Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

[ଦେଖନ୍ତୁ ଭିଡିଓ] କୂଅରୁ ମିଳିଲା ୨୦୦ ବର୍ଷ ତଳର ପୁରୁଣା ପଥର, ଶିବଲିଙ୍ଗ କହି ଲୋକେ କରୁଛନ୍ତି ପୂଜା

ମୁମ୍ବାଇ: ଜ୍ଞାନବ୍ୟାପୀ ମସଜିଦରୁ କଥିତ ଶିବଲିଙ୍ଗ ମିଳିବା ନେଇ ଦେଶବ୍ୟାପୀ ବିବାଦ ଥମିନି । ଆଉ ଏବେ ମହାରାଷ୍ଟ୍ରର ୱାଶିମ୍ ଜିଲ୍ଲା କରଞ୍ଜ ସହରର ଏକ କୂଅରୁ ମିଳିଥିବା ନୂଆ ପଥରକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ଏହି ସ୍ୱତନ୍ତ୍ର ପଥରକୁ ପୂଜାରୀ ଶିବଲିଙ୍ଗ କହୁଥିବା ବେଳେ ଲୋକେ…

ନୂପୁର ଶର୍ମାଙ୍କ ବୟାନକୁ ନେଇ ଦେଶବ୍ୟାପୀ ହିଂସା, ରାଞ୍ଚିରେ ୨ ଜଣଙ୍କ ମୃତ୍ୟୁ

ରାଞ୍ଚି: ବିଜେପି ନେତ୍ରୀ ତଥା ମୁଖପାତ୍ର ନୂପୁର ଶର୍ମାଙ୍କ ଇସଲାମ୍ ବୟାନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଦେଶର ବିଭିନ୍ନ ସହରରେ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ରାଞ୍ଚିରେ ହିଂସାତ୍ମକ ରୂପ ନେଇଛି ବିରୋଧ । ବିକ୍ଷୋଭକାରୀ ପୋଡ଼ାଜଳା କରିବା ସହ ଭଙ୍ଗାରୁଜା କରିଛନ୍ତି । ଯେଉଁଥିରେ ୨…

ହରିୟାଣାରେ ଅଜୟ ମାକେନଙ୍କ ପରାଜୟ

ରାଜ୍ୟସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର ଏବଂ ହରିୟାଣାରେ ବିଳମ୍ବିତ ରାତିରେ ଭୋଟ୍ ଗଣନା ଆରମ୍ଭ ହୋଇଥିଲା। କଂଗ୍ରେସ ଦଳ ହରିୟାଣାରେ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଜୟ ମାକେନ୍ ନିର୍ବାଚନରେ ​​ହାରିଛନ୍ତି। କାର୍ତ୍ତିକେୟ ଶର୍ମା ଏଠାରେ ସଫଳତା ପାଇଛନ୍ତି  । ରାଜ୍ୟସଭା ନିର୍ବାଚନ ରେ…

‘ବିଭ୍ରାନ୍ତିକର ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ଉପଭୋକ୍ତା ବ୍ୟାପାର ବିଭାଗ ଅଧୀନ କେନ୍ଦ୍ର ଉପଭୋକ୍ତା ସୁରକ୍ଷା ପ୍ରାଧିକରଣ (ସିସିପିଏ) ପକ୍ଷରୁ ‘ବିଭ୍ରାନ୍ତିକର ବିଜ୍ଞାପନ ପାଇଁ ଭ୍ରମାତ୍ମକ ବିଜ୍ଞାପନ ଓ ପ୍ରଚାର ନିରାକରଣ ମାର୍ଗଦର୍ଶିକା, ୨୦୨୨’ର ବିଜ୍ଞପ୍ତି ଜାରି କରାଯାଇଛି । ଭ୍ରମାତ୍ମକ ବିଜ୍ଞାପନ…

ଶିକ୍ଷକଙ୍କ ଇଚ୍ଛା ପୂରଣ କଲେ ପ୍ରଧାନମନ୍ତ୍ରୀ, ‘ଅଳ୍ପ ସମୟର ଭେଟଘାଟ କିନ୍ତୁ ବହୁତ ଖୁସି’

ଅହମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ଶିକ୍ଷକ ଜଗଦୀଶ ନାୟକଙ୍କ ଫଟୋ (88) ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଫଟୋ ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗୁଜରାଟ ନାଭସାରି ଗସ୍ତ ସମୟର। ଫଟୋରେ ଦେଖାଯାଉଥିବା ବୃଦ୍ଧ ଜଣଙ୍କ ଜଗଦୀଶ ନାୟକ । ଯିଏକି ଏକଦା ଶିକ୍ଷକ…

କର୍ଣ୍ଣାଟକରେ ତିନୋଟି ଆସନରେ ଜିତିଲା ବିଜେପି, କଂଗ୍ରେସ ଗୋଟିଏ

ବେଙ୍ଗାଲୁରୁ: କର୍ଣ୍ଣାଟକର ଚାରିଟି ରାଜ୍ୟସଭା ଆସନ ପାଇଁ ହୋଇଥିଲା ମତଦାନ । ନିର୍ବାଚନରେ ​​ବିଜେପି ୪ଟି ସିଟ୍ ମଧ୍ୟରୁ ୩ଟିରେ ବିଜୟୀ ହୋଇଛି। ଗୋଟିଏ ଆସନ କଂଗ୍ରେସ ଖାତାକୁ ଯାଇଛି। ଏଥିସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡାଙ୍କ ଦଳ ଜେଡିଏସ ପ୍ରାର୍ଥୀ ହାରିଛନ୍ତି।…

ପଶ୍ଚିମବଙ୍ଗରେ କାହିଁକି ହାରିଲା ବିଜେପି ? ବର୍ଷେ ପରେ ନଡ୍ଡା କହିଲେ କାରଣ

କୋଲକାତା: ପଶ୍ଚିମବଙ୍ଗରେ ସରକାର ଗଢ଼ିବ ବୋଲି ବିଜେପି ହୁଙ୍କାର ଦେଇଥିଲା। ଆଉ ଏଥିପାଇଁ ବିଜେପି ତାର ସମସ୍ତ ହେବିଓ୍ୱେଟଙ୍କୁ ମଧ୍ୟ ଲଗାଇଥିଲା। ହେଲେ ନିର୍ବାଚନ ଫଳାଫଳରେ ଦାବି ଅନୁଯାୟୀ ପ୍ରଦର୍ଶନ କରିପାରିନଥିଲା ବିଜେପି। ଏବେ ଆଗକୁ ସାଧାରଣ ନିର୍ବାଚନ ରହିଛି। ତେଣୁ ବିଜେପିର ଶୀର୍ଷ…

ନୂପୁର ଶର୍ମା ବିବାଦ, ସତର୍କ ରହିବାକୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦେଲା କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ

ନୂଆଦିଲ୍ଲୀ: ନୂପୁର ଶର୍ମା ପ୍ରଫେଟ ମହମ୍ମଦଙ୍କୁ ନେଇ ଦେଇଥିବା ବୟାନ ଉପରେ ବିଦେଶ ପରେ ଦେଶରେ ବଢୁଛି ବିବାଦ। ଏହାକୁ ନେଇ ପଶ୍ଚିମବଙ୍ଗ, ଉତ୍ତର ପ୍ରଦେଶ ସମତେ ବିଭିନ୍ନ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ମୁସଲିମ ବର୍ଗ। ଅନ୍ୟପଟେ ଆଲକାଏଦା ଦେଶର ଚାରି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ…

ରାଜ୍ୟସଭା ନିର୍ବାଚନ: ରାଜସ୍ଥାନରେ ଜିତିଲା କଂଗ୍ରେସ, ‘ଜି ନ୍ୟୁଜ’ ପ୍ରତିଷ୍ଠାତାଙ୍କ ବାଟ ଓଗାଳିଲେ ଏହି…

ଜୟପୁର: ରାଜସ୍ଥାନରେ ଚାରି ରାଜ୍ୟସଭା ଆସନ ମଧ୍ୟରୁ ବିଜେପି ଗୋଟିଏ ଆସନରେ ଏବଂ କଂଗ୍ରେସ ଦୁଇଟି ଆସନରେ ବିଜୟୀ ହେବା ସୁନିଶ୍ଚିତ ଥିଲା। କିନ୍ତୁ କଂଗ୍ରେସର ଜଣେ ପ୍ରାର୍ଥୀ ଏବଂ ଆଉ ଜଣେ ବିଜେପି ସମର୍ଥିତ ପ୍ରାର୍ଥୀ ତଥା ଜି ମିଡିଆର ପ୍ରତିଷ୍ଠାତା ସୁବାଷ ଚନ୍ଦ୍ରାଙ୍କ ମଧ୍ୟରୁ କିଏ ଯିବ…

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି…