Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କୁକୁର ପାଇଁ ଟିଭି ଚୁର୍‌ମାର କଲା ୮ ବର୍ଷର ପୁଅ

ନୂଆଦିଲ୍ଲୀ: ଗୋଟିଏ ୮ ବର୍ଷର ପିଲା ଫିଲ୍ମ ଦେଖିବାବେଳେ ଫିଲ୍ମରେ ଥିବା କୁକୁରକୁ ଏତେ ପସନ୍ଦ କରିଥିଲା ​​ଯେ ତାଙ୍କୁ ବାହାରକୁ ଆଣିବା ପାଇଁ ସେ ବ୍ୟାଟ୍‌ରେ ଟିଭିକୁ ବାଡେଇ ସେଥିରୁ କୁକୁରକୁ ବାହାରକୁ ଆଣିବାକୁ ଚେଷ୍ଟା କରିଥିଲା। ମଧ୍ୟପ୍ରଦେଶର ଖାର୍ଗୋନ ଜିଲ୍ଲା ମୁଖ୍ୟାଳୟଠାରୁ ୭୦…

[ଭିଡ଼ିଓ] ସାପ ମାନଙ୍କର ଦ୍ୱୀପ ‘ଇଲାହା ଦା କ୍ୟୁଡ଼ମାଦା’

ଭୁବନେଶ୍ୱର: ଶୁଣିଲେ ବେଶ୍ ଆଶ୍ଚର୍ଯ୍ୟ ଲାଗେ। ଆମେ ମଣିଷ ଯେମିତି ବସବାସ କରୁଛେ ସେମିତି କିଛି ଜୀବମାନଙ୍କ ମଧ୍ୟ ଭିନ୍ନ ଭିନ୍ନ ପରିବେଶ ରହିଛି । ଯେମିତି ଭିନ୍ନ ଭିନ୍ନ ସାପ ସବୁ କିଛି ସ୍ଥାନରେ ଦେଖିବାକୁ ମିଳେ। ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ ଯେ ଏହି ସାପ ମାନଙ୍କର ବି ଗୋଟିଏ…

ଅଯୋଧ୍ୟା ଶ୍ରୀରାମ ମନ୍ଦିର ପାଇଁ ନିର୍ମାଣ ହୋଇଛି ୪୦୦ କିଗ୍ରାର ତାଲା

ଅଯୋଧ୍ୟା: ଅଯୋଧ୍ୟାରେ ଦ୍ରୁତ ବେଗରେ ନିର୍ମିତ ହେଉଥିବା ଶ୍ରୀରାମ ମନ୍ଦିର ପାଇଁ ଏକ ୪୦୦ କିଲୋଗ୍ରାମର ତାଲା ପ୍ରସ୍ତୁତ କରାଯାଇଛି । ଅଲୀଗଡର ଜ୍ୱାଳାପୁରୀ ନିବାସୀ ସତ୍ୟପ୍ରକାଶ କାରୀଗରଙ୍କ ସହ ଏହାକୁ ନିର୍ମାଣ କରିଛନ୍ତି । ଏହି ତାଲାର ଲମ୍ବ ୧୦ ଫୁଟ, ଚୌଡା ୬ ଫୁଟ ଓ ମୋଟେଇ ୬ ଇଂଚ ରହିଛି ।…

ହଜା‌ରରୁ ଅଧିକ ପୋଲିସ କର୍ମୀ କରୋନା ସଂକ୍ରମିତ

ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣ ପୁଣିଥରେ ଦିଲ୍ଲୀରେ ନିଜର ପ୍ରକୋପ ଦେଖାଇବା ଆରମ୍ଭ କରିଛି। ସଂସଦଠାରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଏବଂ ଡାକ୍ତରଙ୍କଠାରୁ ଆରମ୍ଭ କରି ପୋଲିସ ପର୍ଯ୍ୟନ୍ତ ସମସ୍ତେ ଏହି ଭୂତାଣୁରେ ସଂକ୍ରମିତ ହେଲେଣି। ଦିଲ୍ଲୀ ପୋଲିସ ଦେଇଥିବା ସୂଚନା…

ଓମିକ୍ରନ୍‌ ଭୟ; ଆହୁରି କଠୋର ହେବ କଟକଣା; ବ୍ୟାନ୍‌ ହୋଇପାରେ ରେସ୍ତୋରାଁରେ ବସି ଖାଇବା

ନୂଆଦିଲ୍ଲୀ: ଓମିକ୍ରନ୍ ଭାରିଆଣ୍ଟ କ୍ଷୀପ୍ର ବେଗରେ ମାଡୁଥିବାରୁ ରାଜଧାନୀ ଦିଲ୍ଲୀରେ କରୋନା କଟକଣା ଆହୁରି କଡାକଡି ହୋଇପାରେ। ଆଜି ଏକ ସମୀକ୍ଷା ବୈଠକ ପରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଜାତୀୟ ରାଜଧାନୀରେ କଠୋର ନିର୍ଦ୍ଦେଶାବଳୀ ଘୋଷଣା କରିବାର ସମ୍ଭାବନା…

ରୋହିଙ୍ଗ୍ୟା ବସ୍ତିରେ ଅଗ୍ନିକାଣ୍ଡ; ୧୨୦୦ ଘର ପାଉଁଶ

ନୂଆଦିଲ୍ଲୀ: ବାଂଲାଦେଶର କକ୍ସ ବଜାରରେ ଥିବା ଏକ ରୋହିଙ୍ଗ୍ୟା ଶରଣାର୍ଥୀ ଶିବିରରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଥିବାର ସୂଚନା ମିଳିଛି। ଖବର ଅନୁଯାୟୀ, ପ୍ରାୟ ୧୨୦୦ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଘରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।…

ନିଜ ଜନ୍ମଦିନରେ କାହିଁକି ଏପରି ଅବତାର୍ ନେଲେ ହ୍ରିତିକ ରୋଶନ୍‌?

ମୁମ୍ବାଇ: ଆଜି ବଲିଉଡର ଗ୍ରୀକ୍‌ଗଡ୍ ଓରଫ୍ ହ୍ରିତିକ୍ ରୋଶନ୍‌ଙ୍କ ୪୮ତମ ଜନ୍ମଦିନ । ଖାସ ଏହି ମଉକାରେ ହ୍ରିତିକ୍ ଏକ ଭିନ୍ନ ଧରଣର ଫଟୋ ସୋସିଆଲ୍ ମିଡିଆରେ ସେୟାର୍ କରିଛନ୍ତି । ଏହି ଫଟୋରେ ସେ କିଛି ହିଣ୍ଟ ଦେବାକୁ ଯାଇ କେବଳ ୱେଧା ବୋଲି ଲେଖିଛନ୍ତି । वेधा . VEDHA#vikramvedha…

ପିଏମ୍‌ ମୋଦୀଙ୍କ ସୁରକ୍ଷା ତ୍ରୁଟି; ସ୍ବତନ୍ତ୍ର କମିଟି ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପଞ୍ଜାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଛନ୍ତି। ମାମଲାର ଶୁଣାଣି ସମୟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜି ଏବଂ…

ହାପି ବାର୍ଥ ଡ଼େ’ ହ୍ରିତିକ

ମୁମ୍ବାଇ: ବଲିଉଡ଼ର ମୋଷ୍ଟ୍ ହ୍ୟାଣ୍ଡସମ୍ ହଙ୍କ୍ ଓ ଡ଼୍ୟାସିଙ୍ଗ୍ ଷ୍ଟାରଭାବେ ପରିଚିତ ହ୍ରିତିକ୍ ରୋଶନ୍ । ଆଜି ସେ ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ହ୍ରିତିକ୍ ରୋଶନଙ୍କ ଷ୍ଟାଇଲ୍, ଫ୍ୟାସନ ଓ ଫିଟନେସକୁ ଆଜିବି ଲୋକେ ଅନୁସରଣ କରିବାକୁ ପସନ୍ଦ କରନ୍ତି । ଫ୍ୟାନ୍ସ, ସେଲିବ୍ରିଟି…

ସାଇନାଙ୍କ ପ୍ରତି ଆଶାଳୀନ ବୟାନ ଦେଇ ଟ୍ରୋଲ ହେଲେ ତାମିଲ ଅଭିନେତା ସିଦ୍ଧାର୍ଥ

ମୁମ୍ବାଇ: ବଲିଉଡ ଓ ତାମିଲ ଫିଲ୍ମର ଅଭିନେତା ସିଦ୍ଧାର୍ଥ ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଟ୍ରୋଲ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଅଲିମ୍ପିକ ପଦକ ବିଜେତା ସାଇନା ଟୁଇଟ…