Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଭାରତରେ ପେଟ୍ରୋଲ ଦର ୫%, ଅନ୍ୟ ଦେଶରେ ୫୦% ବଢ଼ିଛି: କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ

ନୂଆଦିଲ୍ଲୀ: ଗତ ୧୫ ଦିନରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ୧୩ ଥର ବୃଦ୍ଧି ପାଇଛି। ପେଟ୍ରୋଲ ଲିଟର ପିଛା ୯ ଟଙ୍କା ୨୦ ପଇସା ବଢିଥିବା ବେଳେ ଡିଜେଲ ଦର ବି ପାଖାପାଖି ସମାନ ପରିମାଣରେ ବଢିଛି । ଏ ନେଇ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ଏକ ବୟାନ ରଖିଛନ୍ତି। ସଂସଦରେ ଏ ପ୍ରସଙ୍ଗରେ…

ସଂସଦରେ କଂଗ୍ରେସ ସରକାରର କଥା କହି ବର୍ଷିଲେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରାଜ୍ୟସଭାରେ କଂଗ୍ରେସ ଉପରେ ବର୍ଷିଛନ୍ତି। ଜରୁରୀକାଳୀନ ପରିସ୍ଥିତି କଥା କହି କଂଗ୍ରେସକୁ ଗୃହରେ କଡା ସମାଲୋଚନା କରିଛନ୍ତି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରି ସମସ୍ତ ଗଣତାନ୍ତ୍ରିକ ଅଧିକାର ଛଡ଼ାଇ ନେଇଥିଲା କଂଗ୍ରେସ, ବିରୋଧୀଙ୍କୁ…

ସାମ୍ବାଦିକଙ୍କ ଠାରୁ ଫୋନ ଛଡ଼ାଇବା ମାମଲାରେ ସଲମାନଙ୍କୁ ହେବନି ସମନ

ମୁମ୍ବାଇ: ବଲିଉଡ ଅଭିନେତା ସବୁବେଳେ କିଛି କିଛି ମାମଲାରେ ଫସୁଛନ୍ତି । ୨୦୧୯ର ଏକ ମାମଲାରେ ତାଙ୍କୁ ଆଜି ମୁମ୍ବାଇ ହାଇକୋର୍ଟରୁ ମିଳିଛି ଆଶ୍ୱସ୍ତି । ଜଣେ ସାମ୍ବାଦିକଙ୍କ ଫୋନ ଛଡେଇବା ଘଟଣାରେ ତାଙ୍କୁ ଅନେ୍ଧରୀ କୋର୍ଟ ସମନ ଜାରି କରିଥିଲେ । ଆଜି ଅନେ୍ଧରୀ କୋର୍ଟରେ ତାଙ୍କୁ ହାଜର ହେବା…

ସାଧାରଣ ଲୋକଙ୍କ ଉପରେ ଟ୍ୟାଙ୍କର ଚଳାଇ ହତ୍ୟା କରିଛି ଋଷ: ଜେଲେନସ୍କି

ଲଣ୍ଡନ: ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦମିର ଜେଲେନସ୍କି କହିଛନ୍ତି ଯେ ତାଙ୍କ ଦେଶର ସାଧାରଣ ନାଗରିକଙ୍କ ଉପରେ ରୁଷ ସେନା ଟ୍ୟାଙ୍କର ଚଲାଇ ଦେଇଥିଲେ। ଅନେକ ମହିଳାଙ୍କୁ ସେମାନଙ୍କ ପିଲାଙ୍କ ସାମ୍ନାରେ ବଳାତ୍କାର କରିଛନ୍ତି। ୟୁକ୍ରେନର ବୁଚା…

ନିର୍ବାଚନ ପାଇଁ ବିଜେପିକୁ ମିଳିଛି ସବୁଠୁ ଅଧିକ ଚାନ୍ଦା

ନୂଆଦିଲ୍ଲୀ: ଦେଶରେ ଏବେ ଅନେକ ରାଜ୍ୟରେ ନିର୍ବାଚନ ସରିଛି । ଆଗକୁ ମଧ୍ୟ ଆହୁରି ବାକି ଅଛି । ନିର୍ବାଚନରେ ରାଜନୈତିକ ଦଳ ଗୁଡ଼ିକ ପ୍ରଚାର ପ୍ରସାରରେ ମାତ୍ରାଧିକ ଟଙ୍କା ଭସାନ୍ତି ବୋଲି ସାଧାରଣରେ ସ୍ପଷ୍ଟ ଅନୁମେୟ । ଦଳ ଗୁଡ଼ିକ ପ୍ରକୃତ ହିସାବ ଦିଅନ୍ତିନି । କିନ୍ତୁ ସମୀକ୍ଷକ, ଗଣମାଧ୍ୟମ…

ବୁଧବାର ଯାଏ ଶୁଣାଣି ସ୍ଥଗିତ, ବିରୋଧୀଙ୍କ ଯୁକ୍ତି ଇମ୍ରାନଙ୍କ ପାଇଁ ହେବ କି ବୁମେରାଂ ?

ଇସଲାମାବାଦ: ପାକିସ୍ତାନ ସଂସଦରେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ରାଷ୍ଟ୍ରପତି ସଂସଦ ଭାଙ୍ଗିବାକୁ ଚ୍ୟାଲେଞ୍ଜ କରି ବିରୋଧୀ ପାକିସ୍ତାନର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର କୋର୍ଟ ଏହି ମାମଲାର ଶୁଣାଣି ଆରମ୍ଭ କରି ଆସନ୍ତାକାଲି ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି।…

ସରକାର ପତନର ସିଜିନ ଚାଲିଛି: ପାକିସ୍ତାନ, ଶ୍ରୀଲଙ୍କା ପରେ କୁଏଟରେ ରାଜନୈତିକ ସଙ୍କଟ

ନୂଆଦିଲ୍ଲୀ: ଏବେ ସରକାର ପତନର ସିଜିନ ଚାଲିଛି କହିଲେ ଭୁଲ ହେବନି । ଭାରତର ଦୁଇ ପଡୋଶୀ ପାକିସ୍ତାନ ଏବଂ ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଚାଲିଥିବା ବେଳେ ଏଥିରେ ସାମିଲ ହୋଇଛି କୁଏଟ । ରିପୋର୍ଟ ମୁତାବକ କୁଏଟ ସରକାର ଗଠନ ହେବାର କିଛି ମାସ ମଧ୍ୟରେ ଅବିଶ୍ୱାସ ପ୍ରସ୍ତାବକୁ ସାମ୍ନା କରିବାକୁ…

ନବରାତ୍ରିରେ ଦକ୍ଷିଣ ଦିଲ୍ଲୀରେ ଆମିଷ ନିଷିଦ୍ଧ, ମେୟର କହିଲେ ବ୍ରତ ବେଳେ ଲୋକଙ୍କୁ ଆମିଷ ଗନ୍ଧେଇବ

ନୂଆଦିଲ୍ଲୀ: ଆସନ୍ତା ସୋମବାର ଯାଏଁ ଦକ୍ଷିଣ ଦିଲ୍ଲୀରେ ଆମିଷ ବିକ୍ରି ବନ୍ଦ । ନବରାତ୍ରି ସକାଶେ ଦକ୍ଷିକ୍ଷ ଦିଲ୍ଲୀ ମହାନଗର ନଗିମ ଅଞ୍ଚଳରେ ଆମିଷ ମିଳିବ ନାହିଁ । ସମସ୍ତ ଆମିଷ ଦୋକାନ ବନ୍ଦ ରହିବ । ମେୟର ମୁକେଶ ସୂର୍ଯ୍ୟନ ତାଙ୍କ ମହାନଗର ନିଗମର ପରିଧି ଭିତରେ ସମସ୍ତ ଆମିଷ ବା ମାଂସ ଦୋକାନ…

କଂଗ୍ରେସ ମଜବୁତ ହେଲେ ଗଣତନ୍ତ୍ର ମଜବୁତ ହେବ: ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଆଜି ସଂସଦ ଗୃହରେ କଂଗ୍ରେସ ସଂସଦୀୟ ଦଳ ବୈଠକକୁ ସମ୍ବୋଧିତ କରିଛନ୍ତି। ଖୁବ ଶୀଘ୍ର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଡକାଯିବ ବୋଲି ସେ କହିଛନ୍ତି। ଖୁବ୍ ଶୀଘ୍ର ଏକ ଚିନ୍ତନ ଶିବିର ଆୟୋଜନ ବିଷୟରେ ମଧ୍ୟ କହିଥିଲେ। ସେ ଦଳକୁ ମଜବୁତ କରିବା ଉପରେ…

ପାକିସ୍ତାନ ପରେ ଶ୍ରୀଲଙ୍କାରେ ଭାଙ୍ଗିବ ସରକାର !

କଲମ୍ବୋ: ଭାରତର ଦୁଇ ପଡୋଶୀ ଦେଶର ରାଜନୀତିକ ଚିତ୍ର ଗୋଟିଏ ଢଙ୍ଗରେ ଚାଲିଛି । ପାକିସ୍ତାନରେ ସରକାର ବିରୋଧରେ ଅସନ୍ତୋଷ ତେଜିବା ପରେ ଶାସକ ଦଳର ଅନେକ ନେତା ଦଳ ପରିବର୍ତନ କରିଥିଲେ। ଏବେ ସଂସଦରେ ସଂଖ୍ୟାଗରିଷ୍ଠତା ହରାଇବା ଭୟରେ ଆଗୁଆ ସରକାର ଭାଙ୍ଗିଛନ୍ତି ଇମ୍ରାନ୍ ସରକାର । ସେହିପରି…