Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ୟୁକ୍ରେନର ଲୁହାନସ୍କ ଅଞ୍ଚଳକୁ ସମ୍ପୁର୍ଣ୍ଣ ଅକ୍ତିଆରକୁ ନେଲା ଋଷ ସେନା

ୟୁକ୍ରେନ  : ୟୁକ୍ରେନର ଗୋଟିଏ ପରେ ଗୋଟିଏ ଅଂଚଳକୁ କବଜାକୁ ନେଉଥିବା ପୁଟିନ୍ ସେନା ପୂର୍ବ ୟୁକ୍ରେନର ଲୁହାନସ୍କ ଅଂଚଳକୁ ନିଜ ଅକ୍ତିଆରକୁ ନେଇଛି । ଲୁହାନସ୍କ ଅଂଚଳରେ ବିଜୟ ନେଇ ଘୋଷଣା କରିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ଋଷ ସେନା ଲୁହାନସ୍କ ଅଂଚଳକୁ ସମ୍ପୁର୍ଣ୍ଣ ନିୟନ୍ତ୍ରଣକୁ…

ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ଫୋନରେ ପ୍ରଧାନମନ୍ତ୍ରୀ ମୋଦୀ ଦ୍ରୌପଦୀଙ୍କୁ କ’ଣ କହିଥିଲେ ?

ରାଞ୍ଚି: ଯେତେବେଳେ ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କଲା ସେତେବେଳେ ଏବାବଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କରି ମୁର୍ମୁଙ୍କୁ ପ୍ରଥମେ କରି କ'ଣ କହିଥିବେ ? ଆଉ ମୁର୍ମୁ ମୋଦୀଙ୍କୁ କ'ଣ କହିଥିବେ ? ସାଧାରଣତଃ ଏହା ସମସ୍ତେ ଜାଣିବାକୁ ଚାହାଁନ୍ତି।…

ସିନ୍ଦେ ଗୋଷ୍ଠୀ ଉଦ୍ଧବ ଗୋଷ୍ଠୀର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପଠାଇଲା ସମନ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଗୋଷ୍ଠୀ ଏବେ ଶିବସେନା ଦଳର ଉଦ୍ଧବ ଠାକରେଙ୍କ ଦଳର ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରିବା ବୋଲି କହିଛି। ଏଥିପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଆସ୍ଥା ଭୋଟ୍ ସମୟରେ ହ୍ୱିପ ଉଲ୍ଲଂଘନ କରିଥିବା ଉଦ୍ଧବ ଗୋଷ୍ଠୀର…

ଜାତୀୟ ଷ୍ଟାର୍ଟଅପ୍‌ ରିପୋର୍ଟ : ଶୀର୍ଷ ପ୍ରଦର୍ଶକାରୀ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ

ନୂଆଦିଲ୍ଲୀ:  ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ସହାୟତା କରିବା କ୍ଷେତ୍ରରେ ରାଜ୍ୟମାନଙ୍କର ମାନ୍ୟତା (ରାଙ୍କିଙ୍ଗ) ପ୍ରତିଯୋଗିତାର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ, ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ବୟନ ଶିଳ୍ପ ମନ୍ତ୍ରୀ  ପୀୟୂଷ ଗୋୟଲ…

ନୀଳାଚଳ ଇସ୍ପାତ ନିଗମ ଏବେ ଟାଟା ହାତରେ

ଓଡ଼ିଶା ସମ୍ବାଦ ବ୍ୟୁରୋ:  ନୀଳାଚଳ ଇସ୍ପାତ ନିଗମ ଲିମିଟେଡ ଏବେ ଟାଟା ହାତକୁ ଚାଲିଯାଇଛି । ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି  । ଏହି ଇସ୍ପାତ ପ୍ରକଳ୍ପ ବିକ୍ରୟ ପାଇଁ ଯେଉଁ ନିଲାମ ୨୦୨୨ଜାନୁୟାରୀ ୩୧ରେ ହୋଇଥିଲା ସେଥିରେ ଟାଟା…

ହୋଟେଲ, ରେସ୍ତୋରାଁ ଖାଦ୍ୟ ବିଲରେ ସେବା ଶୁଳ୍କ ଆଦାୟ କରିପାରିବେ ନାହିଁ

ନୂଆଦିଲ୍ଲୀ:  କୌଣସି ହୋଟେଲ କିମ୍ବା ରେସ୍ତୋରାଁ ସ୍ବତଃପ୍ରବୃତ ଭାବେ କିମ୍ବା ଭୁଲବଶତଃ ଖାଦ୍ୟ ବିଲ ଉପରେ ସେବା ଶୁଳ୍କ (ସର୍ଭିସ ଚାର୍ଜ) ଆଦାୟ କରିପାରିବେ ନାହିଁ  । ଏନେଇ  ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରି ଦିଆଯାଇଛି । ହୋଟେଲ ଓ ରେସ୍ତୋରାଁରେ ସେବା ଶୁଳ୍କ ଲାଗୁ…

ହିମାଚଳ ବସ୍ ଦୁର୍ଘଟଣା ମୃତକଙ୍କ ପରିବାରକୁ ମିଳିବ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ହିମାଚଳ ପ୍ରଦେଶର କୁଲୁ ଜିଲ୍ଲାରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା 16 ଜଣ ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମ୍‍ଏନଆରଏଫ୍‍)ରୁ ପ୍ରତ୍ୟେକ ମୃତକଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛାଡି ୩ କଂଗ୍ରେସ କର୍ମୀ ଗିରଫ

ହାଇଦ୍ରାବାଦ: ବିଜୟୱାଡାର ଗାନ୍ନାଭାରମ ବିମାନ ବନ୍ଦରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରୁଥିବା ବେଳେ ତାଙ୍କ ହେଲିକପ୍ଟର ଆଡକୁ କଳା ବେଲୁନ ଛଡା ଯାଇଥିଲା । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏହି ଖବର…

ସିଦ୍ଧୁ ମୁସେୱାଲା ହତ୍ୟା ମାମଲା: ଗିରଫ ହେଲା ୧୯ ବର୍ଷୀୟ ଶାର୍ପ ଶୁଟର ଅଙ୍କିତ

ଚଣ୍ଡୀଗଡ: ଗାୟକ ସିଦ୍ଧୁ ମୁସେୱାଲ ହତ୍ୟା ମାମଲାରେ ଦିଲ୍ଲୀ ପୋଲିସ ଆଜି ଆଉ ଜଣେ ଶାର୍ପ ଶୁଟର ଏବଂ ତାର ସାଙ୍ଗକୁ ଗିରଫ କରିଛି । ୧୯ ବର୍ଷୀୟ ଅଙ୍କିତ ଶିର୍ଶାର ଏହା ପ୍ରଥମ ହତ୍ୟା ଥିଲା । ମୁସେୱାଲ ଛାତିକୁ ସେ ଦୁଇ ହାତରେ ବନ୍ଧୁକ ଧରି ଗୁଳି ମାରିଥିଲା । ପୋଲିସ ମଧ୍ୟ ଅଙ୍କିତର କାର୍ଯ୍ୟକଳାପ…

ED ପାଇଁ ମହାରାଷ୍ଟ୍ରରେ ଗଠନ ହେଲା ସରକାର, ବିଧାନସଭାରେ ଏମିତି କହିଲେ ଫଡନାବିସ୍

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ଜିତିବାରେ ସଫଳ ହୋଇଛି ଏକନାଥ ସିନ୍ଦେଙ୍କ ସରକାର । ବହୁମତ ସାବ୍ୟସ୍ତ ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମହାବିକାଶ ଅଘାଡ଼ି ମେଣ୍ଟ ଉପରେ ଶାଣିତ ଆକ୍ରମଣ କରିଛନ୍ତି । ବିଧାନସଭାରେ ଇଡି… ଇଡି ନାରା ବିରୋଧୀ ଦେଉଥିବା ବେଳେ ଅସନ୍ତୋଷ…