Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ପୂର୍ବୋତ୍ତରରେ ବଢୁଛି ବିଜେପି ଏବଂ ଆଞ୍ଚଳିକ ଦଳ, ନିରାଶ ହେଲା କଂଗ୍ରେସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୂର୍ବୋତ୍ତରର ତିନୋଟି ରାଜ୍ୟର ବିଧାନସଭା ନିର୍ବାଚନ ଫଳାଫଳ ଆସିଛି। ତିନୋଟି ରାଜ୍ୟରେ ବିଜେପି ଭଲ ପ୍ରଦର୍ଶନ କରିଛି। ନାଗାଲାଣ୍ଡ ଏବଂ ତ୍ରିପୁରାରେ ବିଜେପି ସରକାର ଗଢ଼ିବାକୁ ଯାଉଥିବା ବେଳେ ମେଘାଳୟରେ ସହଯୋଗୀ ନ୍ୟାସନାଲ ପିପୁଲ୍ସ ପାର୍ଟିର ନେତୃତାଧୀନ…

ହାଥରସ ଗଣବଳାତ୍କାର କେସ:ସନ୍ଦୀପ ଦୋଷୀ ସାବ୍ୟସ୍ତ, ଅନ୍ୟ ୩ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଲକ୍ଷ୍ନୌ: ଉତରପ୍ରଦେଶର ବହୁଚର୍ଚ୍ଚିତ ହାଥରସ ଗଣବଳାତ୍କାର ମାମଲାରେ କୋର୍ଟ ଗୁରୁବାର ଶୁଣାଣୀ କରିଛି । ଏଥିରେ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ବେଳେ ଅନ୍ୟ ୩ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ସବୁଠାରୁ ବଡ କଥା ୪ଜଣଙ୍କ ମଧ୍ୟରୁ କୋର୍ଟ କାହାକୁ ଦୁଷ୍କର୍ମ ଅଭିଯୋଗରେ…

ଜେଏନୟୁରେରେ ଧାରଣା,ଆନ୍ଦୋଳନ କଲେ ଏଥର ଦେବାକୁ ପଡିବ ଜରିମାନା

ନୂଆଦିଲ୍ଲୀ: ପ୍ରତିଷ୍ଠିତ ଓ ବିବାଦୀୟ ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ଛାତ୍ରଙ୍କ ପାଇଁ ନୂତନ ନିୟମାବଳୀ ଜାରୀ କରାଯାଇଛି । ଏହା ଅନୁସାରେ ଏବେ ମନଇଚ୍ଛା ଧାରଣ ଓ ଆନ୍ଦୋଳନ କଲେ ଜରିମାନା ଦେବାକୁ ପଡିବ । ଧାରଣ ଦେଲେ ୨୦ ହଜାର ଜରିମାନା ଏବଂ ଆବଶ୍ୟକ ପଡିଲେ ଆଡମିଶନ ମଧ୍ୟ ବାତିଲ…

ତ୍ରିପୁରା, ନାଗାଲାଣ୍ଡରେ ବିଜେପି…. ମେଘାଳୟରେ ଝୁଲା ସରକାର

ନୂଆଦିଲ୍ଲୀ: ପୂର୍ବୋତ୍ତରର ୩ ରାଜ୍ୟ ତ୍ରିପୁରା, ନାଗାଲାଣ୍ଡ, ମେଘାଳୟ ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଜାରି ରହିଥିବା ବେଳେ ଫଳାଫଳ ସ୍ପଷ୍ଟ ହୋଇଛି । ଏବେ ତ୍ରିପୁରାରେ ବିଜେପି ସରକାର ଥିବା ବେଳେ ନାଗାଲାଣ୍ଡରେ ବିଜେପି ମେଣ୍ଟ ଓ ମେଘାଳୟରେ ନ୍ୟାସନାଲ୍ ପିପୁଲ୍ସ ପାର୍ଟିର ସରକାର ଅଛି ।…

ନାଗାଲାଣ୍ଡ ଲେଖିଲା ନୂଆ ଇତିହାସ, ୬୦ ବର୍ଷ ପରେ ରାଜ୍ୟ ପାଇଲା ମହିଳା ବିଧାୟକ

କୋହିମା: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡରେ ହୋଇଥିବା ବିଧାନସଭା ନିର୍ବାଚନ ଭୋଟ୍ ଗଣତି ଆଜି ହେଉଛି । ଆଉ ଏଥର ନିର୍ବାଚନରେ ନାଗାଲାଣ୍ଡର ଲୋକ ନୂଆ ଇତିହାସ ଲେଖିଛନ୍ତି । ନାଗାଲାଣ୍ଡ ରାଜ୍ୟ ଗଠନ ପର ଠାରୁ କେହି ମହିଳା ବିଧାୟକ ଭାବେ ନିର୍ବାଚିତ ହୋଇ ନଥିଲେ । ଏଥର ବିଜେପିର ସହଯୋଗୀ…

ନିର୍ବାଚନ କମିଶନ ନିଯୁକ୍ତି ନେଇ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ; ଏବେ ଏହି କମିଟି ପରାମର୍ଶରେ ଦିଆଯିବ ନିଯୁକ୍ତି

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗର ଶୀର୍ଷ ଅଧିକାରୀ ନିଯୁକ୍ତି ନେଇ ଗୁରୁବାର ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଏଣିକି ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଓ ଲୋକସଭା ବିରୋଧୀ ଦଳ ନେତାଙ୍କୁ ନେଇ ଗଠିତ ଏକ କମିଟି ମୁଖ୍ୟ ନିର୍ବାଚନ ଅଧିକାରୀ ନିଯୁକ୍ତ କରିବେ। ଏହି…

ବନ୍ଦେ ଭାରତ ଟ୍ରେନ ନିର୍ମାଣ କରିବ ଋଷ କମ୍ପାନୀ

ନୂଆଦିଲ୍ଲୀ: ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଟ୍ରେନ ମାଧ୍ୟମରେ ନିଜ ଗନ୍ତବ୍ୟସ୍ଥଳକୁ ଯାତ୍ରା କରୁଛନ୍ତି । ଆଉ ସେଥିପାଇଁ ତ ଟ୍ରେନକୁ ଭାରତର ଜୀବନରେଖା ମଧ୍ୟ କୁହାଯାଇଥାଏ । ତେବେ ଯାତ୍ରୀଙ୍କୁ ସୁବିଧାସୁଯୋଗ ଯୋଗାଇଦେବାକୁ ରେଳ ମନ୍ତ୍ରାଳୟ ବିଭିନ୍ନ ପ୍ରୟାସ କରୁଥିବାବେଳେ ରାଜଧାନୀ, ଶତାବ୍ଦୀ ସହ…

ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶରେ ନିର୍ମାଣ ହେବାକୁ ଯାଉଛି ୩୦୦୦ ମନ୍ଦିର

ନୂଆଦିଲ୍ଲୀ : ହିନ୍ଦୁଧର୍ମର ପ୍ରଚାର ଓ ପ୍ରସାର ପାଇଁ ଆନ୍ଧ୍ରପ୍ରଦେଶ ସରକାର ନେଇଛନ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ପ୍ରତ୍ୟେକ ଜିଲ୍ଲାରେ ନିର୍ମାଣ ହେବ ମନ୍ଦିର । ଉପମୁଖ୍ୟମନ୍ତ୍ରୀ କୋଟୁ ସତ୍ୟନାରାୟଣ କହିଛନ୍ତି, ମୁଖ୍ୟମନ୍ତ୍ରୀ ଓ୍ଵାଇ ଏସ୍ ଜଗନମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ…

ମହାରାଷ୍ଟ୍ରର ନାଗପୁରରେ ଜରୁରୀ ଅବତରଣ କଲା ବାଂଲାଦେଶରୁ ମସ୍କଟ ଯାଉଥିବା ବିମାନ

ନାଗପୁର: ବାଂଲାଦେଶରୁ ମସ୍କଟ ଯାଉଥିବା ଏକ ବିମାନ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରରେ ଜରୁରୀ ଅବତରଣ କରିଛି । ମିଳିଥିବା ତଥ୍ୟ ମୁତାବକ ବିମାନଟି ସଲାମ ଏୟାରର ହୋଇଥିବାବେଳେ ଏହା ବାଂଲାଦେଶର ଚିଟାଗଙ୍ଗ ବିମାନବନ୍ଦରରୁ ମସ୍କଟ ଅଭିମୁଖେ ଯାତ୍ରା କରୁଥିଲା । ତେବେ ଇଞ୍ଜିନରେ ସମସ୍ୟା ସହ…

ଜେଏନୟୁରେ ଲାଗୁ ହେଲା ନୂଆ ନିୟମ, ଧାରଣା ଦେଲେ ୨୦ ହଜାର ଫାଇନ, ହିଂସା କଲେ ରଦ୍ଦ ହେବ ଆଡ଼ମିସନ

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଭାବେ ପରିଚିତ ଜେଏନୟୁ ବା ଜବାହାରଲାଲ ନେହେରୁ ୟୁନିଭର୍ସିଟି ପକ୍ଷରୁ ଏହାର ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ନିୟମ ଜାରି କରାଯାଇଛି । ବିଶେଷ କରି କ୍ୟାମ୍ପସ ପରିସରରେ ଅଧିକାଂଶ ସମୟରେ ବିଭିନ୍ନ ଛାତ୍ରଗୋଷ୍ଠୀ ପକ୍ଷରୁ ଆନ୍ଦୋଳନ ଓ ଧାରଣାକୁ ନଜରରେ…