Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

‘ଟୁଇଟର୍‌’ ପରିଚାଳନା ଭାର ଗ୍ରହଣ କରି ‘ସିଇଓ’ ପରାଗ ଅଗ୍ରୱାଲ୍‌ଙ୍କୁ ବହିଷ୍କାର କଲେ ଏଲନ୍‌ ମସ୍କ୍‌

ସାନ୍‌ ଫ୍ରାନ୍‌ସିସ୍‌କୋ: ଟୁଇଟର୍‌ କିଣିଲେ ଏଲନ ମସ୍କ । ବହୁ ଦିନର ବାଦ ବିବାଦ ପରେ ଶେଷରେ ଟୁଇଟର କୁ କିଣିନେଇଛନ୍ତି ବିଶ୍ବର ସବୁଠୁ ଧନୀ ଏଲନ ମସ୍କ । ଟୁଇଟର କିଣିବା ପରେ ଏହାର ପରିଚାଳନାରେ ଅନେକ ପରିବର୍ତ୍ତନ କରିଛନ୍ତି ଏଲନ ।…

ଆମେରିକା ଉପରେ ବର୍ଷିଲେ ପୁଟିନ, କହିଲେ ପରମାଣୁ ଅସ୍ତ୍ର ବ୍ୟବହାର କରିବ ନାହିଁ ଋଷ

ମସ୍କୋ: ଋଷ ଏବଂ ୟୁକ୍ରେନ ମଧ୍ୟରେ ଆଠ ମାସ ଧରି ଚାଲିଛି ଯୁଦ୍ଧ । ଏହାରି ମଧ୍ୟରେ ପରମାଣୁ ଯୁଦ୍ଧକୁ ନେଇ ଆମେରିକାଠାରୁ ଆରମ୍ଭ କରି ୟୁକ୍ରେନ ସହ ସାରା ବିଶ୍ବରେ ନେତାମାନେ ନିଜ ନିଜର ମତ ରଖୁଛନ୍ତି ।  ପୁଟିନଙ୍କ ମତିଗତିକୁ ନେଇ ବିଶ୍ବରେ ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଏଭଳି ଆଶଙ୍କାକୁ…

୨୦୨୪ ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା!

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ତଥା ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି, ୨୦୨୪ ମସିହା ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ…

ପ୍ରଧାନମନ୍ତ୍ରୀ ମୋଦୀ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହେଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସହ ଫୋନରେ କଥା ହୋଇଛନ୍ତି । ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି  । ଏହା ସହ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବୃଦ୍ଧି ସହ…

ଅଶ୍ଳୀଳ ଭିଡିଓ ମୋବାଇଲରୁ ଡିଲିଟ୍ କରିଦେବା ଉଚିତ୍, କାହିଁକି ଏପରି କହିଲେ ପୋପ୍?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଭାଟିକାନ୍ ସିଟିର କ୍ୟାଥୋଲିକ୍ ଚର୍ଚ୍ଚର ସର୍ବୋଚ୍ଚ ଧର୍ମପ୍ରଚାରକ ପୋପ୍ ଫ୍ରାନ୍ସିସ୍ ଲୋକମାନଙ୍କୁ ଅନଲାଇନରେ ପର୍ଣ୍ଣ ବା ଅଶ୍ଳୀଳ ଭିଡିଓ ଦେଖିବାରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ନନ୍ ଓ ପାଦ୍ରୀମାନେ ମଧ୍ୟ ମୋବାଇଲରେ ପର୍ଣ୍ଣ ଦେଖନ୍ତି।…

ଅଖିଳେଶଙ୍କୁ ପ୍ରମାଣ ଦେବା ପାଇଁ କହିଲେ ନିର୍ବାଚନ କମିଶନର

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ଆଜି ନୋଟିସ ଜାରୀ କରିଛନ୍ତି ନିର୍ବାଚନ କମିଶନ । ଏହି ନୋଟିସରେ ଅଖିଳେଶ ପୂର୍ବରୁ କରିଥିବା ଅଭିଯୋଗର ପ୍ରମାଣ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସେପ୍ଟମ୍ବର ୨୯ରେ ଅଖିଳେଶ ଅଭିଯୋଗ ଆଣିଥିଲେ ଯେ, ପ୍ରତ୍ୟେକ ବିଧାନସଭା…

ଦୋହାରେ ଭାରତୀୟ ନୌସେନାର ୮ ଅବସରପ୍ରାପ୍ତ ଅଧିକାରୀ ଅଟକ, କାରଣ ଅସ୍ପଷ୍ଟ

ଦୋହା: କତାରର ଦୋହାରେ ଭାରତୀୟ ଦୌସେନାର ୮ ଅବସରପ୍ରାପ୍ତ ଅଧିକାରୀଙ୍କୁ ସ୍ଥାନୀୟ ପୋଲିସ ଅଟକ ରଖିଛି । କେଉଁ କାରଣ ପାଇଁ ସେମାନଙ୍କୁ ଅଟକ ରଖାଯାଇଛି ତାହା ସ୍ପଷ୍ଟ ହୋଇନି । ଏମାନେ ସମସ୍ତେ ଏମିରୀ ନେଭିରେ ପ୍ରଶିକ୍ଷଣ ଏବଂ ଅନ୍ୟ ସେବା ଯୋଗାଉଥିବା କମ୍ପାନୀରେ କାର୍ଯ୍ୟରତ ଥିଲେ । ଦୋହାରେ…

ଜାତୀୟସ୍ତରର କୁସ୍ତି ଖେଳାଳିଙ୍କ ହତ୍ୟାରେ ପୋଲିସକୁ ବଡ ସଫଳତା, ଚିହ୍ନଟ ହେଲା ମୁଖ୍ୟ ଅଭିଯୁକ୍ତ

ଗାଜିଆବାଦ: ଜାତୀୟସ୍ତରର କୁସ୍ତି ଖେଳାଳି ଅରୁଣ ଓରଫ ବରୁଣଙ୍କ ହତ୍ୟା ଘଟଣାରେ ସ୍ଥାନୀୟ ପୋଲିସକୁ ବଡ ସଫଳତା ହାତ ଲାଗିଛି । ଏଥିରେ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଚିହ୍ନଟ କରିବାରେ ସଫଳ ହୋଇଛି । ରିପୋର୍ଟ ମୁତାବକ ରାଜପୁର ଗ୍ରାମର ଜଣେ ଯୁବକ ଏହି କାଣ୍ଡ ଘଟାଇଛି । ପୋଲିସ ତା ଘରେ ପଂହଚିଥିଲେ…

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ…

ଋଷକୁ ଅସ୍ତ୍ର ପଠାଉଛି ଇରାନ, ଆମେରିକା ଦେଲା ଚେତାବନୀ

ଓ୍ବାଶିଂଟନ:  ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷକୁ ଡ୍ରାେନ ସହ ଅନେକ ଅସ୍ତ୍ର ପଠାଉଛି ଇରାନ । ଇରାନ ଜନସାଧାରଣ ଦେଶରେ ହିଜାବକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ ୟୁକ୍ରେନ ଲୋକଙ୍କୁ ମାରିବା ପାଇଁ ଇରାନ ଋଷକୁ ଅସ୍ତ୍ରଶସ୍ତ୍ର ପଠାଉଛି ବୋଲି ଆମେରିକା କହିଛି ।…