Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୮ ବର୍ଷ ପରେ ଅର୍ଦ୍ଧ ଚନ୍ଦ୍ରାକୃତିରେ ଦେଖାଯିବେ ୫ ଗ୍ରହ

ନୂଆଦିଲ୍ଲୀ: ମହାକାଶରେ ଆଜି ଏକ ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ୧୮ ବର୍ଷ ପରେ ଶୁକ୍ରବାର ରାତିରୁ ଅର୍ଦ୍ଧ ଚନ୍ଦ୍ରାକୃତିରେ ମହାକାଶରେ ଦେଖାଯିବେ ୫ ଗ୍ରହ । ଏହି ଗ୍ରହଗୁଡିକ ହେଲେ ବୁଧ, ଶୁକ୍ର, ମଙ୍ଗଳ, ବୃହଷ୍ପତି ଓ ଶନି । ୨୦୦୪ରେ ଶେଷଥର ଏହି ଗ୍ରହକୁ ଏକତ୍ର ଦେଖା ଯାଇ ପାରିଥିଲା ।…

ରାହୁଲ ନଥିଲେ; ଏସଏଫଆଇ ଛାତ୍ର ତାଙ୍କ ଅଫିସରେ ପଶି ଭଙ୍ଗାରୁଜା କଲେ

ତ୍ରିଭେନ୍ଦ୍ରମ: ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଫିସରେ ଭଙ୍ଗାରୁଜା ହୋଇଛି । ଏସଏଫଆଇ ଛାତ୍ର ସଂଗଠନର ସଦସ୍ୟ ମାନେ ଏକ ବିରୋଧ ପ୍ରଦର୍ଶନ କରିବାକୁ ଯାଇ ୱାଏନାଡ ସ୍ଥିତ ରାହୁଲଙ୍କ ଅଫିସକୁ ଜବରଦସ୍ତି ପଶିଥିଲେ । ତା ପରେ ଅଫିସ ଭିତରେ ପଶି ଭଙ୍ଗାରୁଜା କରିଥିଲେ । କେରଳ…

ନିମନ୍ତ୍ରଣ କରିବା ସତ୍ୱେ ବରଯାତ୍ରୀରେ ନ ନେବାରୁ ମାନହାନୀ କେସ କଲେ ସାଙ୍ଗ

ହରିଦ୍ୱାର: ନିମନ୍ତ୍ରଣ କରିବା ସତ୍ୱେ ବରଯାତ୍ରୀରେ ନ ନେବାରୁ ଅପମାନ ମନେ କରି ବର ବିରୋଧରେ ତାଙ୍କ ସାଙ୍ଗ ୫୦ ଲକ୍ଷ ଟଙ୍କାର ମାନହାନୀ କେସ କରିଛି । ଯାହାକି ଏ ଅଂଚଳରେ ଚର୍ଚ୍ଚାର କାରଣ ସାଜିଛି । ଚନ୍ଦ୍ରଶେଖର ପକ୍ଷରୁ କେସ କରିଥିବା ଓକିଲ ଅରୁଣ ଭଦୌରିଆଙ୍କ ମତରେ ଏହା ଦ୍ୱାରା ମୋର କ୍ଲାଏଂଟ…

ପରମେଶ୍ୱର ଆୟର ହେବେ ନୀତି ଆୟୋଗ ସିଇଓ

ନୂଆଦିଲ୍ଲୀ: ପରମେଶ୍ୱର ଆୟର ହେବେ ନୀତି ଆୟୋଗ ସିଇଓ । ଡିଓପିଟି ବିଭାଗ ଏହି ସୂଚନା ଦେଇଛି । ବର୍ତ୍ତମାନର ସିଇଓ ଅମିତାଭ କାନ୍ତଙ୍କ ଅବସର ପରେ ପରମେଶ୍ୱର ଜୁଲାଇ ପହିଲାରୁ ନୀତି ଆୟୋଗ ମୁଖ୍ୟ ଭାବେ ଯୋଗ ଦେବେ । ଅମିତାଭଙ୍କ କାର୍ଯ୍ୟକାଳ ଜୁନ ମାସ ଶେଷ ଆଡ଼କୁ ଅନ୍ତ ହେଉଛି । ତାଙ୍କ ବଦଳରେ…

ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଚର୍ଚ୍ଚାରେ ନବନୀତଙ୍କ ପୁଷ୍ପା ଷ୍ଟାଇଲ

ମୁମ୍ବାଇ: ମହାରାଷ୍ଟ୍ରର ରାଜନୀତି ସଙ୍କଟ ମଧ୍ୟରେ ଅମରାବତୀ ଏମପି ନବନୀତ ରାଣାଙ୍କ ପୁଷ୍ପା ଷ୍ଟାଇଲ ଏବେ ଚର୍ଚ୍ଚାର କାରଣ ସାଜିଛି । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୂର୍ମୁଙ୍କ ନାମାଙ୍କାନ ପତ୍ର ଦାଖଲ ବେଳେ ନବନୀତ ସେହି ସ୍ଥାନରେ ଉପସ୍ଥିତ ଥିଲେ । ସଂସଦରେ ପଂହଚିବା ମାତ୍ରେ ମିଡିଆ…

ମହାସଙ୍କଟରେ ‘ଅଘାଡ଼ି’ ସରକାର, ରାଜ୍ୟପାଳଙ୍କ ଭୂମିକା କ’ଣ ରହିବ ?

ମୁମ୍ବାଇ: ମହାବିକାଶ ଅଘାଡି ସରକାରର ନେତୃତ୍ୱ ନେଉଥିବା ଶିବସେନାରେ ବିଦ୍ରୋହ ପରେ ଏବେ ସମସ୍ତଙ୍କ ନଜର ରହିଛି ରାଜ୍ୟପାଳଙ୍କ ଭୂମିକା ଉପରେ । କାରଣ ଦଳର ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପାଖରେ ଅଳ୍ପ ସଂଖ୍ୟକ ବିଧାୟକ ରହିଥିବା ବେଳେ ଏକନାଥ ସିନ୍ଦେଙ୍କ ପାଖରେ ରହିଛି ସର୍ବାଧିକ ବିଧାୟକଙ୍କ…

ରାପର୍ ରଫତାର-କୋମଲ ବୋହରାଙ୍କ ଛାଡ଼ପତ୍ର!

ଭୁବନେଶ୍ୱର: ରାପର୍ ରଫ୍ତାର ଏବଂ ପତ୍ନୀ କୋମଲ ବୋହରା ବିବାହ ବିଚ୍ଛେଦ କରିବାକୁ ଯାଉଛନ୍ତି । ଆସନ୍ତା ଅକ୍ଟୋବରରେ ଉଭୟ ପତି-ପତ୍ନୀ ଛାଡ଼ପତ୍ରରେ ଦସ୍ତଖତ କରିବେ ବୋଲି ହିନ୍ଦୁସ୍ତାନ ଟାଇମସ୍ ଖବର ପ୍ରକାଶ କରିଛି । ସେମାନେ କୋଭିଡ୍ ସମୟରେ ୨୦୨୦ ମସିହାରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ ।…

ମଙ୍କିପକ୍ସକୁ ମହାମାରୀ ଘୋଷଣା କଲା ଡବ୍ଲ୍ୟୁଏଚଏନ

ନୂଆଦିଲ୍ଲୀ: ମଙ୍କିପକ୍ସକୁ ୱାର୍ଲ୍ଡ ହେଲଥ ସ୍ୱାସ୍ଥ୍ୟ ନେଟୱର୍କ ମହାମାରୀ ବୋଲି ଘୋଷଣା କରିଛି । ଡବ୍ଲ୍ୟୁଏଚଏନ ଦ୍ୱାରା ଜାରୀ କରାଯାଇଥିବା ତଥ୍ୟ ଅନୁସାରେ ୫୮ ଦେଶର ୩୪୧୭ଟି ମାମଲା ଚିହ୍ନଟ ହୋଇସାରିଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଡବ୍ଲ୍ୟୁଏଚଏନ…

ପ୍ରାର୍ଥୀପତ୍ର ଦାଖଲ କଲେ ଦ୍ରୌପଦୀ, କାହା ସପକ୍ଷରେ ଯିବ ନିର୍ବାଚନ, କ’ଣ କହୁଛି ଗଣିତ?

ନୂଆଦିଲ୍ଲୀ: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୌପଦୀ ମୁର୍ମୁ ଆଜି ନାମାଙ୍କନ ଦାଖଲ କରିଛନ୍ତି । ନାମାଙ୍କନ ପତ୍ର ଦାଖଲ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି…

[ଦେଖନ୍ତୁ ଭିଡିଓ] ନାମାଙ୍କନ ଭରିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ପ୍ରଥମ ପ୍ରସ୍ତାବକ ଭାବେ ଦସ୍ତଖତ…

ଦିଲ୍ଲୀ : ସଂସଦ ଭବନରେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଭରିଛନ୍ତି । ପ୍ରଥମ ପ୍ରସ୍ତାବକ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦସ୍ତଖତ କରିଛନ୍ତି । ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଉପସ୍ଥିତ ରହିଛନ୍ତି…