Latest Odisha News

BREAKING NEWS

Browsing Category

ଦେଶ ବିଦେଶ

National News, Odishasambad.in

କାଶୀ ବିଶ୍ୱନାଥ ଧାମର କର୍ମଚାରୀଙ୍କୁ ମୋଦୀଙ୍କ ବିଶେଷ ଉପହାର

ନୂଆଦିଲ୍ଲୀ: କାଶୀ ବିଶ୍ୱନାଥ ଧାମରେ ​​କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀରୁ କିଛି ଖାସ୍‌ ଉପହାର ପଠାଇଛନ୍ତି। ମନ୍ଦିରରେ କାମ କରୁଥିବା ଲୋକଙ୍କ ପାଇଁ ଚପଲ ପିନ୍ଧିବା ନିଷେଧ ରହିଥାଏ। ଏଥିପାଇଁ ବିଶେଷ କରି ଶୀତଋତୁରେ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ…

ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡ

ନାପିଦ୍ୱା: ମ୍ୟାନାମାର ପ୍ରତିଷ୍ଠିତ ସମାଜସେବୀ ତଥା ନେତା ଅଙ୍ଗ ସାନ କ୍ୟୁଙ୍କୁ ୪ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏହି ନୋବେଲ ପୁରସ୍କାର ବିଜେତାଙ୍କ ବିରୋଧରେ କରୋନା ନିୟମ ଉଲ୍ଳଂଘନ ଓ ଉତେଜନା ସୃଷ୍ଟିକାରୀ ଭାଷଣର ଅଭିଯୋଗ ଆସିଥିଲା । ସେ ଦେଶରେ ମିଲିଟାରୀ ଶାସନକୁ ତୀବ୍ର ବିରୋଧ…

ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜିନ-୨ ବିଜେତା ହେଲେ ସୌମ୍ୟା କାମ୍ବଲେ

ମୁମ୍ବାଇ: ଡ଼୍ୟାନ୍ସ ରିଆଲିଟି ଶୋ ଇଣ୍ଡିଆଜ୍ ବେଷ୍ଟ ଡ଼୍ୟାନ୍ସର ସିଜନ ୨ର ଗ୍ରାଣ୍ଡ ଫାଇନାଲ ଏପିସୋଡ଼ ଧମାକାଦାର ହୋଇଥିଲା । ମହାରାଷ୍ଟ୍ରର ସୌମ୍ୟା କାମ୍ବଲେ ଟ୍ରଫି ଜିତି ସିଜନ-୨ର ବିଜେତା ହୋଇଛନ୍ତି । ସୌମ୍ୟାଙ୍କୁ ସୋନି ଏଣ୍ଟରଟେନମେଣ୍ଟ ଟେଲିଭିଜନ ତରଫରୁ ୧୫ଲକ୍ଷ ଟଙ୍କାର ଚେକ ଏବଂ କାର ସହ…

ଦିନ କେଇଟା ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ ପିକ୍ ଛୁଇଁବ କରୋନା

ନୂଆଦିଲ୍ଲୀ: ଦେଶରେ କେବେ ପିକ୍ ଛୁଇଁବ କରୋନାର ତୃତୀୟ ଲହର । ବିଭିନ୍ନ ସଂସ୍ଥା ଓ ବୈଜ୍ଞାନିକ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । ଆଉ କିଛି ଦିନ ଭିତରେ ଦିଲ୍ଲୀ, ମୁମ୍ବାଇ ଓ କୋଲକାତାରେ କରୋନା ସଂକ୍ରମଣ ପିକ୍ ଛୁଇଁବ । ଅର୍ଥାତ ଚଳିତ ମାସ ମଧ୍ୟଭାଗ ଭିତରେ ଏସବୁ ସହରରେ ସଂକ୍ରମଣ ଶୀର୍ଷରେ…

୨୨ ମେଡିକାଲ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ

ତେଲେଙ୍ଗାନା: ତେଲେଙ୍ଗାନା କାକଟିଆ ମେଡିକାଲ କଲେଜରେ ଅତି କମରେ ୨୨ ଜଣ ଛାତ୍ରଛାତ୍ରୀ କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୮୦ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଆଣ୍ଟିଜେନ୍ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକଙ୍କଠାରେ କୋଭିଡ୍ ଲକ୍ଷଣ ଦେଖାଯିବା ପରେ ସେମାନଙ୍କର କରୋନା…

ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁରରେ ସଂକ୍ରମଣ ହାର ଜାତୀୟ ହାରଠାରୁ ବି ଅଧିକ

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ । ଦୈନିକ ସଂକ୍ରମଣ ପାଞ୍ଚ ହଜାର ମୁହାଁ ହୋଇଛି । ସଂକ୍ରମଣର ଟପ୍ ଥ୍ରୀ ଜିଲ୍ଲାରେ ରହିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ ସମ୍ୱଲପୁର ଜିଲ୍ଲା । ଏସବୁ ଜିଲ୍ଲାରେ ପଜିଟିଭ୍ ହାରି ଅଧିକ ରହିଛି । ରାଜ୍ୟରେ ପଜିଟିଭ୍ ହାର ୬.୭୨ ପ୍ରତିଶତ ରହିଛି ।…

ଜାମ୍ମୁ-କାଶ୍ମୀରର କୁଲଗାମରେ ଏନକାଉଣ୍ଟରରେ ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର: ରବିବାର ଦିନ ଜାମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ଦୁଇଜଣ ଅଜ୍ଞାତ ଆତଙ୍କବାଦୀ ନିହତ ହୋଇଛନ୍ତି । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଏହା ହେଉଛି ଜାନୁଆରୀ ୨୦୨୨ର ୭ମ ଏନକାଉଣ୍ଟର । ଏଯାଏଁ ୧୩ଜଣ ଆତଙ୍କବାଦୀଙ୍କୁ…

୩ଟି ଜେଲର ୪୬ ଅନ୍ତେବାସୀ ଓ ୪୩ କର୍ମଚାରୀ କରୋନା ପଜିଟିଭ୍

ନୂଆଦିଲ୍ଲୀ: ଦେଶର ରାଜଧାନୀରେ କରୋନା କାୟା ମେଲାଇ ଚାଲିଛି । ଦୈନିକ ସଂକ୍ରମଣରେ ଲାଗୁନି ବ୍ରେକ୍ । ଦିଲ୍ଲୀ ଜେଲରେ ପଶିଲା କରୋନା । ୩ଟି ଜେଲର ୪୬ ଜଣ ଅନ୍ତେବାସୀ ଓ ୪୩ ଜଣ କର୍ମଚାରୀ କରୋନାରେ ସଂକ୍ରମିତ ହୋଇଛନ୍ତି । ଏହାପରେ ଜେଲରେ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଉଦ୍ୟମ ଚାଲିଛି ।…

ଆଜିଠୁ ଦେଶରେ ପ୍ରିକସନ୍ ଡୋଜ୍ ଟିକାକରଣ

ନୂଆଦିଲ୍ଲୀ: ଆଜିଠୁ ଦେଶବ୍ୟାପୀ ଆରମ୍ଭ ହୋଇଛି ପ୍ରିକସନ୍ ଡୋଜ୍ ଟିକାକରଣ । ବିଭିନ୍ନ ସରକାରୀ ଓ ବେସରକାରୀ ଟିକାଦାନ କେନ୍ଦ୍ରରେ ପ୍ରିକସନ୍ ଡୋଜ୍ ଦିଆଯାଉଛି । ସ୍ୱାସ୍ଥ୍ୟକର୍ମୀ, ଫ୍ରଣ୍ଟ ଲାଇନ୍ ୱାର୍କର୍ସ ଓ ୬୦ ବର୍ଷରୁ ଅଧିକ ବହୁବିଧ ରୋଗରେ ପୀଡ଼ିତଙ୍କୁ ଦିଆଯାଉଛି ପ୍ରିକସନ୍ ଡୋଜ୍ ।…

ଦେଶରେ ଦୁଇ ଲକ୍ଷ ମୁହାଁ କରୋନା କେସ୍, ଆକ୍ଟିଭ୍ କେସ୍ ୭ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ଦୁଇ ଲକ୍ଷ ମୁହାଁ ହେଲାଣି ଦୈନିକ କରୋନା କେସ୍ । କାଲି ଦେଢ଼ ଲକ୍ଷ ପାର କରିଥିଲା । ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ଲକ୍ଷେ ୭୯ ହଜାର କରୋନା ଆକ୍ରାନ୍ତ । ଗତକାଲି ଅପେକ୍ଷା ସଂକ୍ରମିତଙ୍କ ସଂଖ୍ୟା ୧୨.୬ ପ୍ରତିଶତ ବଢ଼ିଛି । ଆଜି ଦେଶରେ ପଜିଟିଭ୍ ହାର…