Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଗରମରୁ ଅଙ୍ଗୁର ଚାଷକୁ ବଂଚାଇବା ପାଇଁ ବାନ୍ଧିଲେ ୫ ହଜାର ଶାଢ଼ୀ

ନାସିକ: ନାସିକର ବିଂଚୁର କୃଷକମାନେ ସେମାନଙ୍କ ଅଙ୍ଗୁର ଚାଷକୁ ବଂଚାଇବା ପାଇଁ ଅଭିନବ ଉପାୟ ଅବଲମ୍ବନ କରିଛନ୍ତି । ୩.୫ ଏକର ଜାଗାରେ ଏହି ଅଙ୍ଗୁର ଚାଷ କରାଯାଇଥିଲା । ପ୍ରବଳ ଖରା ଯୋଗୁ ଅଙ୍ଗୁର କଳା ପଡିବା ଆରମ୍ଭ ହୋଇଥିଲା । ଏହାକୁ ଦେଖି କୃଷକମାନେ ସମ୍ପୂର୍ଣ୍ଣ ଅଂଚଳକୁ ଶାଢ଼ୀରେ ଘୋଡାଇ…

ବିଦ୍ୟୁତ ସଂସ୍କାର ପାଇଁ ଓଡ଼ିଶାକୁ ମିଳିଲା ୨୭୨୫ କୋଟି ଟଙ୍କାର ଋଣ

ନୂଆଦିଲ୍ଲୀ: ଓଡ଼ିଶା ସହ ଅନ୍ୟ ୧୦ଟି ରାଜ୍ୟକୁ ବିଦ୍ୟୁତ ସଂସ୍କାର ସକାଶେ ମିଳିଛି ୨୮ ହଜାର ୨୦୪ କୋଟି ଟଙ୍କା । ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ ବିଦ୍ୟୁତ ସଂସ୍କାର ପାଇଁ ୨୭୨୫ କୋଟି ଟଙ୍କାର ଋଣ ଉଠାଣ ଅନୁମତି ମିଳିଛି । କେନ୍ଦ୍ର ଅର୍ଥ ମନ୍ତ୍ରାଳୟର ବ୍ୟୟ ବିଭାଗ ଏହି ଅନୁମତି ଦେଇଛି ।…

ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କଲେ ଋଷିୟ ସୈନିକ, ଲାଗିଲା ଦେଶଦ୍ରୋହ କଳଙ୍କ

ଭୁବନେଶ୍ୱର: ଋଷ ଓ ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ସାମ୍ନାକୁ ଆସିଲା ଚକିତକର ଖବର । ୟୁକ୍ରେନ୍ ବିରୋଧରେ ଲଢିବାକୁ ମନା କରିବାରୁ ଋଷିୟ ସୈନିକଙ୍କୁ ମିଳିଲା ଜେଲ ଦଣ୍ଡାଦେଶ ସମେତ ଦେଶଦ୍ରୋହର ଆଖ୍ୟା । ପଢି ବିଶ୍ୱାସ କରିବାକୁ ଅଜବ ଲାଗୁଥିଲେ ବି ପାଖାପାଖି ୬୦ ଜଣ ଋଷିୟ ପାରାଟ୍ରୁପର୍ସଙ୍କ…

ଦିନକ ଆଗରୁ ସରିଗଲା ସଂସଦର ବଜେଟ ଅଧିବେଶନ, ୧୨୯ ପ୍ରତିଶତ ଫଳପ୍ରଦ

ନୂଆଦିଲ୍ଲୀ: ଆଜି ସରିଲା ସଂସଦର ବଜେଟ ଅଧିବେଶନ । ଧାର୍ଯ୍ୟ ସମୟର ଦିନକ ଆଗରୁ ସରିଯାଇଛି ବଜେଟ ଅଧିବେଶନ । ୨୭ଟି କାର୍ଯ୍ୟ ଦିବସ ଅର୍ଥାତ୍ ୧୭୭ ଘଣ୍ଟା ୫୦ ମିନିଟ ଚାଲିଲା । ଲୋକସଭାରେ ଶେଷ ଦିନ ବାଚସ୍ପତି ଓମ ବିର୍ଲା ଏହି ସୂଚନା ଦେଇଛନ୍ତି । ତା ସହିତ ଏହି ଅଧିବେଶନ ୧୨୯ ପ୍ରତିଶତ ଫଳପ୍ରଦ…

ଅଜାନ ପାଇଁ ଲାଉଡ ସ୍ପିକର ବ୍ୟବହାରକୁ ବନ୍ଦ କରିବାକୁ କହିଲେ ଅନୁରାଧା

ନୂଆଦିଲ୍ଲୀ: ୯୦ ଦଶକର ଲୋକପ୍ରିୟ ଗାୟିକା ଅନୁରାଧା ପୌଡୱାଲ ଆଜି ଅଜାନରେ ଲାଉଡ ସ୍ପିକର ବ୍ୟବହାର ନେଇ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି । ସେ କହିଛନ୍ତି ଅଜାନ ପାଇଁ ଏହାର ଆବଶ୍ୟକତା ନାହିଁ । ମୁଁ ଅନେକ ମୁସଲମାନ ଦେଶ ବୋଲିଛି ସେଠାରେ ମଧ୍ୟ ଏ ଭଳି ଭାବେ ଅଜାନ ବୋଲା ଯାଏ ନାହିଁ । ଗୋଟିଏ…

ଇସ୍ତଫା ଦେଲେ ଜଗନମୋହନ ରେଡ୍ଡୀ ସରକାରଙ୍କ ପୂରା କ୍ୟାବିନେଟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସରକାରଙ୍କ ଆଜି ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ୨୪ଜଣ ମନ୍ତ୍ରୀ ସେମାନଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ସେମାନଙ୍କୁ ଦଳର ସାଂଗଠନିକ ସ୍ଥିତି ମଜଭୁତ କରିବା ପାଇଁ…

ଲଦାଖର ପାୱାର ଗ୍ରୀଡକୁ ଟାର୍ଗେଟ କରୁଥିଲେ ଚାଇନା ହ୍ୟାକର !

ନୂଆଦିଲ୍ଲୀ: ଲଦାଖର ପାୱାର ଗ୍ରୀଡକୁ ହ୍ୟାକ କରି ଅଚଳ କରିବା ପାଇଁ ଚାଇନା ହ୍ୟାକର ଉଦ୍ୟମ କରୁଥିବା ଖବର ହସ୍ତଗତ ହୋଇଛି । କେନ୍ଦ୍ରମନ୍ତ୍ରୀ ଆରକେ ସିଂ ଏହି ତଥ୍ୟ ଉଜାଗର କରିଛନ୍ତି । ତେବେ ଏହାକୁ ଆମ ଇଂଜିନିୟରମାନେ ସଫଳତାର ସହ ଅକାମୀ କରିଥିଲେ ବୋଲି ସେ କହିଛନ୍ତି । ଅଗଷ୍ଟରୁ ମାର୍ଚ୍ଚ…

ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା, ଋଷିଆ ଯିବାକୁ ଏୟାର ଇଣ୍ଡିଆର ନାହିଁ ଇନସ୍ୟୁରାନ୍ସ

ନୂଆଦିଲ୍ଲୀ: ବନ୍ଦ ହୋଇଗଲା ଭାରତ-ଋଷିଆ ବିମାନ ସେବା । ଏବେ ଭାରତରୁ ଋଷିଆ କିମ୍ବା ଋଷିଆରୁ ଭାରତ ବିମାନ ଆଉ ଚାଲିବନି । ପ୍ରତ୍ୟକ୍ଷ ଭାବେ ଏହି ଦୁଇ ଦେଶ ମଧ୍ୟରେ ଆଉ ବିମାନ ଚାଲିବନି । ଭାରତରୁ ଋଷିଆ ଏୟାର ଇଣ୍ଡିଆର ଗୋଟିଏ ବିମାନ ଚାଲୁଥିଲା । ଯାହା ସପ୍ତାହକୁ ଦୁଇ ଦିନ ଚଳାଚଳ କରିଥାଏ ।…

ପରୀକ୍ଷା ହଲରେ ବି “ପୁଷ୍ପରାଜ” ରାଜୁତି

ଭୁବନେଶ୍ୱର: ଅଲ୍ଲୁ ଅର୍ଜୁନ୍ ଷ୍ଟାରର୍ ଫିଲ୍ମ ପୁଷ୍ପାର କ୍ରେଜ୍ ଏବେ ଲୋକଙ୍କ ନିକଟରେ କମିବାର ନାଁ ଧରୁନି । ବକ୍ସ ଅଫିସରେ ବ୍ଲକବଷ୍ଟର୍ ଟ୍ୟାଗ୍ ହାସଲ କରିଥିବା ଏହି ଫିଲ୍ମର ହିନ୍ଦୀ ଭର୍ସନର ଅନେକ ଡାଇଲଗ୍ ଭାଇରାଲ୍ ହୋଇଥିଲା । ସେଥିମଧ୍ୟରୁ "ପୁଷ୍ପା..ପୁଷ୍ପରାଜ, ଝୁକେଗା ନହିଁ ସାଲା"…

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ…