Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତ ସହ ପୁଣି ଥରେ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛି ପାକିସ୍ତାନ

ଇସଲାମବାଦ: ଭାରତ ସହିତ ବାଣିଜ୍ୟ ସମସ୍ତଙ୍କ ପାଇଁ ଲାଭ ଦାୟକ । ବିଶେଷ ଭାବରେ ପାକିସ୍ତାନ ପାଇଁ, ମୁଁ ଏହାକୁ ସମର୍ଥନ କରୁଛି । ଏଭଳି କହିଛନ୍ତି ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପଦେଷ୍ଟା ଅବଦୁଲ ରଜାକ ଦାଉଦ । ‘ଡନ୍ ନ୍ୟୁଜ’ ରିପୋର୍ଟ ଅନୁସାରେ ଦାଉଦ କହିଛନ୍ତି ଭାରତ ସହିତ…

ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା

ନୂଆଦିଲ୍ଲୀ: ଚାରା ଘୋଟାଲା ମାମଲାରେ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହିତ ୬୦ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ସିବିଆଇ ସ୍ୱତନ୍ତ୍ର ଅଦାଲତ । ଏହି ଘୋଟାଲା ମାମଲାରେ ଡରୋଣ୍ଡା ଟ୍ରେଜେରୀରୁ ୧୩୯.୩୫ କୋଟି ଟଙ୍କା ହଡପ ମାମଲାରେ ଲାଲୁଙ୍କ ସମେତ ୩୮ଜଣ ଅଭିଯୁକ୍ତ…

ଗୋଖାଦ୍ୟ ଦୁର୍ନୀତି: ଆଜି ଲାଲୁଙ୍କ ବିରୋଧରେ ଦଣ୍ଡ ଶୁଣାଣି

ରାଞ୍ଚି: ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବିରୋଧରେ ଆଜି ଦଣ୍ଡ ଶୁଣାଣି । ଦିନ ୧୨ଟାରେ ତାଙ୍କ ସହ ଅନ୍ୟ ୩୭ ଜଣଙ୍କ ବିରୋଧରେ ସଜା ଶୁଣାଇବେ ରାଞ୍ଚିର ସିବିଆଇ କୋର୍ଟ । ସେମାନଙ୍କ ବିରୋଧରେ କି ଦଣ୍ଡ ଶୁଣାଇବେ କୋର୍ଟ ତାଉପରେ ସମସ୍ତଙ୍କର…

ବୁଷ୍ଟର ଡୋଜ ନେଇସାରିବା ପରେ ରାଣୀ ଏଲିଜାବେଥଙ୍କୁ କରୋନା

ଲଣ୍ଡନ: ବ୍ରିଟେନର ରାଣୀ ଏଲିଜାବେଥ-୨ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଆଜି ବର୍ମିଂହାମ ପ୍ୟାଲେସ ପକ୍ଷରୁ ସୂଚନା ଦିଆଯାଇଛି । ଏଲିଜାବେଥଙ୍କ ବୟସ ବର୍ତ୍ତମାନ ୯୫ ରେ ପହଞ୍ଚିଛି । ତେଣୁ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ପେଇ କାହାକୁ ବ୍ୟସ୍ତ ନହେବାକୁ ରାଜପ୍ରସାଦ ପକ୍ଷରୁ କୁହାଯାଇଛି।…

[ଭିଡିଓ] ସମୁଦ୍ରରେ ଗାଧୋଉ ଥିବା ବେଳେ କ୍ରାଶ ହେଲା ହେଲିକେପ୍ଟର

ୱାସିଂଟୋନ: ବହୁ ସଂଖ୍ୟାରେ ଲୋକମାନେ ଗାଧୋଉ ଥିବା ବେଳେ ସମୁଦ୍ରରେ କ୍ରାଶ ହେଲା ହେଲିକେପ୍ଟର । ଫ୍ଲରିଡାର ମିଆମି ବିଚରେ ଏପରି ଘଟଣା ଘଟିଛି । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି ହେଲିକେପ୍ଟରେ ୩ ଜଣ ଲୋକଥିଲେ । ୩ ଜଣ ଲୋକଙ୍କୁ ନେଇ ଯାଉଥିବା ରବିନସନ ଆର ୪୪ ହେଲିକେପ୍ଟର…

ନଦୀରେ ଖସିପଡ଼ିଲା କାର, ବର ସମେତ ୯ଜଣଙ୍କ ମୃତ୍ୟୁ

ଜୟପୁର: ରାଜସ୍ଥାନର କୋଟା ଅଞ୍ଚଳରେ ଅଭାବନୀୟ ଘଟଣା । ନଦୀକୁ ଖସିପଡ଼ିଲା ବରଯାତ୍ରୀ କାର୍ । ଏହି ଦୁର୍ଘଟଣାରେ ବର ସହିତ ୯ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅୁସାରେ, ବର ସହିତ ବରଯାତ୍ରୀମାନେ ଏକ କାରରେ ଯାଉଥିଲା । ସେହି ସମୟରେ ରାଜସ୍ଥାନ…

ବିଧାନସଭା ନିର୍ବାଚନ ପୂର୍ବରୁ ହିଂସା: ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼, ବିଜେପି ଓ ଏନପିପି ପରସ୍ପରକୁ ଦୋଷ ଲଦିଲେ

ମଣିପୁର: ନିର୍ବାଚନ ପୂର୍ବରୁ ମଣିପୁରରେ ହିଂସା । ସେଠାକାର ଜଣେ ପ୍ରାର୍ଥୀଙ୍କୁ ଗୁଳିମାଡ଼ ହୋଇଥିବା ଅଭିଯୋଗ ହୋଇଛି । ରାଜ୍ୟରେ ଚାଲିଥିବା ହିଂସା ପାଇଁ ଶାସକ ଭାରତୀୟ ଜନତା ପାର୍ଟି ଓ ନ୍ୟାସନାଲ ପିପୁଲ ପାର୍ଟି ଶନିବାର ପରସ୍ପରକୁ ଦାୟୀ କରିଛନ୍ତି । ଖବର ଅନୁସାରେ, ପୂର୍ବ ଇମ୍ଫାଲର…

ଗିରଫ ହୋଇ ପାରନ୍ତି ସମୀର ୱାଙ୍ଖେଡ

ମୁମ୍ବାଇ: ଏନସିବିର ପୂର୍ବତନ ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡଙ୍କ ଅଡୁଆ ବଢ଼ିବାରେ ଲାଗିଛି । ଅବକାରୀ ବିଭାଗ ପକ୍ଷରୁ ତାଙ୍କ ନାମରେ ଜାଲିଆତି ଅଭିଯୋଗ ଆସିଛି । ଯଦି ଏହା ପ୍ରମାଣିତ ହୁଏ ତାହାହେଲେ ଜେଲ ଯିବା ଆଶଙ୍କାକୁ ଏଡାଇ ଦେଇ ହେବନି । ୧୯୯୬-୯୭ରେ ଥାଣେର ସଦଗୁରୁ ହୋଟେଲ ଏବଂ ବାର…

ନଦୀରେ ଖସି ପଡ଼ିଲା ବରଗାଡ଼ି, ବର ସମେତ ୯ ମୃତ

କୋଟା (ରାଜସ୍ଥାନ): ବିବାହ ପୂର୍ବରୁ ବାଟରେ ଦୁର୍ଘଟଣାର ଶିକାର ହେଲା ବରକୁ ନେଇ ଯାଉଥିବା ଗାଡ଼ି । ନଦୀ ଭିତରେ ଖସି ପଡ଼ିଲା । ଦୁର୍ଘଟଣାରେ ବର ସମେତ ୯ ଜଣଙ୍କର ମୃତ୍ୟୁ ହୋଇଛି । ଏଭଳି ଦୁଃଖଦ ଓ ହୃଦୟବିଦାରକ ଘଟଣା ରାଜସ୍ଥାନର କୋଟାରେ ଘଟିଛି । କୋଟା ନୟାପୁରା ପୋଲିସ ଷ୍ଟେସନ ପରିସରରେ…

ଦେଶରୁ ଦିନକରେ ୨୦ ହଜାର କରୋନା ପଜିଟିଭ୍, ୬୭୩ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । କିନ୍ତୁ ମୃତ୍ୟୁ ସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୯ହଜାର ୯୬୮ କରୋନା ଆକ୍ରାନ୍ତ । ଏହି ସମୟରେ କରୋନାରେ ଯାଇଛି ଆଉ ୬୭୩ ଜୀବନ । ଏହାକୁ ମିଶାଇ ଦେଶରେ…