Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ମାଲେସିଆ ଆଣୁଛି ନୂଆ ନିୟମ

କୁଆଲାଲାମପୁର: ମାଲେସିଆରେ ଉଚ୍ଛେଦ ହେବ ମୃତ୍ୟୁ ଦଣ୍ଡ । ସରକାର ବାଧ୍ୟତାମୂଳକ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏବେ ଯେଉଁମାନେ ଅପରାଧ ଅନୁଯାୟୀ ଦଣ୍ଡ ପାଇବେ । କିନ୍ତୁ ମୃତ୍ୟୁ ଦଣ୍ଡ ପାଇବେ ନାହିଁ । ଦେଶର ବିଚାରପତିଙ୍କୁ ମୃତ୍ୟୁ ଦଣ୍ଡର ବିକଳ୍ପ…

ନୂପୁରଙ୍କ ବିବାଦୀୟ ବୟାନକୁ ନେଇ ରଚା ଯାଉନି ତ ଷଡଯନ୍ତ୍ର !

ନୂଆଦିଲ୍ଲୀ: ପ୍ୟାଗମ୍ବର ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ସାରା ଦେଶରେ ଏକ ପ୍ରକାର ଅଶାନ୍ତିର ବାତାବରଣ ଖେଳିଯାଇଛି । ଜୁମେ ନମାଜ ପରେ ପ୍ରଦର୍ଶନକାରୀ ସଡକ ଉପରେ ଏକତ୍ର ହେବା ଏବଂ ଏହା ପରେ ଉଗ୍ର ହେବା ପଛରେ କିଛି ଷଡଯନ୍ତ୍ର ରଚା ଯାଇ ନାହିଁ ତ? ବିରୋଧ ପରେ ବିଜେପି…

ସମୟ ସ୍ରୋତରେ ମୁସାରଫ୍ ନିସ୍ତେଜ: ବୋଲ ମାନୁନି ନିଜ ଅଙ୍ଗ

ଲାହୋର: ଦିନେ ପାକିସ୍ତାନର ଅଖଣ୍ଡ କ୍ଷମତାର ଅଧିକାରୀ ଥିବା  ପୂର୍ବତନ ରାଷ୍ଟ୍ରପତି ତଥା ଜେନେରାଲ ପରଭେଜ ମୁଶାରଫ ଏବେ ଅସହାୟ । ଏପରିକି ତାଙ୍କ ନିଜ ଅଙ୍ଗ ଆଉ ନିଜ ବୋଲ ମାନୁନି । ଶଯ୍ୟାରୁ ଉଠିପାରୁନାହାଁନ୍ତି ମୁସାରଫ । ଗତ କିଛି ଦିନହେଲା ସେ ରୋଗଶଯ୍ୟାରେ ପଡ଼ିଥିବା ତାଙ୍କ ପରିବାର…

ରତଲାମରେ ୧୮ ମୁସଲମାନ ହିନ୍ଦୁ ଧର୍ମକୁ ଫେରଲେ

ରତଲାମ: ମଧ୍ୟପ୍ରଦେଶରେ ଆଜି ଅମ୍ବା ଅଂଚଳରେ ୧୮ ଜଣ ମୁସଲମାନ ଧର୍ମ ଛାଡି ହିନ୍ଦୁ ପାଲଟିଛନ୍ତି । ଭୀମନାଥ ମନ୍ଦିରରେ ଶିବପୁରାଣ ପୂର୍ଣ୍ଣାହୂତି ପରେ ସ୍ୱାମୀ ଆନନ୍ଦଗିରି ମହାରାଜା ସମସ୍ତଙ୍କୁ ଗୋମୂତ୍ରରେ ସ୍ନାନ କରାଇଥିଲେ । ଏହା ପରେ ସେମାନଙ୍କୁ ପଇତା ପିନ୍ଧା ଯାଇଥିଲା । ଏହା ପୂର୍ବରୁ…

କୋରାପୁଟ ଜିଲ୍ଲାକୁ ପ୍ରଶଂସା କଲେ ନୀତି ଆୟୋଗ ସିଇଓ

ଭୁବନେଶ୍ୱର: କୋରାପୁଟ ଜିଲ୍ଲାକୁ ପ୍ରଶଂସା କରିଛନ୍ତି ନୀତି ଆୟୋଗ ସିଇଓ ଅମିତାଭ କାନ୍ତ । ଜିଲ୍ଲାର ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ଅନ୍ୟାନ୍ୟ ମୌଳିକ ଭିତ୍ତିଭୂମିକୁ ଉନ୍ନତ କରିଥିବା ହେତୁ କୋରାପୁଟ ନୀତି ଆୟୋଗର ଜିଲ୍ଲା ପ୍ରଦର୍ଶନ ତାଲିକା ଏପ୍ରିଲ ମାସ ପାଇଁ ସର୍ବୋତ୍ତମ ଜିଲ୍ଲା ଭାବେ…

ତୁରନ୍ତ କରି ନିଅନ୍ତୁ ଏହି କାମ, ନହେଲେ ମିଳିବନି ପିଏମ୍ କିଷାନ ଯୋଜନାର କିସ୍ତି ଟଙ୍କା

ନୂଆଦିଲ୍ଲୀ: କଣ ଆପଣ ଜଣେ କୃଷକ ? ଆପଣ କଣ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ? ଯଦି ହଁ ତାହେଲେ ଆଉ ବିଳମ୍ବ କରନ୍ତୁ ନାହିଁ । ପିଏମ୍ କିଷାନ ଯୋଜନାରେ ହିତାଧିକାରୀଙ୍କୁ ୧୧ଟି କିସ୍ତି ମିଳି ସାରିଛି । ଆଉ ୧୨ ନମ୍ବର କିସ୍ତିରେ ଟଙ୍କା ମିଳିବାକୁ ଯାଉଛି । ତେବେ ଏହି…

 ରାଷ୍ଟ୍ରପତି ହେବେ କି ଆରିଫ ? ଟ୍ୱିଟରରେ ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଦେଶର ଆଗାମୀ ରାଷ୍ଟ୍ରପତିକୁ ନେଇ ଚାଲିଛି ଚର୍ଚା । ଏନଡିଏ କି ୟୁପିଏ ପକ୍ଷରୁ ଏନେଇ କେହି ମୁହଁ ଖୋଲିନାହାଁନ୍ତି । ତେବେ ସୋସିଆଲ ମିଡିଆରେ ଅନେକଙ୍କ ନାମ ଆଲୋଚନା ହେଉଛି । ସବୁଠୁ ଅଧିକ ଆଲୋଚନା ହେଉଛି  ଆରିଫ ମହମ୍ମଦ ଖାନଙ୍କୁ ନେଇ । ବିଭିନ୍ନ ସମୟରେ ଖୋଲା ମତ…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ବେଳେ ଦଳୀୟ ସମର୍ଥକ ତଦନ୍ତକାରୀ ସଂସ୍ଥା ବିରୋଧରେ ଦେବେ ନାରାବାଜି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତେବେ ଏହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ ଆଦି ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଇଡି ବିରୋଧରେ ନାରାବାଜି କରିବେ ବୋଲି ଜଣାପଡିଛି । ଉଭୟ ଲୋକସଭା…