Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଫଟା ପ୍ୟାଣ୍ଟ ପିନ୍ଧି ରାସ୍ତା କଡରୁ ବୋତଲ ଗୋଟାଉ ଥିଲେ, ମୃତ୍ୟୁ ପରେ ସମ୍ପତ୍ତି ଦେଖି ଲୋକଙ୍କ ହୋସ ଉଡିଗଲା

ଉତ୍ତର ସ୍ୱିଡେନର ଏକ ଛୋଟ ସହର ସ୍କେଲେଫ୍ଟିଆରେ ଜଣେ ଭିକାରୀକୁ ନେଇ ଏବେ ଚର୍ଚ୍ଚା ଧରିଛି । ଭିକାରୀଜଣକ ରାସ୍ତା କଡରୁ ଭଙ୍ଗା ପ୍ଲାଷ୍ଟିକ ଡବା ସଂଗ୍ରହ କରି ଲକ୍ଷ ଲକ୍ଷ ଟଙ୍କା ସଞ୍ଚୟ କରିଛନ୍ତି । ସେ ଏହି ଡବାକୁ ନେଇ ବିକ୍ରି କରନ୍ତି । ବର୍ଷେ ନୁହେଁ କି ୨ ବର୍ଷ ନୁହେଁ, ପୁରା ୩୦ ବର୍ଷ…

ଆଫଗାନିସ୍ତାନରେ ଆକ୍ସନ ମୋଡରେ ତାଲିବାନ ; ଆଇଏସ ଖୁରାସାନାର ସେନା ମୁଖ୍ୟଙ୍କୁ ହତ୍ୟା

କାବୁଲ:ଆଫଗାନିସ୍ତାନରେ ତାଲିବାନ ସରକାର  ଇସଲାମିକ ଷ୍ଟେଟ ଖୁରାସାନ ପ୍ରାନ୍ତ (ISKP) ରେ ଏକ ବଡଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ତାଲିବାନ ସରକାରର ମିନିଷ୍ଟର ଅଫ ବାର ଏବଂ ସେନା ମୁଖ୍ୟ କାରୀ ଫେତହଙ୍କୁ ହତ୍ୟା କରାଯାଇଛି । କାରୀ ଫେତହଙ୍କୁ UNSC  ମନିଟରିଂ ଟିମ ମେ ୨୦୦୨ରେ ସେନା ମୁଖ୍ୟ…

ସୁପ୍ରିମକୋର୍ଟ ଗଲେ ମନୀଷ, ମୁଖ୍ୟ ବିଚାରପତି କହିଲେ ହାଇକୋର୍ଟକୁ ଯାଅ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ୨୬ ଫେବୃଆରୀରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ଗିରଫ କରିଥିଲା। ତେବେ ଏହି ଗିରଫକୁ ବିରୋଧ କରି ବର୍ତ୍ତମାନ ସିସୋଡିଆ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି | ସିସୋଡିଆଙ୍କ ଓକିଲ ଅଭିଷେକ ମନୁ ସିଂହଭି ପ୍ରଧାନ ବିଚାରପତିଙ୍କୁ…

ପ୍ରେମ ମାନେନି ବୟସ: ୯୧ ବର୍ଷ ବୟସରେ ଇସ୍କରେ ପଡିଲେ ରିୟଲ୍ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ

ନୂଆଦିଲ୍ଲୀ: ପ୍ରେମ ମାନେନି ବୟସ | ପ୍ରେମ କେତେବେଳେ କାହା ସହ ହୁଏ ସେକଥା କହି ହୁଏ ନାହିଁ | କୋଟିପତି ରିୟଲ ଇଷ୍ଟେଟ୍ ବ୍ୟବସାୟୀ କୁଶଲ ପାଲ ସିଂ ଏବେ ପ୍ରେମରେ ପଡିଛନ୍ତି | ବାସ୍ତବରେ ୨୦୧୮ରେ ସେ ପତ୍ନୀଙ୍କୁ କର୍କଟ ରୋଗ ଯୋଗୁଁ ହରାଇଥିଲେ। ଆଉ ଏବେ ପୁଣି ଥରେ ସେ ତାଙ୍କ ଜୀବନରେ ଜଣେ ସାଥୀ…

ଇସ୍ତଫା ଦେବେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ !

ଲାହୋର: ପାକିସ୍ତାନ ଏବେ ସବୁ ଦିଗରୁ କଲବଲ ହେବାରେ ଲାଗିଛି । ଆତଙ୍କବାଦ, ଚୀନ ସହ ବନ୍ଧୁତା, ତାଲିବାନ ସହ ଶତ୍ରୁତା ଏବଂ ଶେଷରେ କ୍ଷତିଗ୍ରସ୍ତ ଅର୍ଥନୀତି ଧିରେ ଧିରେ ଏହାକୁ ରସାତଳକୁ ନେବାରେ ଲାଗିଛି । ପାକିସ୍ତାନ ଉପରେ ବିଦେଶୀ ଋଣ ବଢ଼ିବାରେ ଲାଗିଛି । ଦରବୃଦ୍ଧି ୪୦ ପ୍ରତିଶତ ପାଖାପାଖି…

୨୨ ଦିନ ପରେ ପୁଣି ଥରିଲା ତୁର୍କୀ, ଗଳି ପଡିଲା ୨୯ କୋଠା

ଆଙ୍କରରା: ତୁର୍କୀକୁ ଛାଡୁନି ବିପଦ । ଭୟଙ୍କର ଭୂକମ୍ପର ୨୨ ଦିନ ପରେ ପୁଣି ଥରି ଉଠିଛି ତୁ୍ର୍କୀ । ଫେବୃୟାରୀ ୬ ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିଲା ଭୟଙ୍କର ଭୂକମ୍ପ । ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ । ଏତେ ବଡ ବିପଦରୁ ଉଠି ଅଣ୍ଟା ସଳଖୁଥିବେବେଳେ ପୁଣି ପ୍ରକୃତିର ମାଡ ।…

ଉତ୍ତରପ୍ରଦେଶରେ ଜନ୍ମ, ଦିଲ୍ଲୀରେ ମନ୍ତ୍ରୀ: ମନୀଷ ସିସୋଦିଆଙ୍କ ବାବଦରେ ଜାଣିଛନ୍ତି କି ଏସବୁ କଥା!

ନୂଆଦିଲ୍ଲୀ: ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ରବିବାର ସିବିଆଇ ଗିରଫ କରିଥିଲା । ସୋମବାର ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ମନୀଷ ସିସୋଦିଆ ଅରବିନ୍ଦ କେଜ୍ରିୱାଲଙ୍କ ପରେ ଆମ୍ ଆଦମୀ ପାର୍ଟିର ସବୁଠାରୁ ଶକ୍ତିଶାଳୀ ନେତା ଭାବେ ବେଶ ଜଣାଶୁଣା। ତାଙ୍କୁ ଗିରଫ କରାଯିବା ପରେ…

କୁକୁରପ୍ରେମୀଙ୍କ ଛୁଆଙ୍କୁ କୁକୁର କାମୁଡ଼ିଲେ ହିଁ ସେମାନେ ବୁଝିପାରିବେ: ବିଜେପି ସାଂସଦ

ବାଙ୍ଗାଲୋର: ତେଲେଙ୍ଗାନାରେ କୁକୁର ପଲଙ୍କ ଦ୍ୱାରା ଏକ ୫ ବର୍ଷର ଶିଶୁକୁ ଆକ୍ରମଣ ଓ ମାରିଦେବା ଘଟଣାକୁ ନେଇ କର୍ଣ୍ଣାଟକର ବିଜେପି ସାଂସଦ ପ୍ରତାପ ସିଂହା ଏକ ବଡ଼ ବୟାନ ଦେଇଛନ୍ତି | ଗଣମାଧ୍ୟମ ଶାନ୍ତ ରହିଲେ ବୁଲା କୁକୁରଙ୍କ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି। କର୍ଣ୍ଣାଟକର…

ପୁଣି ୨୦୦ କର୍ମଚାରୀଙ୍କୁ ଛଟେଇ କଲା ଟୁଇଟର

ୱାଶିଂଟନ: ପୁଣି ଟୁଇଟରରେ କର୍ମଚାରୀ ଛଟେଇ । ଶନିବାର ପ୍ରାୟ ୨୦୦ କର୍ମଚାରୀଙ୍କୁ ଛଟେଇ କରିଛି ଟୁଇଟର । ଟୁଇଟରରେ କାମ କରୁଥିବା ପ୍ରାୟ ୨୦୦୦ କର୍ମଚାରୀଙ୍କର ଏହା ୧୦ ପ୍ରତିଶତ ଅଟେ । ଏଲନ ମସ୍କ ଗତବର୍ଷ ଅକ୍ଟୋବରରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟୁଇଟରକୁ ଅଧିଗ୍ରହଣ କରିଥିଲେ । ବର୍ତ୍ତମାନ…

ଖଡଗେ କେବଳ ନାଁକୁ କଂଗ୍ରେସ ଅଧ୍ୟକ୍ଷ: ମୋଦୀ

ବେଙ୍ଗାଲୁରୁ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଂଗ୍ରସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ କଟାକ୍ଷ କରିଛନ୍ତି। କର୍ଣ୍ଣାଟକର ବେଲଗାଭିରେ ଏକ ଜନସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି, 'ମଲ୍ଲିକାର୍ଜୁନ ଖଡଗେ ହେଉଛନ୍ତି କଂଗ୍ରେସର ମୁଖିଆ। କିନ୍ତୁ କାହା ପାଖରେ ରିମୋଟ କଣ୍ଟ୍ରୋଲ…