Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗୁଜରାଟ ଦଙ୍ଗା ସହ ଜଡିତ ସମସ୍ତ କେସକୁ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଗୁଜରାଟ ଦଙ୍ଗା ସହିତ ଜଡିତ ସମସ୍ତ ମାମଲାକୁ ଆଜି ସୁପ୍ରିମକୋର୍ଟ ବନ୍ଦ କରି ଦେଇଛନ୍ତ । ବାବ୍ରି ମସଜିଦ ଭଙ୍ଗ ଏବଂ ଗୁଜରାଟ ଦଙ୍ଗା କେସ ବନ୍ଦ ହେବା ପରୋକ୍ଷରେ ବିଜେପିକୁ ଆଶ୍ୱସ୍ତି ପ୍ରଦାନ କରିଛି । ଗୁଜରାଟ ଦଙ୍ଗାର ୯ଟି ମାମଲାରୁ ୮ଟିର ଶୁଣାଣୀ ଶେଷ ହୋଇଛି । ନାରୋଦା ମାମଲାର…

ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଜନ କଲ୍ୟାଣକାରୀ ନେତୃତ୍ୱକୁ ପୁଣିଥରେ ମିଳିଛି ଜାତୀୟ ସ୍ତରର ସ୍ୱୀକୃତି । ନୂଆଦିଲ୍ଲୀର ସମ୍ମାନଜନକ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ…

ମହଙ୍ଗା ପଡ଼ିଲା ଦୁଇ ବର୍ଷ ତଳର ଟ୍ୱିଟ୍: କମଲ୍ ଆର ଖାନ୍ ଗିରଫ

ମୁମ୍ବାଇ: ବଲିଉଡ ଏବଂ ସେଲିବ୍ରେଟମାନଙ୍କ ଉପରେ ନିଜର ମନ୍ତବ୍ୟ ପାଇଁ ଚର୍ଚ୍ଚା ରହୁଥିବା କମଲ୍ ଆର୍ ଖାନ୍ (କେଆରକେ) ଗିରଫ। ସେ ଏକ ଟ୍ୱିଟ୍ କରିଥିଲେ। ଏହି ଟ୍ୱିଟକୁ ଆଧାର କରି ପୋଲିସ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । 2020ରେ କେଆରକେ ଏହି ବିବାଦୀୟ ଟ୍ୱିଟ୍ କରିଥିଲେ। ଯାହାକୁ ନେଇ…

ବିହାରରେ  ବିଜେପିର ମିଶନ 35 ସଫଳ ହେବ କି?

ବିହାରରେ ବିଜେପି ଏବେ ବିରୋଧୀ ଦଳର ଭୂମିକାରେ ରହିଛି । ତେବେ ଗୃହମନ୍ତ୍ରୀ ଅମିତ ଶାହ ବିହାରରେ 2024 ନିର୍ବାଚନ ପାଇଁ ମିଶନ 35 ଟାର୍ଗେଟ ଦେଇଛନ୍ତି । ଅମିତ ଶାହଙ୍କ ଟାର୍ଗେଟ ପୂରଣ କରିବା ପାଇଁ ବିଜେପି ନେତାମାନେ ଏବେ ବିହାରରେ କସରତ ଆରମ୍ଭ କରିଦେଇଛନ୍ତି । ବିଜେପିକୁ ବାଏ ବାଏ କହି…

ପରଲୋକରେ ଅର୍ଥନୀତିଜ୍ଞ ଅଭିଜିତ ସେନ୍

ନୂଆଦିଲ୍ଲୀ: ଯୋଜନା ଆୟୋଗର ପୂର୍ବତନ ସଦସ୍ୟ ତଥା ଗ୍ରାମୀଣ ଅର୍ଥନୀତି ଉପରେ ଦକ୍ଷତା ରଖିଥିବା ଦେଶର ଅନ୍ୟତମ ଅର୍ଥନୀତି ବିଶେଷଜ୍ଞ ଅଭିଜିତ୍ ସେନଙ୍କର ପରଲୋକ ହୋଇଛି। ସୋମବାର ରାତିରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ  ୭୨ ବର୍ଷ ହୋଇଥିଲା। ଗତକାଲି ରାତି ପ୍ରାୟ ୧୧ ଟା…

ରାହୁଲ ଗାନ୍ଧୀ ଧାରଣା ଦେବାକୁ ଫିଟ୍: ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଇସ୍ତଫା ଦେବା ପରେ ଗୁଲାମ ନବୀ ଆଜାଦ୍ ଏବେ ନିଜ ବୟାନ ପାଇଁ ଶିରୋନାମାରେ ରହିଛନ୍ତି। ବିନା କୌଣସି ଚାପରେ ସେ ଏବେ 'ଆଜାଦ' ହୋଇ ନିଜର ପୂର୍ବତନ ଦଳର ନେତାଙ୍କ ବିରୋଧରେ ବୟାନ ରଖୁଛନ୍ତି। ଆଉ ଯଦି ଏହି କଥା ସତ ହୋଇଥିବ ତାହାଲେ କଂଗ୍ରେସ ଆଗକୁ ବଢିବା କାଠିକର…

ଦିଲ୍ଲୀରେ ଆପ୍- ବିଜେପି କଳି ଛିଣ୍ଡୁନି

ନୂଆଦିଲ୍ଲୀ: ଦିଲ୍ଲୀରେ ଆପ ଏବଂ ବିଜେପି ମଧ୍ୟରେ ବିବାଦ ବଢ଼ିଆାରେ ଲାଗିଛି । ମନିଷ ଶିସୋଦିଆଙ୍କ ବିରୋଧରେ ସିବିଆଇ ତଦନ୍ତ ଆଦେଶ ଦେଇଥିବା ଏଲଜି ଭିକେ ସାକ୍ସେନାଙ୍କ ବିରୋଧରେ ସିବିଆଇ ତଦନ୍ତ କରିବାକୁ ଆପ ଦାବି କରିଛି । ବିଧାନସଭାରେ ଆପ୍ ସଂଖ୍ୟା ଗରିଷ୍ଠ ପ୍ରମାଣ ଦେବାପାଇଁ ସ୍ବତନ୍ତ୍ର…

ଦେଶରେ ବଢ଼ୁଛି ଆତ୍ମହତ୍ୟା: ଆଗରେ ଦିନ ମଜୁରିଆ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଆତ୍ମହତ୍ୟା ମାମଲା ଆକସ୍ମିକ ଭାବେ ବଢି ଚାଲିଛି। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ରିପୋର୍ଟ ଏଭଳି କିଛି ତଥ୍ୟ ପ୍ରଦାନ କରିଛି। ଆଉ ସର୍ବାଧିକ ଆତ୍ମହତ୍ୟା କରିଥିବା ବର୍ଗରେ ଦିନ ମଜୁରିଆ ଅଧିକ ରହିଛନ୍ତି। କରୋନା ପରେ ଦରଦାମ ବଢ଼ିବା, ଆୟ…

ଅଙ୍କିତାଙ୍କୁ ପେଟ୍ରୋଲ ଢ଼ାଳି ଜଳାଇଥିବା ଶାହରୁଖକୁ କଠୋର ଦଣ୍ଡ ଦାବି

ଡୁମକା: ଅଙ୍କିତା ସିଂ ହତ୍ୟା ମାମଲାକୁ ନେଇ ଝାରଖଣ୍ଡରେ ନିଆଁ ଜଳୁଛି ।  ଅଙ୍କିତାଙ୍କ ଉପରେ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିବା ମୁଖ୍ୟ ଅଭିଯୁକ୍ତ ଶାହାରୁଖ ହସୁଥିବା ଚିତ୍ର ଏବଂ ଅଙ୍କିତାଙ୍କ ଶେଷ ବିବୃତ୍ତି ପରେ ଲୋକମାନେ କ୍ରୋଧିତ ହେଉଛନ୍ତି। ଲୋକମାନେ ସୋସିଆଲ ମିଡିଆରେ ମଧ୍ୟ ନିଜର…

ଇରାକରେ ଶ୍ରୀଲଙ୍କା ଭଳି ପରିସ୍ଥିତି: ଅଲସଦରଙ୍କ ଅବସର ଘୋଷଣା ପରେ ସଂସଦରେ ଧସେଇ ପସିଲେ ସମର୍ଥକ

ବାଗଦାଦ: ଇରାକରେ ଶ୍ରୀଲଙ୍କା ଭଳି ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି । ସୋମବାର ଇରାକର ପ୍ରଭାବଶାଳୀ ଶିୟା ଧର୍ମଗୁରୁ ମୁକ୍ତଦା ଅଲ ସଦର ରାଜନୀତିରୁ ଚାପର ବଶୀଭୂତ ହୋଇ ସନ୍ୟାସ ଘୋଷଣା କରିଥିଲେ । ଏପରିକି ସମସ୍ତ ପାର୍ଟି କାର୍ଯ୍ୟାଳୟକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ…