Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଚୀନରେ ଆଉ ଏକ ବୁହାନ, ୯୦ ପ୍ରତିଶତ ଲୋକ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନାର ଉତ୍ପତ୍ତି ସ୍ଥଳ ଚୀନରେ କରୋନା ସଂକ୍ରମଣ ଥମିବାର ନା ନେଉନି । ଚୀନର ଗୋଟିଏ ପରେ ଗୋଟିଏ ସହରରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏବେ ଖବର ଆସିଛି, ଚୀନର ତୃତୀୟ ଜନବହୁଳ ସହର ହେନାନ ପ୍ରାନ୍ତର ୯୦ ପ୍ରତିଶତ ଲୋକ କରୋନା ସଂକ୍ରମଣର ଶିକାର ହୋଇଛନ୍ତି । ଏ ସୂଚନା ଦେଇଛନ୍ତି…

ସରକାରୀ ଧନ ନୁହେଁ ନିଜ ଚିକିତ୍ସା ଖର୍ଚ୍ଚ ନିଜେ ବହନ କରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: RTI ରିପୋର୍ଟ

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହେବା ଦିନ ଠାରୁ ନିଜ ଚିକିତ୍ସା ଖର୍ଚ୍ଚ ନିଜେ କରିଛନ୍ତି। ସରକାରୀ ରାଜକୋଷରୁ ଏଥିପାଇଁ ଗୋଟିଏ ବି ଟଙ୍କା ଖର୍ଚ୍ଚ ହୋଇ ନାହିଁ। ସୂଚନା ଅଧିକାର ଆଇନ ବଳରେ ଏହି ତଥ୍ୟ ସାମ୍ନାକୁ ଆସିଛି। ପୁଣେ ସ୍ଥିତି ଆର୍‌ଟିଆଇ କର୍ମୀ ପ୍ରଫୁଲ ସାରଦା ଆର୍‌ଟିଆଇ…

ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ଛାଡ଼ି ଚାଲିଗଲେ ତାମିଲନାଡୁ ରାଜ୍ୟପାଳ

ଚେନ୍ନାଇ: ମୁଖ୍ୟମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ବିଧାନସଭା ଗୃହ ଛାଡ଼ି ଚାଲିଗଲେ ତାମିଲନାଡୁ ରାଜ୍ୟପାଳ ଆର୍‌ ଏନ୍ ରବି। ସୋମବାର ସକାଳେ ମୁଖ୍ୟମନ୍ତ୍ରୀ ଏମ୍‌ କେ ଷ୍ଟାଲିନ୍ ଏକ ପ୍ରସ୍ତାବ ଆଣିଥିଲେ। ଯେଉଁଥିରେ କୁହାଯାଇଥିଲା ଯେ ଶୀତକାଳିନ ଅଧିବେଶନ ପ୍ରଥମ ଦିନରେ କେବଳ ରାଜ୍ୟ…

ଏ ଦେଶରେ ନଦୀ ନାହିଁ କି ନାଳ ନାହିଁ ତଥାପି ପାଣିର ଅଭାବ ନାହିଁ

ଚାରିଆଡେ ବାଲି ଆଉ ବାଲି । ଏଠି ନା ନଦୀ ଅଛି, ନା କୌଣସି  ବଡ ପୋଖରୀ । ବର୍ଷା ବି ବର୍ଷକେ ଥରେ ବା ଦୁଇଥର ଆସିଥାଏ । କିନ୍ତୁ ଘଡିକ ପାଇଁ ।  ଏଠି ଚାରିଆଡ ଖାଲି ଶୁଖିଲା ଶୁଖିଲା.. ମରୁସ୍ଥଳ । ହଜାର ହଜର ବର୍ଷ ଧରି ସଉଦୀ ଆରବରେ ଲୋକେ ପାଣି ପାଇଁ ଭୂତଳ ଜଳ ଉପରେ ନିର୍ଭର କରି ଆସୁଛନ୍ତି…

ଖୁବ୍‌ ଶୀଘ୍ର ରିଲିଜ୍‌ ହେବ କେଜିଏଫ୍‌ ଚାପ୍ଟର-୩

ମୁମ୍ବାଇ : ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିବ । ଖୁବ୍‌ ଶୀଘ୍ର ରିଲିଜ ହେବାକୁ ଯାଉଛି କେଜିଏଫ୍‌ ଚାପ୍ଟର –୩  । ଯାହାକୁ ନେଇ ଦର୍ଶକଙ୍କ ମନରେ ଭରିରହିଛି ଉତ୍ସାହ । ଭାରତୀୟ ସିନେମା ଜଗତରେ କନ୍ନଡ଼ ଫିଲ୍ମ ‘କେଜିଏଫ୍‌’ ଦେଶ ବିଦେଶରେ ଚର୍ଚ୍ଚା ସୃଷ୍ଟି କରିଥିଲା । ଏହି ଫିଲ୍ମକୁ ଦର୍ଶକ ବହୁତ…

କୋଚର ଦମ୍ପତିଙ୍କ ଗିରଫଦାରୀ ବେଆଇନ-ବମ୍ବେ ହାଇକୋର୍ଟ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କ ଦୁର୍ନୀତିରେ ଗିରଫ ହୋଇଥିବା ବ୍ୟାଙ୍କର ପୂ୍ର୍ବତନ ସିଇଓ ଚନ୍ଦା କୋଚର ଓ ତାଙ୍କ ସ୍ୱାମୀ ଦୀପକ କୋଚରଙ୍କୁ ମିଳିଲା ଆଶ୍ୱସ୍ତି । ବମ୍ବେ ହାଇକୋର୍ଟ ଏକ ରାୟରେ ଉଭୟଙ୍କ ଗିରଫଦାରୀ ବେଆଇନ ବୋଲି କହିଛନ୍ତି । ଉଭୟଙ୍କ ଗିରଫଦାରିକୁ ଚାଲେଞ୍ଜ କରି ଆଗତ ଏକ…

ବ୍ରାଜିଲରେ ରାଜନୈତିକ କନ୍ଦଳ: ପୂର୍ବତନ ରାଷ୍ଟ୍ରପତିଙ୍କ ସମର୍ଥକ ରାଷ୍ଟ୍ରପତି ଭବନ ଓ ସୁପ୍ରିମକୋର୍ଟ ମଧ୍ୟକୁ ଧସେଇ…

ବ୍ରାସିଲିଆ: ବ୍ରାଜିଲରେ ରାଜନୈତିକ ଅସ୍ଥିରତା ଗମ୍ଭୀର ହୋଇଛି । ପୂର୍ବତନ ରାଷ୍ଟ୍ରପତି ଜାୟର ବାଲ୍ସୋନାରୋଙ୍କ ଶତାଧିକ ସମର୍ଥକ ରବିବାର ପୋଲିସ ବ୍ୟାରିକୋଡ ଭାଙ୍ଗି କଂଗ୍ରେସ, ରାଷ୍ଟପତି ଭବନ ଏବଂ ସୁପ୍ରିମକୋର୍ଟ ଭିତରକୁ ଧସେି ପଶି  ଯାଇଥିଲେ । ପ୍ରଦର୍ଶନକାରୀମାନେ ସବୁଜ ଏବଂ ହଳଦିଆ…

୬ ଶହରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରି ପ୍ରତିଶୋଧ ନେଇଛୁ: ଋଷ

ମସ୍କୋ: ରବିବାର ସକାଳେ ରୁଷର ଏକପାଖିଆ ଅସ୍ତ୍ରବିରତି ଅବଧି ଶେଷ ହୋଇଥିଲା ଏବଂ ଏହାର ସୈନ୍ୟବାହିନୀ ୟୁକ୍ରେନରେ ଆକ୍ରମଣ ଆରମ୍ଭ କରିଥିଲେ। ଏହି ଆକ୍ରମଣରେ ରୁଷ ୬ ଶହରୁ ଅଧିକ ୟୁକ୍ରେନ ସୈନିକଙ୍କୁ ହତ୍ୟା କରିଥିବା ଦାବି କରିଛି, କିନ୍ତୁ ୟୁକ୍ରେନ ଏହି ଦାବି ଉପରେ କିଛି କହିନାହିଁ। ଏପରିକି…

ଯୋଶୀମଠ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ଶାସନ ସଚିବ ଡଃ. ପି କେ ମିଶ୍ର ରବିବାର ଯୋଶୀମଠରେ ଘର ଗୁଡିକର ଯେଉଁ  କ୍ଷୟକ୍ଷତି ହୋଇଛି ଏବଂ ଏବଂ ଜମିରେ ଯେଉଁ ଫାଟ ସୃଷ୍ଟି ହୋଇଛି, ତାହା ଉପରେ ଏକ ଉଚ୍ଚ ସ୍ତରୀୟ ସମୀକ୍ଷା କରିଥିଲେ । କ୍ୟାବିନେଟ ସଚିବ, ଗୃହ ସଚିବ, ଭାରତ ସରକାରଙ୍କ ବରିଷ୍ଠ…

ବିଜେପି ନେତା ମୋଦୀଙ୍କୁ ଭଗବାନ ବୋଲି ଭାବନ୍ତି, ସେ କିନ୍ତୁ ଏକଛତ୍ରବାଦୀ: ଖାଡଗେ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡଗେ କର୍ଣ୍ଣାଟକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ସାମିଲ ହୋଇ ସେ କହିଛନ୍ତି ଯେ ଦେଶରେ ୩୦ ଲକ୍ଷ ସରକାରୀ ପଦବୀ ଖାଲି ପଡିଛି। ପ୍ରଧାନମନ୍ତ୍ରୀ ମୋଦୀ ଏହି ଖାଲି ପଦବୀକୁ ପୂରଣ କରିବେ ନାହିଁ…