Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନିର୍ଦ୍ଦିଷ୍ଟ ଧର୍ମର ସ୍ଲୋଗାନ ଉଚ୍ଚାରଣ କରାଇବା ପାଇଁ ଯୁବକଙ୍କୁ ନିସ୍ତୁକ ମାଡ଼

ହାଇଦ୍ରାବାଦ : ହଷ୍ଟେଲରେ ରହୁଥିବା ଛାତ୍ର ଉପରେ ମରଣାନ୍ତକ ଆକ୍ରମଣ । ସୋଶିଆଲ ମିଡିଆାରେ ଭିଡିଓ ଭାଇରାଲ । ଛାତ୍ର ଜଣକ ହେଲେ ଆଇସିଏଫଏଆଇ(ICFAI) ଫାଉଣ୍ଡେସନର ତୃତୀୟ ବର୍ଷ ଛାତ୍ର  । ତାଙ୍କ ନାଁ ହେଉଛି ହିମାଙ୍କ ବଂଶଲ । ଏହି ଦୃଶ୍ୟରେ ହିମାଙ୍କକୁ ତଳେ ପକାଇ କେତେକ ଛାତ୍ର ଗୋଇଠା ବିଧା…

ମୃତ୍ୟୁକୁ ନେଇ ଗବେଷଣା : ୫ ଜଣଙ୍କ ମଧ୍ୟରୁ ଜଣେ ହୋଇଥିଲେ ଶୀତଳ ସ୍ପର୍ଶର ନିକଟତର

ନୂଆଦିଲ୍ଲୀ: ମୃତ୍ୟୁକୁ ନେଇ କରାଯାଇଥିଲା ଗବେଷଣା । ୫ଜଣଙ୍କ ମଧ୍ୟରୁ ଜଣେ ଅନୁଭବ କରିଥିଲେ ଶରୀରଠାରୁ ସେ ଦୂରକୁ ଯାଉଛନ୍ତି । ନ୍ୟୁୟର୍କ ୟୁନିଭରସିଟିର ଗ୍ରୋସମ୍ୟାନ ସ୍କୁଲ ଅଫ ମେଡିସିନ ପକ୍ଷରୁ ଏହି ଗବେଷଣା କରାଯାଇଥିଲା । ହାର୍ଟ ଆଟାକ ଆସିବା ପରେ କାର୍ଡିୟୋ ପଲମୋନାରୀ ରିସସିଟେଶନ…

IQରେ ଆଇନଷ୍ଟାଇନଙ୍କୁ ଟପିଗଲା ୧୧ ବର୍ଷର ବାଳକ

ନୂଆଦିଲ୍ଲୀ:ବୁଦ୍ଧିରେ ଆଇନଷ୍ଟାଇନଙ୍କୁ ବଳିଗଲା ଏଇ କୁନି ବାଳକ । IQ ଟେଷ୍ଟରେ ଆଇନଷ୍ଟାଇନଙ୍କୁ ପଛରେ ପକାଇଲା । ଭାବୁଥିବେ ଏତେ ଛୋଟ ପିଲାର ଏତେ ବୁଦ୍ଧି ? ଖାଲି ଆାଇନ ଷ୍ଟାଇନଙ୍କୁ ନୁହେଁ, ଷ୍ଟିଫେନ ହକିଂଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି ।  ବିଶ୍ୱାସ ଲାଗୁ ନଥିଲେ ବି   ସତ ।…

ବାପା ହେବେ ବରୁଣ ଧଓ୍ବନ, ହିଣ୍ଟ୍‌ ଦେଲେ ସଲମାନ ଖାନ୍‌

ନୂଆଦିଲ୍ଲୀ : ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ପନ । ଘରକୁ ଆସିବେ କୁନି ଅତିଥି  । ବାପା ହେବା କଥା ନେଇ ରିୟାଲିଟି ଟିଭି ଶୋ ବିଗ୍‌ବସ୍‌ରେ ଖୁଲାସା । ଲାଜେଇ ଗଲେ ବରୁନ ଧଓ୍ବନ ।  ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବେ । ବଲିଓଡ ଅଭିନେତ୍ରୀ ଆଲିଆଭଟ ଓ ବିପାଶା…

ହିଜାବ ଆନ୍ଦୋଳନ: ପ୍ରଥମ ଥର ପାଇଁ ଆନ୍ଦୋଳନକାରୀଙ୍କୁ ଫାଶୀ ଦେବେ ଇରାନ ସରକାର

ତେହେରାନ: ହିଜାବକୁ ବିରୋଧ କରି ଇରାନରେ ସେପ୍ଟମ୍ବର ୧୬ରୁ ଆନ୍ଦୋଳନ ଚାଲିଛି । ଏଥିରେ ଅନେକ ମୃତାହତ ମଧ୍ୟ ହେଲେଣି । ତେବେ ଅନ୍ଦୋଳନ କମିବା ବଦଳରେ ବଢ଼ି ଚାଲିଛି । କେତେକ ବିଦେଶୀ ମିଡିଆ ରିପୋର୍ଟ ଅନୁସାରେ ଏହି ଆନ୍ଦୋଳନରେ ସାମିଲ ଜଣେ ବ୍ୟକ୍ତିଙ୍କୁ ଫାଶୀ ଦଣ୍ଡ ଦେବା ପାଇଁ ଇରାନ ସରକାରଙ୍କ…

କରନ୍ତୁ ଏଲଆଇସିର ଏହି ବୀମା , ପାଆନ୍ତୁ ମାସିକ ୩୬ ହଜାର ଟଙ୍କା

ପ୍ରାଇଭେଟ ଚାକିରି । ପେନସନ୍ ନାହିଁ । ସେଥିପାଇଁ ଚିନ୍ତା କରୁଛନ୍ତି କି ? ଆପଣଙ୍କର ଏହି ଚିନ୍ତା ଦୂର କରିଦେବ ଏଲଆଇସି । ଏଲଆଇସି ଆଣିଥିବା ଏହି ପଲିସି କଲେ ଆପଣ ମାସକୁ ପାଇ ପାରିବେ ୩୬ ହଜାର ଟଙ୍କା । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ କ’ଣ ଏଇ ପଲିସି ? କେତେ ଟଙ୍କା ଏଥିପାଇଁ ଇନଭେଷ୍ଟ…

ଟ୍ଵିଟରରୁ ୪୪୦୦ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଛଟେଇ କଲେ ଏଲନମସ୍କ

ନୂଆଦିଲ୍ଲୀ: ଏଲନ ମସ୍କ ନେଲେ ନୂଆ ପଦକ୍ଷେପ । ଟ୍ଵିଟରର ୫୦ ପ୍ରତିଶତ କର୍ମଚାରୀଙ୍କୁ ବାହାର କରିବା ପରେ ଏବେ କଣ୍ଟ୍ରାକ୍ଟ ହିସାବରେ ଥିବା ୪୪୦୦ ଲୋକଙ୍କୁ ଚାକିରୀରୁ ଛଟେଇ କରିଛନ୍ତି। ଟ୍ଵିଟର ଏବଂ ଅନ୍ୟ ବଡ ସାମାଜିକ ଗଣମାଧ୍ୟମ ମଞ୍ଚରେ ଘୃଣା ସୃଷ୍ଟି କରୁଥିବା ସାମଗ୍ରୀ ଉପରେ ନଜର ରଖିବା…

ଯୁବତୀଙ୍କ ଶରୀରକୁ ୩୫ ଖଣ୍ଡ କରି ୧୮ ଦିନ ଧରି ରାତି ଅଧରେ ଫିଙ୍ଗୁଥିଲା ପ୍ରେମିକ

ନୂଆଦିଲ୍ଲୀ: ମୁମ୍ବାଇରେ ଚାକିରି ବେଳେ ପ୍ରେମ ଆଉ ତା’ପରେ ଡେଟିଂ ଆଉ ଲିଭ୍ ଇନ୍ ରିଲେସନସିପ୍ । ଫିଲ୍ମ କାହାଣୀ ଭଳି ଗଡ଼ି ଚାଲିଥିଲା ଜୀବନ ଗାଡ଼ି । ହେଲେ ହଠାତ୍ ସବୁକିଛି ବଦଳି ଗଲା । ଆଉ ରାକ୍ଷାସ ସାଜିଲା ପ୍ରେମିକ । ପ୍ରେମିକାର ଶରୀରକୁ ୩୫ ଖଣ୍ଡ କରି କାଟିବା ପରେ ୧୮ ଦିନ ଧରି…

ଏୟାରପୋର୍ଟ ନ ଥିଲା, ହେଲେ ଅଣ୍ଡରପାସ୍ ତଳେ ଲାଗିଥିଲା ବିମାନ

ହାଇଦ୍ରାବାଦ: ଅଣ୍ଡରପାସ ତଳେ ଲାଗିଥିଲା ବିମାନ । ହେଲେ ବିଳମ୍ବିତ ରାତିରେ ଏ ବିମାନ ବ୍ରିଜ ତଳକୁ କେମିତି ଆସିଲା ? ସମସ୍ତଙ୍କ ମନରେ ଉତ୍କଣ୍ଠା । ଗଦା  ହୋଇଥିଲେ ଲୋକେ । ହେଲେ ଜଣାପଡ଼ୁ ନ ଥିଲା କ’ଣ ଘଟଣା । ସମୟ ବିତୁଥିଲା, ଭିଡ ବଢୁଥିଲା । ଏ ଥିଲା ଶନିବାର ବିଳମ୍ବିତ ରାତିର ଦୃଶ୍ୟ ।…

କଲେଜିୟମ ବ୍ୟବସ୍ଥାକୁ ନେଇ ଜବାବ ରଖିଲେ ପୂର୍ବତନ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତରେ ବିଚାରପତି ନିଯୁକ୍ତି ପାଇଁ କଲେଜିୟମ ବ୍ୟବସ୍ଥାକୁ ନେଇ ଚର୍ଚ୍ଚା ଲାଗ ରହିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଏକ ଟିଭି ଚ୍ୟାନେଲର କାର୍ଯ୍ୟକ୍ରମରେ ସାମିଲ ହୋଇ କଲେଜିୟମକୁ 'ଅପାରଦର୍ଶୀ' କହିବା ପରେ କଲେଜିୟମର ସୁପାରିସକୁ ଅନୁମୋଦନ ଦେବାରେ କେନ୍ଦ୍ର ସରକାର ବିଳମ୍ବ କରିବା…