Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଅସମାନତା ଦୂରଉଛି କିଟ୍; ଜାତିସଂଘ ବିଶ୍ୱ ତାଲିକା ରେ ଅଷ୍ଟମ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ଯାଳୟ ଅସମାନତା ଦୂରୀକରଣ ରେ ଭଲ ପ୍ରଦର୍ଶନ କରୁଛି।ଜାତିସଂଘ ସ୍ଥାୟୀ ବିକାଶ ଲକ୍ଷ୍ୟ- ଅସମାନତା ଦୂର କ୍ଷେତ୍ରରେ କିଟ୍‍ ବିଶ୍ୱବିଦ୍ୟାଳୟ ବିଶ୍ୱରେ ଅଷ୍ଟମ ସ୍ଥାନରେ ରହିଛି । ଟାଇମ୍‍ସ ହାଇଅର ଏଜୁକେସନ୍‍ର ଇମ୍ପାକ୍‍ଟ ରାଙ୍କିଙ୍ଗରେ କିଟ୍‍ ବିଶ୍ୱବିଦ୍ୟାଳୟ ଏହି…

ଗୁଜୁରାଟ ପାଇଁ କେଜ୍ରିୱାଲଙ୍କ ଦ୍ୱିତୀୟ ଆହ୍ୱାନ; ଶିକ୍ଷାରେ ଆଣିବେ ସଂସ୍କାର

ଭରୁଚ: ଗୁଜୁରାଟରେ କେଜ୍ରିୱାଲ ଶିକ୍ଷା ବ୍ଯବସ୍ଥା ସଂସ୍କାର କରିଦେବେ। ଘରେଇ ସ୍କୁଲ୍ ରୁ ପିଲା ଆସି ସରକାରୀ ସ୍କୁଲ ରେ ନାମ ଲେଖେଇବେ। ଦିଲ୍ଲୀ ରେଯେମିତି ସରକାରୀ ସ୍କୁଲ୍ ଗୁଡିକର ଉନ୍ନତିକରଣ କରାଯାଇଛି। ସେଭଳି ଶିକ୍ଷା ବିକାଶ ଗୁଜୁରାଟରେ ହେବ। ଶ୍ରମିକ ଦିବସରେ ରବିବାର ଅରବିନ୍ଦ…

ଆସାମରୁ ମିଳିଲା ରହସ୍ୟମୟ ପଥର ଜାର

ଗୌହାଟୀ: ଆସାମରେ ଏକ ପ୍ରକାର ରହସ୍ୟମୟ ପଥରର ଜାର ମିଳିଛି । କେତେକ ମାଟି ମଧ୍ୟରେ ଧସି ହୋଇ ରହିଥିବା ବେଳେ ଆଉ କେତେକ ଏହା ବାହାରେ ଅଛି । ସବୁ ଜାରର ଆକୃତି ଭିନ୍ନ ଭିନ୍ନ । ଗବେଷକମାନେ ଏହାକୁ ଅନୁଧ୍ୟାନ କରିବା ପରେ ପ୍ରାଚୀନ କାଳରେ ଅନ୍ତ୍ୟେଷ୍ଟି କ୍ରିୟାରେ ଏହାକୁ ବ୍ୟବହାର କରାଯାଇଥିବ…

ଅଷ୍ଟ୍ରେଲିଆ ସମୁଦ୍ରକୂଳରେ ଭାସୁଛନ୍ତି ମୁଣ୍ଡ ନ ଥିବା ପେଙ୍ଗୁଇନ !

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆରୁ ଏକ ହୃଦୟ ବିଦାରକ ଖବର ସମ୍ମୁଖକୁ ଆସିଛି । ଏହି ଘଟଣା ନେଇ ବୈଜ୍ଞାନିକମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରିଛନ୍ତି । ଘଟଣାଟି ହେଲା ଅଷ୍ଟ୍ରେଲିଆର ବିଭିନ୍ନ ସମୁଦ୍ରକୂଳରେ ମୁଣ୍ଡ ନ ଥିବା ପେଙ୍ଗୁଇନଙ୍କ ଶବ ଦେଖିବାକୁ ମିଳୁଛି । ଦକ୍ଷିଣ ଅଷ୍ଟ୍ରେଲିଆର ଫ୍ଲୋରିୟୁ…

ତୃତୀୟ ସାମ୍ମୁଖ୍ୟକୁ ନେଇ ଏନଡିଟିଭିକୁ ନବୀନଙ୍କୁ ପ୍ରତିକ୍ରିୟା

ନୂୂଆଦିଲ୍ଲୀ: ୟୁପିଏ ଏବଂ ଏନଡିଏ ପାଖରୁ ସମଦୂରତା ଅବଲମ୍ବନ କରୁଥିବା ଏବଂ ବିଭିନ୍ନ ଆଞ୍ଚଳିକ ଦଳ ସହ ସୁସମ୍ପର୍କ ରଖିବାରେ ଚତୁର ନବୀନ ଏନଡିଟିଭିକୁ ପ୍ରତିକ୍ରିୟା ରଖିଛନ୍ତି। ଦିଲ୍ଲୀ ଗସ୍ତରେ ଥିବା ବେଳେ ନବୀନ ଏହି ପ୍ରତିକ୍ରିୟା ରଖିଛନ୍ତି। ଅଣି ବିଜେପି ଏବଂ ଅଣ କଂଗ୍ରେସ ଦଳର ମୁଖିଆଙ୍କ…

ଅସଦାଚରଣ ନସହିବାରୁ ଟ୍ରେନରୁ ଯୁବତୀଙ୍କୁ ଫିଙ୍ଗିଦେଲା ଯୁବକ

ଇନ୍ଦୋର:  ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାର ଖଜୁରାହୋ ନିକଟରେ ଜଣେ ଯୁବକର ଅସଦାଚରଣ ଉଦ୍ୟମକୁ ବିରୋଧ କରିବା ମହଙ୍ଗା ପଡିଛି । ଉତ୍ତରପ୍ରଦେଶର ଜଣେ ୨୫ ବର୍ଷୀୟ ଯୁବତୀ ଅସଦାଚରଣକୁ ବିରୋଧ କରିବାରୁ ଚଳନ୍ତା ଟ୍ରେନରୁ ଜଣେ ମଣିଷ ରୂପୀ ପିଶାଚ ତାଙ୍କୁ ଟ୍ରେନରୁ ଫିଙ୍ଗି ଦେଇଥିବା ଅଭିଯୋଗ…

ଆଞ୍ଚଳିକ ଭାଷାରେ କୋର୍ଟରେ ଶୁଣାଣି ହେଉ, ପ୍ରଧାନ ବିଚାରପତିଙ୍କ ଦାବିକୁ ପ୍ରଧାନମନ୍ତ୍ରୀଙ୍କ ସମର୍ଥନ

ନୂଆଦିଲ୍ଲୀ: ପ୍ରଧାନ ବିଚାରପତି ଏନ. ଭି. ରମନ୍ନା କହିଛନ୍ତି, ଇଂରାଜୀ ବ୍ୟତୀତ ଦେଶର ଆଞ୍ଚଳିକ ଭାଷାରେ ଶୁଣାଣି ହେବା ଦରକାର। ବିଜ୍ଞାନ ଭବନରେ ହାଇକୋର୍ଟର ମୁଖ୍ୟ ବିଚାରପତି ଓ ମୁଖ୍ୟମନ୍ତ୍ରୀଙ୍କ ମିଳିତ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏପରି କହିଛନ୍ତି । ଦେଶରେ ଜାତୀୟ ଭାଷାକୁ ନେଇ…

ଚିଠିର ଜବାବ ଚିଠି: ପ୍ରଧାନମନ୍ତ୍ରୀଙ୍କ ସପକ୍ଷରେ ବାହାରିଲେ ୧୯୭ ପୂର୍ବତନ ଅଧିକାରୀ

ନୂଆଦିଲ୍ଲୀ: ଚିଠିର ଜବାବ ଚିଠି । ଘୃଣା ରାଜନୀତି ବନ୍ଦ କରିବା ଜବାବରେ ଆଜି ୧୯୭ ଅବସରପ୍ରାପ୍ତ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ପତ୍ର ଲେଖିଛନ୍ତି । ଏହା ପୂର୍ବରୁ ଏପ୍ରିଲ ୨୬ରେ ଆତ୍ମ ସମ୍ବିଧାନିକ ଆଚରଣ ବିଧି ଗୋଷ୍ଠୀ (ସିସିଜି)ର ୧୦୮ଜଣ ଅଧିକାରୀ ମୋଦିଙ୍କୁ…

ଶାଓମି ମୋବାଇଲ କମ୍ପାନୀର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ: ବିଦେଶୀ ମୁଦ୍ରା ବିନିମୟ ନିୟମ ବା ଫେମା ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ  ବା ଇଡି ଶାଓମି ମୋବାଇଲ କମ୍ପାନୀ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶାଓମିର ୫ ହଜାର କୋଟିରୁ ଅଧିକ ଟଙ୍କା ଜବତ କରିଛି ଇଡି । ଶାଓମି ଇଣ୍ଡିଆ ହେଉଛି ଚୀନର…

ଜ୍ୟାକିଲନଙ୍କ ୭ କୋଟି ୧୨ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନିଂ ଲଣ୍ଡରିଂ ମାମଲାରେ ଜେଲରେ ଥିବା ସୁକେଶ ଚନ୍ଦ୍ରଶେଖର  ଜ୍ୟାକଲିନଙ୍କୁ ଉପହାର ଭାବରେ ଦେଇଥିବା  ୭ କୋଟି ୧୨ ଲକ୍ଷ ଟଙ୍କା ଜବତ କରିଛି…