Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କେସିଆର ଏବଂ ଓଓ୍ୱେସୀଙ୍କ ଗଡରେ ବିଜେପି କରିବ ବଡ ବୈଠକ, ଯୋଗ ଦେବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ 2 ଓ 3 ତାରିଖରେ ହାଇଦ୍ରାବାଦରେ ବିଜେପିର ରାଷ୍ଟ୍ରୀୟ କାର୍ୟ୍ୟକାରିଣୀ ବୈଠକ ବସିବ। ଦିଲ୍ଲୀ ବାହାରେ ବିଜେପିର ଏହା ହେଉଛି ପ୍ରଥମ ବଡ଼ ବୈଠକ, ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେତ ବଡ ନେତା ଓ ସଂଗଠନରେ ଥିବା ଦଳର ସମସ୍ତ ପ୍ରମୁଖ ନେତା…

ଆତଙ୍କବାଦୀ ଆକ୍ରମଣ ଭୟ, ବିସ୍ଥାପିତ ହେଉଛନ୍ତି ଅନେକ ହିନ୍ଦୁ ପରିବାର !

ଶ୍ରୀନଗର: କଶ୍ମୀରରେ ଟାର୍ଗେଟ୍ କିଲିଂ ଘଟଣା ବୃଦ୍ଧି ପାଉଥିବାରୁ ସରକାରଙ୍କ ଆଗରେ ଏକ ନୂଆ ସମସ୍ୟା ସୃଷ୍ଟି ହୋଇଛି। ଜଣେ ସମ୍ପ୍ରଦାୟ ନେତା ବୁଧବାର ଦାବି କରିଛନ୍ତି ଯେ କୁଲଗାଁଓରେ ଜଣେ ହିନ୍ଦୁ ଶିକ୍ଷକଙ୍କ ହତ୍ୟା ପରେ ପ୍ରାୟ 100ରୁ ଅଧିକ ହିନ୍ଦୁ ପରିବାର ନିଜ ଭିଟାମାଟି ଛାଡି…

ପ୍ରଦୀପ୍ତ ମହାପାତ୍ରଙ୍କୁ କେନ୍ଦ୍ରୀୟ ଏମପାନେଲମେଣ୍ଟ

ଭୁବନେଶ୍ୱର: କେନ୍ଦ୍ରୀୟ କ୍ୟାବିନେଟ ନିଯୁକ୍ତି କମିଟି ବରିଷ୍ଠ ଆଇଏସ ଅଫିସର ପ୍ରଦୀପ୍ତ ମହାପାତ୍ରଙ୍କ ଏମପାନେଲମେଣ୍ଟକୁ ସ୍ୱୀକୃତି ଦେଇଛି । ତାଙ୍କ ସହ ବିହାର ଏବଂ ଉତ୍ତରାଖଣ୍ଡର ୪ଜଣ ଆଇଏସ ଅଫିସରଙ୍କ ମଧ୍ୟ ଏମପାନେଲମେଣ୍ଟ ହୋଇଛି। ୧୯୮୮ ବ୍ୟାଚ୍ ଆଇଏସ ଅଫିସର ପ୍ରଦୀପ୍ତଙ୍କୁ ଅତିରିକ୍ତ…

ରୁବେଲା ଭାଇରସ ଅଛି କହି ଭାରତ ପଠାଇଥିବା ଗହମ ଫେରାଇ ଦେଲା ତୁର୍କୀ

ନୂଆଦିଲ୍ଲୀ: ରୁଷୁିଆ-ୟୁକ୍ରେନ ଯୁଦ୍ଧ ବେଳେ ତୁର୍କୀ ଏକ ପ୍ରକାର ଖାଦ୍ୟ ସଙ୍କଟରେ ପଡିଛି । ଏହା ଦେଖି ଭାରତ ୨୯ମେରୁ ତୁର୍କୀକୁ ଗହମ ପଠାଇଥିଲା । ତେବେ ଆଶ୍ଚର୍ଯ୍ୟଜନକ ଭାବେ ଏଥିରେ ରୁବେଲା ଭାଇରସ ଅଛି ବୋଲି କହି ଭାରତ ଗହମ ଫେରାଇଦେଇଛି । ତୁର୍କୀ ରାଷ୍ଟ୍ରପତି ରେଚପେ ତୈୟାବ…

ଘାଟୀରେ ଟାର୍ଗେଟ କିଲିଂ ପରେ ସରକାର ନେଲେ କଡା ପଦକ୍ଷେପ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରରେ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କରିବାରେ ଲାଗିଛନ୍ତି । ଏହି ଘଟଣା ବଢ଼ିବା ଯୋଗୁ ଜମ୍ମୁ-କଶ୍ମୀର ସରକାର ବୁଧବାର କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି । କଶ୍ମୀରରେ ନିଯୁକ୍ତି ପାଇଥିବା ହିନ୍ଦୁ ଏବଂ ଅଳ୍ପ ସଂଖ୍ୟକଙ୍କୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ପଠାଇବା…

ଓମାନ ଆଉ କୁଏତରେ ରିଲିଜ୍ ହେଇପାରିବନି ପୃଥ୍ୱୀରାଜ

ଭୁବନେଶ୍ୱର: ଅକ୍ଷୟ କୁମାର ଓ ମାନୁଷୀ ଚିଲ୍ଲର ଅଭିନୀତ ଫିଲ୍ମ ‘ପୃଥ୍ୱୀରାଜ’ ଓମାନ ଏବଂ କୁଏତରେ ରିଲିଜ ହୋଇପାରିବନି । ଏହି ଦୁଇ ଦେଶ ଇତିହାସକୁ ନିଖୁଣ ଭାବେ ପ୍ରଦର୍ଶନ କରୁଥିବା ଫିଲ୍ମକୁ ତାଙ୍କ ଦେଶରେ ରିଲିଜ୍ କରିବେନି । ପୂର୍ଣ୍ଣ ଭାବେ ଖବର ଆସିନଥିଲେ ମଧ୍ୟ ହାଲୁକା ସୂଚନା ମିଳିଛି ।…

“କେକେଙ୍କୁ ମାରିଦେଲା କୋଲକାତା”

ଭୁବନେଶ୍ୱର: କୋଲକାତା ସହର କେକେଙ୍କୁ ମାରିଦେଲା । ମଙ୍ଗଳବାର ଷ୍ଟେଜ୍ ଉପରେ ଅସୁସ୍ଥ ହୋଇପଡ଼ିବା ଡାକ୍ତରଖାନା ଯିବା ବାଟରେ ମୃତ୍ୟୁ ହେବା ଘଟଣାକୁ ନେଇ ନନ୍ଦିତା ପୁରୀ କଡ଼ା ସମାଲୋଚନା କରିଛନ୍ତି । କୋଲକାତା ସହରର ବାଜ୍ୟେ ବ୍ୟବସ୍ଥା କେକେଙ୍କୁ ମାରି ଦେଲା ବୋଲି କହିଛନ୍ତି ଅଭିନେତା ଓମ…

ସୋନିଆ ଓ ରାହୁଲ ଗାନ୍ଧୀଙ୍କୁ ଇଡି ସମନ; ନେଶନାଲ ହେରାଲ୍ଡ ମାମଲାରେ ହେବ ତଦନ୍ତ

ଭୁବନେଶ୍ୱର: ନେଶନାଲ ହେରାଲ୍ଡ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ପୁଅ ତଥା ସାଂସଦ ରାହୁଲ ଗାନ୍ଧୀଙ୍କୁ ଜେରା କରିବା ପାଇଁ ସମନ ଜାରି କରିଛି । ସୋନିଆଙ୍କୁ ଜୁନ୍ ୮ ଏବଂ ରାହୁଲଙ୍କୁ ଜୁନ୍ ୨ରେ ଇଡି କାର୍ଯ୍ୟାଳୟରେ ହାଜର ହେବା…

ମୁସେୱାଲାଙ୍କ ହତ୍ୟା ପରେ ପଂଜାବରେ ବଢ଼ିଲା ଗ୍ୟାଙ୍ଗୱାର ଆଶଙ୍କା

ଚଣ୍ଡୀଗଡ: ଲୋକପ୍ରିୟ ଗାୟକ ସିଦ୍ଧୁ ମୁସେୱାଲଙ୍କ ହତ୍ୟା ପରେ ଏବେ ପଞ୍ଜାବରେ ଗ୍ୟାଙ୍ଗୱାର ଆଶଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ-ଏନସିଆରର ନୀରଜା ବବନା ଗ୍ୟାଙ୍ଗ ୨ ଦିନ ମଧ୍ୟରେ ସିଦ୍ଧୁଙ୍କ ହତ୍ୟାକାରୀକୁ ମରାଯିବ ବୋଲି ଧମକ ଦେଇଛି । ଇତି ମଧ୍ୟରେ ତିଲ୍ଲୁ ତେଜପୁରିୟା, କୌଶଲ ଗୁଡଗାଁଓ ଓ…

କେକେଙ୍କ ମୃତ୍ୟୁକୁ ନେଇ ବଢ଼ିଲା ସସପେନ୍ସ : ଶରୀର ଓ ମୁହଁରେ କ୍ଷତ ଚିହ୍ନଥିବା ସୂଚନା; ଆୟୋଜକୁ କୋଲକାତା ପୋଲିସର…

ଦିଲ୍ଲୀ : ବଲିଉଡ ସିଙ୍ଗର କ୍ରିଷ୍ଣକୁମାର କୁନ୍ନାଥ ଓରଫ କେକେଙ୍କ ମୃତ୍ୟୁ ଘଟଣାରେ ଆୟୋଜକୁ ପଚରାଉଚରା କରୁଛି କୋଲକାତା ପୋଲିସ । ଗତକାଲି ଷ୍ଟେଜ ଶୋ କରୁୁଥିବା ବେଳେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ କେକେ । ଏହା ପରେ ତାଙ୍କୁ କୋଲକାତା ମେଡିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ ହସ୍ପିଟାଲରେ ଭର୍ତ୍ତି…