Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆଉ ଏକ ସାଫ୍ରନ୍ ବିବାଦ: ରଦ୍ଦ ହେଲା ସିଙ୍ଗର୍ ଅରିଜିତ୍ ସିଂଙ୍କ କନସର୍ଟ

କୋଲକାତା: ପଶ୍ଚିମବଙ୍ଗର ତ୍ରୁଣମୂଳ ସରକାର ସିଙ୍ଗର ଅରିଜିତ୍ ସିଂଙ୍କ ଏକ କନସର୍ଟକୁ ରଦ୍ଦ କରିଦେଇଛି। ଏହାର କାରଣ ସାଫ୍ରନ୍ ବିବାଦ ବୋଲି କୁହାଯାଉଛି। ଫେବୃଆରୀ ୧୮ ତାରିଖରେ ହୋଇଥାନ୍ତ ଏହି ସଙ୍ଗୀତ କାର୍ଯ୍ୟକ୍ରମ। ତୃଣମୂଳ ସରକାର ସେହି ସ୍ଥାନରେ ଜି-୨୦ ଶିଖର ସମ୍ମିଳନୀର ବାହାନା ଦେଖାଇ…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା ହୀରାବେନଙ୍କର ଦେହାନ୍ତ ହୋଇଛି। ବୁଧବାର ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମା ହୀରାବେନଙ୍କ ମୃତ୍ୟୁ ବାବଦରେ ମୋଦୀ ଟ୍ୱିଟ କରି ସୂଚନା ଦେଇଛନ୍ତି। ସକାଳ ୭ ଟା ୪୦ରେ ମୋଦୀ ଅହମଦାବାଦ ପହଞ୍ଚିଥିବା  ସୂଚନା ରହିଛି । ଏହା…

ଏବେ ଯେକୌଣସି ସ୍ଥାନରେ ରହି ନିର୍ବାଚନ ବେଳେ ଦେଇପାରିବେ ଭୋଟ୍!

ନୂଆଦିଲ୍ଲୀ: ଏବେ ଦେଶର ଯେକୌଣସି ସ୍ଥାନରେ ରହିଥିଲେ ମଧ୍ୟ ଜଣେ ନିଜ ନିର୍ବାଚନ ମଣ୍ଡଳୀ ପାଇଁ ଭୋଟ ଦେଇପାରିବା ସମ୍ଭବ ହେବ। ନିଯୁକ୍ତି, ଶିକ୍ଷା କିମ୍ବା ଅନ୍ୟାନ୍ୟ କାରଣ ପାଇଁ ଦେଶର ଅନ୍ୟ ପ୍ରାନ୍ତରେ ବସବାସ କରୁଥିବା ନାଗରିକଙ୍କୁ ନିଜ ସହରରୁ ରିମୋଟ୍ ଭୋଟିଂ ସୁବିଧା ଯୋଗାଇ ଦେବା ପାଇଁ…

କାଶ ସିରପ ପିଇ ମୃତ୍ୟୁ: ଉଜବେକିସ୍ତାନକୁ ତଦନ୍ତର ସବିଶେଷ ତଥ୍ୟ ମାଗିଲା ଭାରତ

ନୂଆଦିଲ୍ଲୀ: ଏକ ଭାରତୀୟ କମ୍ପାନୀ ଦ୍ୱାରା ନିର୍ମିତ କାଶ ଔଷଧ ପିଇବା ପରେ ଉଜବେକିସ୍ତାନରେ ୧୮ ଜଣ ଶିଶୁଙ୍କ ମୃତ୍ୟୁ ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବଡ଼ ବିବୃତ୍ତି ଦେଇଛି। ମନ୍ତ୍ରଣାଳୟ କହିଛି ଯେ ଭାରତର ଫାର୍ମା ଇଣ୍ଡଷ୍ଟ୍ରି ସମଗ୍ର ବିଶ୍ୱକୁ ଏକ ବିଶ୍ୱସ୍ତ ଯୋଗାଣକାରୀ ଅଟେ…

ତୁମେ ମୋତେ ଖୁିସିରେ ରଖ, ମୁଁ ତୁମକୁ….

ଚଣ୍ଡିଗଡ଼: ହରିଆଣାରେ ଜଣେ ଜୁନିଅର ମହିଳା କୋଚ୍ ରାଜ୍ୟର କ୍ରୀଡ଼ା ମନ୍ତ୍ରୀ ସନ୍ଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ମହିଳା କୋଚ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ମନ୍ତ୍ରୀ ସନ୍ଦୀପ ତାଙ୍କୁ ତାଙ୍କ ଘରକୁ ଡାକି ଅସଦାଚରଣ କରିଥିଲେ। ମହିଳା ପ୍ରଶିକ୍ଷକ କ୍ରୀଡ଼ା ମନ୍ତ୍ରୀଙ୍କ…

ଇସ୍ରାଏଲରେ ପୁଣି ନେତାନ୍ୟାହୁ ସରକାର, ମୋଦୀଙ୍କ ଅନ୍ଯତମ ଘନିଷ୍ଠ ବନ୍ଧୁ

ଜେରୁଜେଲମ: ବେଞ୍ଜାମିନ ନେତାନ୍ୟାହୁ ଗୁରୁବାର ଷଷ୍ଠ ଥର ପାଇଁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ନେତନ୍ୟାହୁ (୭୩) ଇତିମଧ୍ୟରେ ଇସ୍ରାଏଲର ସବୁଠାରୁ ଅଧିକ ସମୟ ଧରି ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ୧୨୦ ସଦସ୍ୟ ବିଶିଷ୍ଟ ନେସେଟ୍ (ଇସ୍ରାଏଲି ସଂସଦ)ରେ ୬୩ ଜଣ…

ସିବିଏସଇ ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ୨୦୨୩ରେ ହେବାକୁ ଥିବା ୧୦ମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ତାରିଖ ଘୋଷଣା କରିଛି। ସିବିଏସ୍ଇ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ, ଉଭୟ ଶ୍ରେଣୀର ପରୀକ୍ଷା ୧୫ ଫେବୃଆରୀରୁ ଆରମ୍ଭ ହେବ। ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ୧୦ମ ପରୀକ୍ଷା…

ଏହି ୬ ଦେଶରୁ ଆସିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ବିଭିନ୍ନ ଦେଶରେ କରୋନା ମାମଲା ବଢ଼ୁଥିବା ବେଳେ ଚୀନରେ ସ୍ଥିତି ଚିନ୍ତାଜନକ ରହିଛି । ବିଶେଷଜ୍ଞଙ୍କ କହିବା କଥା, ନୂଆ ବର୍ଷରେ ଏହି ସ୍ଥିତି ଆହୁରି ବିଗିଡ଼ି ପାରେ । ଯାହାକୁ ନଜରରେ ରଖି କେନ୍ଦ୍ର ସରକାର ଗୁରୁବର ବଡ଼ ନିଷ୍ପତ୍ତି ନେଇଛନ୍ତି । ଜାନୁଆରୀ ପହିଲାରୁ ୬ ଦେଶରୁ…

୨୦୨୦ରେ ରାହୁଲ ୧୧୩ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଛନ୍ତି-ସିଆରପିଏଫ  

ନୂଆଦିଲ୍ଲୀ:ଭାରତ ଯୋଡୋ ଯାତ୍ରା ସମୟରେ ରାହୁଲ ଗାନ୍ଧୀ ଅନେକ ଥର ସୁରକ୍ଷା ପ୍ରୋଟକଲ ଭାଙ୍ଗିଲେଣି । ସିଆରପିଏଫର କହିବା ଅନୁଯାୟୀ, ରାହୁଲ ଗାନ୍ଧି ଡିସେମ୍ବର ୨୪ରେ ଭାରତ ଯୋଡୋ ଯାତ୍ରା ସମୟରେ ଏକାଧିକବାର ପ୍ରୋଟୋକଲ ଭାଙ୍ଗିଛନ୍ତି । ଦିଲ୍ଲୀ ପୋଲିସ ରାହୁଲଙ୍କ ସୁରକ୍ଷା ଯୋଗାଇ…

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୩୦ ଗୁରୁତର

ନୋମ ପେହ୍ନ:କାମ୍ବୋଡିଆର ପୋଇପେଟ ସ୍ଥିତ କାମ୍ବୋଡ଼ିଆ ସିଟି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି । ପ୍ରାୟ ୫୦ ଜଣ ନିଆଁ ଭିତରେ ଫସି ରହିଛନ୍ତି । ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଦମକଳବାହିନୀ…