Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ମଝି ଆକାଶରେ ପଜିଟିଭ୍, ବିମାନରେ କ୍ବାରେଣ୍ଟାଇନ୍

ଓ୍ବାସିଙ୍ଗଟନ୍ : ମଝି ଆକାଶରେ ଚିହ୍ନଟ ହେଲେ କୋଭିଡ ପଜିଟିଭ । ବାଥରୁମରେ ରହିଲେ କ୍ବାରେଣ୍ଟାଇନରେ । ଏଭଳି ଏକ ଘଟଣା ଘଟିଛି ଆମେରିକାର ଏକ ବିମାନରେ । ଚିକାଗୋରୁ ଆଇସଲ୍ୟାଣ୍ଡ ଯିବା ବାଟରେ ଏହି ଘଟଣା ସାମ୍ନାକୁ ଆସିଛି । ମାରିସା ଫୋଟିଓ ନାମକ ଜଣେ ଶିକ୍ଷୟିତ୍ରୀ ଚିକାଗୋରୁ ଆଇସଲ୍ୟାଣ୍ଡ…

ଆଉ ନାହାନ୍ତି ୨.୫ ଫୁଟ ଉଚ୍ଚତା ବିଶିଷ୍ଟ ମହିଳା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ କମ ଉଚ୍ଚତା ବିଶିଷ୍ଟ ମହିଳାଙ୍କ ମଧ୍ୟରେ ସାମିଲ ଏଲିଫ କୋକାମାନ ଆଉ ନାହାନ୍ତି । ୨୦୧୦ରେ ତାଙ୍କ ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଥିଲା । ୩୩ ବର୍ଷୀୟା ଏଲିଫଙ୍କ ଉଚ୍ଚତା ମାତ୍ର ୨.୫ ଫୁଟ ରହିଥିଲା । ଜୀବନ ଯାକ ୨.୫ ଫୁଟ ଉଚ୍ଚତାରେ ରହିଥିଲେ…

ତୀବ୍ର ହେଉଛି ପାକିସ୍ତାନ ଓ ଟିଟିପି ଲଢ଼େଇ

ଲାହୋର: ନିଜ ରଚିଥିବା ଷଡଯନ୍ତ୍ରରେ ଫସିଛି ପାକିସ୍ତାନ । ଆଫଗାନିସ୍ତାନରେ ତାଲିବାନକୁ ବଳଶାଳୀ କରିଥିବା ପାକିସ୍ତାନ ସେନା ଏବେ ନିଜ ଦେଶରେ ତୀବ୍ର ବିରୋଧର ସମ୍ମୁଖୀନ ହେଉଛି । ତହରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଓ ପାକିସ୍ତାନ ସେନା ମଧ୍ୟରେ ଲଢ଼େଇ ଇତି ମଧ୍ୟରେ ତୀବ୍ର ହେଉଛି ।…

ନୂଆବର୍ଷରେ ୧୦୦ ଦିବସୀୟ ପଠନ ଅଭିଯାନ ‘ପଢେ ଭାରତ’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

ନୂଆଦିଲ୍ଲୀ : ବହି ପଢିବା ନୀତିଦିନିଆ ଅଭ୍ୟାସରେ ପରିଣତ କରିବାକୁ ଯୁବ ପିଢିଙ୍କୁ ଆହ୍ୱାନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇଂରାଜୀ ନବ ବର୍ଷ ଅବସରରେ ରଷ୍ଟ୍ରୀୟ ଶିକ୍ଷାନୀତି ୨୦୨୨…

ନବବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର

ନୂଆଦିଲ୍ଲୀ: କୃଷକଙ୍କ ପାଇଁ ଖୁସି ଆଣିଲା ନୂଆବର୍ଷ । ନୂଆବର୍ଷରେ କୃଷକଙ୍କୁ ପ୍ରଧାନମନ୍ତ୍ରୀଙ୍କ ଉପହାର । ଆଜି କୃଷକ ସମ୍ମାନ ନିଧିର ଦଶମ କିସ୍ତି ମାଧ୍ୟମରେ କୃଷକଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ମୋଦି ସରକାର ଟଙ୍କା ଟ୍ରାନ୍ସଫର କରିଛନ୍ତି । ଗତକାଲି ମୋଦି ଟ୍ୱିଟ୍ କରି ଏହା ସୂଚନା ଦେଇଥିଲେ…

ଓମିକ୍ରନ୍‌ ଭୟ;୧୫୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ପାଟନା: ବିହାରରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୮ ଟି ନୂଆ କୋଭିଡ-୧୯ ମାମଲା ରିପୋର୍ଟ ହୋଇଛି। ଯେଉଁଥିରେ ପାଟନାରେ ୧୦୫ ଟି ମାମଲା ରହିଛି। ଅଧିକ ସଂକ୍ରାମକ ଓମିକ୍ରନ୍ ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହୋଇଥିବା ବିପଦ ମଧ୍ୟରେ ଦେଶରେ ମାମଲା ବୃଦ୍ଧି ପାଇବାରେ ଲାଗିଛି। ପାଟନାରେ କୋଭିଡ-୧୯ ମାମଲା…

ନୂଆ ବର୍ଷରେ ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ: ନୂଆ ବର୍ଷରେ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲୋନ୍ ମସ୍କଙ୍କୁ ବଡ ଝଟ୍‌କା। ବର୍ଷର ପ୍ରଥମ ଦିନରେ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, ସାରା ବିଶ୍ୱରେ ଏଲୋନ୍ ମସ୍କଙ୍କ ସମ୍ପତ୍ତିରେ ସବୁଠାରୁ ବଡ ହ୍ରାସ ଘଟିଛି। ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁଯାୟୀ,…

ମହାମାରୀକୁ ହରେଇବାର ମନ୍ତ୍ର ଦେଲେ ହୁ ମୁଖ୍ୟ

ନୂଆଦିଲ୍ଲୀ: କୋଭିଡ୍-୧୯ ବିରୋଧରେ ଲଢେଇର ଏହା ହେଉଛି ତୃତୀୟ ବର୍ଷ। ଏହି ମହାମାରୀକୁ ପରାସ୍ତ କରିବାକୁ ସମଗ୍ର ବିଶ୍ୱ ସଂଗ୍ରାମ କରୁଛି। ଏହି ସମୟରେ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ (WHO) ଏହି ବିଶ୍ବ ମହାମାରୀକୁ ପରାସ୍ତ କରିବାକୁ ଏକ ମନ୍ତ୍ର ଦେଇଛନ୍ତି। ହୁ ମୁଖ୍ୟ କହିଛନ୍ତି ଯେ ଯଦି…

ସତର୍କ କରାଇଲା ଡବ୍ଲ୍ୟୁଡବ୍ଲ୍ୟୁଏଫ: ଖୁବ ଶୀଘ୍ର ଲୋପ ପାଇଯିବେ ହାତୀ, ଶାର୍କ, ବେଙ୍ଗ ଓ ଧଳାଭାଲୁ

ଲଣ୍ଡନ: ବିଶ୍ୱ ପରିବେଶ ଏବଂ ପ୍ରାଣୀଙ୍କ ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ୱାର୍ଲ୍ଡ ୱାଇଡ ଫଣ୍ଡ (ଡବ୍ଲ୍ୟୁଡବ୍ଲ୍ୟୁଏଫ) ଚେତାଇ ଦେଇଛି ଯେ, ଡାଇନୋସର ପରି ଧରାପୃଷ୍ଠରୁ ଅନେକଗୁଡିଏ ଜୀବ ଲୋପ ପାଇବାକୁ ଯାଉଛନ୍ତି । ଏହା ମଧ୍ୟରେ ହାତୀ,ଧଳା ଭାଲୁ, ବେଙ୍ଗ ଓ ଶାର୍କ ପରି କେତେକ ପ୍ରଜାତିର ମାଛ…

ଓମିକ୍ରନ୍‌ ଭୟ; ଆମେରିକାରେ ରେକର୍ଡ ଭାଙ୍ଗିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ୨୦୨୨ରେ ମଧ୍ୟ କରୋନା ସଙ୍କଟ ଜାରି ରହିଛି। ସମଗ୍ର ବିଶ୍ୱରେ ନୂଆ ବର୍ଷ ପାଳନ ଫିକା ପଡ଼ିଛି। କ୍ରମାଗତ ତୃତୀୟ ଦିନ ଆମେରିକାରେ ୫.୮୦ ଲକ୍ଷରୁ ଅଧିକ ନୂଆ ମାମଲା ଦେଖିବାକୁ ମିଳିଛି। ଏହା ପୂର୍ବରୁ ୪.୮୮ ଲକ୍ଷ ନୂଆ ମାମଲା ଦେଖିବାକୁ ମିଳିଥିଲା। ଆମେରିକାରେ ଓମିକ୍ରନ୍‌ ଆହୁରି…