Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତର ଜ୍ୱାଇଁ ପରେ ପୁଅ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ !

ଲଣ୍ଡନ: ରିଷି ସୁନକ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ । ବୋରିଶ ଜନସନ ଗତକାଲି ଏହି ପଦରୁ ଇସ୍ତଫା ଦେବା ପରେ ଆଜି ସୁନକ ଟୁଇଟ୍ କରି ସେ ବ୍ରିଟେନର ପରବର୍ତ୍ତ ପ୍ରଧାନମନ୍ତ୍ରୀ ହେବେ ବୋଲି ଦାବି କରିଛନ୍ତି। ଯଦି ସୁନକ ଏହି ପଦରେ ବସିବେ ତାହେଲେ ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ଏହି…

ନୂପୁର ଏବଂ ମହୁଆଙ୍କୁ ବିବାଦୀୟ ମନ୍ତବ୍ୟ ପାଇଁ କାହିଁକି ସମର୍ଥନ କଲାନି ନିଜ ଦଳ ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୁଇ ପ୍ରମୁଖ ବିରୋଧୀ ବିଜେପି ଏବଂ ଟିଏମସି ଏବେ ନିଜ ନିଜର ଦଳୀୟ ନେତାଙ୍କ ବିବାଦୀୟ ମନ୍ତବ୍ୟ ପାଇଁ ଫସିଯାଇଛନ୍ତି । ଆଉ ଦେଶରେ ରାଜନୈତିକ ମାହୋଲ ଏବଂ ଭୋଟ୍ ବିଭାଜନ ଭୟରେ ଦଳୀୟ ନେତାଙ୍କ ସମର୍ଥନ କରିନାହାନ୍ତି। ଯଦିଓ ପରଦା ଆଢୁଆଳରେ ସଂପୃକ୍ତ…

ଜଗନମୋହନଙ୍କ ଦଳରୁ ଇସ୍ତଫା ଦେଲେ ମା ବିଜୟଲକ୍ଷ୍ମୀ; ତେଲେଙ୍ଗାନାରେ ଝିଅକୁ କରିବେ ସାହାଯ୍ୟ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ ଜଗନମୋହନ ରେଡ୍ଡୀଙ୍କ ମା' ବିଜୟଲକ୍ଷ୍ମୀ ୱାଇଏସଆର କଂଗ୍ରେସ ସମ୍ମାନୀୟ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଗୁଣ୍ଟୁର ଠାରେ ହେଉଥିବା ଦୁଇ ଦିନିଆ ମେଗା ସମାବେଶରେ ବିଜୟାମ୍ମା ଇସ୍ତଫା ଘୋଷଣା କରିଥିଲେ । ଏହା ସହ ୱାଇଏସଆର କଂଗ୍ରେସରୁ…

ପାଣିରେ ବୁଡ଼ିଲା ସ୍କୁଲ ବସ୍, ୩୦ ଛାତ୍ରଛାତ୍ରୀ ସୁରକ୍ଷିତ ଉଦ୍ଧାର

ହାଇଦ୍ରାବାଦ: ନାଳ ପାଣିରେ ଛାତ୍ରଛାତ୍ରୀ । ତେଲେଙ୍ଗାନାର ମହବୁବନଗରରେ ଉଛୁଳା ନାଳ ପାଣିରେ ସ୍କୁଲ ବସ୍ ପଶି ଯାଇଥିଲା। ଏହାପରେ ୩୦ ଛାତ୍ରଛାତ୍ରୀଙ୍କୁ ସ୍କୁଲ ବସରୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକ ପିଲାଙ୍କୁ ଉଦ୍ଧାର କରିଥିଲେ। ପରେ ବସ୍‌କୁ ପାଣି ଭିତରୁ ଟାଣି…

ଗୁଳିମାଡର ଶିକାର ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ

ଟୋକିଓ: ପୂର୍ବତନ ନୌସେନା ଅଧିକାରୀଙ୍କ ଗୁଳିମାଡର ଶିକାର ହୋଇ ଚିକିତ୍ସାଧୀନ ଥିବା ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ମୃତ୍ୟୁ । ଜାପାନର ଏନଏଚକେ ଓ୍ୱାର୍ଲଡ ନ୍ୟୁଜ ଏହି ସୂଚନା ଦେଇଛି। ଶୁକ୍ରବାର ରାସ୍ତାରେ ଲୋକଙ୍କୁ ଉଦବୋଧନ ଦେବା ବେଳେ ଗୁଳିମାଡର ଶିକାର ହୋଇଥିଲେ।…

ଉଦ୍ଧବ ଠାକରେଙ୍କୁ ଝଟକା ପରେ ଝଟକା ଦେଉଛନ୍ତି ସିନ୍ଦେ

ମୁମ୍ବାଇ: ଉଦ୍ଧବ ଠାକରେ ଗୋଷ୍ଠୀଙ୍କ ଦ୍ୱାରା ନେତୃତ୍ୱାଧୀନ ଶିବସେନାକୁ ଆଉ ଏକ ଝଟକା ଦେଇଛି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା । ଥାନେ ପରେ ଏବେ ନବି ମୁମ୍ବାଇର 32 ଶିବସେନା କାଉନସିଲର ଏକନାଥ ସିନ୍ଦେଙ୍କୁ ସମର୍ଥନ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଥାନେ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଗୁଳି ମାରିଥିବା ବ୍ୟକ୍ତି କିଏ ?

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ନାରା ନାମକ ସହରରେ ଉଦବୋଧନ ଦେବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା। ଆକ୍ରମଣକାରୀ ଅତି ନିକଟରୁ ତାଙ୍କ ଉପରକୁ ଦୁଇଟି ଗୁଳି ଚଳାଇଥିଲା। ତେବେ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ସିଞ୍ଜୋ ଆବେ ଗୁଳିର ଶିକାର ହେବା ପରେ…

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳିମାଡ, ମୋଦୀ ସମେତ ବାଇଡେନ ଏବଂ ଅନ୍ୟାନ୍ୟ ନେତା କଲେ ନିନ୍ଦା

ଟୋକିଓ: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି । ଏକ ସାଧାରଣ ସଭାରେ ଉଦବୋଧନ ଦେଉଥିବା ବେଳେ ହଠାତ୍ ତାଙ୍କ ପଛରେ ଠିଆ ହୋଇଥିବା ଜଣେ ବ୍ୟକ୍ତି ତାଙ୍କୁ ଆକ୍ରମଣ କରିଥିଲେ, ଏହା ପରେ ସିଞ୍ଜୋ ଆବେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କୁ…

ସିଞ୍ଜୋ ଆବେଙ୍କୁ ଗୁଳିମାଡ, ଅବସ୍ଥା ସଂକଟାପନ୍ନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଗୁଳିମାଡ । ସିଞ୍ଜେଙ୍କ ମୁଣ୍ଡରେ ବାଜିଛି ଗୁଳି, ବେକରେ ବାଜିଛି ଗୁଳି । ଭାଷଣ ଦେଉଥିବା ବେଳେ ଗୁଳିମାଡ ହୋଇଥିବା ସୂଚନା । ଗୁଳିମାଡ କରିଥିବା ଦୃର୍ବୃତ୍ତକୁ ଗିରଫ କରିଛି ପୋଲିସ ।  ସିଞ୍ଜୋ ଆବେ ପଶ୍ଚିମ…

ପହଁଚିଲେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ: ନବୀନ ନିବାସରରେ କରିବେ ମଧ୍ୟାହ୍ନ ଭୋଜନ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ  ଭୁବନେଶ୍ବରରେ ପହଁଚିଛନ୍ତି ।  ସକାଳେ ଦିଲ୍ଲୀରୁ ବାହାରି ଭୁବନେଶ୍ବର  ବିମାନବନ୍ଦରରେ ଆସି ପହଁଚିବା ପରେ ତାଙ୍କୁ ଜୋରଦାର ସ୍ବାଗତ କରାଯାଇଛି । ବିଜେପି ସଭାପତି ସମୀର ମହାନ୍ତିଙ୍କ ସହ ଅନେକ ବିଜେପି ନେତା…