Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଡୋଜର ଚକା ରେ ପମ୍ପ ଦେଲା ବେଳେ ଚାଲିଗଲା ପ୍ରାଣ

ରାୟପୁର: ବୁଲ୍ ଡୋଜର ରେ ପମ୍ପ ଦେଉ ଦେଉ ପ୍ରାଣ ଚାଲିଗଲା । ମଙ୍ଗଳବାର ସିଲତାରା ଅଂଚଳରେ ଦୁଇ ଜଣ ବ୍ୟକ୍ତି ଏକ ବୁଲ୍ ଡୋଜର ଚକା ରେ ପମ୍ପ ଭରୁଥିଲେ । ହଠାତ୍ ବୋମା ଫୁଟିଲା ଭଳି ଆବାଜ୍ ହେଲା । କିଛି ସମୟ ଚାରିଆଡ଼େ ଧୂଆଁ ଧୂଆଁ ହୋଇଗଲା । ତା ପର ଦୃଶ୍ୟ ଦେଖଣାହାରୀଙ୍କୁ ଆଶ୍ଚର୍ଯ୍ୟ କରିଦେଲା ।…

ଏପଲ୍ ନେଉଛି ୧୦ ଗୁଣା ଆପ୍ ଷ୍ଟୋର ଚାର୍ଜ, ଯୁକ୍ତିଯୁକ୍ତ ନୁହେଁ କହିଲେ ଇଲନ ମସ୍କ

ଭୁବନେଶ୍ୱର: ଟେକ୍ କମ୍ପାନୀ ଏପଲ୍ ର ଆପ୍ ଷ୍ଟୋର୍ ଚାର୍ଜ କୁ ନେଇ ଟ୍ୱଟର ନୂଆ ମାଲିକ ଇଲନ ମସ୍କ ଖପ୍ପା । ଯଥାର୍ଥ ଚାର୍ଜ ଠାରୁ ବେଶ୍ ଅଧିକ ଚାର୍ଜ କୁ ନେଇ ଇଲନ ଏପଲ୍ ଉପରେ ଚିଡ଼ିଯାଇଛନ୍ତି । ଆଦୌ ଠିକ୍ ନୁହେଁ ବୋଲି କହିଛନ୍ତି ଇଲନ୍ ମସ୍କ । ଏପଲ୍ ର ଆପ୍ ଷ୍ଟୋର ଇଣ୍ଟରନେଟ ଉପୋର ୩୦ ପ୍ରତିଶତ…

ମୋଦିଙ୍କୁ କରୁଥିଲେ ଟ୍ରଲ୍, ହୀନ ରାଜନୀତି କହି କୁନାଲଙ୍କୁ ଝାଡ଼ିଦେଲେ ପ୍ରଶଂସକ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଟ୍ରଲ୍ କରିବାକୁ ଯାଇ ନିଜେ ଟ୍ରଲ୍ ହେଇଯାଇଛନ୍ତି କମେଡିଆନ କୁନାଲ କାମ୍ରା । ଖାଲି ଟ୍ରଲ୍ ତ ନୁହେଁ େଋାଷ ମିଶା ମଜା କରିଛନ୍ତି ଜଣେ ପ୍ରବାସୀ ଭାରତୀୟ । ପ୍ରଧାନମନ୍ତ୍ରୀଙ୍କ ଜର୍ମାନୀ ଗସ୍ତ ସମୟରେ ଶିଶୁ ପ୍ରଶଂସକ ଜଣେ ‘ହେ ଜନ୍ମଭୂମି ଭାରତ’ ଦେଶାତ୍ମବୋଧ…

କର୍ଣ୍ଣାଲ ପୋଲିସକୁ ବଡ ସଫଳତା, ଧରା ପଡିଲେ ୪ ଆତଙ୍କବାଦୀ

ନୂଆଦିଲ୍ଲୀ: କର୍ଣ୍ଣାଲ ପୋଲିସକୁ ଗୁରୁବାର ବଡ ସଫଳତା ହାତ ଲାଗିଛି । ଦିଲ୍ଲୀ କିମ୍ବା ପଞ୍ଜାବରେ ବିସ୍ଫୋରଣ କରିବା ଷଡଯନ୍ତୟ ରଚିଥିବା ୪ ଆତଙ୍କବାଦୀଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ମାତ୍ରାରେ ଗୁଳିଗୋଳା ଏବଂ ବାରୁଦ ଭର୍ତି କଟେଂନର ଜବତ କରାଯାଇଛି । ପ୍ରାରମ୍ଭିକ…

ବିପଦ ବଢ଼ିଲା: ପରମାଣୁ ଅସ୍ତ୍ର ସହ ଅଭ୍ୟାସ ଆରମ୍ଭ କଲେ ରୁଷ ସେନା

ମସ୍କୋ: ରୁଷ ଓ ୟୁକ୍ରେନ ଯୁଦ୍ଧ ୭୦ ଦିନରେ ପଂହଚି ଯାଇଛି । ଏହା ଯେତେ ବିଳମ୍ବ ହେଉଛି ରୁଷର ଆର୍ଥିକ ସ୍ଥିତି ସେତେ ଦୁର୍ବଳ ହେଉଛି । ଇତି ମଧ୍ୟରେ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ ନେଇ ରୁଷ ପ୍ରସ୍ତୁତ ହେଉଥିବା ରିପୋର୍ଟ ପ୍ରକାଶ ପାଇଛି । ରୁଷ ସେନା ଏବେ ପରମାଣୁ ମିସାଇଲ ସହ ଅଭ୍ୟାସ ଆରମ୍ଭ…

ମାନ୍ଦାବସ୍ଥା ପରେ ବି ସ୍ମାର୍ଟ ସିଟି ପ୍ରକଳ୍ପ ଠିକ୍ ସମୟରେ ଶେଷ ହେବ, ତାଲିକାରେ ରହିଛି ଭୁବନେଶ୍ୱର

ନୂଆଦିଲ୍ଲୀ: ଦେଶର ୭ ସହର ପ୍ରଥମ ସ୍ମାର୍ଟ ସିଟି ଭାବେ ଘୋଷଣା କରାଯିବ। ଏହି ସହର ମଧ୍ୟରେ ଭୁବନେଶ୍ୱର ରହିଛି । ଏହାବାଦ ଭୋପାଳ, ସୁରତ, ଉଦୟପୁର, ଅହମ୍ମଦାବାଦ, ବାରଣାସୀ ଓ ଇନ୍ଦୋର ରହିଛି। ଏହି ପ୍ରକଳ୍ପ ପାଇଁ ୭ ବର୍ଷ ଧାର୍ଯ୍ୟ ହୋଇଥିଲା। ଯାହାର କାମ ଶେଷ ହେବାକୁ ଯାଉଛି। ସ୍ମାର୍ଟ ସିଟି…

ପ୍ରଥମ ସାତ ସ୍ମାର୍ଟ ସିଟି ରେ ଭୁବନେଶ୍ୱର

ଭୁବନେଶ୍ୱର: ଶହେ ସ୍ମାର୍ଟ ସିଟି ଭିତରେ ପ୍ରଥମ ସାତଟି ରେ ସ୍ଥାନ ପାଇଛି ଭୁବନେଶ୍ୱର। ଦେଶରେ ଖୁବ୍ ଶୀଘ୍ର ଘୋଷଣା ହେବାକୁ ଯାଉଛି ପ୍ରଥମପର୍ଯ୍ଯାୟ ର ସାତ ସ୍ମାର୍ଟ ସିଟି। ୨୦୧୫ ରେ ସ୍ମାର୍ଟ ସିଟି ପାଇଁ ଚୟନ ହୋଇଥିବା ସହର ଗୁଡିକ ଭିତରେ ଭିତ୍ତିଭୂମି ଭୁବନେଶ୍ୱର ର ସ୍ଥାନ ପ୍ରଥମ ଥିଲା।…

ଓଡ଼ିଶାରେ ନିଜ ନାଁରେ ଫେକ୍ ଆକାଉଣ୍ଟ: ଟ୍ୱିଟ୍ କରି ସତର୍କ କରାଇଲେ ବାଚସ୍ପତି ଓମ୍ ବିର୍ଲା

ନୂଆଦିଲ୍ଲୀ: ନିକଟରେ ଓଡ଼ିଶାରୁ ଗିରଫ ହୋଇଛନ୍ତି ବେଆଇନ୍ ସିମ୍ ଆକ୍ଟିଭ କରି ବିକ୍ରି କରୁଥିବା ରାକେଟ । ଯେଉଁଥିରେ ଗୋଟିଏ ନମ୍ବରର ହ୍ୱାଟସଆପ ଆକାଉଣ୍ଟରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ରହିଥିଲା। ଏହି ଆକାଉଣ୍ଟ ଜରିଆରେ ବିଭିନ୍ନ ଲୋକଙ୍କୁ ଠକିବାକୁ ଉଦ୍ୟମ ହେଉଥିଲା। ଏ ନେଇ…

ଏନଆଇଏର ଦାବି: ମନସୁଖଙ୍କୁ ମାରିବାକୁ ସଚିନ ବାଜେ ଦେଇଥିଲେ ୪୫ ଲକ୍ଷ

ମୁମ୍ବାଇ: ବିଜନେସ ଟାଇକୁନ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲେଆ ଆଗରୁ ଜବତ ହୋଇଥିବା ବିସ୍ଫୋରଣ ଭର୍ତ୍ତି ସ୍କୋର୍ପିଓର ମାଲିକ ମନସୁଖ ହିରେନଙ୍କୁ ମାରିଛନ୍ତି ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ ପ୍ରଦୀପ ଶର୍ମା । ଏହି ଘଟଣାର ତଦନ୍ତ ଅଧିକାରୀ ସଚିନ ବାଜେ ସେତେବେଳେ ପ୍ରଦୀପ ଶର୍ମାଙ୍କୁ ୪୫…

ଗୋଟିଏ କମ୍ପାନୀରେ ୮୪ ବର୍ଷ ଚାକିରୀ କରି ରେକର୍ଡ କଲେ ୧୦୦ ବର୍ଷର ବୃଦ୍ଧ

ରିଓ: ବ୍ରାଜିଲର ଜଣେ ୧୦୦ ବର୍ଷର ବୃଦ୍ଧ ଗୋଟିଏ କମ୍ପାନୀରେ ୮୪ ବର୍ଷ ଚାକିରୀ କରି ନୂତନ ରେକର୍ଡ ସ୍ଥାପନ କରିଛନ୍ତି । ୱାଲ୍ଟର ଆର୍ଥମାନ ନାମକ ଏହି ବୃଦ୍ଧଙ୍କ ନାମ ଗିନିଜ ବୁକ ଅଫ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି । ୧୯ ଏପ୍ରିଲ ୧୯୨୨ରେ ଜନ୍ମ ଗ୍ରହଣ କରିଥିବା ଆର୍ଥମାନ ୧୭ ଜାନୁୟାରୀ ୧୯୩୮ରେ…