Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆମେରିକାର ନିମ୍ନ ସଦନରେ ଟ୍ରମ୍ପଙ୍କ ରିପ୍ଲବିକାନ ପାର୍ଟିର ସଂଖ୍ୟା ଗରିଷ୍ଠତା ହାସଲ

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ 2024 ନିର୍ବାଚନ ପାଇଁ ରାଷ୍ଟ୍ରପତି ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି । ଏହାରି ଭିତରେ ଆମେରିକାରେ ହୋଇଥିବା ମିଡଟର୍ମ ନିର୍ବାଚନରେ ଟ୍ରମ୍ପଙ୍କ ଦଳ ରିପବ୍ଲିକାନ ପାର୍ଟି ନିମ୍ନ ସଦନରେ ସଂଖ୍ୟା ଗରିଷ୍ଠତା ହାସଲ…

ନାର୍କୋ ଟେଷ୍ଟର ସାମ୍ନା କରିବ ଜହ୍ଲାଦ ପ୍ରେମିକ ଆଫତାବ

ନୂଆଦିଲ୍ଲୀ: ନାର୍କୋ ଟେଷ୍ଟର ସାମ୍ନା କରିବ ଶ୍ରଦ୍ଧା ଓ୍ୱାକରଙ୍କ ଜହ୍ଲାଦ ପ୍ରେମିକ ଆଫତାବ ପୁନାଓ୍ୱାଲା । ସତ ଓଗାଳିବ ହତ୍ୟାକାରୀ । ନାର୍କୋ ବା ନାର୍କୋଏନାଲିସିସ ଟେଷ୍ଟରେ ଅଭିଯୁକ୍ତକୁ ସୋଡିୟମ ପେଣ୍ଟୋଥାଲ୍ ଇଞ୍ଜେକସନ ଦିଆଯାଏ । ଫଳରେ ସେ ବେହୋସ୍ ଅନୁଭବ କରେ । ଏହି ଅବସ୍ଥାରେ ସେ ସବୁ ସତ…

ପୁଣି ବଢ଼ିଲା ଇଡି ମୁଖ୍ୟଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଏସ୍.କେ ମିଶ୍ରଙ୍କ କାର୍ଯ୍ୟକାଳ ତୃତୀୟ ଥର ପାଇଁ ବଢିଲା । ୨୦୨୦ରେ  ପ୍ରଥମ ଥର ପାଇଁ ତାଙ୍କ କାର୍ଯ୍ୟକାଳ ବର୍ଷେ ପାଇଁ ବଢାଯାଇଥିଲା । ଆସନ୍ତାବର୍ଷ ଏହି ପଦବୀରେ ସେ ୫ବର୍ଷ ପୂରଣ କରିବେ । କାର୍ଯ୍ୟକାଳ ବୃଦ୍ଧି ପୂର୍ବରୁ ଇଡି ମୁଖ୍ୟଙ୍କ…

ଭାରତ ଛୁଇଁବ ନୂଆ ଶିଖର, ଆଜି ଲଞ୍ଚ ହେବ ବିକ୍ରମ-ଏସ୍

ଚେନ୍ନାଇ : ମହାକାଶ ଅଭିଯାନରେ ଭାରତ ଆଜି ଛୁଇଁବ ନୂଆ ଶିଖର । ଶ୍ରୀହରିକୋଟାରୁ ଲଞ୍ଚ ହେବ ଦେଶର ପ୍ରଥମ ଘରୋଇ କମ୍ପାନୀ ନିର୍ମିତ ରକେଟ୍ ବିକ୍ରମ-ଏସ୍ ।  ଆଜି ପୂର୍ବାହ୍ନ ସାଢେ ୧୧ଟାରେ ମହାକାଶକୁ ପ୍ରେରଣ ହେବ ବିକ୍ରମ-ଏସ୍ । ୨୦୨୦ରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନ୍ତରୀକ୍ଷ ଉଦ୍ୟୋଗକୁ ଘରୋଇ…

ଶ୍ରଦ୍ଧା ଓ୍ୱାକର ହତ୍ୟାକାରୀ ପୁଲିସକୁ ଭୁଲ୍ ସୂଚନା ଦେଉଛି !

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ମାମଲାରେ ଏକ ବଡ଼ ଖୁଲାସା ହୋଇଛି। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ଆଫତାବ ଶ୍ରଦ୍ଧାଙ୍କ ଶରୀରକୁ ୩୫ ନୁହେଁ ବରଂ ୧୮ ରୁ ୨୦ ଖଣ୍ଡରେ କାଟି ଦେଇଥିଲେ। ଆଫତାବଙ୍କ ମାନସିକ ସ୍ଥିତି ପଢିବା ପାଇଁ ଦିଲ୍ଲୀ ପୋଲିସ ମାନସିକ ରୋଗ ବିଶେଷଜ୍ଞ ତଥା ମନ…

ଇୟରଫୋନରେ ଗୀତ ଶୁଣିବା ମଣିଷକୁ କାଲ କରି ଦେଇପାରେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୋବାଇଲରେ କଥା ହେବା ପାଇଁ କିମ୍ବା ଗୀତ ଶୁଣିବାକୁ ଏବେ ଇୟରଫୋନର ଚାହିଦା ବଢିବାରେ ଲାଗିଛି। ମୋବାଇଲ ପକେଟରେ ରହିଲେ ମଧ୍ୟ ଅନେକ କିଛି ଏହି ଇୟରଫୋନ୍ ଜରିଆରେ ନିଜର କାମ କରି ହେବ। ଆଉ ଏହି ଇୟରଫୋନ୍ ଏବେ ପିଲାଠୁ ବୁଢା ସମସ୍ତଙ୍କ ପସନ୍ଦ ପାଲଟିଛି। ଏମିତିକି…

ସଚିନ ହେବେ ରାଜସ୍ଥାନର ନୂଆ ମୁଖ୍ୟମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷଙ୍କ ଭିଡିଓକୁ ନେଇ ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ: ରାଜସ୍ଥାନର ବଦଳିବେ ମୁଖ୍ୟମନ୍ତ୍ରୀ। ନୂଆ ମୁଖ୍ୟମନ୍ତ୍ରୀ ହେବେ ସଚିନ ପାଇଲଟ। କଂଗ୍ରେସର ନୂଆ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି। 'ଭାରତ ଟାଇମ୍ସ' ନାମକ ଏକ ଫେସବୁକ ପେଜରେ ଏକ ଭିଜିଓ ପୋଷ୍ଟ କରାଯାଇଥିଲା। ଯେଉଁଥିରେ ଖଡଗେ ଏଭଳି କିଛି କହିଥିବା ସୂଚନା…

ଶିବସେନାରେ ବିଦ୍ରୋହ କରି ଏମଭିଏ ସରକାର ଭାଙ୍ଗି ପ୍ରତିଶୋଧ ନେଇଛି: ଫଡ଼ନାଭିସ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏକ ବଡ ବୟାନ ଦେଇଛନ୍ତି। ମହାରାଷ୍ଟ୍ରର ସାମା ଟିଭିକୁ ସାକ୍ଷାତକାର ଦେଇ ସ୍ବୀକାର କରିଛନ୍ତି ଯେ, ଜୁନ ମାସରେ ଶିବସେନାରେ ଯେଉଁ ବିଦ୍ରୋହ ଦେଖାଦେଇଥିଲା ତାପଛରେ ସେ ହିଁ ଥିଲେ। ଏପରି କରି ସେ ପ୍ରତିଶୋଧ…

ଇଡି ଅଫିସରୁ ନଅ ଘଣ୍ଟାର ଜେରା ପରେ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ

ରାଞ୍ଚି: ବେଆଇନ ଖଣି ଦୁର୍ନୀତି ମାମଲାରେ ନଅ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଅବୈଧ ଖଣି ଖନନ ମାମଲାରେ ତାଙ୍କୁ ଜେରା ନେଇ ଅନେକବାର ନୋଟିସ ପରେ ସେ ଜେରାପାଇଁ ରାଜି ହୋଇଥିଲେ । ଏହି ମାମଲାରେ ସୋରେନଙ୍କୁ ପ୍ରବର୍ତ୍ତନ…

ରାଜୀବ ଗାନ୍ଧୀ ହତ୍ୟାକାରୀଙ୍କ ମୁକ୍ତି ମାମଲାରେ ରିଭ୍ୟୁ ପିଟିସନ ଦାଏର କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କ ମୁକ୍ତିକୁ ନେଇ ଦେଶରେ ଚର୍ଚା ଲାଗିରହିଥିବା ବେଳେ ଏବେ ଏହି ମାମଲାରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ ଦାଏର କରିଛନ୍ତି । ଏହି ମାମଲାରେ ଆଇନଗତ ତ୍ରୁଟି ରହିଥିବା କହିଛନ୍ତି କେନ୍ଦ୍ର ସରକାର । …