Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀଙ୍କୁ ଓ୍ୱାଇଏସଆରର ସମର୍ଥନ, କେଉଁ ଦଳ ବିରୋଧରେ ?

ନୂଆଦିଲ୍ଲୀ: ଆଜି ପ୍ରାର୍ଥୀପତ୍ର ଦାଖଲ କରିବେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଏଥିପାଇଁ ଦିଲ୍ଲୀରେ ସଂସଦ ଭବନରେ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ନିଜେ ପ୍ରାର୍ଥୀ ଦ୍ରୌପଦୀ ମଧ୍ୟ ଓଡ଼ିଶା ଭବନରୁ ବାହାରି ସଂସଦକୁ ଯାଇଛନ୍ତି। ତେବେ ଅଣ ଏନଡିଏରେ ଥିବା ବିଜେଡି ଦ୍ରୌପଦୀଙ୍କ…

୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ କରିବାକୁ ଦାବି, ଏକନାଥ କହିଲେ ଆଇନଗତ ପ୍ରକ୍ରିୟା ଜଣା

ମୁମ୍ବାଇ: ଅସନ୍ତୁଷ୍ଟ ବିଧାୟକମାନଙ୍କୁ ମନାଇବାରେ ବିଫଳ ହେବା ପରେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ 'ଦଳୀୟ ହ୍ୱିପ୍' ଅମାନ୍ୟ କରିଥିବା ୧୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି। ଗତକାଲି ରାତିରେ ସେ ଏପରି ଅନୁରୋଧ କରିଛନ୍ତି।…

ଅଘାଡି ସରକାରର ଭାଗ୍ୟ ନିର୍ଦ୍ଧାରଣ ହୋଟେଲରେ ହେବନି: ପାଓ୍ୱାର

ମୁମ୍ବାଇ: ଶିବସେନାରେ ଚାଲିଥିବା ବିଦ୍ରୋହକୁ ନେଇ ଶେଷରେ ମୁହଁ ଖୋଲିଛନ୍ତି ଏନସିପି ମୁଖ୍ୟ ଶରଦ ପାଓ୍ୱାର । ଗୁରୁବାର ସେ କହିଛନ୍ତି ଯେ ମହାରାଷ୍ଟ୍ରରେ ମହାବିକାଶ ଅଘାଡି ସରକାରର ଭାଗ୍ୟ ବିଧାନସଭାରେ ନିର୍ଦ୍ଧାରଣ ହେବ। ପାଓ୍ୱାର ଗତକାଲି ଏନସିପି ବିଧାୟକଙ୍କୁ ନେଇ ସଂଧ୍ୟାରେ ବୈଠକ…

ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଏନ୍‌ଡିଏର  ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ।  ସଂସଦ ଭବନରେ ମଧ୍ୟାହ୍ନ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ,…

ଶିବସେନାରେ ବିଦ୍ରୋହ: ବଢୁଛି ସିନ୍ଦେଙ୍କ ଶକ୍ତି, ଦୁର୍ବଳ ହେଉଛି ଉଦ୍ଧବ ଶିବିର

ମୁମ୍ବାଇ: ଶିବସେନା ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ପରେ ଏବେ ବିଧାୟକ ସିନ୍ଦେଙ୍କ ଶକ୍ତି ଲଗାତର ଭାବେ ବଢି ଚାଲିଛି। ସ୍ଥିତି ଏମିତି ଯେ ଏବେ ଶିବସେନାର ଅଧିକାଂଶ ବିଧାୟକ ସିନ୍ଦେଙ୍କ ସମର୍ଥନରେ ରହିଥିବା ବେଳେ ଉଦ୍ଧବଙ୍କ ସମର୍ଥନରେ ୧୩ ବିଧାୟକ ରହିଥିବା ସୂଚନା ରହିଛି।…

[ଦେଖନ୍ତୁ ଭିଡିଓ] ରହସ୍ୟମୟୀ ସୁଇସାଇଡ଼ ଜଙ୍ଗଲ: ଭିତରକୁ ଗଲେ ଫେରିବାର ବାଟ ଭୁଲିଯାଏ ଲୋକ

ଦିଲ୍ଲୀ : ଦୁନିଆର ସବୁଠାରୁ ରହସ୍ୟମୟୀ ଜଙ୍ଗଲ, ଯେଉଁଠାରେ ଲୋକେ କରନ୍ତି ଆତ୍ମହତ୍ୟା! ଏଠାରେ କମ୍ପାସ କରେନି କାମ, ଚାଲିଯାଏ ମୋବାଇଲ୍ ନେଟୱର୍କ ଆମ ଚାରିପଟେ ଅନେକ ଘଟଣା ଦୁର୍ଘଟଣା ଘଟିଚାଲିଛି । କିଛି ଜାଣତରେ ଆଉ କିଛି ଅଜାଣତରେ । କିଛି ଆମେ ଗ୍ରହଣ କରୁଛେ ଆଉ କିଛି ଚାହିଁଲେ ବି ଆମେ…

ମାନିଲା ଏଫ୍‍ଆଇଭିବି ସାଧାରଣ ପରିଷଦ ବୈଠକରେ ଯୋଗ ଦେଲେ ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର: ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର ଲାଗି ଭାରତୀୟ ଭଲିବଲ୍‍…

ବର ଫୁଟାଇଲେ ଗୁଳି; ଚାଲିଗଲା ବରଯାତ୍ରୀଙ୍କ ଜୀବନ

ସୋନଭଦ୍ର: ବରଯାତ୍ରୀରେ ଗୁଳି ଫୁଟେଇ ସାଙ୍ଗକୁ ହତ୍ୟା କଲା ବର । ଏଭଳି ବାହାଦୁରିଆ ରୀତି ପାଇଁ ଚାଲିଗଲା ଜଣଙ୍କ ଜୀବନ । ଉତ୍ତରପ୍ରଦେଶରେ ଏକ ବାହାଘର ଏଭଳି ଦୁଃଖଦ କାଣ୍ଡରେ ପରିଣତ ହୋଇଯାଇଛି । ଖୁସି ମଉଜ କରି ବାହା ହେବାକୁ ବରଯାତ୍ରୀ ନେଇ ଗଲା ବେଳେ ଉତ୍ସାହ ବନିଯାଇଛି ଅନୁତାପ ।…

[ଦେଖନ୍ତୁ ଭିଡିଓ] ସୂର୍ଯ୍ୟରେ ଦାଗ, ଦେଖିବାକୁ ପୃଥିବୀ ଠାରୁ ୩ ଗୁଣ ବଡ଼

ନୂଆଦିଲ୍ଲୀ: ସୂର୍ଯ୍ୟରେ ଦାଗକୁ ନେଇ ଚିନ୍ତାରେ ବୈଜ୍ଞାନିକ । ପୃଥିବୀ ଠାରୁ ଆକାରରେ ୩ ଗୁଣ ବଡ଼ ଦାଗ ସୂର୍ଯ୍ୟରେ ଦେଖା ଦେଇଛି । ଯାହାକି ଗତ ୨୪ ଘଣ୍ଟାରେ ୨ ଗୁଣ ବୃଦ୍ଧି ପାଇଛି । ଏହା ପ୍ରଭାବରେ ମାଡ଼ି ଆସିପାରେ ଭୟଙ୍କର ସୌର ଝଡ଼ । ଏଭଳି କିଛି ଆଶଙ୍କା କରିଛନ୍ତି ନାସା ସମେତ ଅନ୍ୟ…

ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ: ଅକ୍ଟୋବର-ଫେବୃଆରୀ ଟ୍ରକ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀରେ ପ୍ରଦୂଷଣ ଚରମ ସ୍ଥିତିରେ ପହଞ୍ଚିଛି । ଏ ସକାଶେ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ପଡ଼ିଛି । ଯାହା ଚଳିତ ବର୍ଷ ଅକ୍ଟୋବର ମାସରୁ ଆସନ୍ତା ବର୍ଷ ଫେବୃଆରୀ ଶେଷ ପର୍ଯ୍ୟନ୍ତ ସହର ଭିତରକୁ ଟ୍ରକ ପ୍ରବେଶ ବନ୍ଦ କରାଯାଇଛି । ଏହି ସମୟ ଭିତରେ ସହର ଭିତରକୁ କୌଣସି…