Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

ଇମ୍ରାନଙ୍କୁ ଝଟକା, ବିରୋଧୀଙ୍କ ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ଇସଲାମାବାଦ: ପାକିସ୍ତାନରେ ଇମ୍ରାନ ଖାନ ସରକାର ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ବିରୋଧୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।  ଦାଖଲ ହୋଇଥିବା ଆବେଦନ ମାମଲାରେ ଶୁଣାଣି ଆସନ୍ତାକାଲି ହେବ ବୋଲି ପାକିସ୍ତାନର ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ସୁପ୍ରିମକୋର୍ଟ…

କୀଭରେ କଲବଲ ହେଉଛନ୍ତି ରୁଷିଆ ସେନା: ବିଷାକ୍ତ ମଦ, ପାଉଁରୁଟି ଖାଇ ୫୦୦ ଅସୁସ୍ଥ

କୀଭ: ୟୁକ୍ରେନ ବିପକ୍ଷ ଯୁଦ୍ଧରେ ରୁଷିଆକୁ ପ୍ରଚୁର କ୍ଷତି ସହିବାକୁ ପଡୁଛି । ଡେଲିମେଲରେ ପ୍ରକାଶିତ ଖବର ଅନୁସାରେ ଖାରକୀଭ ନିକଟରେ ରୁଷ ସେନା ପଂହଚିବା ପରେ ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ପାଉଁରୁଟି ଏବଂ ମଦ ଦେଇଥିଲେ । ଏହାକୁ ଖାଇବା ପରେ ୫୦୦ରୁ ଊର୍ଦ୍ଧ୍ୱ ଅସୁସ୍ଥ ହୋଇ ପଡିଥିବା ବେଳେ…

ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ ବୋଲି କହିଲେ କିରେନ ରିଜ୍ଜିଜୁ

ନୂଆଦିଲ୍ଲୀ: ସିବିଆଇ ଆଉ ପଞ୍ଜୁରୀ ଶୁଆ ନୁହେଁ । ବେଶ୍ ସଚ୍ଚୋଟତାର ସହ ସର୍ବୋଚ୍ଚ ଅପରାଧିକ ତଦନ୍ତକାରୀ ସଂସ୍ଥା ଭାବେ କାର୍ଯ୍ୟ କରୁଛି । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏନ.ଭି ରମଣା ସିବିଆଇ ସମାଲୋଚନା କରିବାର ଦିନକ ପରେ ଗୃହ ରାଷ୍ଟ୍ରମନ୍ତ୍ରୀ କିରେନ ରିଜ୍ଜିଜୁ ଏଭଳି କହିଛନ୍ତି ।…

କାଲିଠୁ ଆନ୍ଧ୍ରରେ ଦ୍ୱିଗୁଣିତ ହୋଇଯିବ ଜିଲ୍ଲା ସଂଖ୍ୟା; ବଦଳିଯିବ ମାନଚିତ୍ର

ହାଇଦ୍ରାବାଦ: ଆସନ୍ତା କାଲିଠୁ ଦ୍ୱିଗୁଣିତ ହୋଇଯିବ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା । ଶୁକ୍ରବାର ଠାରୁ ଆନ୍ଧ୍ରରେ ୨୬ଟି ଜିଲ୍ଲା ହୋଇଯିବ । ବର୍ତ୍ତମାନ ଆନ୍ଧପ୍ରଦେଶରେ ୧୩ଟି ଜିଲ୍ଳା ରହିଛି । ସୋମବାର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଆଉ ନୂଆ ୧୩ଟି ଜିଲ୍ଲାର ଉଦଘାଟନ କରିବେ । ଜିଲ୍ଳା…

୯୦ ଦିନ ମଧ୍ୟରେ ପାକିସ୍ତାନରେ ହେବ ନିର୍ବାଚନ

ଇସଲାମବାଦ: ପାକିସ୍ତାନରେ ଆଗାମୀ ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ପାଇଁ ରାଷ୍ଟ୍ରପତି ଆରିଫ ଅଲ୍ଲୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କୂଟନୀତିରେ ବିରୋଧୀମାନେ ମାତ ଖାଇଛନ୍ତି । ସମ୍ବିଧାନର ଧାରା ୫୮ ଅନ୍ତର୍ଗତ ନିର୍ବାଚନ ପୁନର୍ବାର କରାଇବା ପାଇଁ ଇମ୍ରାନ…

ଇମ୍ରାନଙ୍କ ବିରୋଧରେ ଅନାସ୍ଥ ପ୍ରସ୍ତାବ ଖାରଜ

ଇସଲାମବାଦ: ନାଟକୀୟ ଢ଼ଙ୍ଗରେ ଆଜି ପାକିସ୍ତାନ ବିଧାନସଭାରେ ପ୍ରଧାମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଆଗତ ଅନାସ୍ଥ ପ୍ରସ୍ତାବ ଖାରଜ ହୋଇଯାଇଛି । ବୈଦେଶିକ ଷଡଯନ୍ତ୍ର ଦର୍ଶାଇ ଉପବାଚସ୍ପତି କାସିମ ଖାଁ ଏହାକୁ ଖାରଜ କରିଥିଲେ । ଗୃହରେ ବିରୋଧୀମାନେ ଏ ନେଇ ପ୍ରତିବାଦ କରିଥିଲେ । ଏହା ପରେ…

ଆଗକୁ ଚିନ୍ତା ବଢ଼ାଇପାରେ ନୂଆ ଭାରିଆଣ୍ଟ :୧୦ ଗୁଣ ଅଧିକ ସଂକ୍ରାମକ

କରୋନାକୁ ନେଇ ଏବେ ଚିନ୍ତା । ମାର୍ଚ୍ଚ ଶେଷ ସପ୍ତାହରେ ସାରାବିଶ୍ୱରେ ହ୍ରାସ ପାଇଛି କରୋନା ସଂକ୍ରମଣ । ମାର୍ଚ୍ଚ ପ୍ରଥମ ସପ୍ତାହରେ ୟୁରୋପ, ଚୀନ ଓ ଦକ୍ଷିଣ କୋରିଆ ସମେତ ବିଶ୍ୱର କେତେକ ଭାଗରେ କରୋନା ମାମଲା ବଢିବାରେ ଲାଗିଥିଲା । ହେଲେ ମାର୍ଚ୍ଚ ୨୧ରୁ ୨୭ରେ ଶେଷ ହୋଇଥିବା ସପ୍ତାହରେ…

ଶ୍ରୀଲଙ୍କା ସ୍ଥିତି ସାଂଘାତିକ: ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ

କଲମ୍ବୋ: ଲଙ୍କା ଜଳୁଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁ ଅସ୍ଥିରତା ବ୍ୟାପକ ହିଂସାର ରୂପ ନେଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଏହାର ମୁକାବିଲା ପାଇଁ ସରକାର ଜରୁରୀ ପରିସ୍ଥିତି ସତ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ…

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ପ୍ରଧାନମନ୍ତ୍ରୀ ଚୌକି ରହିବ ନା ଗାଦିଚ୍ୟୁତ ହେବେ ସ୍ପଷ୍ଟ ହେବ । ଶେଷ ବଲ ଯାଏ ଲଢ଼େଇ କରିବାକୁ ଚାହୁଁଥିବା ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପାକିସ୍ତାନ…

୧୩ ଦିନରେ ୮ ଟଙ୍କା ବଢ଼ିଛି ପେଟ୍ରୋଲ ଓ ଡିଜେଲ୍ ଦାମ୍

ନୂଆଦିଲ୍ଲୀ: ତୈଳ ଦରରେ ଲାଗୁନି ବ୍ରେକ୍ । ଲଗାତାର ବଢୁଛି ପେଟ୍ରୋଲ୍ ଓ ଡିଜେଲ୍ ଦାମ୍ । ଆଜି ପୁଣି ବଢ଼ିଛି । ଦିଲ୍ଲୀରେ ୮୦ ପଇସା ଲେଖାଏ ବଢ଼ିଛି ପେଟ୍ରୋଲ ଓ ଡିଜେଲ ଦାମ୍ । ଦିଲ୍ଲୀରେ ବର୍ଦ୍ଧିତ ଦର ପରେ ପେଟ୍ରୋଲ ଲିଟର ପ୍ରତି ଦାମ୍ ୧୦୩ ଟଙ୍କା ୪୧ ପଇସା ଓ ଡିଜେଲ୍ ଦାମ୍ ୯୪ଟଙ୍କା ୬୭…