Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

୧୩ ଜଣ ଛୁଆଙ୍କୁ ଅପହରଣ ଓ ୯ ଜଣଙ୍କ ହତ୍ୟାକାରୀ ୨ ଭଉଣୀଙ୍କୁ ମିଳିଲାନି ମୃତ୍ୟୁଦଣ୍ଡ

ମୁମ୍ବାଇ: ଦଶନ୍ଧି ପୁରୁଣା ଅପହରଣ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୨ ଭଉଣୀ ରେଣୁକା ସିନ୍ଦେ ଏବଂ ସୀମା ଗବିତଙ୍କ ମୃତ୍ୟୁଦଣ୍ଡକୁ ବମ୍ବେ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କରିଛନ୍ତି। ମୃତ୍ୟୁଦଣ୍ଡ ଶୁଣାଣି ପରେ ଉଭୟ ଭଉଣୀଙ୍କ ଦୟା ଆବେଦନ ରାଜ୍ୟ ସରକାରଙ୍କ ନିକଟରେ ପ୍ରାୟ…

 ‘ବୈକୁଣ୍ଠପୁରାମୂଲୋ’ ଫିଲ୍ମର ହିନ୍ଦୀ ଭର୍ସନ ରିଲିଜ୍ ୨୬ରେ

ମୁମ୍ବାଇ: ସାଉଥ୍ ସୁପର ଷ୍ଟାର ଅଲ୍ଲୁ ଅର୍ଜ୍ଜୁନ୍ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ନିକଟରେ ତାଙ୍କର ବହୁ ଚର୍ଚ୍ଚିତ ଫିଲ୍ମ ‘ପୁଷ୍ପା’କୁ ନେଇ ଦର୍ଶକଙ୍କ ମନରେ କ୍ରେଜ୍ ରହିଛି । ତେବେ ଅଲ୍ଲୁଙ୍କ ଆଉ ଏକ ସୁପରହିଟ୍ ତେଲୁଗୁ ଫିଲ୍ମ ‘ବୈକୁଣ୍ଠପୁରାମୂଲୋ’ର ହିନ୍ଦୀ ଭର୍ସନ ଜାନୁଆରୀ…

ପ୍ରବଚନ ସମୟରେ ଅନୁଗତଙ୍କ ମୁହଁରେ ଛେପ ବୋଳିଲେ ପାଷ୍ଟର୍‌, ଭିଡିଓ ଭାଇରାଲ୍

ଭୁବନେଶ୍ୱର: ଯୁବକଙ୍କ ମୁହଁରେ ଛେପ ବୋଳି ବିବାଦ ଘେରକୁ ଆସିଛନ୍ତି ଜଣେ ଯୁବ ପାଷ୍ଟର୍ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ୍ ହେବା ସହ ଅଗଣିତ ଲୋକଙ୍କର ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆମେରିକାର ଟୁଲ୍‌ସା ଠାରେ ମାଇକଲ ଟୋଡ୍ ନାମକ ଜଣେ ୩୪ ବର୍ଷୀୟ ପାଷ୍ଟର୍ ପ୍ରବଚନ ସମୟରେ…

ଚା’ ପିଆ କାଗଜ କପ୍ ସ୍ୱାସ୍ଥ୍ୟ ପାଇଁ ବିପଦ

ନୂଆଦିଲ୍ଲୀ: ଖରା ହେଉ ବାର୍ଷା ହେଉ ଅବା ଶୀତ । ଗାଁ ହେଉ ଅବା ସହର ସବୁଠି ଓଠ ଓ ଚା’ର ପ୍ରେମ ଏକ ସୁନ୍ଦର ଅନୁଭୂତି । ଆଉ ସେଇ ଅନୁଭୂତିକୁ ଉପଭୋଗ କରିବା ପାଇଁ ଯଥେଷ୍ଟ କପେ ଚା’ର ଚୁସକି । ଘର ହେଉ ବା ଦୋକାନ, ଅଫିସ ହେଉ ବା କ୍ୟଣ୍ଟିନ ସବୁଠି ତା’ର ଉପସ୍ଥିତି । ଶରୀରର ସ୍ଫୂର୍ତ୍ତି ପାଇଁ…

ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍‌

ନୂଆଦିଲ୍ଲୀ: ପଞ୍ଜାବରେ ଆମ୍ ଆଦମୀ ପାର୍ଟି ଏହାର ସିଏମ୍ ପ୍ରାର୍ଥୀ ଘୋଷଣା କରିଛି। ପଞ୍ଜାବରେ ଭଗୱନ୍ତ ମାନ ଦଳର ସିଏମ ପ୍ରାର୍ଥୀ ହେବେ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଘୋଷଣା କରିଛନ୍ତି।ଭଗୱନ୍ତ ମାନଙ୍କ ନାମ ଘୋଷଣା କରି ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ପଞ୍ଜାବର…

ଆରବ ଗଠବନ୍ଧନ ସେନା ଆକ୍ରମଣରେ ନିହତ ହେଲେ ହୁତିର ଜେନେରାଲ

ଦୁବାଇ: ୟୁଏଇରେ ବିସ୍ଫୋରଣ ଘଟାଇଥିବା ଇରାନ ସମର୍ଥୀତ ହୁତି ବିଦ୍ରୋହୀଙ୍କୁ ଶକ୍ତ ଧକ୍କା ଲାଗିଛି । ମଙ୍ଗଳବାର ୟୁଏଇ ଏବଂ ଆରବ ଗଠବନ୍ଧନ ସେନାର ଏୟାର ଷ୍ଟ୍ରାଇକରେ ହୁତିର ଶୀର୍ଷ କମାଣ୍ଡର ମେଜର ଜେନେରାଲ ଅବଦୁଲ୍ଲା କାସିମ ଅଲ ଜୁନୈଦ ନିହତ ହୋଇଛି । ହୁତି ବିଦ୍ରୋହୀଙ୍କ ଆକ୍ରମଣରେ ୨ ଭାରତୀୟ,…

ଟାର୍ଗେଟ୍‌ରେ ମୋଦୀ; ସତର୍କ କଲା ଗୁଇନ୍ଦା ସଂସ୍ଥା

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ଏକ ସମ୍ଭାବ୍ୟ ଆତଙ୍କବାଦୀ ଷଡଯନ୍ତ୍ର ବିଷୟରେ ଗୁଇନ୍ଦା ସଂସ୍ଥାଗୁଡ଼ିକ ସତର୍କ ସୂଚନା ଜାରି କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ବିପଦରେ ଥିବା କୁହାଯାଉଛି। ରିପୋର୍ଟ ଅନୁଯାୟୀ, ଭାରତର ୭୫ ତମ…

ଓମିକ୍ରନ୍‌ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ ଚତୁର୍ଥ ଡୋଜ

ନୂଆଦିଲ୍ଲୀ: ଇସ୍ରାଏଲ୍ ହସ୍ପିଟାଲ୍‌ର ଏକ ରିପୋର୍ଟର ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ କରୋନା ଟିକାର ଚତୁର୍ଥ ଡୋଜ୍‌ ଓମିକ୍ରନ୍ ଭାରିଆଣ୍ଟ ବିରୁଦ୍ଧରେ ଆଂଶିକ ପ୍ରଭାବଶାଳୀ। ‌ ସେବା ହସ୍ପିଟାଲ ଗତ ମାସରେ ୨୭୦ ରୁ ଅଧିକ ମେଡିକାଲ କର୍ମଚାରୀଙ୍କୁ ଚତୁର୍ଥ ଟିକା ଦେବା ଆରମ୍ଭ କରିଥିଲା।…

ପଞ୍ଜାବରେ ଆକ୍ସନ ମୋଡ୍‌ରେ ଇଡି; ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟଙ୍କ ଘରେ ଚଢଉ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ଅଧୀନରେ ପଞ୍ଜାବର ବେଆଇନ ବାଲି ଖନନକାରୀ କମ୍ପାନୀ ବିରୋଧରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଚଢଉ କରିଛି। ଏଜେନ୍ସି ଦ୍ୱାରା ଚଢଉ କରାଯାଇଥିବା ଲୋକମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପଞ୍ଜାବ ସିଏମ୍ ଚରଣଜିତ୍ ସିଂ ଚନ୍ନିଙ୍କ ଭଣଜା ଭୁପିନ୍ଦର ସିଂ ହନି। ମଙ୍ଗଳବାର…

କରୋନା କାଳରେ ବି ବଢିଛି ଦୁନିଆର ଶ୍ରେଷ୍ଠ ୧୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି

ନୂୂଆଦିଲ୍ଲୀ: ଆମର ସ୍ୱାସ୍ଥ୍ୟ ଏବଂ ଅର୍ଥନୈତିକ ଅବସ୍ଥା ଉପରେ କରୋନା ମହାମାରୀର ଗଭୀର ପ୍ରଭାବ ପଡିଛି। ଗତ ଦୁଇ ବର୍ଷ ଧରି ମହାମାରୀ କବଳରେ ବିଶ୍ବବାସୀ। କୋଭିଡ-୧୯ ସଂକ୍ରମଣ ସାରା ବିଶ୍ୱରେ ପ୍ରାୟ ୬ ନିୟୁତ ଲୋକଙ୍କ ଜୀବନ ନେଇସାରିଲାଣି। ହଜାର ହଜାର ଲୋକ ଚାକିରି ହରାଇଛନ୍ତି। ଅନେକ ଦେଶର…