Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି ଡିଏମଏଫ ଟଙ୍କା; ଟ୍ରଷ୍ଟ ସ୍ଥିର କରିବ କେଉଁଠି ହେବ ଖର୍ଚ୍ଚ

ଭୁବନେଶ୍ୱର: ଜିଲ୍ଲା ଖଣିଜ ପାଣ୍ଠି ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିପାରିବେନି । ରାଜ୍ୟ ସରକାରଙ୍କ ଅନୁମୋଦିତ କୌଣସି ପ୍ରକଳ୍ପ ରେ ଏହି ଟଙ୍କା ଖର୍ଚ୍ଚ ହୋଇପାରିବନି । ଡିଏମଫ ଟ୍ରଷ୍ଟ ବୋର୍ଡ ଅନୁମୋଦିତ ପ୍ରକଳ୍ପରେ ହିଁ ଏହି ଟଙ୍କା ଖର୍ଚ୍ଚ ହୋଇପାରିବ । ଏନେଇ କେନ୍ଦ୍ର ସରକାରଙ୍କ ଖଣିଜ…

ଲାଉଡ ସ୍ପିକର ନ ହଟିଲେ ୨ଗୁଣ ଅଧିକ ଶବ୍ଦରେ ହନୁମାନ ଚାଳିଶା ବଜାଇବାକୁ ନିର୍ଦ୍ଦେଶ ଦେଲେ ରାଜ

ମୁମ୍ବାଇ:ମହାରାଷ୍ଟ୍ରରେ ଲାଉଡସ୍ପିକର ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନା ମୁଖ୍ୟ ରାଜ ଠାକରେ ମେ ୪ ପାଇଁ ସମସ୍ତଙ୍କୁ ପ୍ରସ୍ତୁତ ରହିବାକୁ କହିଛନ୍ତି । ମହାରାଷ୍ଟ୍ର ପୋଲିସକୁ ବେଖାତିର କରି ସେ କାର୍ଯ୍ୟକର୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଯେ,…

ମୋବାଇଲ ଆପ୍ଲିକେସନ ଋଣ ସଂସ୍ଥା ଉପରେ ଇଓଡବ୍ଲୁ ଚଢ଼ଉ: କୋକୋ ଏବଂ ଜୋଜୋ କ୍ୟାସ୍ ସିଜ୍

ଭୁବନେଶ୍ୱର: ମୋବାଇଲ ଆପ୍ଲିକେସନ ଜରିଆରେ ଋଣ ଦେଉଥିବା ଠକ ସଂସ୍ଥାଙ୍କ ଉପରେ ଚଢ଼ଉ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) । ଭୁବନେଶ୍ୱର ଇଓଡବ୍ଲୁ ‘ମହାଗ୍ରାମ ପେମେଣ୍ଟଓ ପ୍ରାଇଭେଟ୍ ଲିମିଟେଡ୍’ ନାମକ ଏକ ସଂସ୍ଥାର ୬.୫୭ କୋଟି ଟଙ୍କା ଏବଂ ୪ଟି ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଛି । ଏହି…

ଏହି ଗ୍ରାମରେ ଖାଲି ଜନ୍ମ ହେଉଛନ୍ତି ଝିଅ !

ଭୁବନେଶ୍ୱର: ଭଗବାନଙ୍କ ଲୀଳା ବିଚିତ୍ର । ଏହାର ଏକ ଉଦାହରଣ ହେଲା ପୋଲାଣ୍ଡର ମେଜେସ୍କେ ଆନ୍ଦ୍ରେଜେନେସ୍କି । ଏହି ଗ୍ରାମରେ ଦୀର୍ଘ ୧୨ ବର୍ଷ ହେବ ପୁଅ ଜନ୍ମ ଜନ୍ମ ହେଉ ନାହାନ୍ତି । ବିଶ୍ୱାସ ନ ହେଲେ ବି ଘଟଣାଟି ସତ୍ୟ । ଏପରିକି ସ୍ଥାନୀୟ ସରକାର ଏହି ଗ୍ରାମରେ ଯେଉଁ ପରିବାରରେ ପୁଅ ଜନ୍ମ…

ଦିଲ୍ଲୀ ବିଶ୍ୱର ଦ୍ୱିତୀୟ ବ୍ୟସ୍ତବହୁଳ ଏୟାରପୋର୍ଟ

ନୂଆଦିଲ୍ଲୀ: ନୂଆଦିଲ୍ଲୀ: ଚଳିତ ବର୍ଷ ମାର୍ଚ୍ଚ ମାସରେ ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଇଣ୍ଟରନାଶନାଲ ଏୟାରୋର୍ଟ ବିଶ୍ୱ ସ୍ତରରେ ରେକର୍ଡ କରିଛି । ଦିଲ୍ଲୀ ହେଉଛି ବିଶ୍ୱର ଦ୍ୱିତୀୟ ବ୍ୟସ୍ତ ବହୁଳ ଏୟାୋର୍ଟ । ଗତ ମାର୍ଚ୍ଚ ମାସରେ ୩.୬୧ ମିଲିଅନ ଯାତ୍ରୀ ଦିଲ୍ଲୀ ଏୟାରୋର୍ଟ ଦେଇ ଯାତ୍ରା…

ପାଣିରେ ଭାସମାନ ସହର ନିର୍ମାଣ କରିବ ଦକ୍ଷିଣ କୋରିଆ

ବୁସାନ: ବିଶ୍ୱାସ ନ ହେଲେ ବି ସତ । ଦକ୍ଷିଣ କୋରିଆ ପାଣିରେ ଏକ ଭାସମାନ ସହର ନିର୍ମାଣ କରିବା ପାଇଁ ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛି । ୧୫୩୦ କୋଟି ଟଙ୍କାରେ ଏହି ଭାସମାନ ସହର ଗତ ବର୍ଷରୁ ପ୍ଳାନିଂ କରାଯାଇଥିଲା । ଏବେ ଏହାର ଥ୍ରୀଡି ଡିଜାଇନ ପ୍ରସ୍ତୁତ କରାଯାଇଛି । ୨୦୨୫ ସୁଦ୍ଧା ଏହାର…

[ଦେଖନ୍ତୁ ଭିଡିଓ] କାଠମାଣ୍ଡୁ ନାଇଟ୍ କ୍ଲବରେ ରାହୁଲ ଗାନ୍ଧୀ : ଭିଡିଓ ଜାରି କରି ଘେରିଲା ବିଜେପି

ଦିଲ୍ଲୀ : ମଙ୍ଗଳବାର ଦିନ ଏକ ବିଦେଶୀ ନାଇଟ୍ କ୍ଲବରେ ଦେଖିବାକୁ ମିଳିଛନ୍ତିି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଏକ ନାଇଟ କ୍ଲବ ପବରେ ରାହୁଲଙ୍କୁ ଜଣେ ନେପାଳି ବାନ୍ଧବୀଙ୍କ ସହ ଦେଖିବାକୁ ମିଳିଛି । ତାଙ୍କର ଏହି ଭିଡିଓ ସାମ୍ନାକୁ ଆସିବା ପରେ ରାହୁଲ ଗାନ୍ଧୀଙ୍କୁ ଘେରିଛି ବିଜେପି । ଏହି…

ସିନ୍ଧୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ରାଜ୍ୟ ପିସିସି ସଭାପତି

ଚଣ୍ଡିଗଡ: ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁ ନିର୍ବାଚନ ହାରିବା ପରେ ତାଙ୍କ ବିରୋଧରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଶ ଚୌଧୁରୀ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ରାଜ୍ୟରେ କଂଗ୍ରେସର ଅବ୍ୟବସ୍ଥା ନେଇ ଆଲୋକପାତ…

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ୟାନସର !

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କ୍ୟାନସର । ବ୍ରିଟିଶ ଗଣମାଧ୍ୟମରେ ଏ ନେଇ ଏକ ରିପୋର୍ଟ ପ୍ରକାଶ କରିଛି। ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିଛି ଦିନ ପାଇଁ ଗୁଇନ୍ଦା ବା ଗୁପ୍ତଚର ଏଜେନ୍ସି କେଜିବିର ପୂର୍ବତନ ମୁଖ୍ୟଙ୍କୁ ଦେଶର କ୍ଷମତା ହସ୍ତାନ୍ତର କରିବେ ବୋଲି…

ରାଷ୍ଟ୍ରପତି ନିର୍ବାଚନ: ମୋଦୀ-ଶାହଙ୍କୁ ରୋକିପାରିବେ କି ମମତା-ସୋନିଆ ?

ନୂଆଦିଲ୍ଲୀ: ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିପାଇଁ ବିରୋଧୀ ଶିବିରି ଚଳଚଞ୍ଚଳ । କାରଣ ୨୦୧୭ ଭଳି ଏବେ ବିଜେପି ଏକାକୀ ଜିତିବା ସ୍ଥିତିରେ ନାହିଁ । ତେଣୁ ବିରୋଧୀ ଦଳକୁ ଏକାଠି କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଶାସକ ଦଳ ବିଜେପିକୁ ବଡ଼ ଝଟକା ଦେବାକୁ ରଣନୀତି ତିଆରି…