Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ନୱାବଙ୍କୁ ଗିରଫ କଲା ଇଡି

ମୁମ୍ବାଇ: ଅଣ୍ଡରୱାଲ୍ଡ ଏବଂ ଦାଉଦ ଇବ୍ରାହିମଙ୍କ ସହ ସମ୍ପର୍କ ନେଇ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ମହାରାଷ୍ଟ୍ର ମନ୍ତ୍ରୀ ତଥା ଏନସିପି ନେତା ନୱାବ ମାଲିକଙ୍କୁ ଗିରଫ କରିଛନ୍ତି । ବେଆଇନ ଜମି କିଣାବିକା ନେଇ ନୱାବଙ୍କ ସମ୍ପୃକ୍ତି ଥିବା ଜଣାପଡିବା ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କଲା ଭାରତ

ନୂଆଦିଲ୍ଲୀ: ବୁଧବାର ସ୍ୱଦେଶୀ ଜ୍ଞାନକୌଶଳକୁ ପ୍ରାଥମିକତା ଦେବା ପାଇଁ ଭାରତ ଆମେରିକାଠାରୁ କିଣାଯିବାକୁ ଥିବା ପ୍ରିଡେଟର ଡ୍ରୋନ ଯୋଜନାକୁ ବାତିଲ କରିଛି । ଏହି ଡ୍ରୋନ ୩ ବିଲିୟନ ଡଲାରରେ କିଣା ଯାଇଥାନ୍ତା । ଭାରତ ପାଖରେ ୨ଟି ସର୍ଭେଲାନ୍ସ ଡ୍ରୋନ ରହିଛି । ଏବେ ଇସ୍ରାଏଲର ହେରନ ଡ୍ରୋନକୁ…

ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା

ମାଲକାନଗିରି : ଛତିଶଗଡ ସୀମାନ୍ତ ସୁକମା ଜିଲ୍ଲାରେ ମାଓ ହିଂସା । ଚିନ୍ତାଗୁମ୍ଫା ଥାନା ଅନ୍ତର୍ଗତ ଦୁମାଗୁଡେମଠାରେ ଚାଲିଥିବା ଏକ ପୋଲ ନିର୍ମାଣ କାର୍ଯ୍ୟକୁ ବିରୋଧ କରି ମାଓବାଦୀମାନେ ସାତଟି ଗାଡିକୁ ନିଆଁ ଲଗାଇ ପୋଡି ଦେଇଛନ୍ତି । ଏହା ସହ ତିନୋଟି ଟ୍ରାକ୍ଟରକୁ ନକ୍ସଲ ମାନେ ନିଜ ସାଥିରେ…

ରୁଷ-ୟୁକ୍ରେନ ବିବାଦ: ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଲା ଜର୍ମାନୀ

ମସ୍କୋ: ରୁଷ-ୟୁକ୍ରେନ ବିବାଦ ବଢ଼ିବା ବଦଳରେ କମିବାର ନାମ ଧରୁନି । ୟୁକ୍ରେନ ଉପରେ ରୁଷ ବଳପୂର୍ବକ ପଦକ୍ଷେପ ଅଧିକାଂଶ ଦେଶ ବିରୋଧ କରୁଛନ୍ତି । ମଙ୍ଗଳବାର ରୁଷିଆ ସହିତ ଜର୍ମାନୀ ଗୁରୁତ୍ୱପୂର୍ଣ୍ଣ ନର୍ଡ ଷ୍ଟ୍ରିମ-୨ ପାଇପ ଲାଇନ ପ୍ରୋଜେକ୍ଟ ଉପରେ ରୋକ ଲଗାଇଛି । ୧୨୭୫ କିଲୋମିଟରର ଏହି ଅଣ୍ଡର…

ବିଜେପିଠାରୁ ଅଲଗା ହେବା ପାଇଁ ନୀତିଶଙ୍କୁ ଯଚାଯାଉଛି ରାଷ୍ଟ୍ରପତି ପଦବୀର ଲୋଭ !

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଖୁବ ଶୀଘ୍ର ସରିବାକୁ ଯାଉଛି । ପରବର୍ତୀ ରାଷ୍ଟ୍ରପତି କିଏ ହେବେ ସେ ନେଇ ଆରମ୍ଭ ହୋଇଯାଇଛି ଅଙ୍କ କଷା । ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ବିଜେପିଠାରୁ ଜେଡିୟୁକୁ ଅଲଗା କରିବା ପାଇଁ ନୀତିଶ କୁମାରଙ୍କୁ…

୧୧ ବର୍ଷୀୟ ଯୁବ କ୍ରିକେଟରଙ୍କ ଚିକିତ୍ସା ପାଇଁ ରାହୁଲ ସାଜିଲେ ଦେବଦୂତ

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ଆଜି ଜଣେ ୧୧ବର୍ଷୀୟ ଯୁବ କ୍ରିକେଟରଙ୍କ ପାଇଁ ଦେବଦୂତ ସାଜିଛନ୍ତି । ମୁମ୍ବାଇର ବରଦ ଏକ ଅଜଣା ରୋଗରେ ହଠାତ ଆକ୍ରାନ୍ତ ହୋଇଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ବୋନ ମେରୋ ଟ୍ରାନ୍ସପ୍ଲାଂଟ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ ।…

ନିର୍ବାଚନ ଜିତିବା ପାଇଁ ପ୍ରାର୍ଥୀ ବାଂଟିଲେ ନକଲି ସ୍ୱର୍ଣ୍ଣ ମୁଦ୍ରା

ମାଡ୍ରାସ: ତାମିଲନାଡୁର ନଗର ନିଗମ ନିର୍ବାଚନରେ ଏକ ମଜାଦାର ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ପ୍ରାର୍ଥୀ ନିର୍ବାଚନରେ ଜିତିବା ପାଇଁ ୨ ଦିନ ପୂର୍ବରୁ ଲୋକମାନଙ୍କୁ ସ୍ୱର୍ଣ୍ଣ ମୁଦ୍ରା ବାଂଟିଥିଲେ । ଅବଶ୍ୟ ଏଗୁଡିକ ନକଲି ବୋଲି ପରେ ଜଣାପଡିଥିଲା । ପ୍ରକାଶିତ ଖବର ଅନୁସାରେ ମଣିମେଗାଲାଇ…

ଇଟା ଭାଟିରୁ ମିଳିଲା ହୀରା, ରାତାରାତି ହୋଇଗଲେ କୋଟିପତି

ଭୋପାଳ: ଇଟା ଭାଟି ବ୍ୟବସାୟ ରାତାରାତି ହେଲେ କୋଟିପତି । କାରଣ ସେ କାମ କରୁଥିବା ଇଟା ଭାଟିରୁ ମିଳିଲା ୨୬.୧୧ କ୍ୟାରେଟ ହୀରା । ଏଭଳିି ଘଟଣା ଘଟିଛି ମଧ୍ୟପ୍ରଦେଶର ପାନ୍ନ ଜିଲ୍ଲାରେ । ମଙ୍ଗଳବାର ରବି ପଟେଲ ନାମକ ଜଣେ ସରକାରୀ ଅଧିକାରୀ ଏସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ,…

ତାଂଜାନିଆର ଇଣ୍ଟରନେଟ୍ ସେନ୍ସେସନ୍‌ଙ୍କୁ ସମ୍ମାନିତ କଲା ଭାରତୀୟ ହାଇ କମିଶନ୍

ନୂଆଦିଲ୍ଲୀ: କିଲି ପୌଲ୍ । ତାଂଜାନିଆର ଏହି ଇଣ୍ଟରନେଟ୍ ସେନ୍ସେ୍ସସନ୍ ଖୁବ କମ୍ ସମୟରେ ସାରା ବିଶ୍ୱରେ ପରିଚିତ ହୋଇଥିଲେ । ଖାସ କରି ବଲିଉଡ ଗୀତ ଓ ଡାଇଲଗକୁ ନେଇ ପୌଲଙ୍କ ଭିଡିଓଗୁଡିକ ଭାଇରାଲ ହୋଇଆସିଛି । ତେବେ ନିକଟରେ କିଲିଙ୍କୁ ଭାରତୀୟ ହାଇ କମିଶନ୍ ସମ୍ମାନିତ କରିବା ଘଟଣା ଖୁବ…

ବାଣ କାରଖାନାରେ ବିସ୍ଫୋରଣ: ୬ ମୃତ, ୧୫ ଗୁରୁତର

ହିମାଚଳ ପ୍ରଦେଶ: ହିମାଚଳ ପ୍ରଦେଶର ଉନ୍ନାରେ ଥିବା ଏକ ବାଣ କାରଖାନରେ ବିସ୍ଫୋରଣ । ବାଣ କାରଖାନାରେ ବିସ୍ଫୋରଣ ଘଟି ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ସୂଚନା ଅନୁସାରେ, ଆଜି…