Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

 ଋଷ-ୟୁକ୍ରେନ ଯୋଗାଯୋଗ ପାଇଁ ଥିବା ମହତ୍ତ୍ବପୂର୍ଣ୍ଣ ରେଳ ବ୍ରିଜ୍ ବିସ୍ଫୋରଣରେ ନଷ୍ଟ

ମସ୍କୋ: ଋଷ- ୟୁକ୍ରେନ ଯୁଦ୍ଧ ଦିନକୁ ଦିନ ଭୟଙ୍କର ଆଡ଼କୁ ଗତି କରୁଛି । କେବେ ଋଷ ୟୁକ୍ରେନର ସହରକୁ କବଜା କରିବା ଖବର ଆସୁଛି ତ କେବେ ୟୁକ୍ରେନ ସେହି ସହରକୁ ଋଷ ସେନାଙ୍କଠାରୁ ଛଡ଼ାଇ ଆଣୁଥିବା ଖବର ପ୍ରକାଶ ପାଉଛି । ଏହାରି ଭିତରେ ଏକ ବଡ଼ ଘଟଣା ଘଟିଛି । ତାହା ହେଉଛି କ୍ରିମିୟା ଓ ଋଷ ମଧ୍ୟରେ…

ସଲମାନଖାନଙ୍କୁ ହତ୍ୟା କରିବା ପାଇଁ ସୁପାରିସ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ନାବାଳକକୁ ସୁପାରୀ ଦେଇଥିଲା ଲରେନ୍ସ । ପଞ୍ଜାବ ମୋହଲିର ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ମେ ୯ ତାରିଖରେ ହୋଇଥିବା ଆର୍‌ପିଜି ଆକ୍ରମଣରେ ଜଣେ ନାବାଳକ ମାଷ୍ଟର୍‌ମାଇଣ୍ଡ୍‌କୁ ଫୈଜାବାଦ୍‌ରୁ ଧରାଯାଇଛି। ଅଭିନେତା ସଲ୍‌ମାନ…

ଜମି ବଦଳରେ ଚାକିରି ମାମଲା: ଲାଲୁଙ୍କ ନାମରେ ଚାର୍ଜସିଟ ଦାଖଲ କଲା ସିବିଆଇ

ନୂଆଦିଲ୍ଲୀ : ରେଳବାଇ ଚାକିରି ଦେଇ ଜମି ନେବା ଦୁର୍ନୀତି ମାମଲାରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍ ଦାଖଲ କରିଛି । ଲାଲୁଙ୍କ ସହ ତାଙ୍କ ପତ୍ନୀ ରାବିଡି ଦେବୀ, ଝିଅ ମିସା ଭାରତୀ ଏବଂ  ଅନ୍ୟ ୧୩ ଜଣଙ୍କ ନାମ ଚାର୍ଜସିଟରେ ଅଭିଯୁକ୍ତ…

ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ପ୍ରସଙ୍ଗ:  ମୁସଲିମ ଦେଶ ବି ଚୀନ ବିରୋଧରେ ଦେଲେନି ଭୋଟ୍

ନୂଆଦିଲ୍ଲୀ: ଚୀନରେ ମୁସଲିମଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ହେଉଥିବା ବେଳେ ଏହା ଉପରେ ବିତର୍କ ପାଇଁ ଆସିଥିବା ପ୍ରସ୍ତାବ ମିଳିତ ଜାତିସଂଘରେ କାଟ ଖାଇଯାଇଛି । ଭାରତ ଏହି ଭୋଟିଂରୁ ଦୂରେଇ ରହିଥିବାରୁ ଏହାକୁ ନେଇ ଭାରତରେ ମଧ୍ୟ ଚର୍ଚା ଜୋରଧରିଛି । ଭାରତ ଚୀନ ବିରୋଧରେ ଭୋଟ ଦେବା…

ନୋବେଲ ଶାନ୍ତି ପୁରସ୍କାର ପାଇବେ ବେଲାଋଷର ମାନବାଧିକାର କର୍ମୀ ଏବଂ ଋଷ-ୟୁକ୍ରେନର ଦୁଇଟି ସଂଗଠନ

ଷ୍ଟକହୋମ୍:  ବିଶ୍ବର ସବୁଠୁ ପ୍ରତିଷ୍ଠିତ ସମ୍ମାନ ନୋବେଲେ ଶାନ୍ତି ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯାଇଛି । ନରଓ୍ବେର ନୋବେଲ କମିଟି 2022 ପାଇଁ ନୋବେଲ ଶାନ୍ତି ପୁରସ୍କାର ବେଲାଋଷର ମାନବାଧିକାର କର୍ମୀ ତଥା ଆଡ଼ଭୋକେଟ୍ ଏଲେସ ବାଲିୟାତସ୍କିଙ୍କ ନାମ ଘୋଷଣା କରିଛି । ଏହା ସହ…

ଆମ ଆଦମୀ ପାର୍ଟିର କର୍ମୀଙ୍କୁ ବିବାହ କଲେ ବିଧାୟିକା ନରିନ୍ଦର କୌର 

ଚଣ୍ଡୀଗଡ଼:  ବୋହୂ ସାଜିଲେ ବିଧାୟକ। ବିବାହ କଲେ ବିଧାୟିକା ନରିନ୍ଦର କୌର  । ପଞ୍ଜାବର ସଙ୍ଗରୁରରୁ ବିଧାୟିକା ଥିବା ନରିନ୍ଦର କୌର ଆମ ଆଦମୀ ପାର୍ଟିର କର୍ମୀ ମନଦୀପ ସିଂଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହ ପଟିଆଲାର ରୋରେୱାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ…

ଦିଲ୍ଲୀ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଏକ ମାସ ଚାଲିବ ‘ଆଣ୍ଟି ଡଷ୍ଟ ଅଭିଯାନ’

ନୂଆଦିଲ୍ଲୀ: ଦିଲ୍ଲୀରେ କୁହୁଡି ଯୋଗୁଁ ବାୟୁ ପ୍ରଦୂଷର ମାତ୍ରା ବୃଦ୍ଧି ପାଏ। ବାୟୁର ଗୁଣବତ୍ତା ଖରାପ ହୋଇଯାଏ। ଆସନ୍ତା ଶୀତ ଋତୁରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦିଲ୍ଲୀ ସରକାର ପକ୍ଷରୁ ଗୁରୁବାର ନିର୍ମାଣ ସ୍ଥଳରେ ଆଣ୍ଟି ଡଷ୍ଟ ଅଭିଯାନ ଆରମ୍ଭ କରାଯାଇଛି। ଦିଲ୍ଲୀ ପରିବେଶ ମନ୍ତ୍ରୀ…

ଆଉ ନାହାଁନ୍ତି ବର୍ଷିୟାନ ଅଭିନେତା ଅରୁଣ ବାଲି

ମୁମ୍ବାଇ: ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ଆଜି ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ନ୍ୟୁରୋମସ୍କୁଲାର ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିକିତ୍ସାଧୀନ…

ବିମାନ ବନ୍ଦରରୁ ୨୭ କୋଟିର ଘଡି ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ବିମାନ ବନ୍ଦରରେ କଷ୍ଟମ ବିଭାଗର ଅଧିକାରୀମାନେ ଜଣେ ଭାରତୀୟ ଯାତ୍ରୀଙ୍କ ଠାରୁ କିଛି ଘଣ୍ଟା ଜବତ କରିଛନ୍ତି। ୨୮.୧୭ କୋଟି ଟଙ୍କାର ସାମଗ୍ରୀ ଜବତ କରିଛି । ଜବତ ସାମଗ୍ରୀ ଭିତରେ ଏକ ଘଣ୍ଟା ରହିଛି। ଯାହାର ଦାମ କେବଳ ୨୭ କୋଟି ଟଙ୍କା ମୂଲ୍ୟର ରହିଛି। ଏହି ଘଡ଼ିର ଫଟୋ ଏବେ…

ୟୁକ୍ରେନରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିପାରେ ଋଷ, ପୁଟିନ୍ ଥଟ୍ଟା କରୁ ନଥିବା କହିଲେ ବାଇଡେନ୍

ନୂଆଦିଲ୍ଲୀ: ଶୀତଳ ଯୁଦ୍ଧ ପରେ ପ୍ରଥମଥର ବିଶ୍ୱ ପରମାଣୁ ଯୁଦ୍ଧର ଦ୍ୱାର ଦେଶରେ ଛିଡ଼ା ହୋଇଛି । ଆଉ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ସମସ୍ତଙ୍କ ଆଶଙ୍କା ବଢ଼ିବାରେ ଲାଗିଛି । ଏଭଳି ସ୍ଥଳେ ଗୁରୁବାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍…