Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଜଳୁଛି ବର୍ବରତାର ନିଆଁ : ୟୁକ୍ରେନରେ ନାବାଳିକାମାନଙ୍କୁ ଦୁଷ୍କର୍ମ ପରେ ହତ୍ୟା

 ଭୁବନେଶ୍ୱର: ଜଳୁଛି ବର୍ବରତାର ନିଆଁ। ଜଳୁଛି ସହର । ଯୁଆଡେ ଚାହିଁ କୁଢ କୁଢ ଶବ। ଋଷ-ୟୁକ୍ରେନ୍ ଯୁଦ୍ଧ ଚାଲିଥିବା ବେଳେ ସୀମା ଟପିଯାଇଛି ଋଷ। ପ୍ରତିଦିନ ଲୋମହର୍ଷଣ କାରୀ ଘଟଣା ମାନ ଦେଖିବାକୁ ମିଳିଛି। ଘନ ଘନ ଆକ୍ରମଣ ଜାରି ରହିଥିବା ବେଳେ ଋଷର ନରସଂହାର ବଢିଚାଲିଛି। ରାସ୍ତାଘାଟରେ ପଡ଼ି…

ଫିଲ୍ମ RRR: ସମସ୍ତ ପ୍ରଡକ୍ସନ୍ କ୍ରିଉ ମେମ୍ବରଙ୍କୁ ମିଳିଲା ସ୍ୱର୍ଣ୍ଣ ମୁଦ୍ରା

ଭୁବନେଶ୍ୱର: ଟଲିଉଡ୍ ମେଗାଷ୍ଟାର ରାମ ଚରଣ ପୁଣିଥରେ ନିଜ ବିଶାଳ ହୃଦୟର ଉଦାହରଣ ଦେଇଛନ୍ତି । ଫିଲ୍ମ "RRR"ର ସଫଳତା ପରେ ସେ ପ୍ରଡକ୍ସନ୍ ଟିମର ସମସ୍ତ କ୍ରିଉ ମେମ୍ବରଙ୍କୁ ୧୦ ଗ୍ରାମ ଓଜନର ସ୍ୱର୍ଣ୍ଣ ମୁଦ୍ରା ପ୍ରଦାନ କରିଛନ୍ତି । ସମସ୍ତ ସଦସ୍ୟଙ୍କୁ ତାଙ୍କ ପରିଶ୍ରମକୁ ସମ୍ମାନ ଜଣାଇ…

ଶ୍ରୀମନ୍ଦିର ରୋଷଘର ଚୁଲି ଭଙ୍ଗା ଘଟଣା ମୋତେ ଦୁଃଖିତ ଓ ବ୍ୟଥିତ କରିଛି : ଧର୍ମେନ୍ଦ୍ର ପ୍ରଧାନ

ଦିଲ୍ଲୀ : ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗା ଘଟଣା ।ଏପରି ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରୋଷଘରେ ଅବଢା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖ ଦାୟକ ବୋଲି ବୋଲି ଧର୍ମେନ୍ଦ୍ର…

[ଦେଖନ୍ତୁ ଭିଡିଓ] ୠଷିଆ-ୟୁକ୍ରେନ୍ ଯୁଦ୍ଧ: ସାମ୍ନାକୁ ଆସିଲା ବିଶ୍ୱର ସବୁଠୁ ବଡ ଧ୍ୱସ୍ତବିଧ୍ୱସ୍ତ ବିମାନର ଭିଡିଓ

ଭୁବନେଶ୍ୱର: ୟୁକ୍ରେନ୍ ପ୍ରସ୍ତୁତ କରିଥିଲା ବିଶ୍ୱର ସବୁଠୁ ବଡ ପଣ୍ୟବାହୀ ବିମାନ ଆଣ୍ଟୋନୋଭ୍ ଏଏନ୍‌-୨୨୫ ମ୍ରିୟା । ହେଲେ ଋଷିଆର ଆକ୍ରମଣରେ ଏହି ବିରାଟକାୟ ତଥା ଅନନ୍ୟ ବିମାନ ଧ୍ୱଂସ ପାଇଥିଲା । ଏ ନେଇ ସାରା ବିଶ୍ୱରେ ଖବର ପ୍ରଚାରିତ ହୋଇଥିଲେ ହେଁ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଛି…

ଦେଶରେ ପେଟ୍ରୋଲ ଓ ଡିଜେଲ ଦର ଉପରମୁହାଁ, ଆଜି କେତେ ବଢ଼ିଲା ?

ନୂଆଦିଲ୍ଲୀ: ଲଗାତର ଦ୍ୱିତୀୟ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି। ତେଲ କଂପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୪୦ ପଇସା ବୃଦ୍ଧି  କରିଛନ୍ତି। ଗତ ୧୪ ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଦର ଲିଟର ପିଛା ୮.୪୦ ଟଙ୍କା ବୃଦ୍ଧି ପାଇଛି।ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲ ଦର…

ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ୍ ଦେଲା ଇସ୍ତଫା

କଲୋମ୍ବୋ: ସବୁଠୁ ବଡ ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କାର ସମ୍ପୂର୍ଣ୍ଣ କ୍ୟାବିନେଟ ଇସ୍ତଫା ଦେଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଶ୍ରୀଲଙ୍କା ସରକାରଙ୍କ ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି, କିନ୍ତୁ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ସେ ପ୍ରଧାନମନ୍ତ୍ରୀ ପଦରେ ରହିଛନ୍ତି।…

ଦେଶରେ କମୁଛି ବେକାରି, ଏହି ଦୁଇ ରାଜ୍ୟରେ ସବୁଠୁ କମ୍ ଲୋକ ବେରୋଜଗାର

ନୂଆଦିଲ୍ଲୀ: ଦେଶରେ କମୁଛି ବେକାରି । କୋଭିଡ ମହାମାରୀ ଦୁର୍ବଳ ହେବା ପରେ ଦେଶର ଅର୍ଥନୀତିର ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଥିବା ବେଳେ ବେକାରି ହାର ମଧ୍ୟ ହ୍ରାସ ପାଉଛି। ସେଣ୍ଟର୍ ଫର ମନିଟରିଂ ଇଣ୍ଡିଆନ୍ ଇକୋନୋମି ରିପୋର୍ଟରୁ ଏହି ସୂଚନା ମିଳିଛି। ରିପୋର୍ଟ ଅନୁଯାୟୀ,…

ରେଭ୍ ପାର୍ଟିରେ ରେଡ୍: ଭିଭିଆଇପି, ଅଭିନେତା ଏବଂ ରାଜନେତାଙ୍କ ପରିବାର ଲୋକେ ଅଟକ

ହାଇଦ୍ରାବାଦ: ମୁମ୍ବାଇ ଡ୍ରଗ୍ସ ପାର୍ଟି ଖବର ପରେ ଏବେ ଆଉ ଏକ ସମାନ ଘଟଣା ସାମ୍ନାକୁ ଆସିଛି। ରବିବାର ହାଇଦ୍ରାବାଦ ପୋଲିସର ଟାସ୍କଫୋର୍ସ ଟିମ୍ ବନଜାରା ହିଲରେ ଥିବା ଏକ ପଞ୍ଚ ତାରକା ହୋଟେଲର ଏକ ପବରେ ରେଭ୍ ପାର୍ଟି ଚାଲିଥିବା ବେଳେ ଅଚାନକ ରେଡ୍ କରିଛି। ଏହି ପାର୍ଟିରେ ଭିଭିଆଇପିଙ୍କ ପୁଅ…

ଇମ୍ରାନ ଖାନ ଆଉ ପାକିସ୍ତାନର ‘କ୍ୟାପଟେନ’ ନୁହଁନ୍ତି, ଏବେ ସରକାର କାହା ହାତରେ?

ଇସଲାମାବାଦ: ପାକିସ୍ତାନ ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଇମ୍ରାନ ଖାନ ସରକାରୀ ଭାବେ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଏହି ବିଜ୍ଞପ୍ତି ପୂର୍ବରୁ କିନ୍ତୁ ଇମ୍ରାନ ସରକାରର ମନ୍ତ୍ରୀ ଫାୱାଦ ଚୌଧୁରୀ କହିଥିଲେ ଯେ ଇମ୍ରାନ ଖାନ ଧାରା ୨୨୪ ଅନୁଯାୟୀ…

ଭାରତର ଆଉ ଏକ ପଡୋଶୀ ଦେଶର ସରକାର ଭାଙ୍ଗିବ !

କଲମ୍ବୋ: ଶ୍ରୀଲଙ୍କାର ଆର୍ଥୀକ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି । ଭାରତର ଏହି ପଡୋଶୀ ଦେଶର ସରକାର ଆଉ ମାତ୍ର ହାତଗଣତି ଦିନ ରହିବ ବୋଲି ଅନୁମାନ କରାଯାଉଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପଦରୁ ଇସ୍ତଫା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ବୋଲି ଚର୍ଚ୍ଚା…