Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଖାଇକୁ ଖସିପଡ଼ିଲା କାର, ୧୨ ଜଣଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ଶୁକ୍ରବାର ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟାଟା ସୁମୋ କାର ନିୟନ୍ତ୍ରଣ ହରାଇ ଖାଇକୁ ଖସିପଡିବାରୁ ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ କାରଟି  ୬୦୦ ମିଟର ଗଭୀର ଘାଟିରେ ଖସିପଡିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ଗାଡି ନମ୍ବର…

ଷଡଯନ୍ତ୍ର: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁପ୍ତ ସୂଚନା ପାକିସ୍ତାନକୁ ଯୋଗାଉଥିଲା କାର୍ଯ୍ୟରତ ଡ୍ରାଇଭର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଏଜେନ୍ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ପାକିସ୍ତାନର ଆଇଏସଆଇ ତାଙ୍କୁ ପ୍ରଥମେ ହନୀ ଟ୍ରାପରେ ଫସାଇଥିଲା । ଏହା ପରେ ଗୁପ୍ତ ତଥ୍ୟ ଯୋଗାଇବାକୁ ବାଧ୍ୟ କରାଇଥିଲା ।…

ପ୍ରେୟସୀଙ୍କ ମୁଦିରେ ସାରା ବ୍ରହ୍ମାଣ୍ଡ ରଖିଦେଲେ ପ୍ରେମିକ; ଫଟୋ ଭାଇରାଲ

ଗହଣା ପୁଣି ୟୁନିକ୍ ଷ୍ଟାଇଲର  । କାହାକୁ ବା ଭଲ ନ ଲାଗିବ ? ବିଶେଷକରି ଡିଜାଇନର ମୁଦି ସମସ୍ତଙ୍କର ପସନ୍ଦ । ଆଉ ସେ ଯଦି ନିର୍ବନ୍ଧ ମୁଦି ହୋଇଥାଏ ତେବେ ତାର ଡିଜାଇନ କେମିତି ହେବ, କେଉଁ ଡାଇମଣ୍ଡ ଲାଗିବ ସେଥିନେଇ ସମସ୍ତଙ୍କର ଉତ୍କଣ୍ଠା ଥାଏ । ସେଥିପାଇଁ ମୁଦିର ଡିଜାଇନ ବାଛିବା ପାଇଁ…

ସାମ୍ନାରେ ଗଜରାଜ, ୮କିମି ପଛୁଆ ବସ୍ ଚଲାଇ ଡ୍ରାଇଭର୍ ପ୍ରଶଂସିତ

କେରଳ: ସାମ୍ନାରେ ଗଜରାଜକୁ ଦେଖି ରାସ୍ତାରୁ ହଟିଗଲେ ବସ୍ ଚାଳକ । ପଶୁ ସୁରକ୍ଷା ହେଉ ଅବା ପଶୁ ଭୟରେ ହେଉ ହାତୀ ଭଳି ବିରାଟକାୟ ପଶୁକୁ ଦେଖିଲେ ଯେକେହି ହଟିବା ପାଇଁ ବାଧ୍ୟ । ଠିକ୍ ତାହାହିଁ କରିଥିଲେ କେରଳର ଜଣେ ବସ ଡ୍ରାଇଭର । ସାମ୍ନାରୁ ହାତୀ ଆସୁଥିବା ଦେଖି ଡ୍ରାଇଭର ଜଣକ ବସ୍ ପଛକୁ…

ପ୍ରଥମ ଘରୋଇ ରକେଟ୍ ‘ବିକ୍ରମ-ଏସ୍’ର ସଫଳ ଉତକ୍ଷେପଣ

ଚେନ୍ନାଇ : ମହାକାଶ ଅଭିଯାନ କ୍ଷେତ୍ରରେ ଭାରତର ଏକ ନୂଆ ଇତିହାସ । ଶ୍ରୀହରିକୋଟା ଇସ୍ରୋ ଲଞ୍ଚ ପ୍ୟାଡରୁ ଉତକ୍ଷେପଣ ହୋଇଛି ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ କ୍ଷେତ୍ର ପାଇଁ ଖୋଲାଯାଇଥିଲା ।…

ମର୍ଣ୍ଣିଂ ୱାକରୁ ହେଇଗଲା ପ୍ରେମ: ଏକାଠି ହେଲେ ୧୯ ବର୍ଷର ଝିଅକୁ ୭୦ ବର୍ଷୀୟ ବୃଦ୍ଧ

ସକାଳୁ ସକାଳୁ ଉଭୟେ ଯାଉଥିଲେ ମର୍ଣ୍ଣିଂ ଓ୍ୱାକରେ । ଧୀରେ ଧୀରେ ଆଖିରେ ଆଖି ମିଶିଲା । ପରେ ହୃଦୟ ସହ ହୃଦୟ ଆଉ ତା ପରେ ପ୍ରେମ । କାହାଣୀ ପୂରା ଫିଲ୍ମ ଷ୍ଟାଇଲ ଲଭ୍ ଷ୍ଟୋରୀ କରି । ଘଟଣା ଘଟିଛି ପାକିସ୍ତାନରେ । ତେବେ ଫିଲ୍ମ ଷ୍ଟାଇଲ ଲଭ ଷ୍ଟେରୀ ଏଠି  ଖବରର ଶୀର୍ଷକ ନୁହେଁ ।  ଖବରର…

ଚଳନ୍ତା ଟ୍ରେନରୁ ଯବାନକୁ ଠେଲି ଦେଲେ ଟିଟିଇ

ପାଟନା: ଉତ୍ତର ପ୍ରଦେଶର ବରେଲି ରେଳ ଷ୍ଟେସନରେ ଗତକାଲି ଜଣେ  ଯବାନଙ୍କୁ ଚଳନ୍ତା ଟ୍ରେନରୁ ଟିକେଟ୍ କଲେକ୍ଚର ଧକ୍କା ଦେଇ ବାହାର କରି ଦେଇଛନ୍ତି । ଯାହା ଫଳରେ ଯବାନଙ୍କ ଗୋଟିଏ ଗୋଡ ଟ୍ରେନ ଚକ ତଳେ ଆସି କଟି ଯାଇଛି । ଗୁରୁତର ଅବସ୍ଥାରେ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।…

କମ୍ପାନୀ ଛାଡ଼ୁଛନ୍ତି କର୍ମଚାରୀ, ଇସ୍ତଫା ପରେ ବନ୍ଦ ରହିଲା ଟୁଇଟର କାର୍ଯ୍ୟାଳୟ

ବଢିଲା ଟୁଇଟର ମାଲିକ ଏଲନ ମସ୍କଙ୍କ ଚିନ୍ତା । ଅଲ୍ଟିମେଟମ ଦେବା ପରେ ବି ଟୁଇଟର କର୍ମଚାରୀମାନେ କମ୍ପାନୀ ଛାଡ଼ି ଦେଉଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ କର୍ମଚାରୀମାନେ ଇସ୍ତଫା ଦେବା ପରେ ଟୁଇଟର ଅଫିସକୁ ସୋମବାର ବନ୍ଦ କରି ଦିଆଯାଇଥିଲା । ୱାର୍କ ପ୍ଲେସ ଆପ ବ୍ଲାଇଣ୍ଡର ଏକ…

‘ଭାରତ ଯୋଡ଼ ଯାତ୍ରା’ରେ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଇନ୍ଦୋର: ରାହୁଲ ଗାନ୍ଧୀଙ୍କୁ ଧମକ । ବୋମା ପକାଇ ଉଡ଼ାଇ ଦେବାକୁ ଧମକ ଦେଲେ ଅଜଣା ଦୁର୍ବୃତ୍ତ । ଭାରତ ଯୋଡ଼ ଯାତ୍ରାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ବୋମା ପକାଇ ଉଡ଼ାଇ ଦେବାକୁ ଚିଠି ଯୋଗେ ଧମକ ଦିଆଯାଇଛି । ମଧ୍ୟପ୍ରଦେଶର ଇନ୍ଦୋରରେ ଭାରତ ଯୋଡ଼ ଯାତ୍ରାରେ ରାହୁଲଙ୍କ ଉପରକୁ…

ଜଳିଗଲା ଘର, ୭ ଶିଶୁ ସମେତ ୨୧ ଜୀବନ୍ତ ଦଗ୍ଧ

ଜାବାଲିଆ (ପାଲେଷ୍ଟାଇନ): ପାଲେଷ୍ଟାଇନ ଜାବା ସହରର ଉତ୍ତର ଭାଗରେ ଥିବା ଏକ ଘରେ ନିଆଁ ଲାଗି ୭ ଶିଶୁଙ୍କ ସମେତ ୨୧ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ପାଲେଷ୍ଟାଇନ ଇନକଲାବକୁ ନିୟନ୍ତ୍ରଣରେ ରଖିଥିବା ହମାସ୍୍ ଇସ୍ଲାମବାଦୀଙ୍କ କହିବା ଅନୁଯାୟୀ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଛି ।…