Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରଥ ଯାତ୍ରା ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଲେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି  ଏମ ଭେଙ୍କୟା ନାଇଡୁ ରଥ ଯାତ୍ରା ଅବସରରେ  ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି  ।  ରଥଯାତ୍ରାର ଶୁଭ ଅବସରରେ ଆମ ଦେଶର ଲୋକମାନଙ୍କୁ ମୁଁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଭଗବାନ ବିଷ୍ଣୁଙ୍କ ଅବତାର ବୋଲି ବିବେଚନା କରାଯାଉଥିବା…

କାହିଁକି ମୁଖ୍ୟମନ୍ତ୍ରୀ ହେଲେନି ଫଡନାଭିସ

ମୁମ୍ବାଇ: ମହାରାଷ୍ଟ୍ରରେ ବିଜେପିର ସବୁଠୁ ଅଧିକ ବିଧାୟକ ଥିବାବେଳେ ଦେବେନ୍ଦ୍ର ଫଡନାଭିସ କାହିଁକି ମୁଖ୍ୟମନ୍ତ୍ରୀ ହେଲେନି? ଏହି ଚର୍ଚା ଏବେ ସବୁଠି । ସବୁ ସଂଭାବନା ଥିବା ବେଳେ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ହୋଇନାହାଁନ୍ତି ।  ତେବେ ଉତ୍ତର ଖୋଜିବାକୁ ଗଲେ ଆମକୁ ଗତ ଦୁଇବର୍ଷର ରାଜନୈତିକ…

PSLV-C 53 ସଫଳତା : 3 ଉପଗ୍ରହ କକ୍ଷପଥରେ ସ୍ଥାପିତ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଶ୍ରୀହାରିକୋଟା ଦ୍ୱିତୀୟ ଲଞ୍ଚିଂ ପ୍ୟାଡରୁ ଏକକାଳୀନ ମହାକାଶକୁ 3 ଟି ଉପଗ୍ରହ ଉତକ୍ଷେପଣ କରିଛି ଇସ୍ରୋ । ଏହି ଉତକ୍ଷେପଣ ସଫଳ ହୋଇଥିବା ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ତିନୋଟି ଉପଗ୍ରହ ଠିକ୍ ସମୟରେ ମହାକାଶରେ ସେମାନଙ୍କର କକ୍ଷପଥରେ ପହଞ୍ଚି ଥିବା ଇସ୍ରାେ…

ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ

ଓଡ଼ିଶା ସମ୍ବାଦ ବ୍ୟୁରୋ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ । ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ତାଙ୍କୁ ଶପଥପାଠ କରାଇଛନ୍ତି । ବାଲାସାହେବ ଠାକରେଙ୍କ ନାମ ନେଇ ମୁଖ୍ୟମନ୍ତ୍ରୀ ଭାବେ  ଶପଥ ନେଇଛନ୍ତି  ସିନ୍ଦେ ।  ବିଦ୍ରୋହୀ ଶିବସେନା ନେତା ଏକନାଥ ସିନ୍ଦେ…

ମହାରାଷ୍ଟ୍ରର ନୂଆ ଚାଣକ୍ୟ :ଦେବେନ୍ଦ୍ର ଫଡନାଭିସ ହେଲେ ଉପ-ମୁଖ୍ୟମନ୍ତ୍ରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ:   ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।  ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଦେବେନ୍ଦ୍ରଙ୍କ ସହ ଆଲୋଚନା କରିବା ପରେ ଦେବେନ୍ଦ୍ର ମନ ବଳାଇଥିଲେ । ପୂର୍ବରୁ ଦେବେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସାମିଲ ହେବେନାହିଁ…

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମୁମ୍ବାଇ:  ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ । ଆଜି ସଂଧ୍ୟା 7ଟାରେ ଶପଥ ଗ୍ରହଣ କରିବେ ଏକନାଥ । ଆଜି କେବଳ ଏକା ସେ ଶପଥ ନେବେ ବୋଲି କହିଛନ୍ତି ବିଜେପି ନେତା ଦେବେନ୍ଦ୍ର ଫଡନାଭିସ । https://twitter.com/ANI/status/1542464779222405120 ଶିବସେନାର…

ଉଦୟପୁର ଯିବେ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଉଦୟପୁରରେ ତଣ୍ଟିକାଟି ହତ୍ୟାକାଣ୍ଡ ଘଟଣାରେ ସାରା ଦେଶରେ ପ୍ରତିବାଦର ସ୍ବର ଉଠିଛି । ସମସ୍ତେ ଏହି ଘଟଣାକୁ ନିନ୍ଦା କରିବା ସହ ଏହା ବିରୋଧରେ ରାଜସ୍ଥାନ ସରକାର କଠୋର ଦଣ୍ଡ ଅପରାଧୀଙ୍କୁ ଦିଅନ୍ତୁ ବୋଲି ଦାବି ହେଉଛି । ଏପରିକି ରାଜ୍ୟ ସରକାର ତୁଷ୍ଟିକରଣ…

ଆଜିଠୁ ଆରମ୍ଭ ହେଲା ପ୍ରସିଦ୍ଧ ଅମରନାଥ ଯାତ୍ରା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଦୁଇ ବର୍ଷ ପରେ ଆରମ୍ଭ ହୋଇଛି  ଅମରନାଥ ଯାତ୍ରା । ଜମ୍ମୁ କାଶ୍ମୀରର ପ୍ରସିଦ୍ଧ ଅମରନାଥ ଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  କଡ଼ା ସୁରକ୍ଷା ମଧ୍ୟରେ ଭକ୍ତ ମାନେ ପବିତ୍ର ଗୁମ୍ଫାକୁ ପ୍ରବେଶ କରି ବାବା ଅମରନାଥଙ୍କ ଦର୍ଶନ କରୁଛନ୍ତି । କରୋନା…

ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ଥିଲେ ଉଦ୍ଧବ ସରକାର, ଇସ୍ତଫା ଦେବା ପରେ ସାମ୍ନା କରିବେ କି ଚ୍ୟାଲେଞ୍ଜ?

ମୁମ୍ବାଇ: ଉଗ୍ର ହିନ୍ଦୁତ୍ୱର ଆଭିମୁଖ୍ୟ ରଖୁଥିବା ଶିବସେନା ମହାରାଷ୍ଟ୍ରରେ ସରକାର ଗଢିବା ପରେ ପ୍ରଥମରୁ ବିବାଦ ଘେରକୁ ଆସିଥିଲା। କାରଣ ନିଜର ଘୋର ବିରୋଧୀ ଏନସିପି ଏବଂ କଂଗ୍ରେସ ସହ ମେଣ୍ଟ କରି କ୍ଷମତାରେ ବସିଥିଲା ଶିବସେନା। କିନ୍ତୁ ଅଢେଇ ବର୍ଷର ଶାସନ କାଳ ଭିତରେ ଶିବସେନାର ମୂଳ ନୀତି…

ଜୁଲାଇ ଏକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ

ମୁମ୍ବାଇ: ମହାବିକାଶ ଅଘାଡି ସରକାରକୁ ଆସ୍ଥା ଭୋଟର ସାମ୍ନା କରିବାକୁ ହେବ । ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ କାଏମ ରଖି ସୁପ୍ରିମକୋର୍ଟ ରାୟ ଶୁଣାଇବା ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ରାଜ୍ୟରେ ଏକାକୀ ସର୍ବାଧିକ ଆସନ ଜିତି ବିରୋଧୀ ଆସନରେ…