Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଜାକିଆ ଢ଼ଙ୍ଗରେ ଛୋଟ ଆଖିର ଫାଇଦା ବର୍ଣ୍ଣନା କରି ଚର୍ଚ୍ଚାରେ ନାଗାଲାଣ୍ଡ ମନ୍ତ୍ରୀ ତେମଜେନ

କୋହିମା: ନାଗାଲାଣ୍ଡର ଶିକ୍ଷା ଓ ଆଦିବାସୀ ବିଭାଗର ମନ୍ତ୍ରୀ ତେମଜେନ ଇମନା ଅଲାଙ୍ଗ ଏକ କାର୍ଯ୍ୟକ୍ରମରେ ଛୋଟ ଆଖିର ଫାଇଦା ସମ୍ପର୍କରେ ମଜାକିଆ ଢ଼ଙ୍ଗରେ ବର୍ଣ୍ଣନା କରି ଏବେ ଚର୍ଚ୍ଚାରେ । ତାଙ୍କର ଏହି ଭିଡିଓ ଏବେ ସୋସିଆଲ ସାଇଟରେ ଭାଇରାଲ ହେବାରେ ଲାଗିଛି । ନାଗାଲାଣ୍ଡର ବିଜେପି ଅଧ୍ୟକ୍ଷ…

ଜୁଲାଇ ୧୧ରେ ସୁପ୍ରିମକୋର୍ଟରେ ଶୁଣାଣି ପୂର୍ବରୁ ମୋଦୀ, ଶାହଙ୍କୁ ଭେଟିଲେ ସିନ୍ଦେ ଏବଂ ଫଡନାଭିସ

ନୂଆଦିଲ୍ଲୀ: ଶିବସେନାର ଦଳୀୟ ଚିହ୍ନ କେହି ଛଡାଇ ନେଇପାରିବେନି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନିକଟରେ ଏପରି କହିଥିଲେ। ତାଙ୍କ ସମର୍ଥନରେ ନିର୍ବାଚିତ ବିଧାୟକ ଏବଂ ସାଂସଦଙ୍କ ସମର୍ଥନ କମ୍ ଥିବାରୁ ଏକନାଥ ସିନ୍ଦେ ଗୋଷ୍ଠୀ ଏହି ଚିହ୍ନ ନେଇପାରନ୍ତି ବୋଲି ଆଶଙ୍କା ପ୍ରକାଶ ପାଇବା…

‘ଦ୍ୱିତୀୟ ଥର ପଢିବାକୁ’ ଟିପିରେ ଲେଖାହୋଇଥିଲା, ଭୁଲରେ ପଢିଦେଲେ ବାଇଡେନ !

ଓ୍ୱାଶିଂଟନ: ପୁଣିଥରେ ଚର୍ଚ୍ଚାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ। ଏକ ସ୍ପିଚ ଦେଉଥିବା ବେଳେ ସାମ୍ନାରେ ଥିବା ଟେଲିପ୍ରମ୍ପଟରକୁ ଦେଖି ପଢୁଥିଲେ ବାଇଡେନ । ଏହି ସମୟରେ ଗୋଟିଏ ଧାଡିକୁ ପୁନର୍ବାର ପଢିବାକୁ ଟିପିରେ ଲେଖାହୋଇଥିଲା । ଏହା ମନେପକାଇବା ପାଇଁ ବାଇଡେନଙ୍କ ଉଦ୍ଦେଶ୍ୟରେ…

ମୁଲାୟମଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବଙ୍କ ପତ୍ନୀ ସାଧନା ଗୁପ୍ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ଘଟିଛି । ଶନିବାର ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି । ସମାଜବାଦୀ…

ଶ୍ରୀଲଙ୍କା ରାଷ୍ଟ୍ରପତି ଭବନକୁ ଧସେଇ ପଶିଲେ ବିକ୍ଷୋଭକାରୀ, ଭୟରେ ସରକାରୀ ବାସଭବନ ଛାଡ଼ିଲେ ଗୋଟାବାୟ

କଲୋମ୍ବୋ: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ଜନ ଅସନ୍ତୋଷ ତେଜିଛି । ସରକାର ବିରୋଧରେ ପ୍ରଦର୍ଶନ କରୁଛନ୍ତି ଲୋକେ । ପୂର୍ବରୁ ମଧ୍ୟ ଲୋକେ ରାସ୍ତାକୁ ଓହ୍ଲାଇଥିଲେ କିନ୍ତୁ ଏବେ ଯେଉଁଭଳି ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ତାହା ହୁଏତ କେହି କେବେ ଆକଳନ କରିନଥିବେ।…

ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ: ଇସ୍ତଫା ଦେଲେ ପ୍ରଧାନମନ୍ତ୍ରୀ

କଲୋମ୍ବୋ: ଶନିବାର ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ରାନିଲ ୱିକ୍ରେମେସିଂହେ (Ranil Wickremesinghe) । ପୂର୍ବରୁ ସେ ଇସ୍ତଫା ଦେବେ ବୋଲି କହିଥିଲେ। ଦେଶରେ ସର୍ବଦଳୀୟ ସରକାର ପାଇଁ ରାସ୍ତା ପ୍ରସ୍ତୁତ କରି ଇସ୍ତଫା ଦେବେ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀଙ୍କ…

ବକରିଦରେ ଗୋବଂଶ ହତ୍ୟା ଉପରେ ମହାରାଷ୍ଟ୍ରରେ କଟକଣା: ଡିଜିପିକୁ ନିର୍ଦ୍ଦେଶ ଦେଲେ ବାଚସ୍ପତି ନାର୍ଭେକର

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଶନିବାର ବକରିଦରେ ଯେପରି ଗୋବଂଶକୁ ହତ୍ୟା କରା ନ ଯିବ ସେ ନେଇ ଡିଜିପିକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ଗୋବଂଶର ମାଂ ବିକ୍ରି କରିବା ଏବଂ ରଖିବା ଲୋକଙ୍କୁ ୫ ବର୍ଷ ଜେଲ ଏବଂ ୧୦ ହଜାର ପର୍ଯ୍ୟନ୍ତ ଜରିମାନା କରାଯିବ । ୭ଜୁନରେ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ; ସାମ୍ବାଦିକଙ୍କୁ ଚା’ ପିଆଇ ଚର୍ଚ୍ଚାରେ ପତ୍ନୀ ଅକ୍ସତା ମୂର୍ତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ଼ରେ ଋଷି ସୁନକ । ସମର୍ଥନ ଜୁଟାଇବାରେ ସେ ଲାଗିପଡ଼ିଛନ୍ତି । ଏକା ସାଙ୍ଗେ କନଜରଭେଟିଭ ଦଳର ମୁଖ୍ୟ ଏବଂ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏ ସକାଶେ ବିଭିନ୍ନ ନେତାଙ୍କୁ ଭେଟିବା ସହ ବିଭିନ୍ନ ମହଲର ସହଯୋଗଡ଼ ଲୋଡୁଛନ୍ତି…

ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା । ୧୬ ଜଣଙ୍କ ମୃତ୍ୟୁ, ୪୦ ନିଖୋଜ

ଅନନ୍ତନାଗ: ଅମରନାଥ ଗୁମ୍ଫା ନିକଟରେ ଅଘଟଣ । ବାଦଲ ଫଟା ବର୍ଷା ଯୋଗୁଁ ପ୍ରାୟ ୧୬ ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ପ୍ରାୟ ୪୦ ଜଣ ନିଖୋଜ ରହିଥିବା ସୂଚନା । ଏନଡିଆରଏଫ, ଏସଡିଆରଏଫ ଏବଂ ଆଇଟିବିପି ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି  । ଜମ୍ମୁ-କାଶ୍ମୀରର ପବିତ୍ର ଅମରନାଥ ଗୁମ୍ଫା ପାଖରେ…

ବାଦଲ ଫଟା ବର୍ଷାରେ ୧୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ

ଜମ୍ମୁ: ଶୁକ୍ରବାର ସନ୍ଧ୍ୟାରେ ଜମ୍ମୁ- କଶ୍ମୀର ଅମରନାଥର ପବିତ୍ର ଗୁମ୍ଫା ମନ୍ଦିର ନିକଟରେ ବାଦଲଫଟା ବର୍ଷା ହୋଇ ପ୍ରାୟ ୧୫ ଜଣଙ୍କର ମୃତ୍ୟୁ ଘଟିଛି।  ଏଥିସହ ଅନେକ ତୀର୍ଥଯାତ୍ରୀ ନିଖୋଜ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ।  ଉଦ୍ଧାର କାର୍ଯ୍ୟରେ ପୁଲିସ, ଏନଡିଆରଏଫ  ଓ ଭାରତୀୟ ସେନା…