Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ଏଆଇଏଫଏଫ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ

ମୁମ୍ବାଇ: ଦେଶରେ ‘ଫୁଟବଲ୍ ଫର୍ ସ୍କୁଲ’ କାର୍ଯ୍ୟକ୍ରମକୁ ଆରମ୍ଭ କରିବା ପାଇଁ ରବିବାର ମୁମ୍ବାଇର ଯଶୋବନ୍ତ ରାଓ ଚୌହ୍ୱାନ ଫୁଟବଲ୍ ଷ୍ଟାଡ଼ିୟମରେ ଶିକ୍ଷା ମନ୍ତ୍ରଣାଳୟ, ଫିଫା ଏବଂ ସର୍ବଭାରତୀୟ ଫୁଟବଲ୍ ସଂଘ(ଏଆଇଏଫଏଫ) ମଧ୍ୟରେ ଏକ ବୁଝାମଣା ପତ୍ର(ଏମଓୟୁ) ସ୍ୱାକ୍ଷରିତ ହୋଇଯାଇଛି । କେନ୍ଦ୍ର…

କୋଟିପତି ଚା’ ବାଲାଙ୍କୁ ଟିକେଟ ଦେଲା ବିଜେପି

ଧର୍ମଶାଳା: ହିମାଚଳ ପ୍ରଦେଶରେ ନଭେମ୍ବର ୧୨ରେ ମତଦାନ ହେବାକୁ ଯାଉଛି। ଏଥିପାଇଁ ଆଶାୟୀ ଏବେ ନାମାଙ୍କନ ଦାଖଲ କରିବା ଆରମ୍ଭ କରିଛନ୍ତି। ଏହି ସମୟରେ ହିମାଚଳପ୍ରଦେଶରେ ଜଣେ ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଚାଲିଛି। ଯିଏକି ଜଣେ ବିଜେପିର ପ୍ରାର୍ଥୀ। ଏହି ପ୍ରାର୍ଥୀ ଜଣଙ୍କ ଚା' ବାଲା ହେଲେ ସେ…

ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ପ୍ରଧାନ ବିଚାରପତିଙ୍କ ସାମ୍ନାରେ ନିବେଦନ କଲେ ମମତା

କୋଲକାତା: ଗଣତନ୍ତ୍ର ତଥା ଦେଶର ସଂଘୀୟ ଢାଞ୍ଚାର ସୁରକ୍ଷା ପାଇଁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିବେଦନ କରିଛନ୍ତି। ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ସେ ଦେଶର ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କୁ ଅନୁରୋଧ କରିଛନ୍ତି। ସେ ଦାବି କରିଛନ୍ତି ଯେ ଏକ ନିର୍ଦ୍ଦିଷ୍ଟ ବର୍ଗର…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ, ବିଧାୟକଙ୍କୁ ଲୋଭ ଦେଖାଇ ସରକାର ଭାଙ୍ଗିବାକୁ ଉଦ୍ୟମ କରୁଛି ବିଜେପି

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଟିଆରଏସ ମୁଖ୍ୟ କେ.ଚନ୍ଦ୍ରଶେଖର ରାଓ ଆଜି ବିଜେପି ବିରୋଧରେ ମାରାତ୍ମକ ଅଭିଯୋଗ ଆଣିଛନ୍ତି । ବିଜେପି ୨୦ ରୁ୩୦ ବିଧାୟକଙ୍କୁ ଟଙ୍କା ଲୋଭ ଦେଖାଇ ସରକାର ଭାଙ୍ଗିବା ଉଦ୍ୟମ କରୁଛି ବୋଲି ସେ କହିଛନ୍ତି । ଏଥିନେଇ କେସିଆର ପ୍ରଧାନମନ୍ତ୍ରୀ…

ଭାଙ୍ଗିଗଲା ଝୁଲା ପୋଲ, ନଦୀକୁ ଖସିପଡ଼ିଲେ ଶତାଧିକ; ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଅହମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋର୍ବିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ନଦୀ ଉପରେ ଯାଇଥିବା ଏକ ଝୁଲା ପୋଲ ଭୁଶୁଡି ପଡିବାରୁ ୧୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଝୁଲା ପୋଲଟି ଭୁଶୁଡିବା ବେଳେ ପୋଲ ଉପରେ ଶତାଧିକ ଲୋକ ଥିଲେ ବୋଲି ସୂଚନା ରହିଛି। ବ୍ରିଜ ଭୁଶୁଡିବା ପରେ ଅନେକ…

କାର୍‌ ବିସ୍ଫୋରଣରେ ୧୦୦ରୁ ଅଧିକ ମୃତ: ସୋମାଲିଆ ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ

ନୂଆଦିଲ୍ଲୀ : ସୋମାଲିଆରେ ବିସ୍ଫୋରଣ । ବିସ୍ଫୋରଣରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଏଥିସହ ୩୦୦ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି। ଏନେଇ ସୋମାଲିଆର ରାଷ୍ଟ୍ରପତି ହସନ ଶେଖ୍ ମହମ୍ମଦ ସୂଚନା ଦେଇଛନ୍ତି । ଗଣମାଧ୍ୟମ ସୂଚନା ଅନୂଯାୟୀ ସୋମାଲିଆର ଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟାଳୟକୁ…

ଟ୍ରାଫିକ ପୁଲିସ ଉପରେ ଚଢ଼ିଗଲା ଏସ୍‌ୟୁଭି ଗାଡ଼ି

ନୂଆଦିଲ୍ଲୀ: ଏସ୍‌ୟୁଭି ଧକ୍କାରେ ଟ୍ରାଫିକ ପୋଲିସ ଗୁରୁତର । ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ୫୦ ମିଟର ଯାଏଁ ଘୋଷାଡି ନେଲା ଏସ୍‌ୟୁଭି । ଏହି ଦୃଶ୍ୟଟି ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ଗୁରୁଗ୍ରାମ ସେକ୍ଟର-୫୨ ଆମ୍ବେଦକର ଛକ ନିକଟରେ ଗତକାଲି ସନ୍ଧ୍ୟାରେ…

ଆତଙ୍କବାଦ ନିରୋଧୀ ସମିତି ପ୍ରତିନିଧିମଣ୍ଡଳର ପ୍ରମୁଖ ସଦସ୍ୟମାନଙ୍କୁ ଭେଟିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ଆତଙ୍କବାଦ ନିରୋଧୀ ସମିତିର ପ୍ରତିନିଧିମଣ୍ଡଳର ପ୍ରମୁଖ ସଦସ୍ୟମାନେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ ରାଷ୍ଟ୍ରପତି ସମସ୍ତଙ୍କୁ କହିଥିଲେ ଯେ ଆତଙ୍କବାଦର ସବୁ ରୂପ ବିଶ୍ବପାଇଁ ବିପଦ । ତାହାକୁ ମୂଳରୁ…

ଗୁରୁତର ସ୍ତରକୁ ଖସିଲା ଦିଲ୍ଲୀର ପ୍ରଦୂଷଣ ସ୍ତର, ଦୋଷ ଲଦାଲଦି ହେଉଛନ୍ତି ନେତା

ନୂଆଦିଲ୍ଲୀ : ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତର ଖରାପ ହେବାରେ ଲାଗିଛି । ଏହାକୁ ନେଇ ବିଜେପି ଓ ଆପ ନେତାଙ୍କ ମଧ୍ୟରେ ପରସ୍ପର ଦୋଷ ଲଦାଲଦି ହେବାରେ ଲାଗିଛନ୍ତି । ସେପଟେ ପଂଜାବରେ ଚାଷୀମାନେ ବିଲରେ ନିଆଁ ଲଗାଇ ନଡାକୁଟା ଜାଳିବାରେ ଲାଗିଛନ୍ତି । ବାୟୁ ପ୍ରଦୂଷଣ ବଢ଼ୁଥିବାରୁ ଦିଲ୍ଲୀ ପ୍ରଶାସନ…

ଦଳାଚକଟାରୁ ଦୁର୍ଘଟଣା: ୧୨୦ ଜଣଙ୍କର ମୃତ୍ୟୁ, ୧୦୦ରୁ ଅଧିକ ଆହତ

ସିଓଲ: ଦକ୍ଷିଣ କୋରିଆର ରାଜଧାନୀ ସିଓଲରେ ହାଲୋଓ୍ୱିନ୍ (Halloween) ପାର୍ଟି ବେଳେ ବଡ ଅଘଟଣ। ୧୨୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ହାଲୋଓ୍ୱିନ୍ ପାର୍ଟି ସମୟରେ ସିଓଲରେ ପ୍ରବଳ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ଏକ ଲକ୍ଷରୁ ଅଧିକ ଲୋକ ଏହି…