Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୨୪ ଘଂଟାରେ ବିଦ୍ରୋହୀ ମନ୍ତ୍ରୀ ପଦ ହରାଇବେ : ସଞ୍ଜୟ

ମୁମ୍ବାଇ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସାଂସଦ ସଞ୍ଜୟ ରାଉତ ପୁଣି ବିଦ୍ରୋହୀ ବିଧାୟକ ଓ ମନ୍ତ୍ରୀଙ୍କୁ ଚେତାବନୀ ଦେଇଛନ୍ତି । ଏକ ସ୍ଥାନୀୟ ନ୍ୟୁଜ ଚ୍ୟାନେଲରେ ସେ କହିଛନ୍ତି ଯେ, ଆଗାମୀ ୨୪ ଘଂଟା ମଧ୍ୟରେ ବିଦ୍ରୋହୀ ମନ୍ତ୍ରୀମାନେ ସେମାନଙ୍କ ପଦ ହରାଇବେ । ସେହିପରି…

ଗୁଜରାଟ ଦଙ୍ଗା: ତିସ୍ତାଙ୍କୁ ଅଟକ ରଖିଲା ଏଟିଏସ

ଅହମ୍ମଦାବାଦ: ଗୁଜରାଟ ଏଟିଏସ ଶନିବାର ସାମାଜିକ କର୍ମୀ ତିସ୍ତା ସୀତଲୱାଡାଙ୍କୁ ଅଟକ ରଖିଛି । ତାଙ୍କୁ ମୁମ୍ବାଇରୁ ଅହମ୍ମଦାବାଦ ନିଆଯାଇଛି । ଗୁଜରାଟ ଦଙ୍ଗା ନେଇ ସେ ଭୁଲ ତଥ୍ୟ ଦେଇଥିବା ଅଭିଯୋଗର ଅଧିକ ତଦନ୍ତ ପାଇଁ ଏଟିଏସ ଏହି ପଦକ୍ଷେପ ଗ୍ରହଣ କରିଛି । ଏହି ମାମଲାରେ ସେ ସମୟର ଗୁଜରାଟ…

[ଦେଖନ୍ତୁ ଭିଡିଓ] ଆକାଶରେ ‘ଏଲିୟନ୍ସ’ଙ୍କ ପିଛା କରିଥିଲା ସେନାର ଯୁଦ୍ଧ ବିମାନ

ନୂଆଦିଲ୍ଲୀ: କ’ଣ ସତରେ ଦୁନିଆରେ ଏଲିୟନ୍ସ ଅଛନ୍ତି ? ଅନେକ ଏଲିୟନ୍ସଙ୍କ ଉପସ୍ଥିତି ଦାବି କରୁଥିବା ବେଳେ ଅନେକ ଏହାକୁ କାଳ୍ପନିକ କୁହନ୍ତି । କିନ୍ତୁ ଥରେ ଏଲିୟନ୍ସଙ୍କ ପିଛା କରିଥିଲା ପାଞ୍ଚ ପାଞ୍ଚୋଟି ଲଢ଼ୁଆ ଯୁଦ୍ଧ ବିମାନ । ଯଦିଓ ଉଡ଼ୁଥିବା ସେହି ଅଜଣା ବସ୍ତୁ ଗୁଡ଼ିକ କ’ଣ ଜଣାନଥିଲା…

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ…

ଦୁର୍ନୀତି ଅଭିଯୋଗରେ ଗିରଫ ପଞ୍ଜାବ ଆଇଏଏସ ସଞ୍ଜୟଙ୍କ ପୁତ୍ରଙ୍କ ଆତ୍ମହତ୍ୟା!

ଚଣ୍ଡୀଗଡ: ଦୁର୍ନୀତି ଅଭିଯୋଗରେ ଗିରଫ ହୋଇଥିବା ପଞ୍ଜାବ ଆଇଏଏସ ସଞ୍ଜୟ ପୋପଲୀଙ୍କ ଏକମାତ୍ର ପୁତ୍ର କାର୍ତିକଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ଘଟିଛି । କାର୍ତିକ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି । କାର୍ତିକଙ୍କ ମାଆଙ୍କ ମତରେ ପୋଲିସ ଏବଂ ଭିଜିଲାନ୍ସ ବିଭାଗର…

ଆସାମର ବନ୍ୟା ପ୍ରପୀଡ଼ିତ ଲୋକଙ୍କୁ ମହାରାଷ୍ଟ୍ର ବିଧାୟକଙ୍କ ଉପହାସ !

ଗୌହାଟି: ଆସାମ ବନ୍ୟାରେ ଭାସୁଛି, ମହାରାଷ୍ଟ୍ର ରାଜନୈତିକ କନ୍ଦଳକୁ ବି ଦେଖୁଛି । ବନ୍ୟାରେ ଆସାମର ୩୫ ଜିଲ୍ଲା ମଧ୍ୟରୁ ୨୮ ଜିଲ୍ଲାର ୩୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏପ୍ରିଲରୁ ଏବେ ଯାଏ ବନ୍ୟା ଓ ଭୂ-ସ୍ଖଳନରେ ୧୧୭ ଜଣଙ୍କ ଜୀବନ ଯାଇଛି । ସିଲଚରର ୮୦ ପ୍ରତିଶତରୁ ଅଧିକ ଲୋକ…

ଜୁଲାଇ ୭, ୮, ୯ରେ ସଂଘ ପ୍ରାନ୍ତ ପ୍ରଚାରକ ବୈଠକ…

ନାଗପୁର: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)ର ଅଖିଳ ଭାରତୀୟ ପ୍ରାନ୍ତ ପ୍ରଚାରକ ବୈଠକ ଆଗାମୀ ଜୁଲାଇ ୭, ୮ ଏବଂ ୯ ତିନି ଦିନ ଧରି ରାଜସ୍ଥାନର ଝୁନଝୁନ୍ ଠାରେ ଅନୁଷ୍ଠିତ ହେବ । ଏହି ବୈଠକରେ ଦେଶବ୍ୟାପୀ ସବୁ ପ୍ରାନ୍ତ ପ୍ରଚାରକ ଏବଂ ସହପ୍ରାନ୍ତ ପ୍ରଚାରକ ମାନେ ଆପେକ୍ଷିତ ରହିବେ ।…

ଠାକରେ ମୁକ୍ତ ଶିବସେନା ସମ୍ଭବ କି?

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତି ପାଞ୍ଚ ଦିନ ଧରି ଉଠୁଛି ପଡୁଛି । ଶିବ ସେନା ରହିବ କି ଭାଙ୍ଗିବ ତାକୁ ନେଇ ଜାତୀୟ ଗଣମାଧ୍ୟମରେ ଘନ ଘନ ନିଉଜ , ବିତର୍କ ଚାଲିଛି । ତେବେ ସବୁଠୁ ବଡ଼ ପ୍ରଶ୍ନ ହେଉଛି ମହାରାଷ୍ଟ୍ରରେ ଠାକରେ ମୁକ୍ତ ଶିବସେନା ସମ୍ଭବ କି? ଏହାକୁ ନେଇ ଏବେ ଆସାମ ଭାୟା ଦିଲ୍ଲୀ…

ଭିଏଲ-ଏସଆର ସାମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର: ଓଡ଼ିଶା ଉପକୂଳ ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟୀ (ଆଇଟିଆର) ଠାରେ ଭୂପୃଷ୍ଠରୁ ଆକାଶକୁ ମାଡ଼ କରାଯାଇପାରୁଥିବା ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର (ଭିଏଲ-ଏସଆର ସାମ୍)ର  ଉତକ୍ଷେପଣ କରାଯାଇଛି । ୨୪ ଜୁନ୍ ୨୦୨୨ରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଏବଂ…

ଧରା ପଡିଲା ପାକିସ୍ତାନର ଆଉ ଏକ ମିଛ : ହଠାତ ବଂଚିଗଲେ ମୃତ ଆତଙ୍କବାଦୀ ସାଜିଦ ମୀର

ଲାହୋର: ପାକିସ୍ତାନର ଆଉ ଏକ ମିଛ ଆଜି ପୁନର୍ବାର ଧରା ପଡିଛି । ୨୬/୧୧ ମୁମ୍ବାଇ ଆକ୍ରମଣର ପ୍ରମୁଖ ଦୋଷୀ ମଧ୍ୟରେ ମୀର ରହିଥିଲା । ଆମେରିକାର ଏଫବିଆଇ ମୀରକୁ ମୋଷ୍ଟ ୱାଟେଂଡ ଆତଙ୍କବାଦୀ ଘୋଷଣା କରି ସାରିଛି । ମୁମ୍ବାଇ ବିସ୍ଫୋରଣରେ ୧୬୬ ଲୋକଙ୍କ ମୃତ୍ୟୁ ଘଟିଥିଲା । ୫ ମିଲିୟନ ଡଲାର…