Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁକୁର ଦେହରେ ତୀର ଆର ପାର ହୋଇଯାଇଥିଲା, ତା ପରେ ହେଲା ଚମତ୍କାର

ନ୍ୟୁୟର୍କ: ଭଗବାନ ଯାହାକୁ ବଂଚାଇବେ ତାକୁ କିଏ ଅବା ମାରିପାରିବ । ଆମେରିକାରେ ଏ ଭଳି ଏକ ଘଟଣା ଘଟିଛି । ୪ ମାସର ଏକ ନିରୀହ କୁକୁର ଛୁଆକୁ କିଏ ଜଣେ ନୃଶଂସ ମଣିଷ ତୀର ମାରି ଦେଇଥିଲା । ତୀରଟି କୁକୁରର ବେକରେ ପଶି ଆର ପଟକୁ ବାହାରିଥିଲା । ଅସହ୍ୟ ଯନ୍ତ୍ରଣାର ଛଟପଟ ହେଉଥିବା ଏହି କୁକୁରର…

ୟୁପି ସରକାରଙ୍କ ବଡ ନିଷ୍ପତି: ମହିଳାଙ୍କୁ ରାତି ଡ୍ୟୁଟି ମନା

ଲକ୍ଷ୍ନୌ: ଉତରପ୍ରଦେଶ ସରକାର ଆଜି ମହିଳାଙ୍କ ସପକ୍ଷରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗକୁ କୌଣସି ସରକାରୀ କିମ୍ବା ଘରୋଇ ସଂସ୍ଥାରେ ମହିଳାମାନେ ରାତି ଡ୍ୟୁଟି କରିପାରିବେ ନାହିଁ । ସନ୍ଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଡ୍ୟୁଟିରେ ନିୟୋଜିତ କରିବାକୁ ହେଲେ ଲିଖିତ ଭାବେ…

ମହାନ୍ ସ୍ୱାଧୀନତା ସଂଗ୍ରାମୀ ସ୍ୱାତନ୍ତ୍ରବୀର ସାବରକରଙ୍କ ଆଜି ଜନ୍ମତିଥୀ: ଯାହାଙ୍କୁ ହୋଇଥିଲା ଦୁଇଟି ଜନ୍ମର…

- ଦେବଦତ୍ତ ରଥ ଭୁବନେଶ୍ୱର: ସାବରକର ବିଶ୍ୱର ରାଜନୈତିକ ଇତିହାସରେ ପ୍ରଥମ ରାଜନୈତିକ ନେତା ଥିଲେ ଯାହାଙ୍କୁ ଦୁଇଟି ଜନ୍ମ (୫୦ ବର୍ଷ)ର କାରାଦଣ୍ଡାଦେଶ ହୋଇଥିଲା। ଯେତେବେଳେ ଇଂରେଜ ବିଚାରପତି ନ୍ୟାୟାଳୟରେ ତାଙ୍କ ବିରୁଦ୍ଧରେ ଏହି ରାୟ ଶୁଣାଇଥିଲେ ସେତେବେଳେ ସାବରକର କହିଥିଲେ, “୫୦ ବର୍ଷର…

୧୧ଟି ଦେଶରେ ସୀମିତ ଥିବା ମଙ୍କିପକ୍ସ ୨୦ଟି ଦେଶକୁ ଡେଇଁଲାଣି: ହୁ’

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମାଙ୍କି ପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି । ଗତ ସପ୍ତାହ ପର୍ଯ୍ୟନ୍ତ ଏହି ରୋଗ ୧୧ଟି ଦେଶରେ ସୀମିତ ଥିବାବେଳେ ଏବେ ଏହା ୨୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶୁକ୍ରବାର କହିଛି ଯେ ବିଶ୍ୱର ୨୦ରୁ ଅଧିକ ଦେଶରୁ ପ୍ରାୟ ୨୦୦ ଜଣ ମଙ୍କି ପକ୍ସ ରୋଗର…

ବିଜେପିରେ ସାମିଲ ହେବେ ହାର୍ଦ୍ଦିକ ପଟେଲ, ନିଜେ ଏକ ସାକ୍ଷାତକାରରେ ଦେଲେ ସୂଚନା

ଅହମଦାବାଦ: ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିବା ଗୁଜରାଟର ପଟିଦାର ନେତା ହାର୍ଦ୍ଦିକ ପଟେଲ, ଖୁବଶୀଘ୍ର ବିଜେପିରେ ଯୋଗଦେବେ । ହାର୍ଦ୍ଦିକଙ୍କ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହେବେ। ଏଥିପାଇଁ ତାରିଖ ମଧ୍ୟ ସ୍ଥିର ହୋଇ ସାରିଛି। ଆସନ୍ତା 3-4 ଦିନ ମଧ୍ୟରେ ହାର୍ଦ୍ଦିକ ପଟେଲ ପଦ୍ମ ପୋଖରୀରେ…

ଭାରତ କମେଇଲା ତେଲ ଦର, ପାକିସ୍ତାନ ବଢ଼େଇଲା ୩୦ ଟଙ୍କା

ଭୁବନେଶ୍ୱର: ଗୋଟିଏ ପଟେ ଭାରତ ପେଟ୍ରୋଲ ଓ ଡିଜେଲ ଦର କମେଇଥିବା ବେଳେ ପଡ଼ୋଶୀ ପାକିସ୍ତାନରେ ବଢ଼ିଛି ଆକାଶ ଛୁଅାଁ ଇନ୍ଧନ ଦର । ଗୁରୁବାର ପେଟ୍ରୋଲିୟମ ଉତ୍ପାଦରେ ଲିଟର ପିଛା ୩୦ ଟଙ୍କା ବଢ଼ାଇଛି ପାକିସ୍ତାନ । ଅର୍ଥ ମନ୍ତ୍ରୀ ମିଫତା ଇସମାଇଲ ଲିଟର ପିଛା ୩୦ ଟଙ୍କା ବଢ଼ିବା ସୂଚନା ଦେଇଥିଲେ ।…

ସୀମାକୁ ମିଳିଲା କୃତ୍ରିମ ଅଙ୍ଗ, ଏଥର ଚାଲି ଚାଲି କରି ଯିବ ସ୍କୁଲ

ଜମୁଇ:ଗୋଟିଏ ପାଦରେ ଡେଇଁ ଡେଇଁ ସ୍କୁଲ ଯାଉଥିବା ଜମୁଇର ସୀମା ଏଥର ଚାଲି ଚାଲି କରି ସ୍କୁଲ ଯାଇପାରିବ । ସୀମାର ଡେଇଁ ଡେଇଁ ଯିବା ଭିଡିଓ ଭାଇରାଲ ହେବା ପରେ ସ୍ଥାନୀୟ ପ୍ରଶାସନ ତାଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛି । ଜିଲ୍ଲାପାଳ ଅବନୀଶ କୁମାର ସିଂ ନିଜେ ସୀମାଙ୍କ ଘରକୁ ଯାଇ ପାଦର…

ଶ୍ୟୋକ ନଦୀକୁ ଖସି ପଡିଲା ଯବାନଙ୍କୁ ନେଇ ଯାଉଥିବା ବସ: ୭ ମୃତ, ୧୯ ଆହତ

ଲେହ: ଲଦାଖ ନିକଟବର୍ତୀ ତୁରତୁକ ସେକ୍ଟରରେ ଯବାନଙ୍କୁ ନେଇ ଯାଉଥିବା ଏକ ବସ ଶ୍ୟୋକ ନଦୀକୁ ଖସି ପଡିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୭ ଯବାନଙ୍କ ମୃତ୍ୟୁ ଘଟିଥିବା ବେଳେ ୧୯ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି । ଥୋଇସ ନିକଟରେ ଥିବା ପରତାପୁର ଟ୍ରାଜିଂଟ…

ଓମ ପ୍ରକାଶ ଚୌତାଲାଙ୍କୁ ୪ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ଆୟଠାରୁ ଅଧିକ ସମ୍ପତି ଠୁଳ କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମ ପ୍ରକାଶ ଚୌତାଲା । ସିବିଆଇର ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି । ଏହା ବ୍ୟତୀତ ୫୦ ଲକ୍ଷ ଟଙ୍କାର ଜରିମାନା ଦେବାକୁ…

ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପ୍ରଗତି ମଇଦାନରେ ଶୁକ୍ରବାର ‘ଭାରତ ଡ୍ରୋନ ମହୋତ୍ସବ’ର ଉଦଘାଟନ କରିଛନ୍ତି। ଏହି ଅବସରରେ ସେ ଡ୍ରୋନ ପ୍ରଦର୍ଶନୀର ଲୁପ୍ତ ଉଠାଇବା ସହ ମେକ ଇନ ଇଣ୍ଡିଆର ପ୍ରଗତି ଦେଖି ଖୁସି ବ୍ୟକ୍ତ କରିଛନ୍ତି।  ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ…