Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

 ରାଷ୍ଟ୍ରପତି ହେବେ କି ଆରିଫ ? ଟ୍ୱିଟରରେ ଚାଲିଛି ଟ୍ରେଣ୍ଡ

ନୂଆଦିଲ୍ଲୀ: ଦେଶର ଆଗାମୀ ରାଷ୍ଟ୍ରପତିକୁ ନେଇ ଚାଲିଛି ଚର୍ଚା । ଏନଡିଏ କି ୟୁପିଏ ପକ୍ଷରୁ ଏନେଇ କେହି ମୁହଁ ଖୋଲିନାହାଁନ୍ତି । ତେବେ ସୋସିଆଲ ମିଡିଆରେ ଅନେକଙ୍କ ନାମ ଆଲୋଚନା ହେଉଛି । ସବୁଠୁ ଅଧିକ ଆଲୋଚନା ହେଉଛି  ଆରିଫ ମହମ୍ମଦ ଖାନଙ୍କୁ ନେଇ । ବିଭିନ୍ନ ସମୟରେ ଖୋଲା ମତ…

୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନରେ ଭୋଟ: ଘୋଡ଼ା ବେପାର ସମ୍ଭାବନା

ନୂଆଦିଲ୍ଲୀ: ଆଜି ୪ ରାଜ୍ୟର ୧୬ଟି  ରାଜ୍ୟସଭା ଆସନ ପାଇଁ ପଡିବ ଭୋଟ୍ । ଏହି ୪ ରାଜ୍ୟ ହେଲା ହରିଆଣା, ରାଜସ୍ଥାନ,ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ । ରାଜ୍ୟସଭା ନିର୍ବାଚନକୁ ସ୍ବଚ୍ଛ କରିବା ପାଇଁ ୪ ରାଜ୍ୟରେ ସ୍ୱତନ୍ତ୍ର ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି । ନିର୍ବାଚନ ପ୍ରକ୍ରିୟାର…

ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଉତ୍ତେଜନା, ଲାଗୁ ହେଲା କର୍ଫ୍ୟୁ

ଶ୍ରୀନଗର: ସୋସିଆଲ୍ ମିଡିଆରେ ଧାର୍ମିକ ପୋଷ୍ଟକୁ ନେଇ ବିବାଦ ପରେ ଉତ୍ତେଜନା ଦେଖା ଦେଇଛି । ସ୍ଥିତି ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ପକ୍ଷରୁ ଇଣ୍ଟରନେଟ ସେବା ବନ୍ଦ କରିବା ସହ ଲାଗୁ ହୋଇଛି କର୍ଫ୍ୟୁ । ଜମ୍ମୁକାଶ୍ମୀର ଡୋଡା ଜିଲ୍ଲା ବଦେରୱାହ ସହରରେ ମସଜିଦକୁ ନେଇ ଏକ ଭିଡିଓ ଶୁକ୍ରବାର…

ରାହୁଲ ଗାନ୍ଧୀ ଇଡିରେ ହାଜର ହେବା ବେଳେ ଦଳୀୟ ସମର୍ଥକ ତଦନ୍ତକାରୀ ସଂସ୍ଥା ବିରୋଧରେ ଦେବେ ନାରାବାଜି

ନୂଆଦିଲ୍ଲୀ: ଆସନ୍ତା ୧୩ ତାରିଖରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପବର୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ । ତେବେ ଏହି ସମୟରେ ଦଳର ସମସ୍ତ ସାଂସଦ, ବିଧାୟକ ଆଦି ଇଡି ଅଫିସ ବାହାରେ ବିକ୍ଷୋଭ ପ୍ରଦର୍ଶନ କରିବେ ଓ ଇଡି ବିରୋଧରେ ନାରାବାଜି କରିବେ ବୋଲି ଜଣାପଡିଛି । ଉଭୟ ଲୋକସଭା…

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଅଧିକ ଟେଷ୍ଟ କରାଅ: କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ସଂକ୍ରମଣର ନୂଆ କିମ୍ବା କ୍ଲଷ୍ଟର ରିପୋର୍ଟ ଆସୁଥିବା ଅଞ୍ଚଳରେ ଅଧିକରୁ ଅଧିକ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏହି ରୋଗର ମୁକାବିଲା ପାଇଁ ପାଇଁ ପଞ୍ଚମୁଖୀ ରଣନୀତି ଅନୁସରଣ କରିବାର…

ରୁଷ ପରମାଣୁ ଆକ୍ରମଣକୁ ଅଟକାଇବେ ପରଗ୍ରହୀ !

କୀଭ: ରୁଷିଆ-ୟୁକ୍ରେନ ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ଆଶଙ୍କା ବଢ଼ିବାରେ ଲାଗିଛି । ରୁଷ ଯୁଦ୍ଧରେ ବିଜୟ ହାସଲ କରିବା ପାଇଁ ଏହି ମାରାତ୍ମକ ପଦକ୍ଷେପ ଗ୍ରହଣ କଲେ ୟୁକ୍ରେନ ଏବଂ ବିଶ୍ୱବାସୀଙ୍କୁ ପରଗ୍ରହୀ ବଂଚାଇବେ ବୋଲି ଲୋକପ୍ରିୟ ଯାଦୁଗର ଉରୀ ଗେଲର କହିଛନ୍ତି । ପରଗ୍ରହୀଙ୍କ ପାଖରେ ଏ…

ବଢ଼ୁଛି କରୋନା ସଂକ୍ରମଣ, ଆସିବ କି ଚତୁର୍ଥ ଲହର ?

ନୂଆଦିଲ୍ଲୀ: ସାରା ଦେଶରେ ଏବେ କରୋନା ସଂକ୍ରଣଣ ବଢ଼ୁଛି । ଗୁରୁବାର ଦେଶରେ ୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ଏହି ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ବିଶେଷଜ୍ଞ କହି ଦେଇଛନ୍ତି ଯେ ଯଦି କୌଣସି ନୂଆ କରୋନା ଭାରିଆଣ୍ଟ ଚିହ୍ନଟ ନହୁଏ ତେବେ ଦେଶରେ ଚତୁର୍ଥ ଲହର…

ମହିଳାମାନଙ୍କର ସଶକ୍ତିକରଣ ପାଇଁ ଏକ ନୂତନ ଢାଞ୍ଚା ସୃଷ୍ଟି କରାଯାଉଛି- ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଭାରତୀୟ ମହିଳାଙ୍କ ଅବସ୍ଥା ଗତ 8 ବର୍ଷ ମଧ୍ୟରେ ପରିବର୍ତ୍ତନର ଏକ ଯୁଗ ଦେଇ ଗତି କରିଛି, ସେମାନଙ୍କ ସ୍ୱାସ୍ଥ୍ୟ ସେବା, ଶିକ୍ଷା, ନିରାପତ୍ତା ଏବଂ ନିରାପତ୍ତାକୁ ପ୍ରାଧାନ୍ୟ ଦିଆଯାଉଛି  । ବିଶେଷକରି ଗ୍ରାମାଞ୍ଚଳରେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିପାରିଥିବା …

ଜୁନ ୧୬ ଯାଏଁ ତାତିରୁ ନାହିଁ ନିସ୍ତାର: ଆଇଏମଡି

ନୂଆଦିଲ୍ଲୀ: କେରଳରେ ମୌସୁମୀ ଛୁଇଁସାରିବା ପରେ ସାରା ଦେଶରେ ଲୁଚକାଳି ଖେଳୁଛି । ପୂର୍ବ ରେକର୍ଡ ଅନୁଯାୟୀ କେରଳରେ ମୌସୁମୀ ଛୁଇଁବା ପରେ ସାରା ଦେଶରେ ଆଉ ପନ୍ଦର ଦିନ ମଧ୍ୟରେ ମୌସୁମୀ ଛୁଇଁବା କଥା । ହେଲେ ସାରା ଦେଶରେ ଏବେ ବି ଅସହ୍ୟ ଗରମ ଜାରି ରହିଛି। ଏହାରି ଭିତରେ ରଜ ପରେ ଅର୍ଥାତ ଜୁନ୍…

ବିରୋଧୀ ଶୂନ୍ୟ ସରକାର ଗଢ଼ିବାକୁ ଜଗନ ଦେଲେ ଗୁରୁମନ୍ତ୍ର

ଅମରାବତୀ: ୨୦୨୪ରେ ସାଧାରଣ ନିର୍ବାଚନ ସହିତ ଆନ୍ଧ୍ରପ୍ରଦେଶରେ ବିଧାନସଭା ନିର୍ବାଚନ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୧୭୫ ବିଧାନସଭା ଆସନରେ ଓ୍ୱାଇଏସଆର କଂଗ୍ରେସ କିପରି ବିଜୟୀ ହେବ ସେ ନେଇ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗୁରୁତ୍ୱ ଦେଇଛନ୍ତି । ଦଳ ଯଦି ୨୦୧୯ରେ…