Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିଲ୍ଲୀ ହିଟ୍ ଆଣ୍ଡ ରନ୍ ମାମଲା; ଦୋଷ ମାନିଲେ ଅଭିଯୁକ୍ତ

ନୂଆଦିଲ୍ଲୀ : ଦିଲ୍ଲୀ ହିଟ ଆଣ୍ଡ ରନର ଛାତିଥରା କାହାଣୀ ଚାରିଆଡ଼େ ହଇଚଇ ସୃଷ୍ଟି କରିଛି । ଘଟଣାରେ ଦୋଷ ସ୍ୱୀକାର କରିଛି ନୃଶଂସ ଅଭିଯୁକ୍ତ । ନିଜ ଦୋଷକୁ ଲୁଚାଇବାକୁ ଯାଇ କିପରି ଜଣଙ୍କ ଜୀବନ ନେଇଛି ଅଭିଯୁକ୍ତ ତାହାକୁ ସ୍ୱୀକାର କରିଛି । ବହୁ ଚର୍ଚ୍ଚିତ ହିଟ୍ ଆଣ୍ଡ ରନ ମାମଲାରେ ପ୍ରତ୍ୟେକ…

ଆମେରିକାରେ ଶପଥ ନେଲେ ପ୍ରଥମ ଭାରତୀୟ ମୂଳ ମହିଳା ଶିଖ ଜଜ

ନୂଆଦିଲ୍ଲୀ: ଭାରତୀୟ ମୂଳ ମନପ୍ରୀତ ମୋନିକା ସିଂହ ହାରିସ କାଉଣ୍ଟିଂର ବିଚାରପତି ଭାବେ ଶପଥ ନେଇଛନ୍ତି । ଏହା ପରେ ମୋନିକା ଆମେରିକାର ପ୍ରଥମ ମହିଳା ଶିଖ ବିଚାରପତିର ମାନ୍ୟତା ପାଇଛନ୍ତି । ମୋନିକାଙ୍କ ଜନ୍ମ ହ୍ୟୁଷ୍ଟନରେ ହୋଇଥିଲା । ତାଙ୍କର ପିଲାଦିନ ମଧ୍ୟ ସେହିଠାରେ କଟିଥିଲା । ଏବେ ସେ…

ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ, ଏହାକୁ ରାଜନୀତିର ରଙ୍ଗ ଦିଅନି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଧର୍ମାନ୍ତରୀକରଣ ଏକ ଗମ୍ଭୀର ପ୍ରସଙ୍ଗ। ତେଣୁ ଏହାକୁ ରାଜନୀତିର ରଙ୍ଗ ଦିଆ ନଯାଉ। ଆଜି ଏକ ମାମଲାର ଶୁଣାଣି କରି ଏପରି କହିଛନ୍ତି ସୁପ୍ରିମକୋର୍ଟ। ଚଳନା କରି କରାଯାଉଥିବା ଧର୍ମପରିବର୍ତ୍ତନକୁ ରୋକିବାକୁ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତି ବୋଲି…

ଖୁବ ଶୀଘ୍ର ବନ୍ଦ ହୋଇଯିବ ଗୁଗୁଲର ଏହି ସେବା

ନୂଆଦିଲ୍ଲୀ: ଗୁଗୁଲ ଗତ ସପ୍ତାହରେ ଘୋଷଣା କରିଥିଲା ଯେ, କମ୍ପାନୀ ତାର କ୍ଲାଉଡ ବେସ୍‌ଡ ଗେମ ଷ୍ଟ୍ରିମିଂ ସର୍ବିସ ଗୁଗୁଲ ଷ୍ଟେଡ଼ିଆକୁ ବନ୍ଦ କରିବାକୁ ଯାଉଛି । ଗୁଗୁଲ ସେତେବେଳେ ସ୍ପଷ୍ଟ କରି ଦେଇଥିଲା ଯେ, ଜାନୁଆରୀ ୧୮ , ୨୦୨୩ ରେ ଷ୍ଟେଡିଆର ସର୍ଭର ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦେବ । ନୂଆ…

ୟୁକ୍ରେନ ବିପକ୍ଷରେ ରୁଷର ସୈନିକ ବ୍ୟବହାର କରୁଛନ୍ତି ଧନୁତୀର !

କୀଭ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନାମ ଧରୁନି । ପରସ୍ପର ବିରୋଧରେ ଅତ୍ୟାଧୁନିକ ମିସାଇଲ ବ୍ୟବହାର କରାଯାଉଥିବା ବେଳେ ହଠାତ ଏପରି ଏକ ଖବର ସମ୍ମୁଖକୁ ଆସିଛି ଯାହାର ସତ୍ୟତା ନେଇ ସଂଶୟ ରହୁଛି । ସୋସିଆଲ ମିଡିଆରେ ରୁଷ ସେନା ଯୁଦ୍ଧରେ ଧନୁତୀର ବ୍ୟବହାର କରୁଥିବା ଫଟୋ ଏବେ ଭାଇରାଲ ହେବାରେ…

କମ୍ପାନୀ ଦେଲା ଅଫର; ବୋନସରେ ମିଳିବ ୫୦ ମାସର ଦରମା

ନୂଆଦିଲ୍ଲୀ: କମ୍ପାନୀ ଚାକିରି କରୁଥିଲେ ଆପଣ ନିଶ୍ଚୟ ଜାଣିଥିିବେ ଏଠି ଖଟଣି କେତେ । ଯେତିକି ଦରମା ତା ଠାରୁ ଦଶଗୁଣା କାମ । କିନ୍ତୁ କମ୍ପାନୀ ଚାକିରି କରୁଥିବା ବ୍ୟକ୍ତିଙ୍କ ପାଇଁ ଚମକାଇ ଦେବା ପରି ଏକ ଖବର । ଶୁଣିଲେ ଆପଣ ଇର୍ଷା ତ ନିଶ୍ଚୟ କରିବେ । ତାସହ ଭାବିବେ କମ୍ପାନୀ ଯଦି ଏତେ…

ମହଙ୍ଗା ହେବ ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ

ନୂଆଦିଲ୍ଲୀ: ସୁନା ଗହଣା ଯଦି କିଣିବାର ଅଛି ତେବେ ଏବେ ହିଁ କିଣି ନିଅନ୍ତୁ। ନହେଲେ ଆଗକୁ ଦର ହୁ ହୁ ହୋଇ ବଢ଼ିବ। କାରଣ କେନ୍ଦ୍ର ସରକାର ଅଳଙ୍କାର ଓ ପ୍ଲାଷ୍ଟିକ୍ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇପାରନ୍ତି ବୋଲି କୁହାଯାଉଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧…

୫୬ ହଜାର ପାର୍ ହେଲା ସୁନା ମୂଲ୍ୟ; ଚଳିତ ବର୍ଷ ଶେଷ ସୁଧା ୧୦ ଗ୍ରାମ ପ୍ରତି ଛୁଇଁପାରେ ୬୪ ହଜାର

ନୂଆଦିଲ୍ଲୀ: ୨୦୨୩ ଆରମ୍ଭରୁ ମହଙ୍ଗା ହେଲା ସୁନା ଦର। ଇଣ୍ଡିଆ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ(IBJA) ୱେବ୍‌ସାଇଟ୍‌ ଅନୁସାରେ,ଆଜି( ଜାନୁଆରୀ ୯) ଦିଲ୍ଲୀ ସରଫା ବଜାରରେ ସୁନା ମୂଲ୍ୟ ୭୪୯ ଟଙ୍କା ବଢ଼ିଛି। ମୂଲ୍ୟ ବୃଦ୍ଧିକୁ ମିଶାଇ ବର୍ତ୍ତମାନ ସୁନା ମୂଲ୍ୟ ୫୬ ହଜାର ୩୩୬ ଟଙ୍କା ହୋଇଛି।…

ଅର୍ଶ ଡଲ୍ଲାଙ୍କୁ ଆତଙ୍କବାଦୀ ଘୋଷିତ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଆଇଏସଆଇ ସମର୍ଥୀତ ଖଲିସ୍ତାନ ଟାଇଗର ଫୋର୍ସର ସହଯୋଗୀ ଅର୍ଶଦୀପ ସିଂ ଗିଲ ଓରଫ ଅର୍ଶ ଡଲ୍ଲାଙ୍କୁ ଗୃହ ମନ୍ତ୍ରଣାଳୟ ୟୁଏପିଏ ନିୟମ ଅନୁସାରେ ଆତଙ୍କବାଦୀ ଭାବେ ଘୋଷିତ କରିଛି । ଆଇଏସଆଇ ଇଶାରରେ ସେ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଉଥିଲା । ଡଲ୍ଲା କାନାଡାରେ ରହୁଥିବା…

ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ନିଯୁକ୍ତ ହେଲେ ବିକାଶ ପୁରୋହିତ

ନୂଆଦିଲ୍ଲୀ: ଟାଟା କ୍ଲିକ୍‌ର ପୂର୍ବତନ ସିଇଓ ବିକାଶ ପୁରୋହିତ ଫେସବୁକ ମୂଳ କମ୍ପାନୀ ମେଟାର ଗ୍ଲୋବାଲ ବିଜ୍‌ନେସ୍ ଗ୍ରୁପ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ଜାନୁଆରୀ ୯ ତାରିଖରୁ ବିକାଶ ନୂଆ ଦାୟିତ୍ୱ ସମ୍ଭାଳିଛନ୍ତି। ଭାରତର ବଡ଼ ବଡ଼ କମ୍ପାନୀ ଓ ବିଜ୍ଞାପନଦାତା…