Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ବଙ୍ଗୋପସାଗରରେ ଭୂମିକମ୍ପ, ତୀବ୍ରତା ୫.୧

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଭୂକମ୍ପ ଝଟ୍‌କା । ସମୁୂଦ୍ର ଭିତରେ  ଅନୁଭୂତ ହୋଇଛି ଏହି ଭୂକମ୍ପ । ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୧ ରହିଛି ।   ସମୁଦ୍ର ଭିତରେ ହୋଇଥିବା ଏହି  ଭୂକମ୍ପ ଝଟ୍‌କା ନେଇ  ସୂଚନା ଦେଇଛି NCS। ଆଜି ସକାଳ ୮ଟା ୩୨ରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା…

ଲାଲୁଙ୍କ କିଡନୀ ପ୍ରତ୍ୟାରୋପଣ ନେଇ ଭାବପ୍ରବଣ ହେଲେ ରୋହିଣୀ

ନୂଆଦିଲ୍ଲୀ : ଆଜି ସିଙ୍ଗାପୁରରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କର କିଡ଼ନୀ ପ୍ରତ୍ୟାରୋପଣ କରାଯିବ । ସିଙ୍ଗାପୁରର ମାଉଣ୍ଟ ଏଲିଜାବେଥ ହସ୍ପିଟାଲରେ ଲାଲୁଙ୍କ କିଡନୀ ପ୍ରତିରୋପଣ କରାଯିବ। ଲାଲୁଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନିଜ ପିତାଙ୍କୁ କିଡ଼ନୀ ଦାନ କରିବେ। ତେବେ ଲାଲୁଙ୍କ କିଡନୀ…

ଭୋଟ୍ ଦେଲେ, ଭୋଟରଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ପାଇଁ ସେ ସକାଳୁ ଅହମ୍ମଦାବାଦରେ ପହଞ୍ଚିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲାଇନରେ ଠିଆ ହୋଇ ନିଜ ସମୟକୁ ଅପେକ୍ଷା କରିଥିଲେ । ରନିପ୍…

ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି

ଅହମ୍ମଦାବାଦ: ଗୁଜରାଟ ବିଧାନସଭା ନିର୍ବାଚନର ଦ୍ୱିତୀୟ ତଥା ଶେଷ ପର୍ଯ୍ୟାୟ ମତଦାନ ଜାରି ରହିଛି । ମୋଟ ୧୪ ଜିଲ୍ଲାରେ ସକାଳ ୮ଟାରୁ ଭୋଟ୍ ଗ୍ରହଣ ହେଉଛି । ୯୩ ଆସନ ପାଇଁ ୮୩୩ ପ୍ରାର୍ଥୀଙ୍କ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏହି ନିର୍ବାଚନରେ ମତସାବ୍ୟସ୍ତ କରିବେ ୨.୫୧ କୋଟିରୁ ଅଧିକ ଭୋଟର ।…

ପୁଟିନ ସିଡିରୁ ଖସି ପଡି ଅସୁସ୍ଥ !

ମସ୍କୋ: ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ । ଏକ ରିପୋର୍ଟ ଦାବି ଅନୁଯାୟୀ ସେ ଘରେ ଥିବା ସିଡିରୁ ଖସି ପଡ଼ି ତଳେ ପଡ଼ିଯିବାରୁ ଆହତ ହୋଇଛନ୍ତି । କୁହାଯାଉଛି ଯେ ଏହା ତାଙ୍କ ମେରୁଦଣ୍ଡରେ ଆଘାତ ଦେଇଛି। ସେ ପାଞ୍ଚଟି ପାହାଚ ଉପରକୁ ଯାଇଥିଲେ ଏହାପରେ ଖସି ପଡିଥିଲେ। ସେ ପଛକୁ…

ବିଜେପିର ମିଶନ ୨୦୨୪, ବୈଠକ ଡାକିଲେ ଦଳୀୟ ସଭାପତି

ନୂଆଦିଲ୍ଲୀ: ଗୁଜୁରାଟ ଏବଂ ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସହିତ ବିଜେପି ମିଶନ ୨୦୨୪ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ଦଳର ସଭାପତି ଜେପି ନଡ୍ଡା ଦିଲ୍ଲୀରେ ଦୁଇ ଦିନିଆ ଉଚ୍ଚ ସ୍ତରୀୟ ବୈଠକ ଡାକିଛନ୍ତି। ଏହି ବୈଠକରେ ବିଜେପିର ସମସ୍ତ ଜାତୀୟ କାର୍ଯ୍ୟାଳୟର ଅଧିକାରୀମାନେ ଅଂଶଗ୍ରହଣ…

‘ପାକିସ୍ତାନ ଏବେ ଦୁର୍ବଳ ଅଛି, ତେଣୁ ପିଓକେକୁ ନିଜ ଅକ୍ତିଆରକୁ ନେବା ଉଚିତ’

ଡେରାଡୁନ: ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ହରିଶ ରାୱତ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)କୁ ଫେରାଇ ଆଣିବା ବିଷୟରେ ନିଜର ମତ ରଖିଛନ୍ତି। ମୋଦୀ ସରକାର ପିଓକେକୁ ଅକ୍ତିଆର କରିବା ଦରକାର ବୋଲି ସେ କହିଛନ୍ତି । କଂଗ୍ରେସ ସରକାର ସମୟରେ ସଂସଦରେ ଏ ସମ୍ପର୍କରେ ଏକ…

ବସକୁ ଅପେକ୍ଷା କରିଥିଲେ ଯାତ୍ରୀ, ଦଳିଦେଲା ଟ୍ରକ

ଭୋପାଳ : ମଧ୍ୟପ୍ରଦେଶ ରତଲାମ ଜିଲ୍ଲାରେ ଘଟିଛି ଭୟାବହ ଦୁର୍ଘଟଣା । ବସ୍‌ ଷ୍ଟପ୍‌ରେ ଯାତ୍ରୀଙ୍କ ଉପରେ ମାଡ଼ି ଯାଇଛି ଟ୍ରକ୍‌।  ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି ।  ପୋଲିସ ଟ୍ରକ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର ଟ୍ରକଟି ଦ୍ରୁତ…

ଆସନ୍ତା ୨୫ ବର୍ଷ ଭିତରେ ଭାରତ ବିଶ୍ଵଗୁରୁ ପାଲଟି ଯାଇଥିବ- ରାଷ୍ଟ୍ରପତି

ବିଶାଖାପଟନମ: ଭାରତ ଦିନେ ବିଶ୍ୱଗୁରୁ ପାଲଟିବ । ସେ ଦିନ ଖୁବ ଶିଘ୍ର ଆସିବ । ଭାରତ ଯେତେବେଳେ ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ପାଳନ କରୁଥିବ ଅର୍ଥାତ ୨୦୪୭ ସୁଦ୍ଧା ଭାରତ ବିଶ୍ୱ ଗୁରୁ ହୋଇ ସାରିଥିବ । ରାଷ୍ଟପ୍ରତି ଦ୍ରୌପଦୀ ମୁର୍ମୁ ଏମିତି ଆସ୍ଥା ପ୍ରକଟ କରିଛନ୍ତି । ବିଶାଖାପଟନମର…

ମୁସଲିମ ମହିଳାଙ୍କୁ ନିର୍ବାଚନ ଟିକେଟ ଦେବା ଇସଲାମ ବିରୋଧୀ: ଶବିର ଅହମ୍ମଦ ସିଦ୍ଦିକ

ଅହମ୍ମଦାବାଦ: ଅଲ ଇଣ୍ଡିଆ ୟୁନାଇଟେଡ ଡମୋକ୍ରାଟିକ ଫ୍ରଣ୍ଟର ସଭାପତି ବଦରୁଦିନ ଅଜମଲଙ୍କ ପରେ ପୁଣି ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଗୁଜରାଟର ଅହମ୍ମଦାବାଦରେ ଥିବା ଜାମା ମସଜିଦର ଶାହି ଇମାମ ଶବିର ଅହମ୍ମଦ ସିଦ୍ଦିକ। ସିଦ୍ଦିକ କହିଛନ୍ତି, ନିର୍ବାଚନରେ ମୁସଲିମ ମହିଳାଙ୍କୁ ଟିକେଟ…