Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେନି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଥିବା ଜାମା ମସଜିଦ ପ୍ରଶାସନ ଗୁରୁବାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ ଝିଅ/ମହିଳାମାନେ ଏକୁଟିଆ ଜାମା ମସଜିଦ ପରିସରକୁ ଯାଇପାରିବେ ନାହିଁ । ଏଥିପାଇଁ ସେମାନଙ୍କୁ ପରିବାରବର୍ଗ କିମ୍ବା ପତି ସହିତ ଆସିବାକୁ ପଡିବ । ସେହିପରି ମସଜିଦ ପରିସରରେ…

କୋରାନ ଗାଇ ମନ ଜିଣିଲା କୁନି ଝିଅ

ଥିରୁଅନନ୍ତପୁରମ: ଧର୍ମର ନ ଥାଏ ସୀମା ସରହଦ । ଧର୍ମ ବିଶ୍ୱାସ ପାଇଁ ନ ଥାଏ ଲକ୍ଷ୍ମଣ ରେଖା । ଜଣେ ଅଛନ୍ତି ସର୍ବୋଚ୍ଚ ପାଳନକର୍ତ୍ତା । ସେ ଭଗବାନ..ସେ ଗଡ୍..ସେ ଆଲ୍ଲା.. । ସେ ଏକ, ଅଦ୍ୱିତୀୟ..  । ଧର୍ମକୁ ନେଇ ରକ୍ତର ନଦୀ ବହୁଥିବାବେଳେ  ଛୋଟ ଝିଅଟି ଏଇ ନିଗୁଡ କଥାକୁ ବୁଝାଇ ଦେଇଛି ।…

ଅସୀମ ମୁନିର ହେଲେ ପାକିସ୍ତାନର ନୂଆ ସେନା ମୁଖ୍ୟ

ଇସଲାମବାଦ: ପାକିସ୍ତାନ ସେନାମୁଖ୍ୟ ଜେନରାଲ କମର ଜାବେଦ ବାଜୱାଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ଶେଷ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ନୂଆ ସେନା ମୁଖ୍ୟଙ୍କ ନାଁ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଅସୀମ ମୁନିରଙ୍କୁ ନୂଆ ଆର୍ମୀ ଚିଫ ନିଯୁକ୍ତି ଦେବା ପାଇଁ ଘୋଷଣା କରିଛନ୍ତି…

୭୦୦୦ କୋଟିରେ ବିସଲେରୀକୁ କିଣିବ ଟାଟା ଗ୍ରୁପ : ରିପୋର୍ଟ

ନୂଆଦିଲ୍ଲୀ: ଭାରତର ପ୍ୟାକେଜ ୱାଟର କମ୍ପାନୀ ବିସଲେରୀକୁ ଟାଟା ଗ୍ରୁପ କିଣିବ । ବିଧିବଦ୍ଧ ଭାବେ ଏ ନେଇ ଘୋଷଣା କରାଯାଇ ନ ଥିଲେ ମଧ୍ୟ ୬୦୦୦ରୁ ୭୦୦୦ କୋଟି ଟଙ୍କାରେ ଟାଟା ଗ୍ରୁପ ଏହାକୁ କିଣିବା ଏକପ୍ରକାର ଚୂଡାନ୍ତ ହୋଇଛି । ଥମସ ଅପ, ଗୋଲ୍ଡ ସ୍ପଟ ଓ ଲିମକାକୁ କୋକା କୋଲାକୁ ବିକ୍ରୀ କରିବାର…

ଗୁଜରାଟରେ ବିଜେପିର ବିଜୟ ରଥକୁ ରୋକିପାରିବେ କି କଂଗ୍ରେସ, ଆପ ?

ଅହମ୍ମଦାବାଦ: ଗୁଜରାଟ ନିର୍ବାଚନକୁ ନେଇ ବିଜେପି , କଂଗ୍ରେସ, ଆପ ମଧ୍ୟରେ ଚାଲିଛି କଡା ପ୍ରତିଯୋଗିତା । ୨୭ ବର୍ଷ ଧରି ଗୁଜରାଟରେ ଶାସନ କରୁଛି ବିଜେପି । ଗତ ନିର୍ବାଚନ ଭଳି ଏଥର ମଧ୍ୟ ସରକାର ବିରୋଧୀ ଲହର କିଛି ମାତ୍ରାରେ ରହିଥିବା ରାଜନୀତି ବିଶ୍ଲେଷକମାନେ ଆଶଙ୍କା କରୁଛନ୍ତି । ତେବେ…

ନୂଆ ନିର୍ବାଚନ କମିସନରଙ୍କୁ କେମିତି ନିଯୁକ୍ତ କରିଛ, ଦସ୍ତାବିଜ ଦାଖଲ କର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନ କମିସନର ଅରୁଣ ଗୋଏଲଙ୍କ ନିଯୁକ୍ତି ସମ୍ପର୍କିତ ଫାଇଲ ଦାଖଲ କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ଆଜି (ନଭେମ୍ବର ୨୪) କୋର୍ଟରେ ଏ ସଂକ୍ରାନ୍ତରେ ସମସ୍ତ ଦସ୍ତାବିଜ ଦାଖଲ କରିବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ସୁପ୍ରିମକୋର୍ଟ। ମୁଖ୍ୟ…

ତିହାର ଜେଲରେ ଭିଆଇପି କଏଦୀଙ୍କୁ ଭିଆଇପି ସୁବିଧା ନେଇ ବିଜେପି, କଂଗ୍ରେସ କଲେ ପ୍ରଶ୍ନ

ନୂଆଦିଲ୍ଲୀ: ଭାରତର ଜେଲରେ ସାଧାରଣ କଏଦୀ ଏବଂ ଭିଆଇପି କଏଦୀଙ୍କୁ ଭିନ୍ନ ଭିନ୍ନ ସୁବିଧା ମିଳୁଥିବା ବିଭିନ୍ନ ସମୟରେ ଅଭିଯୋଗ ହୁଏ । ତେବେ ଦିଲ୍ଲୀର ତିହାର ଜେଲରେ ଭିଆଇପି ନେତାଙ୍କୁ ଯେଉଁଭଳି ସୁବିଧା ମିଳୁଛି ତାକୁ ନେଇ ସାରା ଦେଶରେ ଚର୍ଚା ହେଉଛି । ଏହାକୁ ନେଇ ଦିଲ୍ଲୀରେ କଂଗ୍ରେସ ଏବଂ…

EWS କୋଟା ପ୍ରସଙ୍ଗରେ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ: ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବା ଗରିବ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତି ଉପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା EWS କୋଟା ଉପରେ ସୁପ୍ରିମକୋର୍ଟ ମୋହର ମାରିଥିଲେ। ଏବେ ଏହାକୁ ଚ୍ୟାଲେଞ୍ଜ କରାଯାଇ ସୁପ୍ରିମକୋର୍ଟରେ ପୁନଃ ପିଟିସନ ଦାଖଲ ହୋଇଛି।…

ନିର୍ବାଚନ କମିସନରଙ୍କ ନିଯୁକ୍ତି ପ୍ରକ୍ରିୟାକୁ ନେଇ ଖଣ୍ଡପୀଠ ଓ କେନ୍ଦ୍ର ସରକାର ମଧ୍ୟରେ ବିତର୍କ

ନୂୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର ନିଯୁକ୍ତି ପାଇଁ କଲେଜିୟମ ଭଳି ଏକ ବ୍ୟବସ୍ଥା ହେଉ । ଏଭଳି ଏକ ଆବେଦନ ଉପରେ ସୁପ୍ରିମକୋର୍ଟରେ ଖଣ୍ଡପୀଠ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବିତର୍କ ହୋଇଛି। ଯେଉଁଥିରେ କଲେଜିୟମ ବ୍ୟବସ୍ଥାକୁ କେନ୍ଦ୍ର ସରକାର ପକ୍ଷ ରଖି ବିରୋଧ କରିଛନ୍ତି। ତେବେ…

ଅଫତାବ ମୋତେ ମାରିଦେବ: ମହାରାଷ୍ଟ୍ର ପୋଲିସ ଚାହିଁଥିଲେ ବଞ୍ଚିଯାଇଥାନ୍ତେ ଶ୍ରଦ୍ଧା

ମୁମ୍ବାଇ: ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ମହାରାଷ୍ଟ୍ର ପୋଲିସର ଅବହେଳା ସାମ୍ନାକୁ ଆସିଛି । ୨ ବର୍ଷ ପୂର୍ବରୁ ପ୍ରେମିକ ଅଫତାବ ଶ୍ରଦ୍ଧାଙ୍କୁ କାଟିକି ଫୋପାଡି ଦେବାକୁ ଧମକ ଦେଇଥିଲା । ଏଥିପାଇଁ ଶ୍ରଦ୍ଧା ପୋଲିସକୁ ଚିଠି ଲେଖିଥିଲେ । ଚିଠିରେ ଶ୍ରଦ୍ଧା ଲେଖିଥିଲେ ସେ ଥାନାକୁ…