Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି

ନୂଆଦିଲ୍ଲୀ: ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟ ସ୍ଥିର ଅଛି । ଏମ୍ସରେ ଚିକିତ୍ସିତ ହେଉଥିବା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି ବୋଲି ଖବର ପ୍ରକାଶିତ ହୋଇଥିଲା ।   ଲାଲୁଙ୍କ ଶରୀର ନିସ୍ତେଜ ହେବାରେ ଲାଗିଛି …

ଓଡ଼ିଆ ସୋସାଇଟି ଅଫ୍ ଦ ଆମେରିକାସର ୫୩ତମ ସମ୍ମିଳନୀ

କାଲିଫର୍ଣ୍ଣିଆ: ଓଡ଼ିଶାର ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଏକ ଅଭିନବ ପ୍ଲାଟଫର୍ମ ହେଉଛି ‘ମୋ କଲେଜ’ ଅଭିଯାନ। ରାଜ୍ୟ ସରକାରଙ୍କର ଏହି ପ୍ରମୁଖ କାର୍ଯ୍ୟକ୍ରମରେ ବହୁ ପୁରାତନ ଛାତ୍ରଛାତ୍ରୀ ଯୋଡ଼ି ହେଉଛନ୍ତି। ଶିକ୍ଷାର୍ଥୀ ଓ ଶିକ୍ଷାନୁଷ୍ଠାନର ସାମଗ୍ରିକ ବିକାଶ…

କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ

ଲକ୍ଷ୍ନୌ: କଂଗ୍ରେସ ନେତା ରାଜ ବବ୍ବରଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କୁ ମାଡ଼ ମାରିବା ମାମଲାରେ ତାଙ୍କୁ ଲକ୍ଷ୍ନୌର ଏକ କୋର୍ଟ ଦୁଇ ବର୍ଷ ଜେଲ ଦଣ୍ଡ ସହ ୮ହଜାର ୫୦୦ ଟଙ୍କା ଜୋରିମନା ଶୁଣାଇଛନ୍ତି । ୧୯୯୬ ମେ' ନିର୍ବାଚନ ସମୟରେ ରାଜ୍ ଜଣେ ନିର୍ବାଚନ…

ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ବାରାଣସୀ: ଜାତୀୟ ଶିକ୍ଷା ନୀତିର ମୂଳ ଆଧାର ଶିକ୍ଷାକୁ ଏକ ସଂକୀର୍ଣ୍ଣ ଚିନ୍ତାଧାରାରୁ ବାହାର କରିବା । ଶିକ୍ଷାକୁ  ଏକବିଂଶ ଶତାବ୍ଦୀର ଆଧୁନିକ ଚିନ୍ତାଧାରା ସହିତ ଯୋଡିବା ବୋଲି ଗୁରୁବାର ଉତ୍ତର ପ୍ରଦେଶର ବାରାଣସୀ ଠାରେ ତିନିଦିନିଆ ‘ଅଖିଳ ଭାରତୀୟ ଶିକ୍ଷା ସମାଗମ’କୁ ଉଦଘାଟନ କରିବା ଅବସରରେ…

ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ

ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ ଜଣ ଶ୍ରୀଲଙ୍କା ନାଗରିକ ଜଳପଥରେ ଆସି ଭାରତ ଉପକୂଳରେ ପହଞ୍ଚିଛନ୍ତି । ଜଳପଥରେ ଡଙ୍ଗା ନେଇ ଅସୁରକ୍ଷିତ ଭାବେ ଆସୁଥିବା ବେଳେ…

ରାଜ ବାବରଙ୍କୁ ୨ ବର୍ଷର ଦଣ୍ଡାଦେଶ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବ ପ୍ରଦେଶ ଅଧ୍ୟକ୍ଷ ରାଜ ବାବରଙ୍କୁ ଏମପି-ଏମଏଲଏ କୋର୍ଟ ୬୫୦୦ ଟଙ୍କା ଜରିମାନା ଓ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି । ବଜୀରଗଂଜ କୋତୱାଲୀରେ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରାଯାଇଥିଲା । ମତଦାନ କେନ୍ଦ୍ର ମଧ୍ୟରେ ପ୍ରବେଶ କରି ପୋଲିଂ ଏଜେଂଟଙ୍କ ସମେତ ଡ୍ୟୁଟିରେ…

ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 8 ଜୁଲାଇ  ସଂଧ୍ୟା ୬.୩୦ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଆୟୋଜିତ ପ୍ରଥମ ଅରୁଣ ଜେଟଲୀ ସ୍ମାରକୀ ବକ୍ତୃକ୍ତାମାଳା (ଏଜେଏମ୍‍ଏଲ୍‍) ରେ ଯୋଗଦେବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ । ଏଥିରେ  ମୁଖ୍ୟ…

ମିଶନ ବାତ୍ସଲ୍ୟ ଯୋଜନା : ଶିଶୁଙ୍କ ସୁରକ୍ଷା ପାଇଁ ଏକ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ:  ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରଣାଳୟ ୨୦୦୯ -୧୦ ମସିହାରୁ ଶିଶୁ ମାନଙ୍କର କଲ୍ୟାଣ ତଥା ପୁନଃଥଇଥାନ ନିମନ୍ତେ ଏକ କେନ୍ଦ୍ର ପ୍ରାୟୋଜିତ ଯୋଜନା “ମିଶନ୍ ବାତ୍ସଲ୍ୟ” କାର୍ଯ୍ୟକାରୀ କରୁଛନ୍ତି ।  ଯାହା ପୂର୍ବରୁ ଶିଶୁ ସୁରକ୍ଷା ସେବା (ସିପିଏସ୍‌) ଯୋଜନା ଥିଲା । ମିଶନ ବାତ୍ସଲ୍ୟର…

ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ

ନୂଆଦିଲ୍ଲୀ: ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା ଆରମ୍ଭ କରାଯାଇଛି । ସଉକ ଭାବେ ଡାକ ଟିକଟ ସଂଗ୍ରହ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏହି ଛାତ୍ର ବୃତ୍ତି…

କଂଗ୍ରେସ ଏମପି ହଜେଇ ଦେଲେ ୧.୫ ଲକ୍ଷ ଟଙ୍କାର କଲମ

ନୂଆଦିଲ୍ଲୀ: ବିପକ୍ଷ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଏକ କାର୍ଯ୍ୟକ୍ରମରେ ଜଣେ କଂଗ୍ରେସ ଏମପି ତାଙ୍କ ଦାମିକିଆ କଲମ ହଜେଇ ଦେଇଛନ୍ତି । କନ୍ୟାକୁମାରୀର ଏହି ଏମପିଙ୍କ ନାମ ହେଲା ବିଜୟ ବସନ୍ତ ଏବଂ ତାଙ୍କ କଲମର ମୂଲ୍ୟ ୧.୫ ଲକ୍ଷ ଟଙ୍କା ହେବ ।  ଅଭିଯୋଗ କରାଯିବ ପରେ ଏହି ଦାମୀ…