Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଆପ ଅଭିଯୋଗର ଯାଂଚ କରିବା ପାଇଁ ଉପ ରାଜ୍ୟପାଳଙ୍କୁ ପତ୍ର ଲେଖିଲେ ବିଜେପିର ୭ ସାଂସଦ

ନୂଆଦିଲ୍ଲୀ: ଦିଲ୍ଲୀରେ ଆମ ଆଦମୀ ପାର୍ଟି ଓ ବିଜେପି ମଧ୍ୟରେ ଛକା ପଞ୍ଝା ଚାଲିଛି । ବୁଧବାର ସମସ୍ତ ୭ ବିଜେପି ଏମପି ଆମ ଆଦମୀ ପାର୍ଟି ଆଣିଥିବା ଅଭିଯୋଗର ତଦନ୍ତ କରିବା ପାଇଁ ଉପ ରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି । ଅପରେଶନ ଲୋଟସ ଅଭିଯୋଗ ପ୍ରକୃତ ଯାଂଚ…

ବର୍ଷକୁ ଗୋଟିଏ ଦିନ ହିଁ ଖୋଲିଥାଏ ଏହି ଗଣେଶ ମନ୍ଦିର

ଭୁବନେଶ୍ୱର :  ହିନ୍ଦୁ ପରମ୍ପରାରେ ଶ୍ରୀଗଣେଶଙ୍କୁ ସର୍ବପ୍ରଥମେ ପୂଜା କରିବାର ବିଧାନ ରହିଛି  । ଶ୍ରୀଗଣେଶଙ୍କୁ ପ୍ରଥମ ପୂଜ୍ୟ ଦେବତା କୁହାଯାଏ ।ସେଥିପାଇଁ ପ୍ରତ୍ୟକ ଶୁଭ କାର୍ଯ୍ୟ ଆରମ୍ଭରେ ଶ୍ରୀଗଣେଶଙ୍କୁ ଆରାଧନା କରାଯାଏ । ଭାରତରେ ପ୍ରତିଟି କୋଣରେ ଶ୍ରୀଗଣେଶଙ୍କ ମନ୍ଦିର ଦେଖିବାକୁ ମିଳେ…

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଶୁଭେଚ୍ଛା

ଗଣେଶ ଚତୁର୍ଥୀ ଅବସରରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏକ ବାର୍ତ୍ତାରେ ରାଷ୍ଟ୍ରପତି କହିଛନ୍ତି ଯେ “ ଗଣେଶ ଚତୁର୍ଥୀର ପବିତ୍ର ଅବସରରେ ମୁଁ ଭାରତ ଓ ବିଦେଶରେ ଥିବା ସମସ୍ତ ନାଗରିକଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି ।” ଜ୍ଞାନ,…

ବିବାଦୀୟ ଇଦଗା ପଡିଆରେ ହେବନି ଗଣେଶ ପୂଜା, ସ୍ଥିତାବସ୍ଥା ବଜାୟ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମାନ୍ୟବର ସୁପ୍ରିମକୋର୍ଟ ବାଙ୍ଗାଲୋରର ଇଦଗା ପଡିଆରେ ଗଣେଶ ପୂଜା ହେବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବଭଳି ଏହି ବିବାଦୀୟ କ୍ଷେତ୍ରରେ ସ୍ଥିତାବସ୍ଥା ବଜାୟ ରଖିବାକୁ କୁହାଯାଇଛି । ପୂର୍ବରୁ କର୍ଣ୍ଣାଟକ ସରକାର ଓ ହାଇକୋର୍ଟ ଏଠାରେ ଗଣେଶ ପୂଜା ଆୟୋଜନ କରିବା ନେଇ…

ଅନ୍ତିମ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଲୋପ ପାଇଲା ବ୍ରାଜିଲର ଆୱା ଜନଜାତି

ରିଓ: ବ୍ରାଜିଲର ପୁରାତନ ଜନଜାତି ଆୱାର ସମ୍ପ୍ରଦାୟର ଶେଷ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଏଥିସହ ଏହି ଜନଜାତି ଲୋପ ପାଇଯାଇଛି । ପରିବେଷବିତ ମାନେ ଏ ନେଇ ଦୁଃଖପ୍ରକାଶ କରିଛନ୍ତି । ବ୍ରାଜିଲର ଇଣ୍ଡିଜିନିୟସ ପ୍ରୋଟେକ୍ସନ ଏଜେନ୍ସି ଫୁନାଇ ପକ୍ଷରୁ ଏହି ବ୍ୟକ୍ତିଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଛି…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କଲେ ସାଂସଦ ଷଡ଼ଙ୍ଗୀ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏହି ଅବସରରେ ସାଂସଦ ବିଗତ ଦୁଇ ବର୍ଷ ପରି ଏ ବର୍ଷ ମଧ୍ୟ ପ୍ରଧାନମନ୍ତ୍ରୀ  ମୋଦିଙ୍କୁ ରିପୋର୍ଟ କାର୍ଡ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଚାଲିଥିବା…

କେଜ୍ରିୱାଲଙ୍କୁ ଆନ୍ନା ହଜାରେଙ୍କ ପତ୍ର: ତୁମେ ବି ରାଜନୀତି ଆଉ କ୍ଷମତା ଲୋଭରେ ଭୁଲିଗଲ ଆଦର୍ଶ

ନୂଆଦିଲ୍ଲୀ: ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପତ୍ର ଲେଖି ବ୍ୟକ୍ତିଗତ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କେଜ୍ରିୱାଲଙ୍କୁ ଲେଖିଛନ୍ତି ରାଜନୀତି ଓ କ୍ଷମତା ଲୋଭରେ ତୁମେ ତୁମ ଆଦର୍ଶ ଭୁଲି ଯାଇଛ । ସ୍ୱରାଜ ନାମକ ପୁସ୍ତକରେ କେତେ ଭଲ ଜିନିଷ ଲେଖିଥିଲ, ସେ ସବୁ…

ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ

କୁଇନ୍ସଲାଣ୍ଡ: ଅଷ୍ଟ୍ରେଲିଆରେ ମାନସିକ ରୋଗୀଙ୍କ ଚିକିତ୍ସାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି ଭାରତର ଗାଈ ଏବଂ କାଓ ଥେରାପୀ । ନର୍ଥ କୁଇନ୍ସଲାଣ୍ଡରେ କାଓ କଡଲିଙ୍ଗ କେନ୍ଦ୍ରର ସ୍ଥାପନା କରାଯାଇଛି । ଏଠାରେ ମାନସିକ ରୋଗୀ ଆସି ଗାଈଙ୍କ ସହ ସମୟ କାଟୁଛନ୍ତି । ଆଉଁସିବା,…

ପୁଞ୍ଜପତି ବନ୍ଧୁଙ୍କୁ ସହଯୋଗ କରୁଛନ୍ତି ମୋଦୀ , ସିବିଆଇ ଏବଂ ଇଡି ତଦନ୍ତ ଦାବି କଲା ଆପ୍ ।

ଭୁବନେଶ୍ୱର : ଦିଲ୍ଲୀରେ ଅପରେସନ ଲୋଟସ୍ ଫେଲ ହେବା ପରେ ବିଜେପିକୁ ସିରିଏଲ୍ କିଲର କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ  ।ଏହାପରେ ଆଜି ପ୍ରେସ ମିଟ କରି ରାଜ୍ୟ ଆପ୍ ସଭାପତି ନିଶିକାନ୍ତ ମହାପାତ୍ର ବିଜେପି ସରକାର ଓ ମୋଦୀ ସରକାରଙ୍କ ଉପରେ ଅନେକ ଅଭିଯୋଗ ଲଗାଇଛନ୍ତି  । ଆପ୍…