Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଦିନେ ବିଡି ତିଆରି କରି ପେଟ ପୋଷୁଥିଲେ, ଆଜି ଆମେରିକାରେ ଜଜ୍‌

ଟେକ୍ସାସ୍: ପରିସ୍ଥିତିକୁ ଦୋଷ ଦେଇ ଉଦ୍ୟମ ନ କରିବା, ଆଉ ଶେଷରେ ବିଫଳ ହେଲେ ଭାଗ୍ୟକୁ ନିନ୍ଦିବା, ଇଏ ଆଜିକାଲିର ବିଫଳ ମଣିଷର ନେପଥ୍ୟ କାହାଣୀ। କିନ୍ତୁ ସଫଳ ମଣିଷ ତାହା କରେନି। ଜୀବନ ଯନ୍ତ୍ରଣାକୁ ସହି ପରିସ୍ଥିତିକୁ ପାହାଚ ବନାଇ ସିଏ ଉପରକୁ ଉଠି ଚାଲେ। ଆଉ ସଫଳ ହେଲେ  ସେ ହିଁ ଲୋକଙ୍କ…

ଅଞ୍ଜଳିଙ୍କ ପରିବାରକୁ ସାହାଯ୍ୟର ହାତ ବଢ଼ାଇଲେ ଶାହରୁଖ ଖାନ୍‌

ନୂଆଦିଲ୍ଲୀ : ଦିଲ୍ଲୀ ହିଟ୍‌ ଆଣ୍ଡ ରନ୍‌ ମାମଲା । ଅଞ୍ଜଳିଙ୍କ ପରିବାର ସହ ଠିଆ ହେଲେ ଅଭିନେତା ଶାହରୁଖ୍‌ ଖାନ୍‌ । ମିର୍‌ ଫାଉଣ୍ଡେସନ୍‌ ପକ୍ଷରୁ ଯୋଗାଇଲେ ଆର୍ଥିକ ସହାୟତା । ଶାହାରୁଖ ଖାନ୍‌ ନିଜର ମିର ଫାଉଣ୍ଡେସନ ଦ୍ୱାରା ଗରୀବ ଓ ନିହାତି ଅସୁବିଧାରେ ଥିବା ଲୋକଙ୍କୁ ସାହାଯ୍ୟ…

କୁକୁର ନାଁରେ ୪ ହଜାର କୋଟିର ସମ୍ପତ୍ତି

ନ୍ୟୁୟର୍କ: ସାଧାରଣତଃ ଧନ ସମ୍ପତ୍ତି ମଣିଷ ପାଖରେ ଅଧିକ ରହିଥାଏ । ଗୋଟିଏ କୁକୁର କୋଟି କୋଟି ଟଙ୍କାର ମାଲିକ । ଏକଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ  ।  ଜର୍ମାନ ସେଫର୍ଡ ପ୍ରଜାତିର ଏକ କୁକୁର ‘ଗୁନ୍ଥର-ଭିଆଇ’ ବିଶ୍ବର ସବୁଠାରୁ ଧନୀ କୁକୁର ଭାବେ ପରିଚିତ। ଏହି କୁକୁର ପାଖରେ ଭାରତର…

ଏଣ୍ଟ ଗ୍ରୁପରୁ ନିୟନ୍ତ୍ରଣ ହରାଇଲେ ଜ୍ୟାକ୍‌ ମା: ଚୀନ ସରକାରଙ୍କୁ ସମାଲୋଚନା ପଡିଲା ମହଙ୍ଗା

ବେଜିଂ: ଏଣ୍ଟ ଗ୍ରୁପର ଫାଉଣ୍ଡର ଜ୍ୟାକ୍‌ ମାଙ୍କର ଆଉ କମ୍ପାନୀ ଉପରେ ନିୟନ୍ତ୍ରଣ ରହିବ ନାହିଁ। କମ୍ପାନୀରେ ତାଙ୍କର ଭୋଟିଂ ରାଇଟକୁ ମାତ୍ର ୬.୨ ପ୍ରତିଶତକୁ ଖସାଇ ଦିଆଯାଇଛି। ଦିନେ କମ୍ପାନୀରେ ଜ୍ୟାକ୍‌ ମାଙ୍କର ୫୦ ପ୍ରତିଶତରୁ ଅଧିକ ଭୋଟିଂ ରାଇଟ୍ ଥିଲା। ସେହିପରି କମ୍ପାନୀରେ ତାଙ୍କର…

କୁହୁଡି ଯୋଗୁ ବଡ ଧରଣର ସଡକ ଦୁର୍ଘଟଣା; ଗଲା ୧୭ ଜଣଙ୍କ ଜୀବନ, ୨୨ ଆହତ

ବେଜିଂ: ଚୀନରେ ଏକ ବଡ଼ ଧରଣରେ ସଡ଼କ ଦୁର୍ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି। ପୂର୍ବ ଚୀନର ଜିଆଙ୍ଗସି ରାଜ୍ୟରେ ନାନଞ୍ଚାଙ୍ଗ କାଉଣ୍ଟି ଠାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ଉକ୍ତ ଏରିଆରେ ପ୍ରଭଳ ମାତ୍ରାରେ କୁହୁଡ଼ି…

ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋର୍ବଟ

ନୂଆଦିଲ୍ଲୀ : ଏଣିକି କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆସନ୍ତା ମାସଠାରୁ କୋର୍ଟରେ କେସ୍‌ ଲଢ଼ିବ ରୋବର୍ଟ  । ଆସନ୍ତା ମାସରୁ ଆମେରିକାରେ ରୋବର୍ଟ କେସ ଲଢ଼ିବାର ବାସ୍ତବିକ ଚିତ୍ର ଦେଖିବାକୁ ମିଳିବ । ‘ଡୁନଟ୍‌ପେ’ ନାମକ କମ୍ପାନି ପ୍ରସ୍ତୁତ କରିଥିବା…

ବରିଷ୍ଠ ବିଜେପି ନେତା ତଥା ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ

କୋଲାକାତା: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀ ନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି। ରବିବାର ଭୋର ୫ଟା ସମୟରେ ଉତ୍ତର ପ୍ରଦେଶ ପ୍ରୟାଗରାଜରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ୮୮ ବର୍ଷୀୟ କେଶରୀ ନାଥ। ଶ୍ୱାସକ୍ରିୟାରେ ସମସ୍ୟା ଓ ହାତ ଭାଙ୍ଗିଯିବାରୁ ସେ…

ସଡ଼କୁ ଦୁର୍ଘଟଣାର ଶିକାର ହେଲା ଗୃହମନ୍ତ୍ରୀଙ୍କ ଗାଡ଼ି; ପଛପଟୁ ଆସି ପିଟିଲା ଟ୍ରକ

ଚଣ୍ଡିଗଡ଼: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ହରିୟାଣା ଗୃହମନ୍ତ୍ରୀ ଅନୀଲ ଭିଜ୍। ଘରେକୁ ଫେରୁଥିବା ବେଳେ କାର୍କେଡକୁ ଧକ୍କା ଦେଲା ଟ୍ରକ୍। ଶନିବାର କୁନ୍ଦଲି ମନେଶ୍ୱର ନିକଟସ୍ଥ ଝଝର ବାହାଦୁରଗଡ଼ ଟାଉନର ପାଲୱାସ ଏକ୍ସପ୍ରେସୱେ ଏଭଳି ଦୁର୍ଘଟଣା ଘଟିଛି। ଅନୀଲ ନିଜ ଘର ଅମ୍ବାଲାକୁ ଫେରୁଥିବା…

ଆମେ ବର୍ତ୍ତମାନ ୨୨ ରାଜ୍ୟରେ ବ୍ୟବସାୟ କରୁୁଛୁ, ସବୁ ରାଜ୍ୟରେ ବିଜେପି କ୍ଷମତାରେ ନାହିଁ:  ଗୌତମ ଆଦାନୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସହ ଘନିଷ୍ଠତା ନେଇ ପ୍ରଥମ ଥର ପାଇଁ ମୁହଁ ଖୋଲିଲେ ବିଶ୍ୱର ତୃତୀୟ ନମ୍ବର ଧନୀ ଗୌତମ ଆଦାନୀ। ସେ କହିଛନ୍ତି ମୋ ବ୍ୟବସାୟ କେବଳ ବିଜେପି ଶାସିତ ରାଜ୍ୟଗୁଡ଼ିକରେ ଚାଲୁନି ୨୨ ଟି ରାଜ୍ୟରେ ମୋର ବ୍ୟବସାୟ ଚାଲିଛି। ଯେଉଁଠି ବିଜେପି ବିରୋଧୀ ସରକାର ମଧ୍ୟ ଅଛନ୍ତି।…

୨୦୨୪ ପୂର୍ବୁର ନକ୍ସଲ ମୁକ୍ତ ହେବ ଭାରତ: ଗୃହମନ୍ତ୍ରୀ

ରାୟପୁର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ସମଗ୍ର ଦେଶକୁ ନକ୍ସଲ ସମସ୍ୟାରୁ ମୁକ୍ତ କରିବା ଦିଗରେ ମୋଦୀ ସରକାର କାମ କରୁଛନ୍ତି। ଶନିବାର ଛତିଶଗଡର କୋରବା ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ଅମିତ ଶାହା କହିଛନ୍ତି…