍ଲୀ: ବିଶ୍ୱାସ ନ ହେଲେ ବି ସତ । ବଲିଭିୟାର ୩୦ ବର୍ଷୀୟ ଜୋନାଟନ ଆକୋଷ୍ଟା ଭୟଙ୍କର ଆମାଜନ ଜଙ୍ଗଲରେ ହଜି ଯାଇଥିଲେ । ସାଙ୍ଗମାନଙ୍କ ସହ ଜାନୁୟାରୀ ୨୫ରେ ଶୀକାର କରିବାକୁ ଯାଇଥିବା ଏହି ଯୁବକ ଆଉ ଫେରି ନ ଥିଲା । ବହୁତ ଖୋଜା ଖୋଜି ପରେ ସେମାନେ ଫେରି ଆସିଲେ । ସେ ନ ଫେରିବା ଯୋଗୁ…

ଏକଚ୍ଛତ୍ରବାଦ ଶାସକଙ୍କ ନୂଆ ଆଦେଶ, ହଲିଉଡ ଫିଲ୍ମ ଦେଖିବା ମନା

ପେଙ୍ଗୟଙ୍ଗ: ଉତର କୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ଆଉ ଏକ ନୂତନ ନିର୍ଦ୍ଦେଶନାମା ଜାରୀ କରିଛନ୍ତି । ଏହା ଅନୁସାରେ ଏଣିକି ଉତର କୋରିଆରେ ହଲିଉଡ ଫିଲ୍ମ କେହି ଦେଖିପାରିବେ ନାହିଁ । ଯେଉଁ ପିଲାମାନେ ଫିଲ୍ମ ଦେଖିବେ ତାଙ୍କୁ ଏବଂ ସେମାନଙ୍କ ପିତାମାତାଙ୍କୁ ଜେଲଦଣ୍ଡ ଦିଆଯିବ । ଏହା…

ଛାତ୍ରୀ ଉଦ୍ଭାବନ କଲେ ଅଦ୍ଭୁତ ଜୋତା : ପିନ୍ଧିଲେ ଲୋକେସନ କରିବ ଟ୍ରାକ, ଚାର୍ଜ ହେବ ମୋବାଇଲ, ଲାପ୍‌ଟପ୍

୩ ଛାତ୍ରୀଙ୍କ କମାଲ । ଉଦ୍ଭାବନ କଲେ ଅଦ୍ଭୁତ ଜୋତା, ଯାହା ପିନ୍ଧିଲେ ଲୋକେସନ ତ ଟ୍ରାକ ହେବ । ତାହାସହିତ ମୋବାଇଲ ଓ ଲାପ୍‌ଟପ୍ ବି ଚାର୍ଜ ହେବ । ମାନେ ଅଲ୍‌-ଇନ୍‌-ୱାନ । ଏହି ଅଦ୍ଭୁତ ଜିନିଷକୁ ଉଦ୍ଭାବନ କରି ଏମାନେ ଏବେ ସୋସିଆଲ ମିଡ଼ିଆରେ ଛାଇ ହୋଇ ଯାଇଛନ୍ତି । ଛତିଶଗଡର ପିଥୋରାସ୍ଥିତ…